ଭୁବନେଶ୍ଵର: ନ୍ୟୁୟର୍କରେ ଭାରତୀୟ ସଂସଦୀୟ ପ୍ରତିନିଧି ଦଳର ସଦସ୍ୟ ତଥା ପୁରୀ ସାଂସଦ ଡ. ସମ୍ବିତ ପାତ୍ର ଜାତିସଂଘ ମହାସଭାରେ ଭାରତର ପ୍ରତିନିଧିତ୍ୱ କରି ଏକ ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ ପ୍ରଦାନ କରିଛନ୍ତି। ମାନବାଧିକାର ପରିଷଦର ହାଇକମିଶନରଙ୍କ ରିପୋର୍ଟ ଉପରେ ‘ଜାତୀୟ ବକ୍ତବ୍ୟ’ […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସାରୁଅ ସ୍ଥିତ ଘରୋଇ ଷ୍ଟୁଡିଓରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାଖାପାଖି କୋଟିଏ ଟଙ୍କାର ସମ୍ପତ୍ତିରେ ନିଆଁ ଲାଗିଥିବା ଜଣାପଡିଛି। ନିଆଁ ଲିଭା କାମରେ ବେଗୁନିଆ ଓ ଖୋର୍ଦ୍ଧାର ଅଗ୍ନିଶମବାହିନୀ ନିୟୋଜିତ ଥିବା […]
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ। ତେବେ ଏହାର ଫଳାଫଳ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଡୋନାଲ୍ଡ ଟ୍ରମ୍ଫ ଏବେ ଡେମୋକ୍ରାଟିକ ପ୍ରାର୍ଥୀ କମଲା ହାରିସ୍ ଙ୍କ ଠାରୁ ବହୁତ ଆଗରେ ଅଛନ୍ତି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଡୋନାଲ୍ଡ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଖଲ୍ଲିକୋଟ ଥାନା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଥିବା ଦୁର୍ଦାନ୍ତ ଅପରାଧୀ ପ୍ରଦୀପ କୁମାର ପରିଡ଼ାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଖଲ୍ଲିକୋଟ ପୋଲିସ। ଯାହାକି ପୋଲିସ ବିଭାଗ ପାଇଁ ବଡ ସଫଳତା। ସୁଚନା […]
ନୂଆଦିଲ୍ଲୀ: ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏପର୍ଯ୍ୟନ୍ତ ୨୪ ଟି ରାଜ୍ୟରେ ଜିତିଛନ୍ତି ଏବଂ ୫ ଟି ରାଜ୍ୟରେ ଆଗୁଆ ଅଛନ୍ତି। ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସ୍ ଏପର୍ଯ୍ୟନ୍ତ ୧୭ ଟି ରାଜ୍ୟ ଜିତିଛନ୍ତି। ଏହା ସହିତ ସେ […]
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ତଥା ଅର୍ଥନୈତିକ ମହାଶକ୍ତି ଦେଶ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପାଇଁ ଭୋଟ୍ ଗଣନା କରାଯାଉଛି। ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଆମେରିକୀୟ ମିଡିଆ […]
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ପରେ ୩୭୦ ଧାରା ଫେରାଇ ଆଣିବା ପାଇଁ ଦାବି ପୁଣି ବଢିବାରେ ଲାଗିଛି। ବିଧାନସଭାର ପ୍ରଥମ ଅଧିବେଶନରେ ପିଡିପି ବିଧାୟକ ୱାହିଦ୍ ପାରା ମଧ୍ୟ ଧାରା ୩୭୦ ଫେରାଇ ଆଣିବା ପାଇଁ ପ୍ରସ୍ତାବ ଦେଇଛନ୍ତି। […]
ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡକୁ ଟେଷ୍ଟ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବାକୁ ଯାଉଛି। ନଭେମ୍ବର ୮ ତାରିଖରୁ ଦୁଇ ଦଳ ମଧ୍ୟରେ ଚାରୋଟି ଟି -୨୦ ମ୍ୟାଚ୍ ର ସିରିଜ୍ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍ ଡର୍ବାନରେ […]
ଭୁବନେଶ୍ବର: କଣ୍ଟାବାଞ୍ଜି ଓ ହିଞ୍ଜିଳିରେ ନବୀନ ପଟ୍ଟାନାୟକ କିପରି ପରାଜୟ ହୁଅନ୍ତୁ ସେ ନେଇ ଚକ୍ରାନ୍ତ କରାଯାଇଥିଲା। ଏହିପରି ବିଭିନ୍ନ ଖବର ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ପ୍ରଚାର ହେବାରେ ଲାଗିଛି। ଯାହାକୁ ନେଇ କଡା ଜବାବ ରଖିଛନ୍ତି ବିରୋଧୀ ଦଳର ନେତା […]
ଭୁବନେଶ୍ବର: ବର୍ତ୍ତମାନ ଲଣ୍ଡନରେ ଖୋଲିଲା ଚିଲିକା ରେଷ୍ଟୁରାଣ୍ଟ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ତେବେ ମଙ୍ଗଳବାର ଦିନ ଲଣ୍ଡନର ବକ୍ସଲିହେଥ୍ ଠାରେ ଏହି ଭାରତୀୟ ରେଷ୍ଟୁରାଣ୍ଟ ଖୋଲିଛି। ଯାହାର ନାମ ରଖାଯାଇଛି ଚିଲିକା। ଏହାକୁ ଉଦଘାଟନ କରିଛନ୍ତି ଲଣ୍ଡନ ଗସ୍ତରେ ଥିବା […]
ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ବରିଷ୍ଠ ସ୍ତରର ଆଲୋଚନା ଶୀଘ୍ର ଆରମ୍ଭ ହୋଇପାରେ। ମଙ୍ଗଳବାର ଦିନ ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଭାରତର ବରିଷ୍ଠ ପ୍ରତିନିଧୀ ଥିବାବେଳେ ସେ ତାଙ୍କ ସମୟରେ […]
ମେଷ- ଭାଗ୍ୟ ଆପଣଙ୍କ ସହିତ ରହିପାରେ । ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ । ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ […]
ଭୁବନେଶ୍ବର: ଶେଷରେ କନ୍ଧମାଳ ଜିଲ୍ଲାରେ ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିବା ଘଟଣାର ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ତେବେ ଏ ନେଇ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବା ସହିତ […]
ନୂଆଦିଲ୍ଲୀ: ଭାରତ ମହାସାଗର ସୁନାମିର ବିଂଶତମ ବାର୍ଷିକୀ ତଥା ବିଶ୍ୱ ସୁନାମି ସଚେତନତା ଦିବସ ଉପଲକ୍ଷେ ଭାରତୀୟ ଜାତୀୟ ସାମୁଦ୍ରିକ ସୂଚନା ସେବା କେନ୍ଦ୍ର (ଇନକୋଇସ୍) ପକ୍ଷରୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ସହଯୋଗରେ ଆଜି ଜାତୀୟ ସୁନାମି ମୁକାବିଲା […]
ନୂଆଦିଲ୍ଲୀ: ଜୀବାଶ୍ମ ଇନ୍ଧନ କବଳରେ କବଳିତ ହୋଇ ରହିଥିବା ବିଶ୍ୱରେ ଭାରତ ଏକ ଭିନ୍ନ ମାର୍ଗ ଆଡ଼କୁ ପାଦ ବଢ଼ାଇଛି। ଏସିଆନ ଡେଭଲପମେଂଟ ବ୍ୟାଙ୍କ ନିକଟରେ ଏସିଆ – ପ୍ରଶାନ୍ତ ମହାସାଗରୀୟ ଜଳବାୟୁ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ଭାରତ ଜୀବାଶ୍ମ […]
ନୂଆଦିଲ୍ଲୀ: ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ପୁତୁରା ତଥା ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ତେବେ ଆଗାମୀ ତିନି ଦଶନ୍ଧି ଧରି ବିକାଶ ପାଇଁ ବାରାମତିକୁ ଏକ ନୂତନ ନେତୃତ୍ୱ ଆବଶ୍ୟକ ବୋଲି ସେ କହିଛନ୍ତି। […]
ନୂଆଦିଲ୍ଲୀ: କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ରାଷ୍ଟ୍ରମନ୍ତ୍ରୀ ବିଏଲ ବର୍ମାଙ୍କ ଉପସ୍ଥିତିରେ ଏନସିସିଏଫ, ନାଫେଡ ଏବଂ କେନ୍ଦ୍ରୀୟ ଭଣ୍ଡାରର ମୋବାଇଲ ଭ୍ୟାନକୁ ପତାକା ଦେଖାଇ […]
ନୂଆଦିଲ୍ଲୀ: ଛଟ୍ ପୂଜାର ପ୍ରଥମ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ମହାପର୍ବ ଛଟ୍ ର ଆଜି ନହାୟ-ଖାୟର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ମୋର ଶୁଭକାମନା। […]
ନୂଆଦିଲ୍ଲୀ: ଆଜି ବାରାଣାସୀର ଭଦୈନି ଅଞ୍ଚଳରେ ଜଣେ ମଦ ବ୍ୟବସାୟୀ ତାଙ୍କ ପତ୍ନୀ ଏବଂ ତିନି ପିଲାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା କରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏହି ନିର୍ମମ ହତ୍ୟା ଦ୍ୱାରା […]
ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏଭଳି ପରିସ୍ଥିତିରେ I.N.D.I.A ବ୍ଲକ ଆଜି ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ମେଣ୍ଟର ଏହି ନିର୍ବାଚନୀ ଇସ୍ତାହାରରେ କୁହାଯାଇଛି ଯେ, ମହିଳାମାନଙ୍କୁ ମାସକୁ ୨୫୦୦ ଟଙ୍କା ଦିଆଯିବ। ଏହା ସହିତ ରାଜ୍ୟରେ […]
ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପ୍ରତି ଦ୍ରୌପଦୀ ମୁର୍ମୁ ଆଜି (୫ ନଭେମ୍ବର ୨୦୨୪) ନୂଆଦିଲ୍ଲୀରେ ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘ ( ଆଇବିସି) ସହଯୋଗରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହୋଇଥିବା ପ୍ରଥମ ଏସୀୟ ବୌଦ୍ଧ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। […]