ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମସ୍ତ ଦଳ ନିଜର ରଣନୀତି ପ୍ରସ୍ତୁତିରେ ଲାଗିଯାଇଛନ୍ତି। ଏହି ସମୟରେ ବିଜେପି ନିର୍ବାଚନ ଆୟୋଗର ଦ୍ଵାରସ୍ଥ ହୋଇ ପଶ୍ଚିମବଙ୍ଗରେ ନିର୍ବାଚନ ସମୟରେ ହେଉଥିବା ହିଂସାକୁ ଦୃଷ୍ଟିରେ ରଖି ଏହି ରାଜ୍ୟକୁ ଅତିସମ୍ବେଦନଶୀଳ କ୍ଷେତ୍ର […]
ଚଳିତ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ଘୋଷଣା ପରେ ସାରା ରାଜ୍ୟରେ ନିର୍ବାଚନକୁ ନେଇ ପୋଲିସ୍ ପକ୍ଷରୁ ବ୍ୟାପକ ସଚେତନତା ଗ୍ରହଣ କରାଯାଉଛି। ପୋଲିସ କମିଶନରରେଟ ପକ୍ଷରୁ ପ୍ରାର୍ଥୀମାନଙ୍କ ପାଇଁ ଆଡ଼ଭାଇଜରି ଜାରି କରିଦିଆଯାଇଛି। ଏହି ଆଡ୍ଭାରଇଜାରୀରେ ପ୍ରାର୍ଥୀଙ୍କୁ […]
ତାମିଲନାଡୁର ବହୁ ଚର୍ଚ୍ଚିତ ସେକ୍ସ ସ୍କାଣ୍ଡଲର ମୁଖ୍ୟ ଅଭିଯୁକ୍ତ ତଥା ମହିଳା କଲେଜର ପ୍ରଫେସର ନିର୍ମଳା ଦେବୀଙ୍କୁ ମାଦ୍ରାସ ଉଚ୍ଚନ୍ୟାୟାଳୟ ଜାମିନ ପ୍ରଦାନ କରିଛି। ଗିରଫ ହେବାର ୧୧ ମାସ ପରେ ତାଙ୍କୁ ଏହି ଜାମିନ ମିଳିଛି। ସୂଚନାଯୋଗ୍ୟ, ପ୍ରଫେସର ନିର୍ମଳା […]
କଂଗ୍ରେସ ଦେଶରେ ହୁ ହୁ ହୋଇ ବଢୁଥିବା ବେରୋଜଗାର ସ୍ତରକୁ ନେଇ ମୋଦି ସରକାରଙ୍କ ଉପରେ ଆକ୍ରମଣ କରିଛି। ରୋଜଗାରକୁ ଶେଷ କରୁଥିବା ପ୍ରଧାନମନ୍ତ୍ରୀ ହେଉଛନ୍ତି ମୋଦି। ଚଳିତ ନିର୍ବାଚନରେ କଂଗ୍ରେସର ମୁଖ୍ୟ ଏଜେଣ୍ଡା ରୋଜଗାର ରହିବ ବୋଲି କଂଗ୍ରେସ ଦାବି […]
କଂଗ୍ରେସକୁ ଟାର୍ଗେଟ୍ କରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧି ଏବଂ ଭଦ୍ରା ପରିବାରକୁ ‘ଦୁର୍ନୀତିର ଫ୍ୟାମିଲି ପ୍ୟାକେଜ୍’ ବୋଲି କହିଛନ୍ତି। ସ୍ମୃତି ଇରାନୀ ମିଡିଆ ରିପୋର୍ଟର ଉଦାହରଣ ଦେଇ କହିଥିଲେ ରାହୁଲ ଗାନ୍ଧି ଏବଂ ଏଚ୍ଏଲ୍ ପହୱାନ୍ଙ୍କ ମଧ୍ୟରେ ଟଙ୍କା କାରବାର […]
ଏମ୍ଏସ୍ଧୋନୀ ଚଳଚ୍ଚିତ୍ରରୁ ବଲିଉଡ୍ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବଲିଉଡ୍ର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆଗାମୀ ସିନେମା ‘ଛିଛୋର’ ଆସିବାକୁ ରହିଛି। ଦୁଇଟି ଜେନେରେସନ୍ ନେଇ ନିର୍ମିତ ଏହି ଫିଲ୍ମଟି ଏବେଠୁ ଚର୍ଚ୍ଚାରେ ରହିଛି। ଏହି […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ଲୋକସଭା ନିର୍ବାଚନରେ ଅଧିକ ସଂଖ୍ୟକ ମତଦାତାଙ୍କୁ ମତଦାନରେ ସଂଶ୍ଲିଷ୍ଟ କରାଇବା ପାଇଁ ଏକ ଟ୍ବିଟ କରିଛନ୍ତି । ସେ ଏହି ଟ୍ବିଟ ବିରୋଧୀ ଦଳ ନେତା, ସିନେ ତାରକା, ଖେଳ ତାରକା, ସାମାଜିକ କର୍ମୀ, ଆଧ୍ୟାତ୍ମିକ […]
ଆମ୍ ଆଦ୍ମୀ ପାର୍ଟି ଅଧ୍ୟକ୍ଷ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲ ପୁଣି ଥରେ କଂଗ୍ରେସ ସହ ମେଣ୍ଟ ପାଇଁ ଇଛା ପ୍ରକାଶ କରିଛନ୍ତି। ତେବେ କେଜରୀଓ୍ବାଲ ଦିଲ୍ଲୀ ପାଇଁ ନୁହେଁ ବରଂ ହରିୟାଣାରେ କଂଗ୍ରେସ ତାଙ୍କ ସହ ହାତ ମିଶାଇବା […]
ବଲିଉଡ୍ ଅଭିନେତା ତଥା ଭାରତୀୟ କ୍ରିକେଟିଅର ହରଭଜନ୍ ସିଂହଙ୍କ ପତ୍ନୀ ଗୀତା ବାସ୍ରାଙ୍କର ଆଜି ହେଉଛି ୩୫ତମ ଜନ୍ମଦିବସ। ୧୯୮୪ ମାର୍ଚ୍ଚ ୧୩ ତାରିଖରେ ଇଂଲଣ୍ଡରେ ଏକ ପଞ୍ଜାବୀ ପରିବାରରେ ଜନ୍ମ ହୋଇଥିଲେ। ଇଂଲଣ୍ଡରେ ପାଠ ପଢା ସାରି ସେ ଭାରତକୁ […]
ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ କୋର୍ଟ ଦ୍ବାରା ନିଯୁକ୍ତ ମଧ୍ୟସ୍ଥତା କମିଟି ନିକଟରେ ୨୫ଜଣ ପକ୍ଷ ଓ ପ୍ରତିପକ୍ଷ ସେମାନଙ୍କ ଓକିଲମାନଙ୍କ ସହ ଆଜି ହାଜର ହୋଇଛନ୍ତି । ଫୈଜାବାଦ ପ୍ରଶାସନ ପକ୍ଷରୁ ଏମାନଙ୍କୁ ହାଜର ହେବାପାଇଁ ନୋଟିସ ଜାରି କରାଯାଇଥିଲା । […]
ଓଡିଶାରେ କଂଗ୍ରେସ ବାମଦଳ ଓ ଜେଏମଏମ ସହ ମେଣ୍ଟ କରିବ । ଦିଲ୍ଲୀରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମୟୂରଭଞ୍ଜ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନଦେଇ ଜେଏମଏମକୁ ସମର୍ଥନ କରିବ । ସେହିପରି ଭୁବନେଶ୍ବର ଲୋକସଭା […]
ଆସନ୍ତା ନିର୍ବାଚନରେ ଲଢ଼ିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଲଢିବା ପାଇଁ ଆଗ୍ରହୀ ଥିବାବେଳେ ତାଙ୍କର ପ୍ରାର୍ଥୀତ୍ଵ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କିଛି ଜାଣିନାହାନ୍ତି ବୋଲି କହିଛନ୍ତି । ପିସିସି ସଭାପତିଙ୍କ ମନ୍ତବ୍ୟ […]
ଜାତିଆଣ ଆକ୍ଷେପ ମନ୍ତବ୍ୟ ମାମଲାରେ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ହୋଇଥିବା ଜାତିଆଣ ଆକ୍ଷେପ ମାମଲାକୁ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି। ୨୦୧୦ ମସିହାରେ ଦାମୋଦର ରାଉତ ଜଗତସିଂହପୁର ଜିଲ୍ଲାରେ ଏକ ସାଧାରଣ ସଭାରେ […]
ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିଲ୍ଲୀର କୋଟଲାଠାରେ ଅନ୍ତିମ ଦିନିକିଆ ଖେଳାଯିବା। ଏହି ମ୍ୟାଚ ଉଭୟଦଳଙ୍କ ପାଇଁ କର ବା ମର ପରିସ୍ଥିତିରେ ପହଞ୍ଚିଛି। ଚଳିତ ପେଟିଏମ ଅନ୍ତର୍ଜାତୀୟ ଦିନିକିଆ ଶୃଙ୍ଖଳାର ପଞ୍ଚମ ତଥା ଅନ୍ତିମ ମ୍ୟାଚରେ ଯେଉଁ ଦଳ […]
ଉଚ୍ଚତମ ନ୍ୟାୟାଳୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ରାୟ ଅନୁସାରେ ଏଣିକି ଅବସର ନେବାକୁ ୬ ମାସରୁ କମ୍ ସମୟ ଥିବା ଆଇପିଏସ୍ ଅଫିସର ଡିଜିପି ହୋଇପାରିବେନି। ଅବସର ନେବା ସମୟ ୬ ମାସରୁ […]
ଇଥିଓପିଆରେ ବୋଇଂ ୭୩୭ ମ୍ୟାକ୍ସ ୮ ବିମାନ ଦୁର୍ଘଟଣା ପରେ ଭାରତ ସରକାର ଏହା ଉପରେ କଟକଣା ଲଗାଇଛନ୍ତି। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବୋଇଂ ୭୩୭ ମାକ୍ସ ୮ ବିମାନ ଉଡାଣକୁ ରଦ୍ଦ କରାଯାଇଛି। ସମସ୍ତ ବୋଇଂ ବିମାନର ଯାତ୍ରାକୁ […]
ବିଜେପିନେତା ଓ.ପି.ଶର୍ମାଙ୍କୁ ନିର୍ବାଚନ କମିଶନ ଦେଇଛନ୍ତି ଝଟକା। ତାଙ୍କ ଫେସ୍ବୁକ୍ରେ ଥିବା ଉଇଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଫଟୋ ହଟାଇବା ପାଇଁ ଶର୍ମାଙ୍କୁ ତାଗିଦ୍ କରାଯାଇଛି। ଏହା ଦ୍ୱାରା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ହେଉଥିବା ନିର୍ବାଚନ କମିଶନ ସୂଚିତ କରିଛନ୍ତି। […]
ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏନସିପି ମୁଖ୍ୟ ଶରଦ ପାୱାର ଭବିଷ୍ୟବାଣୀ କରି କହିଛନ୍ତି କି, ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ । ଶରଦ ପାୱାରଙ୍କ କହିବାନୁସାରେ, ବିଜେପିକୁ ପୂର୍ଣ୍ଣ ବହୁମତ ମିଳିବନି। ତାଙ୍କୁ ବହୁମତରୁ କମ୍ ସିଟ୍ […]
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ପୁଣି ଥରେ ତା’ର ପୁରୁଣା ସହଯୋଗୀର ସାଥ୍ ପାଇପାରିଛି। ଆସାମ ଗଣ ପରିଷଦ ସହ ବିଜେପି ମିଳିତ ଭାବରେ ନିର୍ବାଚନ ଲଢିବାର ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି। ଏହା ସହିତ ବୋଡୋଲ୍ୟାଣ୍ଡ ପିପୁଲସ […]
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ଲୋକସଭାର ସମସ୍ତ ୪୨ ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛନ୍ତି। ତୃଣମଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଏହି ଲିଷ୍ଟ୍ରେ ୪୧ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦେଇଛନ୍ତି। ଏହି ସୂଚୀରେ ସୌଗତ […]
ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବା ପରେ ପ୍ରଥମଥର ପାଇଁ ପ୍ରିୟଙ୍କା ଗାନ୍ଧି ପ୍ରଥମଥର ପାଇଁ ଜାତୀୟସ୍ତରରେ ଭାଷଣ ଦେଇଛନ୍ତି। ଗୁଜୁରାଟର ଗାନ୍ଧିନଗରର କଂଗ୍ରେସ କାର୍ଯ୍ୟ ସମିତି ପରେ ଆୟୋଜିତ ରାଲିରେ ପ୍ରିୟଙ୍କା ଗାନ୍ଧି ମୋଦି ସରକାରଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି। ପ୍ରିୟଙ୍କା […]