ଆଜିର ଖବର

ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ବିଜ୍ଞାନ ପରୀକ୍ଷା ଫଳ ସୋମବାର ଦିନ ପ୍ରକାଶ ପାଇଛି। ଭୁବନେଶ୍ୱରସ୍ଥିତ ଗୀତାଗୋବିନ୍ଦ ଭବନରେ…

ପ୍ରାରମ୍ଭିକ ଟ୍ରେଡ୍‌ରେ ଭାରତୀୟ ମୁଦ୍ରା ଡଲାର ତୁଳନାରେ ୩୧ ପଇସା ଶକ୍ତିଶାଳୀ ହୋଇଛି। ସୋମବାର ଦିନର ପ୍ରାରମ୍ଭିକ ପର୍ଯ୍ୟାୟର ବ୍ୟବସାୟରେ ଏହି ସୂଚନା ମିଳିଛି। ଏହି ସମୟରେ…

ଜମ୍ମୁ କାଶ୍ମୀରର ସୋପିଆଁରେ ପୋଲିସ୍ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏହି ଏନ୍‌କାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସୋମବାର ସକାଳୁ ଦକ୍ଷିଣ କାଶ୍ମୀରର…

ସମୀକ୍ଷା ବ୍ୟୁରୋ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ସେ ବିଧାନସଭାର ବାଚସ୍ପତିଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବାଚସ୍ପତି…

ଚତୁଃରାଷ୍ଟ୍ରୀୟ ଜୁନିୟର ମହିଳା ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ଆୟାର୍ଲ୍ୟାଣ୍ଡକୁ ପରାସ୍ତ କରିଛି। ୨-୧ରେ ପରାସ୍ତ କରିବା ସହିତ ଭାରତୀୟ ଦଳ ଏହି ୨୧ ବର୍ଷରୁ କମ୍‌…

ପ୍ରଖ୍ୟାତ ଲୋକଗୀତ ନୃତ୍ୟଶିଳ୍ପୀ ହରିଶ କୁମାର ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ରବିବାର ରାଜସ୍ଥାନର ଜୋଧପୁରରେ ସଙ୍ଗଠିତ ଏହି ଦୁର୍ଘଟଣାରେ କୁମାରଙ୍କ ସମେତ ଅନ୍ୟ ତିନି…

ଦିଲ୍ଲୀ ସରକାର ମହିଳାମାନଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଦିଲ୍ଲୀ ସରକାର ମହିଳାମାନଙ୍କୁ ମେଟ୍ରୋ ଟ୍ରେନ୍‌ରେ ମାଗଣାରେ…

ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ। ସୂଚନା ଅନୁସାରେ, ସାଗରପୁର ଷ୍ଟେସନ ନିକଟରେ ଥିବା ଏକ ଆବର୍ଜନାସ୍ଥଳୀରେ ଶନିବାର ବିଳମ୍ୱିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ୫୦ରୁ ଅଧିକ…

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଣାସରେ ଏକ ଅଭାବନୀୟ ଘଟଣା ଘଟିଛି। ଫୁଲ ତୋଳିବାକୁ ଯିବା ସମୟରେ ବିଦ୍ୟୁତ ଆଘାତରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ସୂଚନାନୁସାରେ,…

ଆର୍ଟିକିଲ୍‌ ୧୫ର ଟ୍ରେଲର ରିଲିଜ୍‌କୁ ନେଇ ଚର୍ଚ୍ଚାରେ ରହିଥିବା ଆୟୁଷ୍ମାନ ଖୁରାନାଙ୍କ ଅପକମିଙ୍ଗ ଫିଲ୍ମ ବାଲାକୁ ନେଇ ଏକ ନୂତନ ବିବାଦ ଦେଖା ଦେଇଛି। କାହାଣୀ ଚୋରି…

ଆମେରିକା ଏହାର ଭିସା ନିୟମରେ ପରିବର୍ତ୍ତନ ଆଣିଛି। ଆମେରିକା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନୂଆ ନିୟମ ଅନୁସାରେ ଏବେ ଆବେଦନକାରୀଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟର…

୨୦୨୦ ସୁଦ୍ଧା ଦେଶର ୮୪ଟି ବିମାନ ବନ୍ଦରରେ ସମ୍ପୂର୍ଣ୍ଣ ଶରୀର ସ୍କାନିଂ ବ୍ୟବସ୍ଥା ପରିଚାଳନା କରିବାର ଯୋଜନା ରଖିଛନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ ଦେଶର ବିଭିନ୍ନ ବିମାନ…

ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ତାଙ୍କ ଜନ୍ମମାଟି ଢେଙ୍କାନାଳରେ ପହଁଚିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶେଷଦର୍ଶନ ପରେ କଳ୍ପନାଙ୍କ ମରଶରୀରକୁ ତାଙ୍କ ଜନ୍ମମାଟି ଢେଙ୍କାନାଳ କାଞ୍ଚନବଜାର କୁମ୍ଭାର…

ବ୍ରାଜିଲ ଫୁଟବଲ୍‌ ଷ୍ଟାର୍‌ ତଥା ପୂର୍ବତନ ଅଧିନାୟକ ନେମ୍ୟାର ତାଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଗତମାସରେ ବ୍ରାଜିଲ୍‌ର ଅଧିନାୟକ ପଦରୁ ବାହାରିଥିବା ନେମ୍ୟାର…

ନୂତନ ଭାବରେ ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିବା ରାଜନାଥ ସିଂ ସୋମବାର ସିଆଚେନ୍‌ ଗ୍ଲାସିଅର୍‌ ଯିବେ। ବିଶ୍ବର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚେନ୍‌ ଗ୍ଲେସିଅର ଭ୍ରମଣ…

ଗତବର୍ଷର ଚାମ୍ପିୟନ୍ସ ଲିଗ୍‌ ପରାଜୟକୁ ପଛରେ ପକାଇ ନିଜର ଷଷ୍ଠ ୟୁରୋ ଲିଗ୍‌ ଟ୍ରଫି ହାସଲ କରିଛି ଲିଭର ପୁଲ୍‌। ଟଟ୍ଟେନ୍‌ହାମ୍‌କୁ ୨-୦ ରେ ପରାସ୍ତ କରି…

ଅକ୍ଷୟ କୁମାର ଏବଂ କିଆରା ଆଡଭାନୀ ଅଭିନୀତ ଫିଲ୍ମ ଲକ୍ଷ୍ମୀ ବମ୍ବର ନିର୍ଦ୍ଦେଶକ ପଦରୁ ଓହରି ଯାଇଥିବା ରାଘବା ଲରେନ୍ସ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫିଲ୍ମର ଫାଷ୍ଟ…

କେନ୍ଦ୍ର ମନ୍ତ୍ରୀମଣ୍ଡଳର ଆବଣ୍ଟନକୁ ନେଇ ବିବାଦ ଦେଖା ଦେବା ପରେ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇ ନଥିଲା ନୀତିଶ କୁମାରଙ୍କ ଜେଡିୟୁ। ଏହି ଘଟଣା ପରେ ବିଜେପି -ଜେଡିୟୁ…

ସିରିଆରେ ଇସ୍ରାଏଲ୍‌ ରବିବାର ଆକ୍ରମଣ କରିଛି। ଏହି ଆକ୍ରମଣରେ ସିରିଆ ସେନାବାହିନୀର ତିନି ସୈନ୍ୟଙ୍କ ପ୍ରାଣହାନି ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ,…

ପଞ୍ଚମ ତେଲେଙ୍ଗାନା ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ତେଲେଙ୍ଗାନାର ଶହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ସମସ୍ତେ…