ଆଜିର ଖବର

ଶ୍ରୀନଗର, ଜମ୍ମୁ, ଲେହ୍‌, ଅମୃତସର, ପଠାନକୋଟ୍‌, ଡେରାଡୁନ୍‌ ଏବଂ ଚଣ୍ଡିଗଡ଼ ସମେତ କେତେକ ବିମାନ ବନ୍ଦରକୁ ବେସାମରିକ ବିମାନ ଚଳାଚଳ ନିମନ୍ତେ ବନ୍ଦ ରଖାଯାଇଥିବା କଥା ବୁଧବାର…

ଗତକାଲି ଭାରତ ପକ୍ଷରୁ ହୋଇଥିବା ଏୟାର୍‌ ଷ୍ଟ୍ରାଇକ୍‌ର ଜବାବ ଦେବା ପାଇଁ ପାକିସ୍ତାନ ଦୁଇଟି ଲଢୁଆ ବିମାନ ଭାରତୀୟ ବାୟୁସୀମା ଉଲ୍ଲଂଘନ କରି ଜାମ୍ମୁ ଓ କାଶ୍ମୀରର…

ଚୀନ୍‌ରେ ଷୋଡଶ ଆରଆଇସି (ରୁଷ୍‌-ଭାରତ-ଚୀନ୍‌) ସମ୍ମିଳନୀ ଆଜି ଆରମ୍ଭ ହୋଇଛି । ଏଥିରେ ୩ ଦେଶର ବୈଦେଶିକ ମନ୍ତ୍ରୀ ଯୋଗ ଦେଇଛନ୍ତି ।  ଦେଶର ବୈଦେଶିକ ମନ୍ତ୍ରୀଙ୍କ…

ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର ପିତାଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଭାରତୀୟ ସେନାଙ୍କୁ ୧ କୋଟି ଟଙ୍କା ଦାନ କରିଛନ୍ତି । ଗତକାଲି ଭାରତୀୟ ବାୟୁସେନାରର ସାହସିକ ପଦକ୍ଷେପ ପରେ…

ଆଜି କାଶ୍ମୀରର ବଡଗାମଠାରେ ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗସ୍ତ ହୋଇଛି । ବଡ଼ଗାମର ଟେକ୍‌ନିକାଲ୍‌ ବିମାନବନ୍ଦରରୁ ବିମାନ ଉଡାଣ ଭରିବାର  ସାତ କିଲୋମଟିର ଦୂରରେ ଏକ ଖୋଲା…

ପାକିସ୍ତାନ ବାଲାକୋଟରେ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନ ପରେ ଦେଶରେ ହାଇ ଆଲର୍ଟ। ଦିଲ୍ଲୀ, ମୁମ୍ବାଇ ସମେତ ୫ଟି ସହରରେ ହାଇ ଆଲର୍ଟ ଜାରି କରାଯାଇଛି। ଏହା ଭିତରୁ…

ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଜି ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ତଥା ଅନ୍ତିମ୍ ମ୍ୟାଚ୍। ବିଶାଖାପାଟଣା ମ୍ୟାଚ୍ ହାରିଥିବାରୁ ଏହି ମ୍ୟାଚ୍ ଜିତିବା ପାଇଁ ଭରପୁର…

ଚୀନ୍ ଗସ୍ତରେ ଯାଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ସେଠାରେ ଚୀନ୍ ଓ ଋଷ ବୈଦେଶିକ ମନ୍ତ୍ରିସ୍ତରୀୟ ବୈଠକରେ ସେ ଯୋଗ ଦେଇଛନ୍ତି। ଏହି ଅବସରରେ…

ଭାରତ ପୁଲୱାମା ହମଲାର ପ୍ରତିଶୋଧ ନେବା ପରେ ପ୍ରତିହିଂସାପରାୟଣ ହୋଇଛି ପାକିସ୍ତାନ। ଗତକାଲିଠାରୁ ବାରମ୍ବାର ଏଲଓସି ଉପରେ ଗୁଳିମାଡ଼ କରୁଛି। ପାକିସ୍ତାନ ରେଞ୍ଜର୍ସ ପକ୍ଷରୁ ଆଜି ସକାଳେ…

ପୁଲୱାମା ଆତଙ୍କବାଦୀ ହମଲା ପରେ ବିଶ୍ୱ ଦରବାରରେ ନିନ୍ଦିତ ପାକିସ୍ତାନକୁ ପୁଣି ଝଟକା ଦେଇଛି ଆମେରିକା। ନିଜ ମାଟିରୁ ଆତଙ୍କବାଦୀଙ୍କ ମୂଳପୋଛ କରୁ ପାକିସ୍ତାନ। ଆତଙ୍କୀ ସଂଗଠନ…

ପାକିସ୍ତାନ ଓ ଭାରତ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କରିବାକୁ ଥିବା ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି।…

ଭାରତୀୟ ବାୟୁସେନା ଏଲ୍‌ଓସି ଅତିକ୍ରମ କରି ପାକିସ୍ତାନର ବାଲାକୋଟ୍‌ଠାରେ ପୁଲ୍‌ୱାମାର ବଦ୍‌ଲା ନେବାପରେ ପ୍ରତିକ୍ରିୟା ରଖିଛି ଚୀନ୍‌ । ପାକିସ୍ତାନକୁ ଅହେତୁକ ସମର୍ଥନ ଜଣାଇ ଆସୁଥିବା ଚୀନ୍…

ମାଟ୍ରିକ ପରୀକ୍ଷାରେ ହୋଇଥିବା କପି ଅଭିଯୋଗରେ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବୋର୍ଡ ପକ୍ଷରୁ ତିନୋଟି ପରୀକ୍ଷା କେନ୍ଦ୍ରର ଇଂରାଜୀ ପରୀକ୍ଷା ବାତିଲ୍‌ କରିବା…

ଭାରତୀୟ ବାୟୁସେନା ଦ୍ଵାରା ଆକ୍ରମଣ ପାକିସ୍ତାନରେ ଘୋର ଅଶାନ୍ତି ସୃଷ୍ଟି କରିଛି ଯାହା ପଡୋଶୀ ଦେଶର ଗଭୀରତାକୁ ସ୍ପର୍ଶ କରିଛି ବୋଲି ଦୃଢୋକ୍ତି ପ୍ରକାଶ ପାଇଛି ।…

ଭାରତର ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଧ୍ୟକ୍ଷତାରେ ଜାତୀୟ ସୁରକ୍ଷା ପରିଷଦ ବୈଠକ ବସିଥିଲା। ଏଥିରେ ଇମ୍ରାନ୍‌ ଖାନ୍‌ ଦେଶର ସମସ୍ତ ସୁରକ୍ଷାକର୍ମୀ…

ପୁଲୱାମା ଆକ୍ରମଣର ୧୨ ଦିନ ପରେ ପ୍ରତିଶୋଧ ସ୍ଵରୂପ ଭାରତ ପକ୍ଷରୁ କରାଯାଇଥିବା ବାୟୁସେନାର ପିଓକେ ଉପରେ ଆକ୍ରମଣକୁ ସମର୍ଥନ ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀୱାଲ…

ଫୁଲଓ୍ବାମା ଆକ୍ରମଣ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦରେ ଫଶିଥିବା କଂଗ୍ରେସ ନେତା ତଥା କ୍ରିକେଟ୍‌ର ନବଜୋତ ସିଂ ସିଦ୍ଧୁ ଆଜି ପିଓକେର ହୋଇଥିବା ଆକ୍ରମଣକୁ ନେଇ…

୨୦୧୭ ବର୍ଷ ପାଇଁ ଆଜି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଏଡିଟର ରବିଶଙ୍କର ପଟ୍ଟନାୟକଙ୍କୁ ‘ଜୟଦେବ ସମ୍ମାନ’ ମିଳିବ ବୋଲି ଘୋଷଣା କରାଯାଇଛି। ଶ୍ରେଷ୍ଠ ଅଭିନେତା…

ଉଚ୍ଚତମ ନ୍ୟାୟାଳୟ ଅଯୋଧ୍ୟାର ରାମ ଜନ୍ମଭୂମି ଓ ବାବ୍ରୀ ମସଜିଦ୍‌ ଭୂମି ବିବାଦର ମଧ୍ୟସ୍ଥତା ପୂର୍ବକ ସମାଧାନ ପାଇଁ ଏହାର ଶୁଣାଣୀକୁ ମାର୍ଚ୍ଚ ୫ ତାରିଖକୁ ଘୁଞ୍ଚାଇଛନ୍ତି…