ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପ୍ରସଙ୍ଗରେ ରାଜ୍ୟ ସରକାର ସ୍ବତନ୍ତ୍ର କମିଟିକୁ ପୁନଃଗଠନ କରିଛନ୍ତି । ଏହି କମିଟିରେ ଉନ୍ନୟନ…
ଆଜିର ଖବର
ଆସନ୍ତା ଅକ୍ଟୋବର ୨୦ ମଧ୍ୟରେ ଅନୁଷ୍ଠିତ ହେବ ଓଡିଶା କ୍ରିକେଟ ଆସୋସିଏସନ ବା ଓସିଏର ନିର୍ବାଚନ । ଏନେଇ ଓସିଏ ପରିଚାଳନା କମିଟି ଅଧ୍ୟକ୍ଷ ଧିରେନ ପଲେଇ ସୂଚନା ଦେଇଛନ୍ତି । ସୂଚନାନୁଯାୟୀ,…
ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ପକ୍ଷରୁ କୋଏମ୍ବାଟୋରର 5ଟି ସ୍ଥାନରେ ଚଢାଉ କରାଯାଇଛି । ଆଇଏସ୍ ଲିଙ୍କ ସନ୍ଦେହରେ ଏହି ଚଢାଉ କରାଯାଇଛି । କୋଚିର ଏନ୍ଆଇଏ…
ପୁରୀରେ ଏମାର ମଠ ଉଚ୍ଛେଦ ବେଳେ ଠାବ ହୋଇଛି ଛଅ ଥାକିଆ ଭୂତଳ ଘର। ମଠର ତଳ ଭାଗରେ ଥିବା ଏହି ଘର ବହୁ ପୁରୁତନ ହୋଇଥିବା…
କରାଚୀରେ ଅବସ୍ଥାପିତ ଏକ ଏୟାର ସ୍ପେସ୍ ବନ୍ଦ କରିବାର ଗୋଟିଏ ଦିନ ପରେ ପାକିସ୍ତାନ ପକ୍ଷରୁ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି । ଏହା ସହିତ ପଡୋଶୀ…
କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ପାକିସ୍ତାନ ମିଳିତ ଜାତିସଂଘର ଦ୍ବାରସ୍ଥ ହୋଇଥିଲା । ଗତକାଲି ପାକିସ୍ତାନ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟର ବ୍ୟବହାର…
ଆମେରିକା ଅନ୍ତରୀକ୍ଷ ଏଜେନ୍ସି ବା ନାସା ପ୍ଲୁଟୋକୁ ପୁଣି ଗ୍ରହର ମାନ୍ୟତା ଦେଇଛି । ନାସାର ମୁଖ୍ୟ ଜିମ୍ ବ୍ରିଡେନ୍ଷ୍ଟାନ୍ ପ୍ଲୁଟୋକୁ ସୌରମଣ୍ଡଳର ଏକ ଗ୍ରହ ବୋଲି…
ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଅକିଲ କ୍ୟୁରେଶୀଙ୍କ ବଦଳି ପ୍ରସ୍ତାବକୁ ଖାରଜ କରିଛନ୍ତି କେନ୍ଦ୍ର ସରକାର । ମଧ୍ୟପ୍ରଦେଶ ହାଇକୋର୍ଟକୁ ମୁଖ୍ୟ ବିଚାରପତି ଭାବରେ କ୍ୟୁରେଶୀଙ୍କ ବଦଳି…
ଆସନ୍ତା ୭ ତାରିଖରେ ଓଡ଼ିଶାରେ ପହଞ୍ଚିବେ ଜଗା, କାଳିଆ। ୬ ତାରିଖ ଦିନ ସେମାନେ ରାଜଧାନୀ ଏକ୍ସପ୍ରେସ୍ରେ ଦିଲ୍ଲୀରୁ ବାହାରିବେ। ୭ ତାରିଖ ଦିନ ସେମାନେ କଟକରେ…
ଫରିଦାବାଦର ବଲ୍ଲଭଗଡଠାରେ ଥିବା ପାଲ୍ଲା ଷ୍ଟେସନ ନିକଟରେ ତେଲେଙ୍ଗାନା ଏକ୍ସପ୍ରେସରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟିଛି । ସକାଳେ ୭ଟା୪୩ରେ ଏହି ଅଘଟଣ ଘଟିଥିବା କୁହାଯାଉଛି ।…
ହକି ଚାମ୍ପିୟନ୍ ମେଜର ଧ୍ୟାନଚାନ୍ଦଙ୍କ 114 ଜନ୍ମବାର୍ଷିକୀ ତଥା ଜାତୀୟ କ୍ରୀଡା ଦିବସ ଅବସରରେ ’ଫିଟ୍ ଇଣ୍ଡିଆ ମୁଭମେଣ୍ଟ’ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…
ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଆଜି ଜାମ୍ମୁ କାଶ୍ମୀର ଗସ୍ତରେ ଯାଇଛନ୍ତି ସିପିଏମ ମହାସଚିବ ସୀତାରାମ ୟେଚୁରୀ । ଧାରା 370 ଉଚ୍ଛେଦ ହେବା ପରେ ପ୍ରଥମ ଥର…
ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବା ସହିତ ମହାନଦୀର ଉପର ମୁଣ୍ଡରେ ମଧ୍ୟ କିଛିଦିନ ହେଲା ବର୍ଷାର ପରିମାଣ କମ ରହିଛି । ଫଳରେ ହୀରାକୁଦର ଜଳସ୍ତର…
ଜମ୍ମୁ କାଶ୍ମୀର ସମସ୍ୟା ପାଇଁ କଂଗ୍ରେସ ଓ ଗାନ୍ଧୀ ପରିବାର ଦାୟୀ ବୋଲି ମାୟାବତୀ କହିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଜଓ୍ବାହାରଲାଲ ନେହେରୁ ଜମ୍ମୁ କାଶ୍ମୀର ସମସ୍ୟାର…
କଟକ ଜିଲ୍ଲା ମାହାଙ୍ଗା ଥାନା ନାହାଙ୍ଗ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଏକ ଗୁହାଳ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଛି । ଫଳରେ ଗୁହାଳରେ…
ସମାକ୍ଷା ବ୍ୟୁରୋ ବିଜେଡି ନେତା ତଥା ଦଳର ମୁଖପାତ୍ର ମାନସ ମଙ୍ଗରାଜଙ୍କୁ ମିଳିଛି ସରକାରୀ ନିଯୁକ୍ତି। ତାଙ୍କୁ ରାଜ୍ୟ ସରକାର ଗଣମାଧ୍ୟମ ଓ ଲୋକସଂପର୍କ ଉପଦେଷ୍ଠା ଭାବେ…
କାଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟ ସାହାଯ୍ୟ ନ ମିଳିବା ପରେ ପାକିସ୍ତାନ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ପାକିସ୍ତାନ ଏନଓଟିଏଏମ ଏବଂ ନୌସେନାକୁ ଆଲର୍ଟ…
ତେଲୁଗୁ ସିନେମାକୁ ପ୍ରତ୍ୟାବର୍ତ୍ତନ କରିବାର ନିଷ୍ପତ୍ତି ନେଇଛନ୍ତି ନନ୍ଦିତା ଦାସ । ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ ନନ୍ଦିତା ଦାସ ତେଲୁଗୁ ଫିଲ୍ମ ଭୀରାତାପାର୍ବମ୍ ଜରିଆରେ ତେଲୁଗୁ…
ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପୋକ୍ସୋ ଆକ୍ଟ ଅନୁସାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡ ପ୍ରଦାନ କରାଯାଇଛି । 2018 ଜୁନରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ…
ବ୍ରିଟେନ୍ ମୁଖ୍ୟମନ୍ତ୍ରୀ ବୋରିଶ୍ ଜନ୍ସନ୍ ଅକ୍ଟୋବର 14 ତାରିଖ ପର୍ଯ୍ୟନ୍ତ ସଂସଦ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ବିବିସି ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବ୍ରକ୍ସିଟ୍…
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓନେତା ରାକେଶ ସୋଡ଼ି ନିହତ ହୋଇଛନ୍ତି । ଏହି ଘଟଣାରେ ଜଣେ ଯବାନ ଶହିଦ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ନେଇ ପୋଲିସ…

