ଆଜିର ଖବର

ସମୀକ୍ଷା ବ୍ୟୁରୋ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଆଜି ଭିଡିଓ କନଫରେନସି ଜରିଆରେ ସମସ୍ତ ଜିଲ୍ଲାପାଳମାନଙ୍କ ସହ ଚାଲୁ ରହିଥିବା ଭୋଟର…

ଜଳେଶ୍ୱରରୁ ପୁଣି ଧରାପଡ଼ିଲା ବ୍ରାଉନସୁଗର। ପଶ୍ଚିମବଙ୍ଗରୁ ଜଳେଶ୍ୱର ଆସୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି ଏହି ବ୍ରାଉନ୍ ସୁଗର। ଯାହାର ଓଜନ ୭୦ ଗ୍ରାମ ହେବ। ଆନୁମାନିକ…

ସରକାରୀ କର୍ମଚାରୀଙ୍କ ପରି ଏବେ ଘରୋଇ ସ୍କୁଲର ଶିକ୍ଷୟିତ୍ରୀମାନେ ପାଇପାରିବେ ମାତୃତ୍ବ ଅବକାଶ ଛୁଟି । କେରଳ ପ୍ରଥମ ରାଜ୍ୟ ଭାବେ ନିଜ ରାଜ୍ୟରେ ଏହି ନିୟମ…

ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ବେତନରେ ୬୬ ପ୍ରତିଶତର ଅଭିବୃଦ୍ଧି ଘଟିଛି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ନାଡେଲାଙ୍କ ବେତନରେ ଏହି ଅଭିବୃଦ୍ଧି ଘୋଷଣା କରାଯିବା ସହିତ…

ସମୀକ୍ଷା ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସମ୍ମୁଖରେ ଆଜି ଜଣେ ମହିଳା ତାଙ୍କ ଝିଅ ସହ ଆତ୍ମାହୂତି  ଉଦ୍ୟମ କରିଛନ୍ତି। ମହିଳା ଜଣକ କିରୋସିନ ଢାଳି…

ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ କରିବା ଅଭିଯୋଗରେ ଶିକ୍ଷକଙ୍କୁ ତାଲା ପକାଇଛନ୍ତି ସ୍ଥାନୀୟ ଲୋକ। ବାରିପଦାରେ ଏହି ଲମ୍ଫଟ ଶିକ୍ଷକ ଜଣେ ଷଷ୍ଠ ଶ୍ରେଣୀର…

୩୧୧ ଭାରତୀୟ ନଗରିକଙ୍କୁ ପ୍ରତ୍ୟର୍ପଣ କରିଛି ମେକ୍ସିକୋ। ଅନୈତିକ ଉପାୟରେ ମେକ୍ସିକୋରେ ପ୍ରବେଶ କରିଥିବା ଏହି ସମସ୍ତ ନାଗରିକଙ୍କୁ ଗୁରୁବାର ପ୍ରତ୍ୟର୍ପଣ କରାଯାଇଛି। ୩୧୧ ଜଣଙ୍କ ମଧ୍ୟରେ…

ଏଣିକି ରାଜ୍ୟର ପ୍ରତି ଜିଲ୍ଲା ସଦର ମହକୁମାରେ ସ୍ଥାପନ ହେବ ଗାନ୍ଧିଙ୍କ ପ୍ରତିମୂର୍ତ୍ତି। ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କ ପ୍ରଚାର ପ୍ରସାର ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।…