ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ ଏକ ସାମ୍ବାଦିକ ସମ୍ମିଳନୀରେ କେଦାରନାଥ ଉପ-ନିର୍ବାଚନରେ କଂଗ୍ରେସର ପରାଜୟକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। କେବଳ କଂଗ୍ରେସ ନୁହେଁ ସମଗ୍ର ଉତ୍ତରାଖଣ୍ଡ ପାଇଁ ପରାଜୟ ବୋଲି […]
ନୂଆଦିଲ୍ଲୀ: ବିରାଟ କୋହଲି ଏବଂ ଯଶସ୍ୱୀ ଜୟସ୍ଵାଲଙ୍କ ଶତକ ଏବଂ ଅଧିନାୟକ ଜସପ୍ରୀତ ବୁମ୍ରାଙ୍କ ଘାତକ ବୋଲିଂ ଯୋଗୁଁ ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ 295 ରନ୍ ବ୍ୟବଧାନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହା ସହ ଭାରତୀୟ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ନୁଆ ବସଷ୍ଟାଣ୍ଡ ନିକଟରେ ଥିବା “ଶିବଶକ୍ତି” ଔଷଧ ଦୋକାନର ସଟର ଭାଙ୍ଗି ଗତ ବିଳମ୍ବିତ ରାତିରେ କିଛି ସାମଗ୍ରୀ ଓ ନଗଦ ଟଙ୍କା ଚୋରି ହୋଇଥିବା ସୁଚନା ମିଳିଛି। ଆଜି ସକାଳେ ଦୋକାନ ମାଲିକ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରର ହରିହର ନଗର ଦ୍ଵିତୀୟ ସାରଣୀ ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ମଧୁମେହ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ […]
ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥ ବଡ଼ ପୋଖରୀଆ ଛକ ନିକଟରେ ଖଲିକୋଟ ବିଧାୟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡି ଦୁର୍ଘଟଣାରେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି ସୁରକ୍ଷିତ ଅଛନ୍ତି। ସେ ଏବେ ବଡ଼ ପୋଖରୀଆ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା […]
ନୂଆଦିଲ୍ଲୀ: ପାକିସ୍ତାନରେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକମାନେ ରବିବାର ଦିନ ରାଜଧାନୀ ଇସଲାମାବାଦ ଆଡକୁ ଯାଇ ବିରୋଧ ଆରମ୍ଭ କରିଛନ୍ତି। ଦଳ ଅଭିଯୋଗ କରିଛି ଯେ, ଏହାର କର୍ମୀମାନଙ୍କୁ ଗିରଫ କରାଯାଉଛି ଏବଂ ପୋଲିସ ଲୁହବୁହା ଗ୍ୟାସ […]
ନୂଆଦିଲ୍ଲୀ: 2025 ଆଇପିଏଲ୍ ପାଇଁ ମେଗା ନିଲାମ ସାଉଦି ଆରବର ଜେଦ୍ଦା ସହରରେ ଅନୁଷ୍ଠିତ ହେଉଛି। 24 ଏବଂ 25 ନଭେମ୍ବରରେ ଦୁଇ ଦିନ ଧରି ଏହି ନିଲାମ ଅନୁଷ୍ଠିତ ହେବ। ପ୍ରଥମ ଦିନରେ ଅର୍ଥାତ୍ 24 ନଭେମ୍ବରରେ, ମୋଟ 72 […]
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ମେଣ୍ଟ ଏକ ଐତିହାସିକ ବିଜୟ ହାସଲ କରିଛି। ଏ ବାବଦରେ ଜ୍ୟୋତିଷ ପିଠାଧୀଶ୍ୱର ଶଙ୍କରାଚାର୍ଯ୍ୟ ସ୍ଵାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି ଯେ, ଆଜିର ଇତିହାସରେ ମହାରାଷ୍ଟ୍ରରେ କୌଣସି ଦଳ କିମ୍ବା […]
ନୂଆଦିଲ୍ଲୀ: ଆଇପିଏଲ୍ 2025 ପାଇଁ ମେଗା ନିଲାମ ସାଉଦି ଆରବର ଜେଦ୍ଦା ସହରରେ ଅନୁଷ୍ଠିତ ହେଉଛି। ଦୁଇ ଦିନ (24 ଏବଂ 25 ନଭେମ୍ବର) ନିଲାମ ଅନୁଷ୍ଠିତ ହେବ। ପ୍ରଥମ ଦିନ ଶେଷ ହୋଇଛି, ଯେଉଁଥିରେ ଋଷଭ ପନ୍ତ ସବୁଠାରୁ ବଡ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୫ ତାରିଖ ଅପରାହ୍ଣ ପ୍ରାୟ ୩ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆଇସିଏ ବିଶ୍ୱ ସମବାୟ ସମ୍ମିଳନୀ ୨୦୨୪କୁ ଉଦଘାଟନ କରିବା ସହ ଜାତିସଂଘ ଅନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ର ଶୁଭାରମ୍ଭ କରିବେ। ବିଶ୍ୱ ସମବାୟ […]
ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଏନସିସିର ୭୬ତମ ପ୍ରତିଷ୍ଠା ଦିବସ (ଏନସିସି ଦିବସ) ପାଳିତ ହୋଇଯାଇଛି। ଏହି ଗୌରବ ଓ ଦେଶପ୍ରେମ ଦିବସରେ ଅଧ୍ୟକ୍ଷ ପ୍ରଫେସର ପି. ସି. ଅଗ୍ରଓ୍ଵାଲ ତାଙ୍କର ପ୍ରେରଣାଦାୟୀ ଭାଷଣ ମାଧ୍ୟମରେ ଏକତା, ଦେଶପ୍ରେମ ଓ […]
ମେଷ- ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବହୁତ ଲାଭ ଦେଇପାରେ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟରେ ବୃଦ୍ଧି ଏବଂ ଅଗ୍ରଗତି ଇଚ୍ଛା ହେବ। ଲାଭ ସୁଯୋଗ ଆସିବ। ଅଂଶୀଦାରମାନଙ୍କ ସହଯୋଗ ଠିକ୍ ସମୟରେ ଗ୍ରହଣ କରାଯିବ। […]
ଭୁବନେଶ୍ଵର: ସୁନ୍ଦରଗଡ଼ରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ପ୍ରଦାନ ସମାରୋହରେ ଆଜି ମୂଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଡିବିଟି ମାଧ୍ୟମରେ ପ୍ରଦାନ କରିଛନ୍ତି। ୨୦ ଲକ୍ଷ ରୁ ଉର୍ଦ୍ଧ୍ବ ହିତାଧୀକାରୀଙ୍କୁ ଆଜି ଏହି ଅନୁଦାନ ପ୍ରଦାନ କରିଛନ୍ତି। […]
ଭୁବନେଶ୍ଵର: ଆସନ୍ତା ଡିସେମ୍ବର ୪ ତାରିଖ ଦିନ ପୁରୀ ବ୍ଲୁ ଫ୍ଲାଗ ବିଚରେ ଭାରତୀୟ ନୌସେନା ପକ୍ଷରୁ ନୌସେନା ଦିବସ ପାଳନ କରାଯିବ। ଯେଉଁଥିରେ ରାଷ୍ଟ୍ରପତି ଙ୍କ ସମେତ ଅନେକ ଭିଭିଆଇପି ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ସେମାନଙ୍କ ଆଗମନ […]
ଚିଲିକା: ଆଜି ଚ଼ିଲିକା ବ୍ଲକ ଅନ୍ତର୍ଗତ ହାଟବରଡ଼ିହ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ମିଶ୍ରଣ ପର୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝିଙ୍କ ବିକାଶ ମୂଳକ କାର୍ଯ୍ୟ ଓ […]
ଭୁବନେଶ୍ଵର: ବସୁନ୍ଧରା ଯୋଜନାରେ ଝାରସୁଗୁଡ଼ା ଓ ଲଖନପୁର ବ୍ଲକର ଭୂମିହୀନ ପରିବାରଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଘରଡିହ ଜମିପଟ୍ଟା ବଣ୍ଟନ କରିଛନ୍ତି। ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଏବଂ ରାଜସ୍ବ […]
କଟକ: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆନୁକୁଲ୍ୟରେ ରାଜ୍ୟବ୍ୟାପୀ ୨୯ଟି ଜିଲ୍ଲା ର ୯୨ଟି ପରୀକ୍ଷା କେନ୍ଦ୍ର ରେ ଓଷ୍ଟା ମେଧା ଅନ୍ୱେଷଣ ପରୀକ୍ଷା ନଭେମ୍ବର ୨୪ ତାରିଖ (ରବିବାର) ଦିନ ଶୃଙ୍ଖଳାରସହ ସମାହିତ ହୋଇଯାଇଛି। ରାଜ୍ୟର ବିଭିନ୍ନ […]
ନୂଆଦିଲ୍ଲୀ: ୫୫ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ତିନୋଟି ଚମତ୍କାର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି। ସେଗୁଡ଼ିକ ହେଲା ଗୁଜରାଟୀ ଚଳଚ୍ଚିତ୍ର ‘କାରଖାନୁ’, ଅହମୀୟା ଚଳଚ୍ଚିତ୍ର ‘ରଦୋର ପାକ୍ଷୀ’ ଏବଂ ‘ଗୁଗଲ ମାଟ୍ରିମୋନି’। ଦୂରଦୃଷ୍ଟି ସମ୍ପନ୍ନ ନିର୍ଦ୍ଦେଶକ ଓ ନିର୍ମାତାମାନଙ୍କ ଦ୍ୱାରା […]
ନୂଆଦିଲ୍ଲୀ: ଚୀନ୍ ପରେ ତୁର୍କୀ ମଧ୍ୟ ପାକିସ୍ତାନ ସହିତ ଅଛି। ପାକିସ୍ତାନ ବିଷୟରେ ତୁର୍କୀ ରାଷ୍ଟ୍ରପତି ରିଚେପ ତୈୟପ ଏର୍ଦୋଗାନଙ୍କ ପାକିସ୍ତାନ ପ୍ରତି ଥିବା ପ୍ରେମ ଏବେ ଖୋଲାଖୋଲି ଭାବେ ସାମ୍ନାକୁ ଆସୁଛି। ତୁର୍କୀର ଖଲିଫା ପାକିସ୍ତାନର ସେନାକୁ ମଜବୁତ କରିବାରେ […]
ନୂଆଦିଲ୍ଲୀ: ‘ଭାରତ କୋ ଜାନିୟେ’ (Know India) କ୍ୱିଜରେ ଅଂଶ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରବାସୀ ଭାରତୀୟ ଏବଂ ବିଭିନ୍ନ ଦେଶର ବନ୍ଧୁମାନଙ୍କୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଏହି କ୍ୱିଜ୍ ଭାରତ ଏବଂ ବିଶ୍ୱବ୍ୟାପୀ ଥିବା ପ୍ରବାସୀ […]
ବ୍ରହ୍ମପୁର (କୈଳାଶ ଚାନ୍ଦ ର୍ଚୌଧୁରୀ): ପାଟପୁର ଥାନା ଅର୍ନ୍ତଗତ ପଟିଗୁଡା ବାରିଗାଁର ଡମ୍ବରୁ ମଳିକ ଜନୈକ ବୃଦ୍ଧ ବ୍ୟକ୍ତି ନିଜର ଶରୀର ଅସୁସ୍ଥ ଥିବାରୁ ଔଷଧ ଆଣିବା ପାଇଁ ବଜାରକୁ ଦୀର୍ଘ ୪ ଦିନ ହେଲା ଘରକୁ ଫେରି ନଥିଲେ। ଏହା […]