ନୂଆଦିଲ୍ଲୀ, ଦେଶୀ କାରିଗରୀ ଜ୍ଞାନକୌଶଳରେ ସାମରିକ ଉପକରଣ ଓ ଅସ୍ତ୍ରଶସ୍ତ୍ର ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ କରିବାକୁ ଭାରତୀୟ ସେନା ଗୁରୁତ୍ୱ ଦେଉଛି। ଏହି ଅନୁସାରେ ନୂଆ ବ୍ୟବସ୍ଥା ଲାଗୁ ହେବା ପୂର୍ବରୁ ଆଜି 8ହଜାର […]
ମୁମ୍ବାଇ : ଟ୍ରମ୍ଫ୍ ଷ୍ଟ୍ରିଟ୍ ଟ୍ରିପଲ୍ ଆର ଭାରତୀୟ ବଜାରରେ ପ୍ରବେଶ ହୋଇଛି । ଟ୍ରମ୍ପ୍ ବାଇକର ଏହି ନୂତନ ମଡେଲ୍ ଟି ଟ୍ରମ୍ପ୍ ଷ୍ଟ୍ରିଟ୍ ଟ୍ରିପଲ୍ ଏସ୍ ଅପେକ୍ଷା 2.49 ଲକ୍ଷ କମ୍ ରହିଛି। ଏହି ବାଇକରେ ଡି ଟ୍ୟୁନଡ୍ […]
ମୁମ୍ବାଇ : ଚୀନ୍ କମ୍ପାନୀ ଭିଭୋ ସହ ଆଇପିଏଲ୍ ସ୍ପନସରସିପ୍ ଚୁକ୍ତି ବିଚ୍ଛିନ୍ନ ହେବା ପରେ କ୍ରିକେଟ ବୋର୍ଡ ପକ୍ଷରୁ ଏନେଇ ପୁନର୍ବାର ଟେଣ୍ଡର ଆହ୍ୱାନ କରାଯାଇଛି । ଜିଓ, ଟାଟା ଏବଂ ଅନ୍ୟାନ୍ୟ କମ୍ପାନୀ ଏହି ଦୌଡରେ ରହିଥିବା ବେଳେ […]
ନୂଆଦିଲ୍ଲୀ, ଇ-ସଞ୍ଜିବନୀ ଓ ଇ-ସଞ୍ଜିବନୀ ଓପିଡି ଜରିଆରେ ଦେଶରେ 1.5 ଲକ୍ଷ ଟେଲି ପରାମର୍ଶ ହୋଇପାରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରୁ ଜଣାପଡିଛି । ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ […]
ନୂଆଦିଲ୍ଲୀ, ନିକଟରେ ରେଳୱେ ଚାକିରୀ ପାଇଁ ବାହାରିଥିବା ବିଜ୍ଞାପନ ଦେଖି ଆବେଦନ କରୁଛନ୍ତି। ହେଲେ ସାବଧାନ। କାରଣ ଏହି ସଂସ୍ଥା ଦ୍ବାରା ରେଳ ବିଭାଗ କୌଣସି ପଦପଦବୀରେ ନିଯୁକ୍ତି ପାଇଁ କ୍ଷମତା ଦେଇ ନାହିଁ। ଏପରି ସ୍ପଷ୍ଟିକରଣ ଦେଇଛି ରେଳ ବିଭାଗ। […]
ନୂଆଦିଲ୍ଲୀ : କୋରନା ମହାମାରୀ ସମୟରେ ଦେଶର କୋଟି କୋଟି ଚାଷୀମାନଙ୍କୁ ସହାୟତା ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କୃଷି ଭିତିଭୂମି ପାଣ୍ଠି ଅଧୀନରେ ୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଜନା ଆରମ୍ଭ କରିଛନ୍ତି। ଏହି […]
ନୂଆଦିଲ୍ଲୀ : ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ ବିଶ୍ୱର ଧନୀଙ୍କ ତାଲିକାର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଏହି ତାଲିକାରେ ବର୍ଣ୍ଣାଡ ଆର୍ଣ୍ଣଲ୍ଟ, ଲାରି ପେଜ୍, ଷ୍ଟିଭ୍ ବାଲ୍ମର ଏବଂ ଏଲନ୍ ମସ୍କଙ୍କୁ ପଛରେ ପକାଇ ଦେଇଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର […]
ୱାଶିଂଟନ୍ : କରୋନା କାରଣରୁ ଏକାଧିକ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ଛଟେଇ କରାଯାଉଥିବା ବେଳେ ଅନେକ କମ୍ପାନୀ ୱର୍କ ଫ୍ରମ ହୋମ କୁ ଗୁରୁତ୍ଵ ଦେଉଛନ୍ତି। ମାର୍କ ଜୁକରବର୍ଗଙ୍କ ଫେସବୁକ ଏବେ ନିଜ କର୍ମଚାରୀଙ୍କୁ ଘରୁ କାମ କରିବାର ସୁଯୋଗ ପ୍ରଦାନ […]
ଭୁବନେଶ୍ୱର, ଆଜି ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ୱାରା ଟାଟା ପାଓ୍ୱାର କଲ୍ସେଣ୍ଟର ସ୍ଥାନୀୟ କଲ୍ୟାଣୀ କଂପ୍ଲେକ୍ସରେ ଉଦ୍ଘାଟିତ ହୋଇଯାଇଛି । ଏହା ୨୪/୭ ଘଣ୍ଟା ଅବିରତ ଭାବେ କାର୍ଯ୍ୟ କରିବ। ଏହି କଲ୍ […]
ଆମେରିକା : କରୋନା ଭାଇରସ୍ ବିଶ୍ୱରେ ନିଜର ଆତଙ୍କ ସୃଷ୍ଟି କରିଥିବା ବେଳେ ଏହା ମଧ୍ୟରେ ଆଉ ଏକ ନୂତନ ରୋଗ ବ୍ୟାପିବାରେ ଲାଗିଛି। ତେବେ ଏହା କୌଣସି ଭାଇରସ୍ ନୁହେଁ ବରଂ ଏକ ଜୀବାଣୁ ଦ୍ୱାରା ହେଉଛି। ସାଲମୋନେଲା ନାମକ […]
ମୁମ୍ବାଇ : ଭାରତୀୟ ବଜାରରେ କେଆଇଏ ମୋଟର୍ସ ପକ୍ଷରୁ ଏକ ନୂତନ ଏସୟୁଭି କାର ଲଞ୍ଚ କରାଯାଇଛି । ସୋନେଟ୍ ନାମରେ ନାମିତ କାରଟି ଭାରତୀୟ ବଜାରରେ ହ୍ୟୁଣ୍ଡାଇ ଭେନ୍ୟୁ, ଭିଟାରା ବ୍ରେଜ୍ଜା ଏବଂ ଟାଟା ନିକ୍ସନ୍ ସହିତ ପ୍ରତିଦ୍ୱନ୍ଦିତା କରିବ […]
ୱାସିଂଟନ, ଚୀନ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିପରି ରାଗ ତାହା ପ୍ରତିପାଦିତ ହୋଇ ଆସୁଛି। ଗତକାଲି ଟ୍ରମ୍ପ ଚୀନ କଂପାନୀ ଟିକଟିକ୍ ଆପକୁ କେହି ନ କିଣିବା ପାଇଁ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ସେଥିରେ ସେ […]
ନୂଆଦିଲ୍ଲୀ,ରସାୟନ ଏବଂ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ପିଏସୟୁ ଫର୍ଟିଲାଇଜର୍ସ ଏବଂ କେମିକାଲ୍ସ ଟ୍ରାଭାନକୋର ଲିମିଟେଡ (ଏଫଏସିଟି) ଚଳିତ ବର୍ଷ ମଧ୍ୟରେ ଉତ୍ପାଦନ ଏବଂ ବିକ୍ରୟ କ୍ଷେତ୍ରରେ ରେକର୍ଡ ଭାଙ୍ଗିଛି। ଏଫଏସିଟିର ଏକ ବିବୃତ୍ତି ଅନୁଯାୟୀ, ଜୁଲାଇ ୨୦୨୦ ମଧ୍ୟରେ କମ୍ପାନୀ […]
ମୁମ୍ବାଇ : ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଅର୍ଥନୈତିକ ମୁଦ୍ରାନୀତି ସମ୍ପର୍କରେ ଘୋଷଣା କରିଛନ୍ତି । ଶୁକ୍ରବାର ଆରବିଆଇ ପକ୍ଷରୁ ଘୋଷିତ ମୁଦ୍ରାନୀତିରେ ରେପୋରେଟକୁ ଅପରିବର୍ତ୍ତିତ ରଖାଯାଇଛି । ରେପୋ ରେଟ୍ ପୂର୍ବବତ ୪ ପ୍ରତିଶତ ରହିଛି । ମାନ୍ଦାବସ୍ଥା […]
ମୁମ୍ବାଇ : ଏଚ୍ଡିଏଫ୍ସି ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି ଶଶୀଧର ଜଗଦୀଶନ । ଅଗଷ୍ଟ 3 ତାରିଖରେ ଆରବିଆଇ ପକ୍ଷରୁ ଜଗଦୀଶନଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଥିବା ନେଇ ଏଚ୍ଡିଏଫ୍ସି ପକ୍ଷରୁ ଘୋଷଣା କରାଯାଇଛି । […]
ନୂଆଦିଲ୍ଲୀ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ଆଜି ଉଚ୍ଚପ୍ରାଥମିକ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ବିକଳ୍ପ ଶୈକ୍ଷିକ ପାଠ୍ୟକ୍ରମ (କ୍ୟାଲେଣ୍ଡର) ଉନ୍ମୋଚନ କରିଛନ୍ତି । କୋଭିଡ୍ ମହାମାରୀ ସମୟରେ ସ୍କୁଲ ବନ୍ଦ ଯୋଗୁଁ ଘରେ ରହୁଥିବା […]
ଭୁବନେଶ୍ୱର: ସାଂପ୍ରତିକ ପରିସ୍ଥିତିରେ ଘରେ ରହି କାର୍ଯ୍ୟ ସଂପାଦନ କରିବା ଏବଂ ଅନଲାଇନ୍ କ୍ଲାସ୍ କରିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ପ୍ରକାର ନିୟମ ହୋଇପଡ଼ିଛିି । ଏଭଳି ସ୍ଥିତିରେ ଲୋକଙ୍କୁ ନିରବଚ୍ଛିନ୍ନ ହାଇ-ସ୍ପିଡ୍ ଇଣ୍ଟରନେଟ୍ ଉପଲବ୍ଧ କରାଇବା ପାଇଁ […]
ନୂଆଦିଲ୍ଲୀ : ବିମାନ ଚଳାଚଳ କମ୍ପାନୀ ସ୍ପାଇସ୍ ଜେଟ୍ ଗ୍ରାହକଙ୍କ ନିମନ୍ତେ ଏକ ନୂଆ ଚମତ୍କାର ଅଫର ଆଣିଛି । ଏଣିକି ମାତ୍ର 899 ଟଙ୍କାରେ ଆପଣ ଘରୋଇ ବିମାନ ଯାତ୍ରା କରିପାରିବେ । ଅଗଷ୍ଟ 7 ତାରିଖ ପର୍ଯ୍ୟନ୍ତ ଏହି […]
ଭୁବନେଶ୍ବର, ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ତଥା ପ୍ରଭୁ ବଳରାମଙ୍କ ଜନ୍ମଦିନ। ପରଂପରା ରହିଛି ଆଜିର ଦିନରେ ଭଉଣୀର ରକ୍ଷା କବଚ ଭାବେ ଭାଇଙ୍କୁ ମନେ ପକାଇବାର ଦିନ। ସେଥିପାଇଁ ଭାଇଙ୍କ ହାତରେ ଭଉଣୀମାନେ ରାକ୍ଷୀ ବାନ୍ଧି ତାହାକୁ ମନେ […]
ଭୁବନେଶ୍ବର, ପଶ୍ଚିମବଙ୍ଗ ରାଜ୍ୟରେ ଅଗଷ୍ଟ 2020 ର 5, 8, 16, 17, 23, 24 ଓ 31 ତାରିଖରେ ସମ୍ପୂର୍ଣ୍ଣ ଲକ୍ ଡାଉନ ହେଉଥିବାରୁ ଟ୍ରେନ ସେବା ନିମ୍ନ ମତେ ପ୍ରଭାବିତ ହେବ – ବାତିଲ ହେଉଥିବା ଟ୍ରେନ : […]
ନୂଆଦିଲ୍ଲୀ, ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇ) ଯୋଗୁଁ ମୋବାଇଲ ଓ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ ନିର୍ମାଣକାରୀ ସଂସ୍ଥାଗୁଡିକୁ ବିରାଟ ସଫଳତା ହାସଲ ହେବ। ଏହା କହିଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଦୂରସଞ୍ଚାର ତଥା ଆଇନ ଓ ନ୍ୟାୟ ମନ୍ତ୍ରୀ ରବି […]