ଆଜିର ଖବର

ଗତକାଲି ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କର ସମ୍ମିଶ୍ରଣ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ। ଆଜି ବ୍ୟାଙ୍କ କର୍ମଚାରୀ ସଙ୍ଘ ପକ୍ଷରୁ ଏହି ନିଷ୍ପତ୍ତିକୁ ବିରୋଧ କରାଯାଇଛି।…

ଆଜି ଆସାମରେ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ ନୀତି ଲାଗୁ କରାଯିବା ପରେ ଏହାକୁ ନେଇ ମତ ପ୍ରକାଶ କରିଛନ୍ତି ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ବାରୀ ।…

ସମୀକ୍ଷା ବ୍ୟୁରୋ ବାଣପୁର ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଗିରଫ ଦାବିରେ ଆଜି ସ୍ଥାନୀୟ ବିଜେପି ତରଫରୁ ବାଣପୁର ଥାନା ଘେରାଉ କରାଯାଇଛି। ବାଣପୁର ସରକାରୀ…

ଭାରତୀୟ ହକି ଦଳ ଆସନ୍ତା ଅଲମ୍ପିକ୍ସରେ ଯୋଗ୍ୟତା ଅର୍ଜନ କରିବ ବୋଲି ପୂର୍ବାନୂମାନ କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ଧନରାଜ ପିଲ୍ଲେ। ଜାପାନର ଟୋକିଓରେ ଅନୁଷ୍ଠିତ ହେବାକୁ…

ରିଲିଜ୍‌ ହୋଇଛି ପ୍ରସ୍ଥାନମ୍‌ର ଟ୍ରେଲର। ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଏବଂ ମନୀଷା କୋଇରାଲା ଦୀର୍ଘ ଏକ ଦଶନ୍ଧି ପରେ ଏକତ୍ର ନଜର ଆସିବାକୁ ଯାଉଥିବା ବେଳେ…

ଘରୋଇ ଉତ୍ପାଦ ହାର (ଜିଡିପି) ଅଭିବୃଦ୍ଧି ହାରରେ ହ୍ରାସକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ଦେଶର…

ମହାରାଷ୍ଟ୍ରର ଧୂଲେରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଛି । ଏଥିରେ ଅତି କମରେ ୮ଜଣ ପ୍ରାଣ ହରାଇଥିବା କୁହାଯାଉଛି । ଏହାସହ ୨୮ଜଣ ଗୁରୁତର ଭାବେ…

ଟ୍ବିଟ୍ଟର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟାକ୍‌ ଡୋର୍ସିଙ୍କ ଟ୍ବିଟ୍ଟର ଆକାଉଣ୍ଟକୁ ହ୍ୟାକ୍‌ କରାଯାଇଛି। ହ୍ୟାକର ଆକାଉଣ୍ଟରେ ଅନେକ ଅପମାନଜନକ ମେସେଜ ପୋଷ୍ଟ କରିଛନ୍ତି। ଟ୍ବିଟ୍ଟର…

ଆସାମରେ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣର (ଏନ୍‌ଆର୍‌ସି) ଚୂଡାନ୍ତ ତାଲିକା ପ୍ରକାଶ ପାଇଛି। ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ଚୂଡାନ୍ତ ତାଲିକା ଅନୁଯାୟୀ ୩ କୋଟି…

ବୈଦେଶିକ ମୁଦ୍ରା ଚାଲାଣ ଅଭିଯୋଗରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) 5 ଜଣ ଚୀନ ନାଗରିକଙ୍କୁ ଗିରଫ କରିଛି। ଚୀନ ଅଭିଯୁକ୍ତମାନେ ଜାତୀୟ ରାଜଧାନୀସ୍ଥିତ ଇନ୍ଦିରା ଗାନ୍ଧୀ…

ଜମ୍ମୁ କାଶ୍ମୀର ଗସ୍ତର ଦ୍ୱିତୀୟ ଦିନରେ ସ୍ଥଳ ସେନା ମୁଖ୍ୟ ଜେନେରାଲ୍ ବିପିନ୍ ରାୱତ ଆଜି ଏଲ୍‌ଓସି ଯିବେ ବୋଲି ଜଣାପଡିଛି। ଏଲ୍‌ଓସି ନିକଟବର୍ତ୍ତୀ ଅଞ୍ଚଳ ଯାଇ…

ସମୀକ୍ଷା ବ୍ୟୁରୋ ବାଣପୁର : ଅପହୃତ ହୋଇଥିବା ଜଣେ ନାବାଳିକାକୁ ଆଜି ବାଣପୁର ପୋଲିସ୍ ଉଦ୍ଧାର କରି ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ଏଥିସହିତ ଏହି ମାମଲାରେ…

ରାଜୀବ ଗୌବା ଶୁକ୍ରବାର ଦିନ କ୍ୟାବିନେଟ୍‌ ସଚିବ ପଦ ସମ୍ଭାଳିଛନ୍ତି । ଝାରଖଣ୍ଡର ୧୯୮୨ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ପି.କେ. ସିହ୍ନାଙ୍କ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି ।…

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ପୁତୁରା ରତୁଲ ପୁରୀଙ୍କୁ ଚାରି ଦିନିଆ ରିମାଣ୍ଡରେ ପଠାଇଛନ୍ତି । ଏକ ଅର୍ଥ ହେରଫେର ମାମଲା ଏବଂ ବ୍ୟାଙ୍କ ଠକେଇ ମାମଲାରେ…

ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଏକାସାଙ୍ଗରେ ଦେଶର ୧୫୦ଟି ସ୍ଥାନରେ ଚଢ଼ଉ କରିଛି। ଏହି ଚଢ଼ଉ ହୋଇଥିବା ସ୍ଥାନ ଗୁଡ଼ିକମଧ୍ୟରେ ରେଳବାଇ, ପରିବହନ, ବ୍ୟାଙ୍କ…

ଚଳିତ ଲୋକସଭା ନିର୍ବାଚନ ପରେ କଂଗ୍ରେସର ବିପର୍ଯ୍ୟୟ ପରେ ଜାତୀୟ ତଥା ଆଞ୍ଚଳିକ ସ୍ତରରେ ଦଳ ଭିତରେ କନ୍ଦଳ ପରିଲକ୍ଷିତ ହେଉଛି । ନିକଟରେ କଂଗ୍ରେସର ବିପର୍ଯ୍ୟୟ…

ପୂର୍ବତନ କର୍ଣ୍ଣାଟକ ମନ୍ତ୍ରୀ ତଥା କଂଗ୍ରେସ ମୁଖ୍ୟ ଡି କେ ଶିବକୁମାରଙ୍କୁ ଗିରଫ କରାଯାଇଛି । ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଶିବକୁମାରଙ୍କୁ ସମନ ଜାରି କରାଯାଇଥିଲା…

ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ରିମାଣ୍ଡ ଅବଧି ସେପ୍ଟେମ୍ବର 2 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ସ୍ବତନ୍ତ୍ର ସିବିଆଇ କୋର୍ଟ । ଆଜି ଚିଦାମ୍ବରମ୍‌ଙ୍କ ରିମାଣ୍ଡ ଅବଧି ଶେଷ…