ଆଜିର ଖବର

ଆସନ୍ତା ୨୩ମାଚ୍ଚର୍ରୁ ଆରମ୍ଭ ହେବାକୁ ଯାଉଥିବା କ୍ରିକେଟ ମହାକୁମ୍ଭ ଆଇପିଏଲ୍‌ ନିମନ୍ତେ ବିସିସିଆଇ ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି। ପୂର୍ବରୁ ବିସିସିଆଇ ଏହାର ପ୍ରଥମ ଚରଣର କାର୍ଯ୍ୟସୂଚୀ…

ତାମିଲନାଡୁରେ କଂଗ୍ରେସ ସହ ମେଣ୍ଟ କରିଥିବା ଏମ୍‌କେ ଷ୍ଟାଲିନ୍‌ଙ୍କ ନେତୃତ୍ୱାଧୀନ ଡିଏମ୍‌କେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର ଜାରି କରିଛି। ଏଥିରେ ଦଳ କ୍ଷମତାକୁ ଆସିଲେ…

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ୭ ଆତଙ୍କୀଙ୍କ ୧୩ଟି ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଛି। ଏହି ସାତ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନି ମୁଖ୍ୟ ସୟଦ ସଲାହୁଦ୍ଦିନ ଏବଂ ଅନ୍ୟାନ୍ୟ ମାମଲାରେ…

ଭାରତୀୟ କ୍ରିକେଟ୍‌ ଦଳରେ ଚାରି ନମ୍ବର ସ୍ଥାନରେ ବ୍ୟାଟିଂକୁ ନେଇ ସର୍ବଦା ସମସ୍ୟା ଲାଗି ରହିଛି। ଏହି ସ୍ଥାନରେ ବିଭିନ୍ନ ଖେଳାଳି ବ୍ୟାଟିଂ କରିଥିଲେ ମଧ୍ୟ କୌଣସି…

ଚାକିରିରୁ ଇସ୍ତଫା ଦେଲେ  କୃଷି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ।  ଆଜି ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁଳପତି ପଦ ଛାଡ଼ିବା ସହ…

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଜେ ଟ୍ରମ୍ପ ମେକ୍ସିକୋ ପାଇଁ ଆମେରିକୀୟ ରାଷ୍ଟ୍ରଦୂତ ପଠାଇବା ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ଏହାଦ୍ବାରା ଆମେରିକା ଏବଂ ମେକ୍ସିକୋ ମଧ୍ୟରେ…

ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ତା’ର ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଛି । ପୂର୍ବରୁ ଚାରୋଟି ପର୍ଯ୍ୟାୟରେ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବା ବେଳେ ଗତକାଲି…

ଶସ୍ତା କାର୍‌ ସେବା ପ୍ରଦାନ କରୁଥିବା କମ୍ପାନୀ ଓଲା, ହ୍ୟୁଣ୍ଡାଇ ମୋଟର୍ସ ଏବଂ କେଆଇଏ ମୋଟର୍ସ ସହିତ ୩୦୦ ମିଲିୟନ୍‌ ଡଲାରର ଚୁ୍କ୍ତି କରିଛି । ଇଲେକ୍ଟ୍ରିକ୍‌…

୮୦ତମ ସିଆରପିଏଫ୍‌ ବାର୍ଷିକ ଦିବସରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ ଯୋଗ ଦେଇ ଉଦ୍‌ବୋଧନ ଦେଇ କହିଥିଲେ, ଦେଶ ଏହି ଘଟଣାକୁ ପୁଲ୍‌ୱାମା ଘଟଣାକୁ ଭୁଲିନି…

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଡ୍‌ଭାନ୍ସଡ୍ ଜେଇଇ ୨୦୧୯ ପରୀକ୍ଷାକୁ ମେ’ ମାସ ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହି ପରୀକ୍ଷା ପୂର୍ବରୁ ମେ ମାସ ୧୯…

ଆୟନ ମୁର୍ଖାଜୀଙ୍କ ନିର୍ଦ୍ଦେଶିତ ତଥା ରଣବୀର କପୁର୍‌ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ‘ବ୍ରହ୍ମାସ୍ତ୍ର’ରେ ନେଗେଟିଭ୍‌ ଭୂମିକାରେ ନଜର ଆସିବେ ଟେଲି କ୍ବିନ୍‌ ମୌନୀ ରାୟ। ତେବେ…

ଆସନ୍ତା ଏପ୍ରିଲ୍‌ ୧୮ ତାରିଖରେ ରାଜ୍ୟରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏହି…

ପୂବର୍ତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତ ଆସନ୍ତା ଲୋକସଭା ନିର୍ବାଚନରେ ଆପ୍‌ ସହିତ ମେଣ୍ଟ ନକରିବା ନିମନ୍ତେ କଂଗ୍ରେସ ସୁପ୍ରିମୋ ସୋନିଆ…

ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୪ ମାର୍ଚ୍ଚ ୧୯ରେ ଜାମ୍‌ସେଦ୍‌ପୁରଠାରେ ଜନ୍ମଗ୍ରହଣ କରିଥିଲେ। ୨୦୦୩ ମସିହାରେ ମିସ୍‌ ଫେମିନା…

ଭାରତୀୟ ଜନତା ପାର୍ଟି ତରଫରୁ ‘ମୁଁ ବି ଚୌକିଦାର’ ନିର୍ବାଚନୀ ଅଭିଯାନ କୁ ବିଏସ୍‌ପି ସୁପ୍ରିମୋ ମାୟାବତୀ ଟାର୍ଗେଟ୍‌ କରିଛନ୍ତି। ମାୟାବତୀ ଏକ ଟୁଇଟ୍‌ କରି କହିଛନ୍ତି…

ପଟିଦାର ଆନ୍ଦୋଳନରୁ କଂଗ୍ରେସ ନେତା ବନିଥିବା ହାର୍ଦିକ ପଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାେଦିଙ୍କୁ ସୋସିଆଲ ମିଡିଆ ଟ୍ବିଟ୍ଟର ଜରିଆରେ ଆକ୍ରମଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମାେଦି ନିଜ ନାମ…

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ପରେ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି  ଗୋଆ ବିଧାନସଭାର ବାଚସ୍ପତି ତଥା ବିଜେପି ନେତା ପ୍ରମୋଦ ସାଓ୍ବନ୍ତ।…

ଛତିଶଗଡ଼ର ନକ୍ସଲ ପ୍ରବଣ ଦାନ୍ତେୱାଡ଼ା ଜିଲ୍ଲାରେ ଗତକାଲି  ମାଓବାଦୀମାନେ ଭୟଙ୍କର ଆକ୍ରମଣ କରିଛନ୍ତି। ଏଥିରେ ୬ ଜଣ ଯବାନ୍‌ ଗୁରୁତର ଆହତ ହୋଇଥିବାବେଳେ ଜଣେ ଯବାନ୍‌ ଶହୀଦ୍‌…

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିରକରଙ୍କୁ ବାଲୁକା କଳାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ଶିଳ୍ପୀ ମାନସ ସାହୁ। ମାନସ ପୁରୀ ବେଳାଭୂମିରେ ପ୍ରା ୧୦ଫୁଟ ଓସାରର ଏକ ବାଲୁକା…