ଚଳିତ ମାସର ପ୍ରଥମ ଦିନରେ ସାଧାରଣ ଲୋକଙ୍କୁ ଝଟକା ଲାଗିଛି। ବୁଧବାର ଘରୋଇ ରନ୍ଧନ ଗ୍ୟାସ (ଏଲପିଜି) ଦରରେ ବୃଦ୍ଧି ଘଟିଛି। ସରକାରୀ ସେକ୍ଟରରେ ତୈଳ କମ୍ପାନୀଗୁଡ଼ିକ ଇନ୍ଧନ ଗ୍ୟାସ ସିଲିଣ୍ଡର୍ ଦର ବୃଦ୍ଧି କରିଛନ୍ତି। ସବ୍ସିଡି ଯୁକ୍ତ ୧୪.୨ କେଜି […]
ଗୁଗୁଲ୍ର ଚେୟାରମ୍ୟାନ୍ ଏରିକ୍ ସ୍ମିଡ୍ଟ ଗୁଗୁଲ୍ ଛାଡିବେ ବୋଲି ଜଣାପଡିଛି । ଗୁଗୁଲ୍ର ମୂଳ କମ୍ପାନୀ ଆଲ୍ଫାବେଟ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆସନ୍ତା ଜୁନ୍ରେ ଏରିକ୍ ବୋର୍ଡରୁ ନିଜର ଇସ୍ତଫା ପ୍ରଦାନ କରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି […]
ସମାଜବାଦୀ ପାର୍ଟି ନେତ୍ରୀ ତଥା ପୂବର୍ତନ ବଲିଉଡ୍ ଅଭିନେତ୍ରୀ ଜୟା ବଚ୍ଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ଜୟା କହିଛନ୍ତି ବର୍ତ୍ତମାନ ଦେଶର ସୁରକ୍ଷା ଦାୟିତ୍ବରେ ରହିଥିବା ଲୋକ ହିଁ ବିଶୃଙ୍ଖଳା ସୃଷ୍ଟି ପାଇଁ ଦାୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର୍ର ମୋଦିଙ୍କୁ ଆକ୍ରମଣ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ। ମୋଦି ଘୋଡା ବେପାରରେ ବ୍ୟସ୍ତ ଅଛନ୍ତି ବୋଲି ମମତା କଟାକ୍ଷ କରିଛନ୍ତି। ଟିଏମ୍ସିର ୪୦ ବିଧାୟକ ଆମ ସହିତ ଅଛନ୍ତି ଏବଂ ନିର୍ବାଚନ ପରେ ସେମାନେ ଆମ ସହିତ […]
ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟ ପରିସରରେ ମଙ୍ଗଳବାର ଗୁଳିକାଣ୍ଡରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜଣେ ଛାତ୍ରଙ୍କ ଦ୍ୱାରା […]
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫାନି’ ଭୟଙ୍କର ରୂପ ନେଇ ଓଡ଼ିଶା ଆଡକୁ ମାଡ଼ି ଆସୁଛି । ଏହାକୁ ଦୃଷ୍ଟିରେ ରଖି 2 ତାରିଖରୁ ସମସ୍ତ ସରକାରୀ ଅନୁଷ୍ଠାନଗୁଡ଼ିକରେ ଛୁଟି ଘୋଷଣା କରାଯାଇଛି । ପରବର୍ତ୍ତୀ ଆଦେଶ […]
ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ନେଇ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିକଟରେ ବଙ୍ଗୋପ ସାଗରରେ ଘନୀଭୂତ ହୋଇଥିବା ଫନି ବାତ୍ୟା ପାଇଁ ନିର୍ବାଚନ ଘୁଞ୍ଚାଇବାକୁ ଅନୁରୋଧ କରିଛନ୍ତି। ଯଦି ଓଡିଶା ଫନି ଦ୍ବାରା ପ୍ରଭାବିତ ହୁଏ ତେବେ […]
ଛତିଶଗଡ଼ର ବିଭିନ୍ନ ଅଞ୍ଚଳରୁ ସୁରକ୍ଷା କର୍ମୀ ୬ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି। ଗିରଫ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ରହିଛନ୍ତି। ଗିରଫ ୬ ଜଣଙ୍କ ମଧ୍ୟରେ ୪ ଜଣଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା […]
ନ୍ୟୁଜିଲ୍ୟାଣ୍ଡ ପୋଲିସ ଆଜି ଏକ ସନ୍ଦିଗ୍ଧ ପ୍ୟାକେଟ ଉଦ୍ଧାର କରିଛି। ଏହି ସନ୍ଦିଗ୍ଧ ପ୍ୟାକେଟ୍ରେ ଏକ ଇଆଇଡି ଏବଂ କିଛି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। କ୍ରୀଷ୍ଟଚର୍ଚ୍ଚର ନ୍ୟୁ କାସେଲ୍ ନିକଟରେ ଏଖ ଖାଲିସ୍ଥାନରୁ ଏହି ପ୍ୟାକେଟ୍ ଉଦ୍ଧାର କରିଥିଲା ପୋଲିସ୍। […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ କଂଗ୍ରସ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହା ଉପରେ ନିର୍ବାଚନ କମିଶନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ସୁପ୍ରିମ୍କୋର୍ଟ କ୍ଷୋଭ […]
ରାଫେଲ୍କୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ‘ଚୌକିଦାର ଚୋର୍ ହୈ ନାରା ଦେଇଥିବାବେଳେ ଏହି ନାରା ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ମଙ୍ଗଳବାର ଦିନ ସର୍ବୋଚ୍ଚ ନ୍ୟାୟଳୟ ରାହୁଲଙ୍କ ମାମହାନୀ ମାମଲାରେ ଶୁଣାଣି କରିଛନ୍ତି । ଏହି ଟିପ୍ପଣୀକୁ […]
ଶାରଦା ଚିଟ୍ଫଣ୍ଡ ଦୁର୍ନୀତିରେ କମିଶନର ରାଜୀବ କୁମାରଙ୍କ ବିପକ୍ଷରେ ଆବଶ୍ୟକ ପ୍ରମାଣ ଦାଖଲ କରିବାପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ । ପ୍ରମାଣ ନଷ୍ଟ କରିବା ଅଭିଯୋଗରେ କୋଲକାତାର ପୂର୍ବତନ ପୁଲିସ କମିଶନର ରାଜୀବ କୁମାରଙ୍କୁ ଗିରଫ କରିବା ଲାଗି କେନ୍ଦ୍ରୀୟ […]
କଂଗ୍ରେସ ନେତା ନଭଜୋତ୍ ସିଂ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଶାନା କରି କହିଛନ୍ତି ଯେ, ମୋଦି ସେନା ନାମରେ ଭୋଟ୍ ମାଗୁଥିବାବେଳେ ବାରଣାସୀଠାରେ ଜଣେ ପୂର୍ବତନ ଫୌଜୀ ମୋଦିଙ୍କ ବିପକ୍ଷରେ ଭୋଟ୍ ମାଗୁଛନ୍ତି । ଭୋପାଳର କଂଗ୍ରେସ ପ୍ରାର୍ଥୀ ଦିଗ୍ବିଜୟ […]
ଭୁବନେଶ୍ୱର ଓୟୁଏଟି କଲେଜ ପରିସରରେ ରାଗିଂ ଅଭିଯୋଗ । ଓୟୁଏଟିର ଦୁଇ ଛାତ୍ରଙ୍କୁ ରାଗିଂ ସହ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ରାଗିଂ ହୋଇଥିବା ନେଇ ଛାତ୍ରମାନେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ ଯୁକ୍ତ ତିନି ପ୍ରଥମ […]
ପାଟକୁରା ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ସାବିତ୍ରୀ ଅଗ୍ରୱାଲ ମଙ୍ଗଳବାର ଦିନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସାବିତ୍ରୀ ଅଗ୍ରୱାଲ ହେଉଛନ୍ତି ବିଜେଡିର ଦିବଂଗତ ନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ। ସୋମବାର ସନ୍ଧ୍ୟାରେ ପାଟକୁରା ବିଧାନସଭା ଆସନ ପାଇଁ ସାବିତ୍ରୀ […]
ପୁଡୁଚେରୀର ଲ୍ୟୁଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀଙ୍କୁ ମାଡ୍ରାସ ହାଇକୋର୍ଟଙ୍କ ଝଟ୍କା । ଲ୍ୟୁଟନାଣ୍ଟ ଗଭର୍ଣ୍ଣର ସ୍ବାଧୀନ ଭାବରେ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ ଏବଂ ଏନେଇ ତାଙ୍କୁ ମନ୍ତ୍ରୀ ପରିଷଦର ପରାମର୍ଶ ନେବାକୁ ପଡିବ ବୋଲି କୋର୍ଟ କହିଛନ୍ତି । […]
ଭିକି କୌଶଲ ଅଭିନୀତ ସର୍ଦ୍ଦାର ଉଦ୍ଦାମ ସିଂର ଫାଷ୍ଟଲୁକ୍ ଆଜି ରିଲିଜ୍ ହୋଇଛି । ସ୍ବାଧୀନତା ସଂଗ୍ରାମୀ ଉଦ୍ଦାମ ସିଂଙ୍କ ଜୀବନୀ ଉପରେ ଆଧାରିତ ଏହି ଚଳଚିତ୍ରରେ ଭିକି ଉଦ୍ଦାମ ସିଂଙ୍କ ଚରିତ୍ରରେ ନଜର ଆସୁଛନ୍ତି । ତରଣ ଆଦର୍ଶ ଏହି […]
ସାରା ଦେଶରେ ନିର୍ବାଚନୀର ତାତି। ୪ଟି ପର୍ଯ୍ୟାୟ ସରିଥିବାବେଳେ ଆଉ ତିନୋଟି ପର୍ଯ୍ୟାୟ ନିର୍ବାଚନ ହେବାକୁ ବାକି ରହିଛି। ନିର୍ବାଚନର ଗରମ୍ ହାଓ୍ବା ଚାଲିଥିବାବେଳେ ଏଠି ପୁଣି ଉଡିବୁଲୁଛି ଆରୋପ-ପ୍ରତ୍ୟାରୋପର ଫର୍ଦ୍ଦ। ରାଜନୀତିର ଦୁଇ ପ୍ରମୁଖ ଦଳ ଏନ୍ଡିଏ ଓ ୟୁପିଏ […]
ମୋଜାମ୍ବିକ୍ରେ ଝଡବାତ୍ୟା କେନେଥ୍ ତାଣ୍ଡବ ମଚାଇଛି । ଏହି ଝଡବାତ୍ୟାର ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ୩୮ ଜଣଙ୍କ ପ୍ରାଣହାନି ଘଟିଛି । ସୋମବାର ଏହି ବାତ୍ୟା ମୋଜାମ୍ବିକ୍ ଏବଂ କୋମୋରସ୍ରେ ଭୂପୃଷ୍ଠ ଛୁଇଁବା ପରେ ଏହାର ତାଣ୍ଡବ ଦେଖିବାକୁ ମିଳିଛି । […]
ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତ କରିଛନ୍ତି । ଆଜି ଅପରାହ୍ଣ ୫ଟାରେ ନିର୍ବାଚନ କମିଶନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟର ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି ବୋଲି ଖବର ରହିଛି । ରାଜ୍ୟରେ ମତଦାନ ପ୍ରକ୍ରିୟା […]
ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନୀଙ୍କୁ ପ୍ରଶଂସା କରିଛନ୍ତି । ଉଭୟ ଖେଳାଳି ତାଙ୍କୁ ନିଜର ଜର୍ସି ପ୍ରଦାନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଫିଞ୍ଚ । ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ପୂର୍ବତନ […]