ଆଜି ରାଉରକେଲାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏଠାରେ ଉଭୟ କଂଗ୍ରେସ ଓ ବିଜେଡ଼ି ଉପରେ ବର୍ଷିବା ସହିତ ବିଜେପିକୁ ଭୋଟ ଦେବା ପାଇଁ ଆହ୍ୱାନ କରିଛନ୍ତି। ଏକ ଭାରତ ଶ୍ରେଷ୍ଠ ଭାରତ କରିବା […]
ରାମପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ତଥା ଅଭିନେତ୍ରୀ ଜୟା ପ୍ରଦାଙ୍କ ପ୍ରତି ଏସ୍ପି ନେତା ଆଜମ ଖାନଙ୍କ ଅଶ୍ଳୀଳ ଏବଂ ଅରୁଚିକର ମନ୍ତବ୍ୟକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହି ପ୍ରସଙ୍ଗକୁ ନେଇ ଥାନାରେ ଏତଲା ଦିଆଯିବା ପରେ ଆଜମ […]
କଂଗ୍ରେସରେ ପ୍ରିୟଙ୍କା ଗାନ୍ଧି ସକ୍ରିୟ ଅଂଶଗ୍ରହଣ କରିବା ପରେ ତାଙ୍କୁ ନେଇ ରାଜନୈତିକ ଚର୍ଚ୍ଚା ଏବେ ବେଶ୍ ସରଗରମ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ବାରଣାସୀରୁ ନିର୍ବାଚନ ଲଢିବା ଓ ତାଙ୍କ ପତି ରର୍ବଟ ଭଦ୍ରା କଂଗ୍ରେସରେ ଔପଚାରିକ ରୂପେ ସାମିଲ୍ […]
ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ୍ ଖାନ୍ ଲଗାତାର ଭାବରେ ରାମପୁରର ବିଜେପି ଆଶାୟୀ ପ୍ରାର୍ଥୀ ଜୟାପ୍ରଦାଙ୍କୁ ନେଇ ବିବାଦୀୟ ବୟାନ ଦେଉଛନ୍ତି। ଏହି ଅବସରରେ ସୁଷମା ସ୍ବରାଜ ସପାର ସଂସ୍ଥାପକ ମୁଲାୟମ୍ ସିଂ ଯାଦବଙ୍କୁ ଟୁଇଟ୍ କରିଛନ୍ତି। ସୁଷମା କହିଛନ୍ତି […]
ଝାଡ଼ଖଣ୍ଡର ବେଲଭା ଘାଟରେ ଆଜି ସକାଳେ ଯବାନ ଏବଂ ମାଓବାଦୀମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି ଏଥିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି। ଆଜି ଭୋରରୁ ୭ମ ବାଟାଲିୟନ ସିଆରପିଏଫ ଯବାନଙ୍କ ପକ୍ଷରୁ ବେଲଭା […]
ରବିବାର ବିଳମ୍ବିତ ରାତ୍ରୀରେ ଖୋର୍ଦ୍ଧାର ନବୀନବାଗ ଠାରେ ଖୋର୍ଦ୍ଧାରେ ବିଜେପି ନେତା ତଥା ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ […]
ବିଜେପି ନେତାଙ୍କୁ ଗୁଳି କରି ହତ୍ୟା ପ୍ରତିବାଦରେ ଆଜି ଖୋର୍ଦ୍ଧାରେ ବନ୍ଦ ପାଳନ କରାଯାଇଛି। ବିଜେପି କର୍ମୀମାନେ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ଘଟଣାକୁ ନେଇ ଖୋର୍ଦ୍ଧା ଟାଉନ ଥାନା ସମ୍ମୁଖରେ ବିଜେପି କର୍ମୀମାନେ ଧାରଣା ଦେବା ସହ […]
ବିଶ୍ବ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିବା ତାଇଓ୍ବାନର ଟାଇ ଜୁ ୟିଙ୍ଗ ସିଙ୍ଗାପୁର ଓପନ୍ ବ୍ୟାଡମିଣ୍ଟନ୍ର ଟାଇଟଲ୍ ମୁକାବିଲାରେ ବିଜୟୀ ହୋଇଛନ୍ତି। ଫାଇନାଲ୍ ମୁକାବିଲାରେ ୨୧-୧୯ ଏବଂ ୨୧-୧୫ରେ ବିଶ୍ବ ମାନ୍ୟତାର ତିନି ନମ୍ବର ସ୍ଥାନରେ ରହିଥିବା ଜାପାନର ନୋଜୋମି […]
ଲୁଇସ୍ ହାମିଲ୍ଟନ୍ ଚାଇନିଜ୍ ଗ୍ରାଣ୍ଡପ୍ରିକ୍ସରେ ବିଜୟୀ ହେବା ସହିତ ନିଜ କ୍ୟାରିୟରର ୧୦୦୦ ତମ ଫର୍ମୁଲା ଓ୍ବାନ୍ ରେସ୍ରେ ବିଜୟ ଲାଭ କରିଛନ୍ତି। ମର୍ସିଡେସ୍ ପକ୍ଷରୁ ଚଳିତ ସିଜିନ୍ରେ ରେସ୍ କରୁଥିବା ହାମିଲଟନ୍ଙ୍କ ଦଳୀୟ ସାଥୀ ଭାଲ୍ଟ୍ଟେରୀ ବୋଟ୍ଟାସ୍ ଦ୍ବିତୀୟ ସ୍ଥାନରେ […]
କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂ ରବିବାର କେନ୍ଦ୍ରମନ୍ତ୍ରୀ ପଦ ଏବଂ ରାଜ୍ୟସଭା ସାଂସଦ ପଦରୁ ଅବ୍ୟାହତି ନେବେ ବୋଲି ଘୋଷଣା କରିଛନ୍ତି। ରବିବାର ନିଜ ବାସଭବନରେ ଗଣମାଧ୍ୟମ ଅଧିକାରୀଙ୍କୁ ଏହି ସୂଚନା ଦେଇଛନ୍ତି ଶ୍ରୀ ସିଂ। ସୂଚନାଯୋଗ୍ୟ ଯେ, […]
ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଭଉଣୀ ନୈନା ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଛନ୍ତି। ଏକ ମାସ ପୂର୍ବରୁ ଜାଡେଜାଙ୍କ ପତ୍ନୀ ରିଭାବା ସୋଲାଙ୍କି ବିଜେପିରେ ଯୋଗ ଦେଇଥିଲେ। ଜାଡେଜାଙ୍କ ବଡ ଭଉଣୀ ନୈନା ପୂର୍ବରୁ ନ୍ୟାସନାଲ୍ ଓମେନ୍ସ ପାର୍ଟିରେ ରହିଥିବା […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ଏକ ରୋଡ ଶୋ କରିବେ ବୋଲି ଜଣାପଡିଛି। ମୋଦି ଭୁବନେଶ୍ୱରରେ ରୋଡ୍ ଶୋ କରିବା ସହିତ ସାଧାରଣ ସଭା ଯୋଗଦେବେ ବୋଲି ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି। ଓଡିଶାରେ ମିଶନ ୧୨୦ର […]
ଆଇରନ୍ ମ୍ୟାନ୍ ତଥା ଟୋନି ଷ୍ଟାର୍କ ଭାବରେ ଭାରତୀୟ ଦର୍ଶକଙ୍କ ନିକଟରେ ପରିଚିତ ରବର୍ଟ ଡାଉନି ଜୁନିୟର ଖୁବ୍ ଶୀଘ୍ର ଭାରତ ଆସିବେ ବୋଲି ଜଣାପଡିଛି।ଏପ୍ରିଲ୍ ୨୬ରେ ଡାଉନିଙ୍କ ଆଭେଞ୍ଜର: ଏଣ୍ଡ ଗେମ୍ ରିଲିଜ୍ ହେଉଥିବା ବେଳେ ଏହା ପୂର୍ବରୁ ଫିଲ୍ମର […]
ଜମ୍ମୁ ଏବଂ କାଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ଦାବି କରୁଥିବା ଓମାର ଅବଦୁଲ୍ଳାଙ୍କୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜମ୍ମୁ ଏବଂ କାଶ୍ମୀରରେ ଏକ ନିର୍ମାଚନୀ ରାଲିରେ ମୋଦି କହିଛନ୍ତି ଅବଦୁଲ୍ଲା ଏବଂ ମୁଫ୍ତିଙ୍କୁ ଦେଶକୁ ବିଭାଜନ କରିବାର […]
ଭାରତୀୟ ସମ୍ବିଧାନର ପ୍ରଣେତା ଡ. ଭୀମ ରାଓ ଆମ୍ବେଦକରଙ୍କ ୧୨୮ ତମ ଜନ୍ମଜୟନ୍ତୀରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ଦେଶବାସୀଙ୍କୁ ନ୍ୟାୟ, ସ୍ବାଧୀନତା, ସମାନତା ଏବଂ ଭ୍ରାତୃତ୍ବ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରିବାକୁ ନିବେଦନ […]
ଭାରତୀୟ ସମ୍ବିଧାନର ପ୍ରଣେତା ବି ଆର ଆମ୍ବେଦକରଙ୍କ ୧୨୮ ତମ ଜନ୍ମଦିବସ ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଷ୍ଟ୍ରପତିଙ୍କ ସହିତ ଉପ ରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି […]
ହଓ୍ବାଇରେ ୫.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ହଓ୍ବାଇର ପୂର୍ବତଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ସୁନାମିର କୌଣସି ସମ୍ଭାବନା ନାହିଁ ବୋଲି ଭୂତତ୍ତ୍ବ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଭୋର ୫ଟା ସମୟରେ ଅନୁଭୂତ ହୋଇଥିବା ଏହି ଭୂକମ୍ପ […]
ଅଷ୍ଟ୍ରେଲିଆର ଏକ ନାଇଟ୍ କ୍ଲବ୍ରେ ଗୁଳିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ରବିବାର ସକାଳୁ ଘଟିଥିବା ଏହି ଦୁର୍ଘଟଣା ସମ୍ପର୍କରେ ପୋଲିସ କହିଛି, କାର୍ରେ ଆସି ଜଣେ ବ୍ୟକ୍ତି ଭିଡ ଉପରକୁ ଅଚାନକ ଗୁଳି ଚଳାଇଥିଲେ। ଦୁଇ ମହଲା ଉପରେ […]
ବହୁଜନ ସମାଜବାଦୀ ପାର୍ଟି (ବିଏସ୍ପି) ନେତ୍ରୀ ତଥା ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ମାୟାବତୀ ଯୋଗୀ ଆଦିତ୍ୟନାଥଙ୍କ ‘ଅଲୀ-ବଜରଙ୍ଗବାଲୀ’ ମନ୍ତବ୍ୟ ଉପରେ କଡା ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି, ବିଜେପିକୁ ନାହିଁତ ଅଲୀଙ୍କ ଭୋଟ ମିଳିବ ନାହିଁ ବଜରଙ୍ଗବଲୀଙ୍କର ତେଣୁ ବିଜେପି ନେତା […]
ଦ ତାଶକେଣ୍ଟ ଫାଇଲ୍ସର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଗଣତନ୍ତ୍ର ସତ୍ୟର ସବୁଠୁ ବଡ ଶତ୍ରୁ ବୋଲି ମତବ୍ୟକ୍ତ କରିଛନ୍ତି। ୧୯୬୬ରେ ଋଷରେ ଶାସ୍ତ୍ରୀଙ୍କ ମୃତ୍ୟୁ ଉପରେ ସେ ଏହି ଫିଲ୍ମର ନିର୍ମାଣ କରିଥିବା ବେଳେ ଏନେଇ ଶାସ୍ତ୍ରୀଙ୍କ ଅଣନାତିଙ୍କ ପକ୍ଷରୁ ତାଙ୍କୁ […]
ନେପାଳର ମାଉଣ୍ଟ ଏଭରେଷ୍ଟରେ ଏକ ବିମାନ ଦୁର୍ଘଟଣାରେ ୨ ଜଣ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ଅନ୍ୟୁନ ୫ ଜଣ ଲୋକ ଆହତ ହୋଇଛନ୍ତି। ରବିବାର ବିମାନଟି ଉଡାଣ ଭରିବା ସମୟରେ ଛିଡା ହୋଇଥିବା ଏକ ହେଲିକପ୍ଟର ସହିତ ପିଟି ହୋଇଯାଇଥିଲା। […]