ମୁମ୍ବାଇ : ବଲିଉଡ୍ ଅଭିନେତା ଟାଇଗର୍ ଶ୍ରଫ୍ ଏବଂ ଦିଶା ପଟାନୀଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ୍ ହୋଇଛି । ଟାଇଗର୍ ଶ୍ରଫ୍ଙ୍କ ଅଭିନୀତ ଫିଲ୍ମ ଓ୍ବାରର ଏକ…
ଆଜିର ଖବର
ନୂଆଦିଲ୍ଲୀ : ଭାରତୀୟମାନେ ସେକ୍ସ ତଥା ଶାରିରୀକ ସମ୍ପର୍କକୁ ନେଇ ଏବେବି ବେଶ୍ ରକ୍ଷଣଶୀଳ। ବିଶେଷକରି ମହିଳାମାନେ ବିବାହ ପରେ ନିଜ ସ୍ବାମୀଙ୍କ ଛଡା ଅନ୍ୟ କାହା…
ନୂଆଦିଲ୍ଲୀ : ନିହତ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ପରିବାରକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ 1 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଦିଲ୍ଲୀ…
ନୂଆଦିଲ୍ଲୀ : ଦିଲ୍ଲୀରେ ସିଏଏ ବିରୋଧୀ ହିଂସାକାଣ୍ଡ ପାଇଁ ମୋଦି ସରକାରଙ୍କୁ ପ୍ରଶ୍ନ କରାଯିବା ଉଚିତ୍ ବୋଲି ଅସଦ୍ଦୁଦ୍ଦିନ୍ ଓଓ୍ବେସୀ ପ୍ରକାଶ କରିଛନ୍ତି । ଦିଲ୍ଲୀର ସୁରକ୍ଷା…
ନୂଆଦିଲ୍ଲୀ : ଦିଲ୍ଲୀ ହିଂସାର ଚିତ୍କାର ସ୍ବର ଏବେ ସଂସଦ ଭବନରେ ଗୁଞ୍ଜରିତ ହେଉଛି । ଆଜି ସଂସଦର ଦୁଇ ସଭା ଲୋକସଭା ଓ ରାଜ୍ୟସଭାରେ ଦିଲ୍ଲୀ…
ଭୁବନେଶ୍ବର : ସରିଲା ମାଟ୍ରିକ୍ ପରୀକ୍ଷା। ଆସନ୍ତା 18 ତାରିଖରେ ଆରମ୍ଭ ହେବ ଖାତା ଦେଖା। ଖାତା ଦେଖା ପ୍ରକ୍ରିୟାରେ ସାମିଲ୍ ହେବେ 15 ହଜାରରୁ ଅଧିକ…
ଭୁବନେଶ୍ବର : ଗତକାଲିଠାରୁ ରାଜ୍ୟରେ ଟ୍ରାଫିକ୍ ବ୍ୟବସ୍ଥା କଡାକଡି କରାଯିବା ପରେ ମୋଟା ଅଙ୍କର ଜରିମାନା ଆଦାୟ ହୋଇଛି । 24 ଘଣ୍ଟା ମଧ୍ୟରେ କୋଟିଏ ଟଙ୍କାର…
ମୁମ୍ବାଇ : ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ରୋହିତ ଶେଟ୍ଟୀଙ୍କ ଅପ୍କମିଙ୍ଗ ପୋଲିସ୍ ଆକ୍ସନ୍ ଡ୍ରାମା ସୂର୍ଯ୍ୟବଂଶୀର ଟ୍ରେଲର ରିଲିଜ୍ ହୋଇଛି । ରୋହିତ ଶେଟ୍ଟୀଙ୍କ…
ନୂଆଦିଲ୍ଲୀ : ଏଣିକି ବିମାନରେ ମିଳିବାକୁ ଯାଉଛି ମାଗଣା ଓ୍ବାଇଫାଇ ସେବା । ପୂର୍ବରୁ ଏ ସମ୍ପର୍କରେ ଘୋଷଣା କରାଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ବିଳମ୍ବ କରାଯାଉଥିଲା…
ମୁମ୍ବାଇ: ଅଭିନେତ୍ରୀ ଏଲି ଅବ୍ରାହାମ୍ ବ୍ଲାକ ବିକିନ୍ରେ ଏକ ଫଟୋ ସେୟାର କରିଛନ୍ତି। ଫିଲ୍ମ ‘ମଲଙ୍ଗ୍’ରେ ଏକ ଅଲଗା ଅନ୍ଦାଜରେ ନଜର ଆସିଥିଲେ ଏହି ଅଭିନେତ୍ରୀ ଜଣକ।…
ପ୍ୟାରିସ୍ରେ ଫଲ୍ ଓ୍ବିଣ୍ଟର ଫ୍ୟାଶନ ଶୋ ଅବସରରେ ବାଲେନ୍ସିଗାର ଜଣେ ମଡେଲ୍
ପ୍ୟାରିସ୍ରେ ଫଲ୍ ଓ୍ବିଣ୍ଟର ଫ୍ୟାଶନ ଶୋ ଅବସରରେ ଭାଲେଣ୍ଟିନୋର ଜଣେ ମଡେଲ୍
ମରକ୍କୋର କାସାବ୍ଲାଙ୍କାରେ କାଫ୍ଟାନ୍ ମାଗାଜିନ୍ ଫ୍ୟାଶନ ଶୋର ଜଣେ ମଡେଲ୍
ମରକ୍କୋର କାସାବ୍ଲାଙ୍କାରେ କାଫ୍ଟାନ୍ ମାଗାଜିନ୍ ଫ୍ୟାଶନ ଶୋର ଜଣେ ମଡେଲ୍
ମୁମ୍ବାଇ : କ୍ରମାଗତ 6 ଦିନ ଧରି ତଳୁଆ ରହିବା ପରେ ଉପରକୁ ଉଠିଛି ଭାରତୀୟ ସେୟାର ବଜାର । ସପ୍ତାହ ଏବଂ ମାସର ପ୍ରଥମ ଟ୍ରେଡିଂରେ…
ମୁଜାଫରନଗର: ଟିକ୍ଟକ୍ରେ ଭିଡିଓ ବନାଇବା ନିଶାରେ ଆଜିର ଯୁବପିଢିମାନେ ନିଜ ସୀମା ପାର କରିଯାଉଛନ୍ତି । ଉତ୍ତରପ୍ରଦେଶର ମୁଜାଫରନଗରରେ ଜଣେ ଯୁବକକୁ ଟିକ୍ଟିକ୍ କରିବା ବେଶ ମହାଙ୍ଗା…
ମୁମ୍ବାଇଠାରେ ଅଭିନେତ୍ରୀ ଡାଏନା ପେଣ୍ଟି
ଦୀଘା : ମତ୍ସଜୀବୀଙ୍କ ଜାଲରେ ପଡିଲା 900 କିଲେଗ୍ରାମର ମାଛ । ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲ୍ଲାର ଦୀଘା ମୁହାଣରେ ଆଜି ମତ୍ସଜୀବୀମାନେ ମାଛ ଧରୁଥିବାବେଳେ ଜାଲରେ…
ମୁମ୍ବାଇଠାରେ ଅଭିନେତ୍ରୀ ତନିଶା ମୁଖାର୍ଜୀ
ନୂଆଦିଲ୍ଲୀ : ନିର୍ଭୟା ଦୋଷୀ ପଓ୍ବନଙ୍କୁ ସୁପ୍ରିମ୍କୋର୍ଟଙ୍କୁ ବଡ ଝଟ୍କା ମିଳିଛି । ସୁପ୍ରିମ୍କୋର୍ଟ ପଓ୍ବନ କୁମାରଙ୍କ କ୍ୟୁରେଟିଭ୍ ପିଟିସନ୍କୁ ଖାରଜ କରିଛନ୍ତି । ଫାଶୀକୁ କୋହଳ…
ସମୀକ୍ଷା ବ୍ୟୁରୋ ପୁରୀ : ବିଶ୍ବ ଦରବାରରେ ପୁରୀକୁ ପରିଚିହ୍ନିତ କରାଇବା ପାଇଁ ରାଜ୍ୟ ସରକାର ଚେଷ୍ଟା ଜାରି ରଖିଛନ୍ତି। ମନ୍ଦିରର ସୌନ୍ଦର୍ଯ୍ୟ ଓ ଉନ୍ନତିକରଣ ପାଇଁ…

