ନୂଆଦିଲ୍ଲୀ: ତିରୁପତିସ୍ଥିତ ଇସ୍କନ୍ ମନ୍ଦିରକୁ ବୋମା ଧମକ ମିଳିଛି। ରବିବାର ଦିନ ଇମେଲ ମାଧ୍ୟମରେ ଏହି ଧମକ ମିଳିଛି। ମନ୍ଦିର ପ୍ରଶାସନ ପୋଲିସ ନିକଟରେ ଅଭିଯୋଗ କରିଛି। ଅଭିଯୋଗରେ ଦର୍ଶାଯାଇଛି ଯେ, ଆଇଏସଆଇଏସ ଆତଙ୍କବାଦୀମାନେ ମନ୍ଦିରକୁ ଉଡ଼ାଇ ଦେବାକୁ ଧମକ ମିଳିଛି। […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ପେନର ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ ମିଳିତ ଭାବେ ଭଦୋଦରାସ୍ଥିତ ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ (TASL) କ୍ୟାମ୍ପସରେ C-295 ବିମାନ ଉତ୍ପାଦନ ପାଇଁ ଟାଟା ବିମାନ କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି। ଉଦ୍ଘାଟନ ପରେ ଲୋକଙ୍କୁ […]
ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ତୁଳସୀଙ୍କର ବିଶେଷ ମହତ୍ତ୍ୱ ରହିଛି। ତୁଲସୀ ଦେବୀ ମାତା ଲକ୍ଷ୍ମୀଙ୍କ ରୂପ ବୋଲି ବିଶ୍ୱାସ କରାଯାଏ। ଆପଣ ନିଶ୍ଚିତ ଭାବରେ ପ୍ରତ୍ୟେକ ହିନ୍ଦୁ ଘରେ ତୁଳସୀ ଗଛ ପାଇବେ। ତୁଳସୀ ଗଛକୁ ପୂଜା କରାଯାଏ। କୁହାଯାଏ ଯେ, ନିୟମିତ […]
ନୂଆଦିଲ୍ଲୀ: ଲାଇଭ ଚେସ୍ ରେଟିଙ୍ଗରେ ୨୮୦୦ ମାର୍କ ଅତିକ୍ରମ କରିଥିବାରୁ ଭାରତୀୟ ଚେସ୍ ଗ୍ରାଣ୍ଡ ମାଷ୍ଟର ଅର୍ଜୁନ ଏରିଗାଇସିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ ମଧ୍ୟ ତାଙ୍କର ଅସାଧାରଣ ଦକ୍ଷତା ଏବଂ ଦୃଢ଼ତା ଭାରତକୁ ଗର୍ବିତ କରିଥିବାରୁ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଗୁଜରାଟ ଗସ୍ତରେ ଯିବେ। ପ୍ରାୟ ପୂର୍ବାହ୍ନ ୧୦ଟା ବେଳେ ପ୍ରଧାନମନ୍ତ୍ରୀ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସହ ମିଳିତ ଭାବେ ଟାଟା ଏୟାରକ୍ରାଫ୍ଟ କମ୍ପେ୍ଲକ୍ସର ଉଦଘାଟନ କରିବେ। ଟାଟା ଆଡଭାନ୍ସଡ ସିଷ୍ଟମସ ଲିମିଟେଡ କ୍ୟାମ୍ପସରେ ସି-୨୯୫ […]
ଭୁବନେଶ୍ୱର: ରବିବାର ଅପରାହ୍ଣରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ‘ଦାନା’ର ପ୍ରଭାବ ଏଥି ଜନିତ ଲଗାଣ ବର୍ଷାରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ ଓ […]
ମେଷ- କଠିନ ଅର୍ଥନୈତିକ ଅବସ୍ଥା ହେତୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଝିରେ ଅଟକି ଯାଇପାରେ। ଆପଣ ଚାହୁଁଥିବା ଲୋକଙ୍କ ସହିତ ଉପହାର ବିନିମୟ କରିବା ଏକ ଭଲ ଦିନ। ଏକପାଖିଆ ପ୍ରେମ ଆପଣଙ୍କୁ ନିରାଶ କରିପାରେ। ଆପଣଙ୍କ ସାଥୀଙ୍କୁ ଆପଣଙ୍କ ଯୋଜନା ସହିତ […]
ଭୁବନେଶ୍ବର: ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍) ବିଶ୍ୱବିଦ୍ୟାଳୟ ଠାରେ ‘କିଟ୍ ସ୍କୁଲ୍ ଅଫ୍ ପବ୍ଲିକ୍ ପଲିସି’କୁ ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏପରି ଏକ ଶିକ୍ଷାନୁଷ୍ଠାନ ଖୋଲିଥିବାରୁ ସେ […]
ନୂଆଦିଲ୍ଲୀ: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହା ଲକ୍ଷ୍ୟ କରାଯାଇଛି କିଛି ଗଣମାଧ୍ୟମ କହିଛନ୍ତି ଯେ “ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ମନରେଗା ଅଧୀନରେ ଗ୍ରାମୀଣ ନିଯୁକ୍ତି ୧୬% ହ୍ରାସ ପାଇଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ […]
ନୂଆଦିଲ୍ଲୀ: ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଭାରତକୁ ନ୍ୟୁଜିଲ୍ୟାଣ୍ଡ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲ୍ୟାଣ୍ଡ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ପରାଜୟ ପରେ ଟିମ୍ ଇଣ୍ଡିଆ ଅନେକ ସମାଲୋଚନାର ଶିକାର ହୋଇଛି। କ୍ୟାପଟେନ ରୋହିତ ଶର୍ମାଙ୍କ […]
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଜାରର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ୩ ବାଣ ବେପାରୀଙ୍କୁ ପୋଲିସ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ କରିଛି। ଦୀପାବଳି ପୁର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ବେଆଇନ […]
ନୂଆଦିଲ୍ଲୀ: ଝାଡଖଣ୍ଡ ଏହାର ସମୃଦ୍ଧ ଆଦିବାସୀ କଳା ପାଇଁ ବେଶ୍ ଜଣାଶୁଣା। ଝାଡ଼ଖଣ୍ଡର ହଜାରୀବାଗ ଜିଲ୍ଲାର ସୋହରାଇ ଚିତ୍ର ଏହି ଅଞ୍ଚଳର ସ୍ୱଦେଶୀ କଳା ପରମ୍ପରାର ପ୍ରତିନିଧିତ୍ୱ କରିଥାଏ। ସୋହରାଇ ଚିତ୍ରକଳାକୁ ଓଡିଓପି (ଏକ ଜିଲ୍ଲା ଏକ ଉତ୍ପାଦ) ସାମଗ୍ରୀ ଭାବରେ […]
ବାଣପୁର (ସୀତାରାମ ଅଗ୍ରୱାଲ): ସତ୍ୟବାଦୀ ପଞ୍ଚସଖା ଯୁଗର ଅନନ୍ୟ ସାରସ୍ବତ ସାଧକ, ନିସ୍ୱାର୍ଥପର ଜନ ସେବକ, ପ୍ରବୀଣ ରାଜନୀତିଜ୍ଞ, ଓଡିଆ ଭାଷା ସାହିତ୍ୟର ଏକୋନିଷ୍ଠ ପୂଜାରୀ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ବାଣପୁରର ହେହେରୁ ସେବାସଂଘ କନକ ଭବନଠାରେ […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଥିଲେ। ଆକାଶ […]
ନୂଆଦିଲ୍ଲୀ: ଅକ୍ଟୋବର ୩୧ ତାରିଖରେ ଦୀପାବଳିକୁ ଧୁମଧାମରେ ପାଳନ କରିବାକୁ ପୁରା ଦେଶ ପ୍ରସ୍ତୁତ ହେଉଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତର ବିଭିନ୍ନ ରାଜ୍ୟ ସରକାର ଦିୱାଲୀରେ ନିଜ ନିଜ ରାଜ୍ୟର ନାଗରିକ ତଥା ସରକାରୀ କର୍ମଚାରୀଙ୍କ ପାଇଁ […]
ନୂଆଦିଲ୍ଲୀ: ପଦାତିକ ବାହିନୀ ଦିବସରେ ପଦାତିକ ବାହିନୀର ସମସ୍ତରାଙ୍କ ଓ ଭେଟେରାନଙ୍କ ଅଦଭ୍ୟ ଭାବନା ଓ ସାହସକୁପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ପଦାତିକ ବାହିନୀ ଦିବସରେ ଆମକୁ ନିରବଚ୍ଛିନ୍ନ ଭାବେସୁରକ୍ଷା ଦେଉଥିବା ପଦାତିକ […]
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ଲଗାତାର ଦୁଇଟି ଟେଷ୍ଟ ହାରିବା ପରେ ଟିମ୍ ଇଣ୍ଡିଆ ସିରିଜ୍ ହରାଇଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ସିରିଜରେ ଦୁଇଟି ମ୍ୟାଚ୍ ଜିତି ନ୍ୟୁଜିଲ୍ୟାଣ୍ଡ ଅଗ୍ରଣୀ ହାସଲ […]
ଭୁବନେଶ୍ବର: ଆଜି ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା। ସେ ସକାଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ରାଜଭବନ ଯାଇଥିଲେ। ସେଠାରେ ସେ ରାଜ୍ୟପାଳ ରଘୁବର ଦାସଙ୍କ ସହିତ ସାକ୍ଷାତ କରିଥିଲେ। ଏହାପରେ ବିର୍ଲା […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅଞ୍ଚଳରେ ଚୋରି, ରାହାଜାନୀ, ଲୁଟ୍ ଓ ଆକ୍ରମଣ ଘଟଣାରେ ଅଞ୍ଚଳ ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ତଥାପି ଅପରାଧୀ ଯୁବକମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଭଳି ବୁଲେଟ୍ ମୋଟରସାଇକେଲ ଓ ଚାରି ଚକିଆ […]
ନୂଆଦିଲ୍ଲୀ: ମନ କି ବାତ କାର୍ଯ୍ୟକ୍ରମର ୧୧୫ ତମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ମୂହୁର୍ତ୍ତଗୁଡ଼ିକୁ ମନେ ପକାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସେ ସ୍ୱତନ୍ତ୍ର ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବାର ସୁଯୋଗ ପାଇଛନ୍ତି। […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ କମାପଲ୍ଲୀ ଅଞ୍ଚଳର ଏକ ଭଡାଘରେ ରହୁଥିବା ମହିଳା ଛାତ ଉପରେ ଅଚେତ୍ ଅବସ୍ଥାରେ ପଡିରହିଥିଲେ। ତାଙ୍କ ସମ୍ପର୍କୀୟ ଭଉଣୀ ତାଙ୍କ ସହ ମିଶିବାକୁ ଆସିଥିଲା ବେଳେ ମହିଳାଜଣଙ୍କ ଅଚେତ୍ ଅବସ୍ଥାରେ […]