ନୂଆଦିଲ୍ଲୀ : କରୋନା କାରଣରୁ ଅର୍ଥନୀତି ଦୁସ୍ଥିତି ମଧ୍ୟରେ ଗତି କରୁଥିବା ବେଳେ ସାଧାରଣ ଜନତା ପୁଣି ଥରେ ମହଙ୍ଗା ମାଡର ଶିକାର ହୋଇଛନ୍ତି । ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟାଯାଇଛି । […]
ମୁମ୍ବାଇ : ଜିଓରେ 5600 କୋଟି ଟଙ୍କା ନିବେଶ କରିବାକୁ ଯାଉଛି ଆବୁଧାବି ଇନଭେଷ୍ଟମେଣ୍ଟ ଅଥରିଟୀ (ଏଡିଆଇଏ) । ଏଡିଆଇଏ ଜିଓରେ 5683.50 କୋଟି ଟଙ୍କା ନିବେଶ କରିବାକୁ ଯାଉଛି । ଏହି ନିବେଶ ନେଇ ରବିବାର ଜିଓ ପକ୍ଷରୁ ଘୋଷଣା […]
ନୂଆଦିଲ୍ଲୀ : ସାମସଙ୍ଗ ପକ୍ଷରୁ ଏକ ନୂତନ ଫୋନ୍ ଲଞ୍ଚ କରିବା ନେଇ ଘୋଷଣା କରାଯାଇଛି । ରବିବାର କୋରିଆନ କମ୍ପାନୀ ସାମସଙ୍ଗ ଭାରତୀୟ ବଜାରରେ ନୂତନ ଫୋନ୍ ଲଞ୍ଚ ନେଇ ଘୋଷଣା କରିଛି । ଆସନ୍ତା କାଲି କମ୍ପାନୀ ପକ୍ଷରୁ […]
ଭୁବନେଶ୍ୱର / ମୁମ୍ବାଇ : ଆମେରିକୀୟ ଘରୋଇ ଇକ୍ୱିଟି ସଂସ୍ଥା ସିଲଭର ଲେକ୍ ଏବଂ ଏହାର ସହ-ନିବେଶକମାନେ ଜିଓ ପ୍ଲାଟଫର୍ମସରେ ଅତିରିକ୍ତ ୪୫୪୬.୮୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବେ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ମେ […]
ନୂଆଦିଲ୍ଲୀ : ନିକଟରେ ଚର୍ଚ୍ଚାର ପରିସରକୁ ଆସିଥିବା ମିତ୍ରୋନ୍ ଏବଂ ରିମୋଭ୍ ଚାଇନିଜ୍ ଆପ୍କୁ ପ୍ଲେଷ୍ଟୋରରୁ ହଟାଇଛି ଗୁଗୁଲ୍ । ମିତ୍ରୋନ୍ ଆପ୍କୁ କିଛି ସୁଧାର ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ରିମୋଭ୍ ଚାଇନିଜ୍ ଆପ୍କୁ ହଟାଯାଇଛି । ମିତ୍ରୋନ୍ ଆପ୍ର […]
ଭୁବନେଶ୍ବର : ଭାରତର ସର୍ବବୃହତ ସମନ୍ୱିତ ୟୁଟିଲିଟି ଟାଟା ପାୱାର ଓଡ଼ିଶାର ପାଂଚଟି ସର୍କଲ୍ ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ ଓ ଢେଙ୍କାନାଳରେ ବିଦ୍ୟୁତର ଖୁଚୁରା ଯୋଗାଣ ଓ ବିତରଣ ପାଇଁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି)ଙ୍କ ଠାରୁ ଲେଟର […]
ନୂଆଦିଲ୍ଲୀ : ଦେଶବ୍ୟାପୀ କରୋନା କାରଣରୁ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଲ୍ପିଜି ମୂଲ୍ୟରେ ବୃଦ୍ଧି ଘଟାଯାଇଛି । ସୋମବାର ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ତିନି କେନ୍ଦ୍ରୀୟ କମ୍ପାନୀ ଏଚପିସିଏଲ, […]
ଭୁବନେଶ୍ୱର: କରୋନା ସଂକ୍ରମଣ ବିରୋଧରେ ଭାରତର ଲଢେଇରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ପ୍ରଦାନ କରୁଥିବା ମୁକେଶ ଅମ୍ବାନିଙ୍କର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ଚୀନ୍ଠାରୁ ତିନି ଗୁଣ ଶସ୍ତା ଓ ଉତ୍ତମ ଗୁଣ ବତ୍ତା ବିଶିଷ୍ଟ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପୋଷାକ) ବା […]
ନୂଆଦିଲ୍ଲୀ : ଋଣଭାରରେ ବୁଡି ରହିଥିବା ତଥା କ୍ଷତିରେ ଚାଲୁଥିବା ଟେଲିକମ୍ କମ୍ପାନୀ ଭୋଡାଫୋନ୍-ଆଇଡିଆରେ 5 ପ୍ରତିଶତର ଅଂଶଧନ କିଣିବାକୁ ଯାଉଛି ଗୁଗୁଲ୍ । ଭାରତରେ ଫେସ୍ବୁକ୍ର ବର୍ଦ୍ଧିତ ପ୍ରଭାବକୁ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନେବାର ଆଶା କରାଯାଉଛି […]
ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ସ୍ଥାୟୀ ଜମା ଉପରେ 40 ବେସିସ ପଏଣ୍ଟ ମହ୍ରାସ କରିଛି ଏସ୍ବିଆଇ । ଗୋଟିଏ ମାସ ମଧ୍ୟରେ ଏହା କ୍ରମାଗତ ଦ୍ବିତୀୟ ଥର ପାଇଁ ସ୍ଥାୟୀ […]
ନ୍ୟୁୟର୍କ : କରୋନା ମୁକାବିଲା ପାଇଁ ଟ୍ବିଟ୍ଟର ସିଇଓ ଜ୍ୟାକ୍ ଡୋର୍ସି 10 ମିଲିୟନ୍ ଡଲାର ଦାନ କରିଛନ୍ତି । ପ୍ରୋଜେକ୍ଟ 100 ନାମରେ 100 ଟି ପରିବାରକୁ 1 ହଜାର ଡଲାରର ଆର୍ଥିକ ସହାୟତା ପ୍ରଦାନ କରାଯାଛି । ଟ୍ବିଟ୍ଟର […]
ମୁମ୍ବାଇ : ବୁଧବାର 100 ପଏଣ୍ଟ ଉପରକୁ ଉଠିଛି ସେନସେକ୍ସ । 100 ପଏଣ୍ଟର ଅଭିବୃଦ୍ଧି ସହିତ ସେନସେକ୍ସ 30671.28 ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫ୍ଟି 20.25 ପଏଣ୍ଟର ଅଭିବୃଦ୍ଧି ସହିତ 9049.30 ପଏଣ୍ଟରେ ପହଞ୍ଚିଛି । ହିଣ୍ଡାଲକୋ ଅଂଶଧନ ମୂଲ୍ୟରେ […]
ମୁମ୍ବାଇ : ନିଜର 2.75 ପ୍ରତିଶତ ଅଂଶଧନ ବିକ୍ରି କରିଛି ଭାରତୀ ଏୟାରଟେଲ । ଭାରତର ଦ୍ବିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ 8433 କୋଟି ଟଙ୍କା ବିନିମୟରେ ଏହି ଅଂଶଧନ ବିକ୍ରି କରିଛି । 50ଟି ଭିନ୍ନ ଭିନ୍ନ […]
ନୂଆଦିଲ୍ଲୀ : ଏକ ନୂତନ ଫିଚର୍ ଲଞ୍ଚ କରିଛି ହ୍ବାଟ୍ସଆପ୍ । ଇନ୍ଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟସଆପରେ ବର୍ତ୍ତମାନ ଇନ୍ଷ୍ଟାଗ୍ରାମ୍ ଓ ସ୍ନାପ୍ଚାଟ୍ ଭଳି ନୂଆ ବୈଶିଷ୍ଟ୍ୟ ଆସିଛି । ଏବେ ନୂଆ କଣ୍ଟାକ୍ଟ ଆଡ୍ କରିବା ପାଇଁ ଆପଣଙ୍କୁ ନମ୍ବର […]
ଓ୍ବେଲିଂଟନ୍ : ଏକ କମ୍ପାନୀକୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାତ୍ର 1 ଡଲାରରେ କିଣିଛନ୍ତି । ଅବିଶ୍ବାସ ହେଲେ ମଧ୍ୟ ସତ । ସୋମବାର ଏହି ଘୋଷଣା କରିଛି ଅଷ୍ଟ୍ରେଲିଆର ନାଇନ୍ ଏଣ୍ଟରଟେନ୍ମେଣ୍ଟ । ନାଇନ୍ ଏଣ୍ଟରଟେନ୍ମେଣ୍ଟ ଦ୍ବାରା ପରିଚାଳିତ […]
ମୁମ୍ବାଇ : ଭାରତରେ କରୋନା କାୟା ବିସ୍ତାର କରି ଚାଲିଥିବାବେଳେ ମହାରାଷ୍ଟ୍ରରେ ଏହା ଅଧିକ କ୍ଷତିଗ୍ରସ୍ତ ହୋଇଛି । ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ 25 ହଜାରରୁ ଅଧିକ ଲୋକେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଲକ୍ ଡାଉନ୍ 4.0ରେ କଟକଣା […]
ଭୁବନେଶ୍ୱର/ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଭାବେ ପରିଚିତ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ତରଫରୁ ବଡ ଘୋଷଣା କରାଯାଇଛି। ଏହି ଘୋଷଣାରେ କୁହାଯାଇଛି ଯେ, ବିଶ୍ୱର ପ୍ରତିଷ୍ଠିତ ନିବେଶକାରୀ ସଂସ୍ଥା କେକେଆର୍ ପକ୍ଷରୁ ଜିଓ […]
ନୂଆଦିଲ୍ଲୀ : କରୋନା ଏବଂ ଲକ୍ଡାଉନ୍ କାରଣରୁ ଦେଶବ୍ୟାପୀ ଛଟେଇ ଜାରି ରହିଥିବା ବେଳେ ନୂତନ ନିଯୁକ୍ତି ନେଇ ଘୋଷଣା କରିଛି ଏକ ବିଦେଶୀ କମ୍ପାନୀ । ନିକଟରେ ଓଲା, ଉବର ଏବଂ ଅନ୍ୟାନ୍ୟ କମ୍ପାନୀ ନିଜ କର୍ମଚାରୀ ଛଟେଇ ସମ୍ପର୍କରେ […]
ଭୁବନେଶ୍ବର : ଏଣିକି ବ୍ୟାଙ୍କ ଖୋଲିବା ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ କଟକ, ପୁରୀ, ଛତ୍ରପୁର, କୋରାପୁଟ, ଭୁବନେଶ୍ବରରେ ବ୍ୟାଙ୍କ ସକାଳ 8ଟାରୁ 2ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲୁଥିବା ବେଳେ ବର୍ତ୍ତମାନ ଏହା ପୂର୍ବପରି 10ଟାରୁ 4ଟା […]
ରାଞ୍ଚି : ଏଣିକି ମଦରେ ହେବ ହୋମ୍ ଡେଲିଭରୀ । ମଦ ଦୋକାନ ସମ୍ମୁଖରେ ଭିଡ ହଟାଇବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ଝାରଖଣ୍ଡ ସରକାର । ଝାରଖଣ୍ଡରେ ମଦର ହୋମ୍ ଡେଲିଭରୀ ଆରମ୍ଭ କରିଛି ଫୁଡ୍ ଡେଲିଭରୀ ଆପ୍ ସ୍ବିଗି […]
ନୂଆଦିଲ୍ଲୀ : ଆସନ୍ତା ଜୁନ୍ 1 ତାରିଖରୁ ଟ୍ରେନ୍ ଚଳାଯିବାର ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜିଠାରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ତେବେ ଟିକେଟ୍ ବିକ୍ରି ଆରମ୍ଭ ହେବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ1 ଲକ୍ଷ 49 ହଜାର ଟିକେଟ୍ […]