ଆଜିର ଖବର

ଭିଜିଲାନ୍ସ ଜାଲରେ ସରକାରୀ ଯନ୍ତ୍ରୀ । ଆୟବହିର୍ଭୂତ ସମ୍ପତ୍ତି ଠୂଳ ଅଭିଯୋଗ ମାମଲାରେ ବଲାଙ୍ଗୀରର ପାଟଣାଗଡ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ ।…

ପ୍ରଦୂଷଣ ସାର୍ଟିଫିକେଟ୍‌ ନିୟମରେ କୋହଳ କରିଥିବା ରାଜ୍ୟ ସରକାର ପୁନର୍ବାର ଏହି ନିୟମକୁ କଡାକଡି କରିଛନ୍ତି । ନୂତନ ମୋଟରଯାନ ଆଇନ ଲାଗୁ ହେବା ପରେ ରାଜ୍ୟ…

କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାରଙ୍କ ନାଁ ଲେଖି କାର୍ଯ୍ୟକାରୀ କରିବାର ଅଭିଯୋ କରିଛି ବିଜେପି । ପ୍ରଧାନମନ୍ତ୍ରୀଙ୍କ ଫଟୋ ବଦଳାଇ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସ୍ଥାନିତ ଅଭିଯୋଗ କରିଛି…

ହାଇକୋର୍ଟ ସୋମବାର ଦୁଇ ଦୁଇଟି ନିର୍ବାଚନ ଅନିୟମିତତା ମାମଲାକୁ ଗ୍ରହଣ କରିଛନ୍ତି । ଲକ୍ଷ୍ମୀପୁର ଓ ସାନଖେମୁଣ୍ଡି ବିଧାନସଭା ଆସନ ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ଆବେଦନ…

ରାଜଧାନୀରେ ପୁଣି ଡ୍ୟାନ୍ସ ବାର୍‌ ଖୋଲିବାକୁଯାଉଛି । ସୋମବାର ମିଳିଥିବା ସୂଚନା ଅନୁଯାୟୀ 7ଟି ଡ୍ୟାନ୍ସବାରକୁ ଅବକାରୀ ବିଭାଗର ଅନୁମତି ପ୍ରଦାନ କରିଛି । ଡ୍ୟାନ୍ସବାରକୁ ଅନୁମତି…

ଗଣିତଜ୍ଞ ଶକୁନ୍ତଳା ଦେବୀ ବାୟୋପିକ୍‌ର ଷ୍ଟାରକାଷ୍ଟରେ ଯୋଗ ଦେଇଛନ୍ତି ସାନ୍ୟା ମଲହୋତ୍ରା । ଏହି ଚଳଚିତ୍ରରେ ବିଦ୍ୟା ବାଲାନ୍‌ ଶକୁନ୍ତଳା ଦେବୀ ଚରିତ୍ରରେ ନଜର ଆସିବାକୁ ଯାଉଥିବା…

ବଂଶଧାରା ଜଳବିବାଦ ମାମଲାର ଟ୍ରିବ୍ୟୁନାଲ୍‌ରେ ଶୁଣାଣି ଆଜି ହୋଇଛି । ଓଡ଼ିଶାର ଜଏଣ୍ଟ ସର୍ଭେ ଅନାବଶ୍ୟକ ଆବେଦନକୁ ଖାରଜ କରିଛନ୍ତି ଟ୍ରିବ୍ୟୁନାଲ୍‌ ।  ନେରେଡି ଓ କାଟ୍ରାଗଡ଼ା…

ସ୍କୁଲରେ ବଜ୍ରପାତ ଘଟି 4 ଜଣ ଆହତ ହୋଇଛନ୍ତି । ଫୁଲବାଣୀର ଏକ ସ୍କୁଲରେ ପାଠପଢା ଚାଲିଥିବା ସମୟରେ ଶ୍ରଣୀଗୃହ ଉପରେ ବଜ୍ରପାତ ହେବାର ଶିକ୍ଷୟିତ୍ରୀଙ୍କ ସମେତ…

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆନ୍ଧ୍ରର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆଜି ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ…