ଢେଙ୍କାନାଳର ଏକ ପରିତ୍ୟକ୍ତ ରାଇସ୍ ମିଲ୍ର କାନ୍ଥ ଭୁଷୁଡି 4 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 5 ଜଣ ଆହତ ହୋଇଛନ୍ତି । ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଳସୁଆ ହାଟ […]
କେନ୍ଦୁଝର ଟାଉନ ଥାନା ଅଧୀନ ତୁଳସୀଚଉରା ଗ୍ରାମର ଏକ ବେଆଇନ ମୋରମ ଖଣିରେ ମୋରମ ବୋଝେଇ ସମୟରେ ଅତଡ଼ା ଧସି ଶନିବାର ଅପରାହ୍ଣ ପ୍ରାୟ ୫ଟାରେ ୩ଜଣ ଶ୍ରମିକଙ୍କ ଗଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ଜିଲା […]
ବାଇକ୍ରେ ଘରକୁ ଫେରୁଥିବା ବେଳେ ଦୁଇ ଭାଇଙ୍କ ଉପରେ ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର ମାଡ଼ିଯିବା ଯୋଗୁ ଉଭୟ ପ୍ରାଣ ହରାଇଛନ୍ତି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନୟାଗଡ଼ ଜିଲ୍ଲାରେ ଘଟିଛି। ନୂଆଗାଁ ଥାନା ଲୁଣିସରା ନିକଟରେ ଏହି ଦୁର୍ଘଟଣା ଘଟିଛି। ନୂଆଗାଁ […]
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଅନ୍ୟ ୨୫ମନ୍ତ୍ରୀଙ୍କ ସହିତ ଜଗନ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଭେଲାଗାପୁଡିରେ ଅବସ୍ଥାପିତ ରାଜ୍ୟ ସଚିବାଳୟରେ ରାଜ୍ୟପାଳ ଇଏସ୍ଏଲ୍ […]
୧୯୮୨ର ମହେଶ ଭଟ୍ଟଙ୍କ ଆଇକନିଙ୍ଗ୍ ଫିଲ୍ମ ‘ଅର୍ଥ’ର ରିମେକ୍ରେ ନଜର ଆସିବେ ସିଂହଳ ସୁନ୍ଦରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜ୍ । ବଲିଉଡ୍ ଅଭିନତ୍ରୀ ଜ୍ୟାକଲିନ୍ ଏହି ଫିଲ୍ମରେ ସ୍ମିତା ପାଟିଲ୍ଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ । ମହେଶ ଭଟ୍ଟଙ୍କ ‘ଅର୍ଥ’ ଫିଲ୍ମରେ ସ୍ମିତା […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଳଦ୍ବୀପ ସରକାରଙ୍କ ପକ୍ଷରୁ ମାଳଦ୍ବୀପର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ମୋଦି ନିଜର ଦୁଇ ଦିନିଆ ମାଳଦ୍ବୀପ ଗସ୍ତରେ ଯାଇଥିବା ବେଳେ ଏହି ଘୋଷଣା କରାଯାଇଛି । ମାଳଦ୍ବୀପର ସର୍ବୋଚ୍ଚ ସମ୍ମାନ ‘ନିଶାନ […]
ଗୋଆ ବିମାନ ବନ୍ଦରରୁ ଉଡାଣ ଭରିବା ପରେ ନୌସେନାର ମିଗ୍ ୨୯କେ ବିମାନର ଡ୍ରପ ଟ୍ୟାଙ୍କ ଅଚାନକ ଖସି ପଡିବାରୁ ବିମାନ ବନ୍ଦରରେ ନିଆଁ ଲାଗିଛି। ଏହି ଘଟଣା ପରେ ବିମାନ ବନ୍ଦରରେ କିଛି ଘଣ୍ଟା ପାଇଁ ଉଡାଣ ବନ୍ଦ କରି […]
ବିଂଶ ଶତାବ୍ଦୀର ଦୁଇ ଦଶନ୍ଧି ଅତିକ୍ରମ କରିବାକୁ ବସିଥିଲେ ମଧ୍ୟ ଆଜି ବି ବାଲ୍ୟବିବାହ ଚାଲିଛି । ୟୁନିସେଫ୍ ତରଫରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ, ଦୁନିଆରେ ପ୍ରତି ପାଞ୍ଚଜଣରେ ଜଣେ ବାଲ୍ୟ ବିବାହ କରୁଛନ୍ତି, ଯାହାଙ୍କ ବୟସ ୧୫ […]
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଶାନ୍ତିର ପ୍ରସ୍ତାବ ଦେଇଛନ୍ତି । କାଶ୍ମୀର ସମସ୍ୟା ସହିତ ସମସ୍ତ ମତଭେଦ ଦୂର କରିବା ପାଇଁ ଭାରତ ସହିତ କଥାବାର୍ତ୍ତା କରିବାକୁ ଇଚ୍ଛୁକ ରହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ […]
୨୦୦୭ର ସୁପରହିଟ୍ ଥ୍ରୀଲର ଫିଲ୍ମ ଭୁଲଭୁଲୈୟାର ସିକ୍ବେଲ ନିର୍ମିତ ହେବାକୁ ଯାଉଛି । ତିନି ଯୁବ ଅଭିନେତା ଭିକି କୌଶଲ, ଆୟୁଷ୍ମାନ ଖୁରାନା ଏବଂ ରାଜକୁମାର ରାଓ ଏହି ଫିଲ୍ମର ମୁଖ୍ୟ ଅଭିନେତା ଦୌଡରେ ଅଛନ୍ତି । ହାଉସ୍ଫୁଲ୍-୪ ର ନିର୍ଦ୍ଦେଶନା […]
କଲମ୍ବିଆ ସହିତ ରହିଥିବା ଭେନେଜୁଏଲା ସୀମାକୁ ଆଂଶିକ ଭାବରେ ଖୋଲିଛି ଭେନେଜୁଏଲା । ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମଡୁରୋ ଶୁକ୍ରବାର କଲମ୍ବିଆ ସୀମାକୁ ଆଂଶିକ ଭାବରେ ଖୋଲିବାର ନିଷ୍ପତ୍ତି ନେଇଛନ୍ତି । ସାମରିକ ଅସ୍ଥିରତା ପାଇଁ ଗତ ଫେବୃୟାରୀ ମାସରେ ଏହି […]
ଦିଲ୍ଲୀର ଫରିଦାବାଦ୍ସ୍ଥିତ ଏକ ପ୍ରାଇଭେଟ୍ ସ୍କୁଲରେ ନିଆଁ ଲାଗିଯାଇ ୩ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଦୁଇଜଣ ଶିଶୁ ଅଛନ୍ତି । ଆଉ ଦୁଇଜଣଙ୍କ ଅବସ୍ଥା ମଧ୍ୟ ବେଶ୍ ଗମ୍ଭୀର ରହିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । […]
କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ତିନି ଦିନିଆ ଓ୍ବାୟାନାଡ ଗସ୍ତରେ ଅଛନ୍ତି । ନିଜର ସଂସଦୀୟ କ୍ଷେତ୍ରକୁ ଗସ୍ତ କରି ରାହୁଲ ଚାଷୀ, ଜନଜାତି ଏବଂ ଅନ୍ୟାନ୍ୟ ଅବହେଳିତ ଶ୍ରେଣୀର ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ସଂସଦଙ୍କୁ ସମ୍ମାନ ପ୍ରଦର୍ଶନ କରିବା […]
ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ମୌସୁମୀ ଆଜି କେରଳ ଛୁଇଁଛି । ଭାରତୀୟ ପାଣିପାଗ ବିଭାଗ ଏନେଇ ସ୍ପଷ୍ଟ କରିଛି । ଏନେଇ ରାଜ୍ୟରେ କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଯାଇଛି । ରାଜଧାନୀ ତିରୁବନ୍ତପୁରମ ସହ ୪ଟି ଜିଲ୍ଲାରେ ରେଡ୍ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ କେରଳର ଗୁରୁବାୟରୁ ଶ୍ରୀକୃଷ୍ଣ ମନ୍ଦିରଠାରେ ପୂଜାଅର୍ଚ୍ଚନା କରିଛନ୍ତି। ଏହି ପୂଜା ଅବସରରେ ୧୧୨ କିଲୋ ପଦ୍ମ ଫୁଲ ଚଢାଇଛନ୍ତି। ଗୁରୁବାୟରୁର କୃଷ୍ଣ ମନ୍ଦିର ବହୁତ ପ୍ରାଚୀନ ମନ୍ଦିର ଅଟେ, ଏଠାରେ ଭଗବାନ ଶ୍ରୀକୃଷ୍ଣଙ୍କର ଶିଶୁ […]
କ୍ରିକେଟ ବିଶ୍ବକପ୍-୨୦୧୯ ଚାଲିଥିବା ବେଳେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଲଣ୍ଡନରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଭେଟିଛି। ଉଚ୍ଚାୟୁକ୍ତଙ୍କ ଲଣ୍ଡନ ସ୍ଥିତ ବାସଭବନରେ ଖେଳାଳି ଭେଟିଥିଲେ। ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ଖେଳାଳି ମାନେ ଉଚ୍ଚାୟୁକ୍ତଙ୍କୁ ଭେଟିଛନ୍ତି। ଭାରତୀୟ ଅଧିନାୟକ […]
ଡିଜିଟାଲ ଚ୍ୟାନେଲ ମାଲିକ ରାଘବ ବହଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚାର୍ଜସିଟ୍ ଦାୟର କରାଯାଇଛି। ଦ କ୍ବିଣ୍ଟ ଏବଂ ନେଟଓ୍ବର୍କ ୧୮ର ପ୍ରତିଷ୍ଠାତା ରାଘବ ବହଲଙ୍କ ନାମରେ ଆୟକର ବିଭାଗ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ ଇଡି ପକ୍ଷରୁ ଏହି […]
ବଲିଉଡ୍ ନାୟିକା ଡିମ୍ପଲ୍ କପାଡ଼ିଆ ଶନିବାର ୬୨ ବର୍ଷରେ ପାଦ ଥାପିଛନ୍ତି। ୧୯୫୭ ଜୁନ୍ ୮ରେ ସେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ ୧୬ ବର୍ଷ ବୟସ ହୋଇଥିବାବେଳେ ରାଜକପୁର ଡିମ୍ପଲଙ୍କୁ ଫିଲ୍ମ ‘ବବି‘ ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରିବାର […]
ଆଜି କ୍ରିକେଟ ବିଶ୍ବକପ୍ ୨୦୧୯ରେ ଦୁଇଟି ମ୍ୟାଚ୍ ଦେଖିବାକୁ ମିଳିବ। ଘରୋଇ ଇଂଲଣ୍ଡ ବାଂଲାଦେଶର ସମ୍ମୁଖୀନ ହେଉଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଦଳ ଆଫଗାନିସ୍ତାନର ମୁକାବିଲା କରିବ। ପ୍ରଥମ ମ୍ୟାଚ୍ରେ ଘରୋଇ ଇଂଲଣ୍ଡ ବାଂଲାଦେଶର ମୁକାବିଲା କରିବ। ପୂର୍ବରୁ ଦୁଇଟି ବିଶ୍ବକପ୍ ମ୍ୟାଚ୍ରେ […]
ବିଜେପି ମହାସଚିବ ରାମ ମାଧବ ବିଜେପି କଂଗ୍ରେସର ରେକର୍ଡ ଭାଙ୍ଗି ୨୦୪୭ ପର୍ଯ୍ୟନ୍ତ ଶାସନ କ୍ଷମତାରେ ରହିବ ବୋଲି କହିଛନ୍ତି। ଭାରତରେ ଦୀର୍ଘକାଳ ଧରି ରାଜନୈତିକ କ୍ଷମତାରେ ରହିଥିବା ଦଳ ଭିତରେ ରହିଛି କଂଗ୍ରେସ। କଂଗ୍ରେସ ୧୯୫୦ରୁ ୧୯୭୭ ଯାଏଁ କ୍ରମାଗତ […]
ବେଲଜିୟମ୍ ଓ୍ବିଙ୍ଗର ଏଡେନ୍ ହାଜାର୍ଡ ଚେଲ୍ସୀ ଛାଡି ରିଅଲ ମାଦ୍ରିଦ୍ରେ ଯୋଗ ଦେବେ। ଚେଲ୍ସୀ ଛାଡୁଥିବା ହାଜାର୍ଡଙ୍କୁ ରେକର୍ଡ ୧୦୦ ମିଲିୟନ୍ ୟୁରୋ ମୂଲ୍ୟରେ କ୍ରୟ କରୁଛି ରିଅଲ୍ ମାଦ୍ରିଦ୍। ସମାନ ମୂଲ୍ୟରେ ୨୦୧୩ରେ ଗେରାଥ ବେଲଙ୍କୁ କିଣିଥିଲା ରିଅଲ୍ ମାଦ୍ରିଦ୍। […]