ଆଜିର ଖବର

ସୁନ୍ଦରଗଡ଼: ଗୋଟିଏ ଦୁର୍ଘଟଣା ଛଡ଼ାଇଦେଲା ତିନିଟି ଜୀବନର ଦୁଃଖଦ ଅନ୍ତ। ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ସବଡେଗା ପେଟ୍ରୋଲ ପମ୍ପ ସମ୍ମୁଖରେ ଗୁରୁବାର ରାତି ପ୍ରାୟ…

ଭୂବନେଶ୍ୱର: ଦୁଇ ବର୍ଷରେ ଓଡ଼ିଶାର ଶିଳ୍ପାୟନର ନୂଆ ଧାରା ସୃଷ୍ଟି ହୋଇଛି। ବିଜେପି ସରକାର ଆସିବା ପରେ ରାଜ୍ୟକୁ ନିବେଶର ସୁଅ ଛୁଟୁଛି। ରାଜ୍ୟ ସରକାର କେବଳ…

ଭୁବନେଶ୍ୱର: “ସ୍ୱଚ୍ଛତା ମେଁ ସହଭାଗ: ସ୍ୱଚ୍ଛ ଭାରତ, ବିକଶିତ ଭାରତ” ବିଷୟବସ୍ତୁକୁ ନେଇ ପୂର୍ବତଟ ରେଳପଥ ପକ୍ଷରୁ “ସ୍ୱଚ୍ଛତା ହିଁ ସେବା-୨୦୨୬” ଅଭିଯାନ ଆରମ୍ଭ କରାଯାଇଛି। ଏହି…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ-୧ରୁ  ଶିକ୍ଷା ସମାପ୍ତ…

ନୂଆଦିଲ୍ଲୀ: ସମସ୍ତ ଦଳ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର ୨୦ତମ ସିଜିନ୍ ଅର୍ଥାତ୍ ଆଇପିଏଲ-୨୦୨୭ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଆଇପିଏଲ-୨୦୨୭ ଆସନ୍ତା ବର୍ଷ ଖେଳାଯିବାର କାର୍ଯ୍ୟକ୍ରମ…

କଟକ: ଶାରଦୀୟ ଦୁର୍ଗାପୂଜା–୨୦୨୬କୁ କଟକ ସହରରେ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଗମ ଭାବେ ପାଳନ କରିବା ପାଇଁ ଆଜିଠାରୁ ବାରବାଟୀ ପ୍ୟାଲେସ୍‌ଠାରେ ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା କାର୍ଯ୍ୟକ୍ଷମ…

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର +୩ ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ପ୍ରଶ୍ନପତ୍ର ହ୍ୱାଟ୍ସଆପ୍ ମାଧ୍ୟମରେ ଲିକ୍ ହୋଇଥିବା ନେଇ ସମ୍ଭାବନାକୁ ପରୀକ୍ଷା ନିୟନ୍ତ୍ରକ ଡ. ହୃଷୀକେଶ ନାୟକ ସ୍ୱୀକାର…

ଭୁବନେଶ୍ୱର: ନିଜ ଦକ୍ଷତାକୁ ନୂଆ ପରିଚୟ ଦେବା ସହ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଯୁବପ୍ରତିଭାଙ୍କ ସୁବର୍ଣ୍ଣ ସୁଯୋଗ। ରାଜ୍ୟର ଯୁବପିଢ଼ିଙ୍କ…

ଭୁବନେଶ୍ୱର: ସହକର୍ମୀ ଯୁବତୀଙ୍କୁ ଭୟଭୀତ କରାଇ ଅସଦାଚରଣ କରିବା ଅଭିଯୋଗରେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ବାଳଙ୍କୁ ଖାରବେଳନଗର ଥାନା ପୋଲିସ…

ବାଣପୁର: ଆଜି ବାଣପୁର ବ୍ଲକ ଅନ୍ତର୍ଗତ ଗାଲୁଆ ଗ୍ରାମପଞ୍ଚାୟତ ସଭାଗୃହରେ ଆୟୋଜିତ ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ବୈଠକରେ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଗ୍ନିବୀରମାନଙ୍କ ପାଇଁ ଏକ ନୂତନ ବ୍ୟବସ୍ଥା ବିକଶିତ କରୁଛନ୍ତି, ଯାହାର ଲକ୍ଷ୍ୟ ସେମାନଙ୍କର ଚାରି ବର୍ଷର ସାମରିକ ସେବା ସମାପ୍ତ କରିବା ପୂର୍ବରୁ…

ଭୁବନେଶ୍ୱର: ଯାତ୍ରୀମାନଙ୍କୁ ଅଧିକ ସୁବିଧାଜନକ ଯାତ୍ରା ସୁବିଧା ପ୍ରଦାନ କରିବା ସହ ଆଗାମୀ ସପ୍ତାହରେ ବଢ଼ିବାକୁ ଥିବା ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି, ଭାରତୀୟ ରେଳବାଇ ବିଭିନ୍ନ…

ନୂଆଦିଲ୍ଲୀ: ନନ୍ଦିଗ୍ରାମ ଉପନିର୍ବାଚନ ପୂର୍ବରୁ ଏକ ପୁରୁଣା ହତ୍ୟା ମାମଲାରେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ଗିରଫ କରାଯାଇଛି। ଆଜି ଟିଏମସି ପ୍ରାର୍ଥୀ ସଞ୍ଚିତା ପ୍ରଧାନ ପ୍ରତ୍ୟାହାର…

ନୂଆଦିଲ୍ଲୀ: କ୍ୱାର୍ଟର ଫାଇନାଲରେ ଜାପାନକୁ ପରାସ୍ତ କରିବା ପରେ ଭାରତୀୟ ମହିଳା କ୍ରିକେଟ ଦଳ ଏସୀୟ କ୍ରୀଡାର ସେମିଫାଇନାଲରେ ପହଞ୍ଚିଛି। ଆଜି ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଶ୍ରୀଲଙ୍କା…

ବ୍ରହ୍ମପୁର: ବ୍ରହ୍ମପୁର ସାଂସଦ ଡା. ପ୍ରଦୀପ କୁମାର ପାଣିଗ୍ରାହୀ ଗଞ୍ଜାମ ଜିଲ୍ଲାପାଳ ଓ ଲିଡ୍ ବ୍ୟାଙ୍କ ପରିଚାଳକଙ୍କୁ ଚିଠି ଲେଖି ଜିଲ୍ଲାରେ ବ୍ୟାଙ୍କଗୁଡ଼ିକର CSR ରାଶିର ସୁବ୍ୟବହାର…

ଭୁବନେଶ୍ୱର: ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ପ୍ରତ୍ୟେକ ନାଗରିକଙ୍କ ସାମାଜିକ ଓ ଆର୍ଥିକ ପ୍ରଗତି ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଲକ୍ଷ୍ୟ ହାସଲରେ ଦକ୍ଷତା…

ନୂଆଦିଲ୍ଲୀ: ବରିଷ୍ଠ ଆଇପିଏସ୍ ଅଫିସର ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ସୀମାନ୍ତ ସୁରକ୍ଷା ବଳ (ବିଏସଏଫ)ର ଆଇଜି  ଭାବେ ନୂତନ ଦାୟିତ୍ୱ ମିଳିଛି। ପୂର୍ବରୁ ସେ ସିଆରପିଏଫ୍‌ ଆଇଜି…

ଭୁବନେଶ୍ୱର: ଜନସ୍ୱାସ୍ଥ୍ୟର ସୁରକ୍ଷା ସହିତ ସ୍ୱଚ୍ଛ ଓ ସୁସ୍ଥ କାର୍ଯ୍ୟକ୍ଷେତ୍ର ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟର ପ୍ରମୁଖ ପ୍ରଶାସନିକ କେନ୍ଦ୍ର ‘ଲୋକସେବା ଭବନ’ ପରିସରକୁ ‘ତମାଖୁମୁକ୍ତ…

ନୂଆଦିଲ୍ଲୀ: ହରିଦ୍ୱାରର ସପ୍ତ ସରୋବର ରୋଡ୍ ସ୍ଥିତ ଲାଲ୍ ମାତା ମନ୍ଦିର ନିକଟରେ ଥିବା ଏକ ଚା ଦୋକାନ ଭିତରୁ ଆଜି ସକାଳେ ଚର୍ଚ୍ଚିତ ନିଠାରି ହତ୍ୟାକାଣ୍ଡ…

ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲା କେନ୍ଦୁଘାଟ ଗାଁରେ ଝାଡ଼ାବାନ୍ତି ଆତଙ୍କ ସୃଷ୍ଟି ହୋଇଛି। ଏହି ଆନ୍ତ୍ରିକ ରୋଗରେ ଆକ୍ରାନ୍ତ ହୋଇ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ…

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ପୁଣିଥରେ ନୀତିକାନ୍ତି ବିଭ୍ରାଟ ଦେଖାଦେଇଛି। ସେବାୟତଙ୍କ ଅନ୍ତର୍ଦ୍ୱନ୍ଦ୍ୱ ଓ ଆପୋଷ ବିବାଦ କାରଣରୁ ଗତକାଲି ରାତି ୧୧ଟାରୁ ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ପୂଜାର୍ଚ୍ଚନା…