ମାଲେଗାଓଁ ବିସ୍ଫୋରଣ ମାମଲାର ଚାରି ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି ସ୍ବତନ୍ତ୍ର କୋର୍ଟ। ଜଷ୍ଟିସ୍ ଏ ମହାନ୍ତି ଏବଂ ଏ ଏମ୍ ବଦରଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ମାମଲାର ଚାରି ଅଭିଯୁକ୍ତ ଧନ ସିଂ, ଲୋକେଶ ଶର୍ମା, ମନୋହର ନରଓ୍ବାରିୟା ଏବଂ […]
ତାମିଲ ଅଭିନେତା ଅଜିତ୍ କୁମାରଙ୍କ ବ୍ଲକବଷ୍ଟର ଫିଲ୍ମ ଭେଦଲମ୍ ରିମେକ୍ରେ ନଜର ଆସିବାକୁ ଯାଉଛନ୍ତି ବଲିଉଡ୍ ହଙ୍କ ଜନ୍ ଆବ୍ରାହାମ୍। ଖଳନାୟକଙ୍କ ସନ୍ଧାନରେ ରହିଥିବା ଜଣେ ରାଗୀ ହିରୋ ଭୂମିକାରେ ନଜର ଆସିଛନ୍ତି ଜନ୍ ଆବ୍ରାହମ୍। ଫିଲ୍ମରେ ଜନ୍ ଅଜିତ୍ଙ୍କ ଭୂମିକାରେ […]
କେରଳର ଥିରୁଅନନ୍ତପୁରମ୍ ବିମାନବନ୍ଦରର ଘରୋଇକରଣ ପ୍ରସ୍ତାବକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ । ଶନିବାର 15 ଜୁନ୍ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରଖିଛନ୍ତି । ଅଦାନୀ ଗ୍ରୁପ୍କୁ ଆସନ୍ତା 50 ବର୍ଷ ପାଇଁ […]
ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ ପକ୍ଷରୁ ଚନ୍ଦ୍ରଯାନ-2 ର ଉତ୍କ୍ଷେପଣ ତାରିଖ ସ୍ଥିର କରାଯାଇଛି । ଏହା ଉପରେ ନିଜର ମତ ରଖିଛନ୍ତି ପୂର୍ବତନ ଇସ୍ରୋ ଚେୟାରମ୍ୟାନ୍ ଜି ମାଧବନ୍ ନାୟାର । ଏହି ପ୍ରକଳ୍ପ 2012ରେ ଆରମ୍ଭ ହେବାର ଥିଲା […]
ପୁଲଓ୍ବାମାରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍କାଉଣ୍ଟର ସଙ୍ଗଠିତ ହୋଇଛି। ଏହି ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଦକ୍ଷିଣ କାଶ୍ମୀରର ପୁଲଓ୍ବାମାରେ ଏକ ସର୍ଚ୍ଚ ଅପରେସନ ସମୟରେ ଏହି ଏନକାଉଣ୍ଟର ଘଟିଥିଲା। ରାଷ୍ଟ୍ରୀୟ ରାଇଫଲ୍ସ, ସିଆରପିଏଫ୍ ଏବଂ […]
ପାକିସ୍ତାନର ନା ନନେଇ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିର୍ଗିଜ୍ସ୍ତାନର ରାଜଧାନୀ ବିଶକେକ୍ରେ ଅନୁଷ୍ଠିତ ହେଉଥିବା ସାଂଘାଇ ସମିଟ୍ରେ ମୋଦି ଆତଙ୍କବାଦକୁ କଡା ନିନ୍ଦା କରିଛନ୍ତି। ଆତଙ୍କବାଦର ମୁକାବିଲା ପାଇଁ ବିଶ୍ବଜ ସମୁଦାୟ ଏକତ୍ର ହେବା ଉଚିତ୍ ବୋଲି ମଧ୍ୟ […]
ଆଜି ସାରା ଓଡିଶାରେ ବେଶ ଧୂମଧାମରେ ପାଳିତ ହେଉଛି ରଜ। ରଜଗୀତ ବୋଲି ଦୋଳିରେ ଝୁଲି ଝିଅମାନେ ଏହି ଉତ୍ସବକୁ ବେଶ୍ ଆନନ୍ଦର ସହ ପାଳନ କରିଛନ୍ତି। ମୁଖ୍ୟତଃ ତିନିଦିନ ଧରି ଏହି ରଜ ଉତ୍ସବ ପାଳିତ ହୋଇଥାଏ। ପ୍ରଥମେ ପହିଲି […]
ଆଇଆଇଟି ରୁର୍କୀ ପକ୍ଷରୁ ଆଜି ସର୍ବଭାରତୀୟ ଜେଇଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ସମୁଦାୟ ୧ଲକ୍ଷ ୬୧ ହଜାର ୩୧୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୩୮ ହଜାର ୭୦୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ମହାରାଷ୍ଟ୍ର ବଲ୍ଲାରପୁରରୁ କାର୍ତ୍ତିକେୟ […]
ବିହାରରେ ମସ୍ତିଷ୍କ ଜ୍ବର ଏହାର ଆତଙ୍କ ବୃଦ୍ଧି କରିଚାଲିଛି। ମୁଜାଫରପୁରରେ ମସ୍ତିଷ୍କ ଜ୍ବରରେ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ୫୭କୁ ବୃଦ୍ଧି ପାଇଛି। ବିଗତ ୧୫ ଦିନ ମଧ୍ୟରେ ରାଜ୍ୟରେ ୫୭ ଶିଶୁଙ୍କ ମୃତ୍ୟୁ ହୋଇଥିବା ନେଇ ବିହାର ସ୍ବାସ୍ଥ୍ୟ ମନ୍ତ୍ରୀ ମଙ୍ଗଲ […]
ଗତକାଲି ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ଆକ୍ରମଣ ପରେ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗଦାନ ପାଇଁ ଚେତାବନୀ ଦେବା ପରେ ଏହି ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିଲା। ଏହି ଆନ୍ଦୋଳନରେ ସମଗ୍ର […]
ପୁଲଓ୍ବାମାରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍କାଉଣ୍ଟର ସଙ୍ଗଠିତ ହୋଇଛି। ଦକ୍ଷିଣ କାଶ୍ମୀରର ପୁଲଓ୍ବାମାରେ ଏକ ସର୍ଚ୍ଚ ଅପରେସନ ସମୟରେ ଏହି ଏନକାଉଣ୍ଟର ଘଟିଥିଲା। ରାଷ୍ଟ୍ରୀୟ ରାଇଫଲ୍ସ, ସିଆରପିଏଫ୍ ଏବଂ ଏସ୍ଓଜି ଯବାନ ମାନେ ସର୍ଚ୍ଚ ଅପରେସନ୍ କରୁଥିବା ବେଳେ […]
ଚୀନ୍ ରାଷ୍ଟ୍ରପତି ଜି ଜିନ୍ ପିଙ୍ଗ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁରୁବାର ଭେଟିଛନ୍ତି । ଭାରତ ଏବଂ ବେଜିଂ ପରସ୍ପରର ପଡୋଶୀ । ଉଭୟ ଦେଶ ପରସ୍ପର ପାଇଁ ବିପଦ ନୁହନ୍ତି ବୋଲି କହିଛନ୍ତି ଜିନ୍ ପିଙ୍ଗ । କ୍ରିଜିଗ୍ସ୍ତାନର […]
ଆସାମ ଏବଂ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଫେସ୍ବୁକ୍ରେ ପୋଷ୍ଟ କରି ଗିରଫ ହୋଇଛନ୍ତି ୨ ଯୁବକ। ଆସାମରେ ଶାସକ ବିଜେପି ମିଡିଆ ସେଲ୍ର ଜନୈକ କାର୍ଯ୍ୟକର୍ତ୍ତା ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲଙ୍କ ବିରୋଧରେ ଫେସ୍ବୁକ୍ରେ କିଛି ଆପତ୍ତିଜନକ ପୋଷ୍ଟ କରି ଗିରଫ ହୋଇଥିବା […]
ଛତିଶଗଡ଼ ପୋଲିସର ଏନକାଉଣ୍ଟରରେ ୨ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଗୁରୁବାର ରାତିରେ ଏହି ଏନକାଉଣ୍ଟର ସଙ୍ଗଠିତ ହୋଇଛି। ଛତିଶଗଡର କାଙ୍କେର ଜିଲ୍ଲାର ତାଡକୋଇ ଅଂଚଳରେ ଜିଲ୍ଲା ସଂରକ୍ଷିତ ଗାର୍ଡ ଗୁଇନ୍ଦା ସୂଚନା ପାଇ ଏନକାଉଣ୍ଟର କରିଥିଲେ। ଦୀର୍ଘ ସମୟ ଧରି […]
ଚଳିତ ବିଶ୍ୱକପରେ ଆଉ ଏକ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି। ଗୁରୁବାର ଟ୍ରେଣ୍ଟ ବ୍ରିଜରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ୍ ମ୍ୟାଚ ବର୍ଷା ପାଇଁ ବାତିଲ୍ ହୋଇଛି। ମ୍ୟାଚ୍ ବାତିଲ ହେବା ଦ୍ୱାରା ଉଭୟ ଭାରତ […]
ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଆତଙ୍କବାଦୀ ଆକ୍ରମଣରେ ବୁଧବାର ଦିନ ଶହୀଦ୍ ହୋଇଥିବା ମଧ୍ୟପ୍ରଦେଶର ଦେବାସ୍ ଜିଲ୍ଲାର ଯବାନ୍ ସନ୍ଦୀପ ଯାଦବଙ୍କ ପରିବାରକୁ କମଲନାଥ ସରକାରଙ୍କ ତରଫରୁ ଏକ କୋଟି ଟଙ୍କା ଆର୍ଥିକ ସାହାଯ୍ୟ ସହିତ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ […]
କର୍ଜିଗ୍ସ୍ଥାନର ବିଶ୍କେକ୍ଠାରେ ହେଉଥିବା ସଂଘାଇ ସହଯୋଗ ସଂଗଠନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି ।ଏହି ବୈଠକରେ ନରେନ୍ଦ୍ର ମୋଦି ଗୁରୁବାର ଦିନ ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ୍ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି।ଏହି ଆଲୋଚନା କାଳରେ ଦୁଇ ଦେଶ ମଧ୍ୟରେ ରହିଥିବା […]
ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ପ୍ରେଦଶ ପ୍ରମୁଖ ସମେତ ଦଳର ବରିଷ୍ଠ ନେତାଙ୍କର ବୈଠକ ଅନୁଷ୍ଠିତ ହୋଇଯାଙଇଛି । ଏହି ବୈଠକରେ ବିଜେପି ନେତା ଭୁପେନ୍ଦ୍ର ଯାଦବ ମଧ୍ୟ ସାମିଲ୍ ରହିଥିଲେ […]
ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତିମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତ ଶିକ୍ଷା ବର୍ଷରୁ ସମସ୍ତ ବିଶ୍ବବିଦ୍ୟାଳୟରେ ଏକକ ସିଲାବସ୍ ଲାଗୁ କରିବା ପାଇଁ ନିଷ୍ପତ୍ତି […]
ବଲିଉଡ୍ ଅଭିନେତା ନାନା ପାଟେକରଙ୍କ ବିରୋଧରେ ରହିଥିବା ମି ଠୁ ମାମଲାରେ ମୁମ୍ବାଇ ପୋଲିସ୍ ନିକଟରେ କୌଣସି ପ୍ରମାଣ ନାହିଁ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। କୋର୍ଟକୁ ପ୍ରଦାନ କରିଥିବା ନିଜ ରିପୋର୍ଟରେ ନାନାଙ୍କ ବିରୋଧରେ ପ୍ରମାଣ ନଥିବା ଉଲ୍ଲେଖ […]
ରାଜନୀତିରେ ସମର୍ଥକମାନେ ତାଙ୍କ ନେତାମାନଙ୍କୁ ଅକୁଣ୍ଠିତ ସମର୍ଥନ ସହ ଚାଟୁକାରିତା ମଧ୍ୟ କରିଥା’ନ୍ତି। କିନ୍ତୁ ଆନ୍ଧ୍ରପ୍ରଦେଶରେ ରାଜନୀତିରେ ଚାଟୁକାରିତାର ଚରମ ସୀମା ଦେଖିବାକୁ ମିଳିଛି। ଚଳିତ ଥର ଆନ୍ଧ୍ରପ୍ରଦେଶରେ ଓ୍ବାଇଏସ୍ଆର୍ କଂଗ୍ରେସ ସରକାର ଗଠନ କରିଛି। ଜଗନମୋହନଙ୍କ ନେତୃତ୍ବାଧୀନ ସରକାରର ଶପଥ […]