ନୂଆଦିଲ୍ଲୀ: ସମଗ୍ର ବିଶ୍ବ କରୋନା ଭାଇରସ୍ ପ୍ରଭାବରେ ସ୍ଥାଣୁ ପାଲଟି ଯାଇଥିବା ବେଳେ ଆଶ୍ବର୍ଯ୍ୟଜନକ ଭାବରେ ଗୋଟିଏ ଦିନରେ 49 ହଜାର କୋଟିର ଲାଭ ହାସଲ କରିଛି ଆମାଜନ୍। ଆମାଜନ୍ ମାଲିକ ଜେଫ୍ ବେଜୋସ୍ ଗୋଟିଏ ଦିନରେ 6.5 ବିଲିୟନ୍ ଡଲାରର […]
ମୁମ୍ବାଇ : କରୋନା ଭାଇରସ୍ ପ୍ରଭାବରେ ଭାରତୀୟ ସେୟାର ବଜାର ନିୟମିତ ଭାବରେ ତଳକୁ ଖସୁଥିବା ବେଳେ ସୋମବାର ଏହ 650 ପଏଣ୍ଟ ତଳକୁ ଖସିଛି । ଗୁରୁବାର ଭାରତୀୟ ସେୟାର ବଜାର ପ୍ରାୟ 4.23 ପ୍ରତିଶତର ହାସଲ କରିଥିବା ବେଳେ […]
ନୂଆଦିଲ୍ଲୀ : ଭାରତୀୟ ବ୍ୟାଙ୍କ ଏଚ୍ଡିଏଫ୍ସିର 1 ପ୍ରତିଶତ ଅଂଶଧନ କିଣିବାକୁ ଯାଉଛି ଏକ ଚାଇନିଜ୍ ବ୍ୟାଙ୍କ । ପିପୁଲ୍ସ ବ୍ୟାଙ୍କ ଅଫ୍ ଚାଇନା ଏଚ୍ଡିଏଫ୍ସି ବ୍ୟାଙ୍କର 1.01 ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବାକୁ ଯାଉଛି । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ […]
ଭୁବନେଶ୍ୱର: ଦେଶବ୍ୟାପୀ ଲକ୍ଡାଉନ୍ ଯୋଗୁଁ ସାଧାରଣ ଲୋକଙ୍କ ଡାଟା ବ୍ୟବହାର ବୃଦ୍ଧି ପାଇଥିବା ବେଳେ ଅନେକ ଲୋକ ଘରୁ କାମ କରିବାରେ ନିୟୋଜିତ ଅଛନ୍ତି। ଏଥିସହିତ ଅନେକ ଶିକ୍ଷାନୁଷ୍ଠାନ ପକ୍ଷରୁ ଅନ୍ଲାଇନ୍ ବା ଭର୍ଚୁଆଲ୍ କ୍ଲାସ୍ ଆରମ୍ଭ ହୋଇଛି। ତେଣୁ ଏହି […]
ଭୁବନେଶ୍ୱର : ଘରୋଇ ରନ୍ଧନ ଗ୍ୟାସ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଏହାର ଯୋଗାଣ ଓ ପରିବହନକୁ ଏକ ଅତ୍ୟାବଶ୍ୟକ ସେବା ଭାବରେ ଘୋଷଣା କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ […]
ଭୁବନେଶ୍ୱର: ସାରା ଦେଶ ଲକ୍ଡାଉନ୍ରେ ଥିବାବେଳେ ଫୋନ୍ ଲାଇନ୍ଠାରୁ ଆରମ୍ଭ କରି ରିଟେଲ୍ ଷ୍ଟୋର୍ରୁ ଇନ୍ଧନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଜୀବନରେଖାକୁ ଆଗକୁ ବଢ଼ିବା ଲାଗି ସହାୟତା ପ୍ରଦାନ କରୁଥିବା କଂପାନିର ହଜାର ହଜାର କର୍ମଚାରୀଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଅଧ୍ୟକ୍ଷ […]
ଭୁବନେଶ୍ବର, କରୋନା ଭୂତାଣୁ ସଂକ୍ରମଣର ସଂକଟ ସମୟରେ ରେଳମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ପୂର୍ବ ତଟ ରେଳପଥ ଆଇ.ଆର୍.ସି.ଟି.ସି. ସହ ମିଳିତ ଭାବେ ଏହାର ମୂଳ ରନ୍ଧନଶାଳା ଖୋର୍ଦ୍ଧାରୋଡ଼୍ ଓ ବିଶାଖାପାଟଣା ଫୁଡ଼୍କୋର୍ଟରୁ ଖାଦ୍ୟ ପ୍ରସ୍ତୁତ କରି ଏହାର ପରିସୀମା ମଧ୍ୟରେ ବିଭିନ୍ନ ଷ୍ଟେସନମାନଙ୍କରେ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଆଜିଠାରୁ ଓମଫେଡ ଭୁବନେଶ୍ବରରେ ଆରମ୍ଭ କରିଛି ହୋମ ଡେଲିଭରୀ ସେବା। ଆପଣ ଘରେ ବସି କେବଳ ଫୋନକଲଟିଏ କିମ୍ବା ହ୍ବାଟସପ କଲେ ଓମଫେଡ ଘରେ ଆଣି ଦେଇଯିବ କ୍ଷୀର ସହିତ ତାଙ୍କ ଅନ୍ୟାନ୍ୟ ଦୁଗ୍ଧଜାତ ସାମଗ୍ରୀ। ପୂର୍ବରୁ […]
ନୂଆଦିଲ୍ଲୀ : କରୋନା ପ୍ରଭାବରେ ସମଗ୍ର ବିଶ୍ୱର ଅର୍ଥନୀତି ତଳୁଆ ରହିଥିବା ବେଳେ ଆମେରିକା ଏହା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ବିଗତ ଦୁଇ ସପ୍ତାହ ମଧ୍ୟରେ ୭ ଲକ୍ଷ ଆମେରିକୀୟଙ୍କୁ ଚାକିରିରୁ ଛଟେଇ କରାଯାଇଛି । ଦୁଇ ସପ୍ତାହ […]
ମୁମ୍ବାଇ : ଟେଲିକମ୍ୟୁନିକେସନ କମ୍ପାନୀ, ଭାରତୀ ଏୟାରଟେଲ୍ ପକ୍ଷରୁ କୋଭିଡ-୧୯ ପ୍ରଭାବିତ ଗ୍ରାହକଙ୍କ ସହାୟତା ନିମନ୍ତେ ଏକ ବିଶେଷ ପଦକ୍ଷେପ ଘୋଷଣା କରିଛି । ଏହି ପରିପ୍ରେକ୍ଷୀରେ ଏୟାରଟେଲ ୮ କୋଟିରୁ ଉର୍ଦ୍ଧ ଗ୍ରାହକଙ୍କ ପାଇଁ ଏହାର ପ୍ରି-ପେଡ ପ୍ୟାକର ବୈଧତାକୁ […]
ମୁମ୍ବାଇ : କରୋନା ମୁକାବିଲା ପାଇଁ ମୋବାଇଲ୍ କମ୍ପାନୀ ସିମେନ୍ସ ଇଣ୍ଡିଆ ପକ୍ଷରୁ ୨୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ନୋକିଆର ପ୍ୟାରେଣ୍ଟ କମ୍ପାନୀ ସିମେନ୍ସର ଭାରତୀୟ କାର୍ଯ୍ୟାଳୟ ପକ୍ଷରୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି […]
ନୂଆଦିଲ୍ଲୀ : କରୋନା ଭାଇରସ୍ କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରିଥିବା ବେଳେ ଏହାଦ୍ୱାରା ଦେଶର ଅର୍ଥନୀତି ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହେଉଥିବା ନେଇ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଅର୍ଥନୈତିକ ସର୍ବେକ୍ଷଣ ସଂସ୍ଥା ଆକ୍ୟୁଟି […]
ମୁମ୍ବାଇ : ତିନିମାସ ପର୍ଯ୍ୟନ୍ତ ଇଏମ୍ଆଇ ଆଦାୟ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିବା ବେଳେ ଆଜି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ପକ୍ଷରୁ ଏକ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ଯେଉଁ ଗ୍ରାହକ ମାନେ ତିନି […]
ନୂଆଦିଲ୍ଲୀ : ଅର୍ଥନୈତକ ମାନ୍ଦାବସ୍ଥା କାରଣରୁ ସମସ୍ତ କ୍ଷେତ୍ର ଉପରେ ଏହାର ପ୍ରଭାବ ପଡିଛି । ମାର୍ଚ୍ଚ ମାସରେ ଆଦାୟ ହୋଇଥିବା ଜିଏସ୍ଟି ଅର୍ଥରାଶିରୁ ସ୍ପଷ୍ଟ ହୋଇଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ୯୭,୫୯୭ କୋଟି ଟଙ୍କାର ଅର୍ଥ ଆଦାୟ […]
ନୂଆଦିଲ୍ଲୀ : ଚଳିତ ବର୍ଷର ମାର୍ଚ୍ଚ ମାସରେ ମାରୁତି ସୁଜୁକି ପକ୍ଷରୁ ୮୩ ହଜାର ୟୁନିଟ୍ ଗାଡି ବିକ୍ରି କରାଯାଇଛି । ସମଗ୍ର ଦେଶରେ ଲକ୍ଡାଉନ୍ ଜାରି କରାଯାଇଥିବା ବେଳେ ଏହି ସଂଖ୍ୟାକୁ ସନ୍ତୋଷଜନକ ଭାବରେ ଅଭିହିତ କରାଯାଇଛି । ୨୦୧୯ର […]
ବେଙ୍ଗାଲୁରୁ : ଭାରତରେ କରୋନା ଦିନକୁ ଦିନ ସଙ୍କଟମୟ ପରସ୍ଥିତି ଆଡକୁ ଗତି କରୁଥିବା ବେଳେ ବିଭିନ୍ନ ମହଲରୁ ସହାୟତାର ସୂଅ ଛୁଟିଛି । ଭାରତୀୟ ଶିଳ୍ପପତି ତଥା ସମାଜସେବୀ ଅଜିମ୍ ପ୍ରେମ୍ଜୀ ପିଏମ୍ କେୟାର ଫଣ୍ଡକୁ ୧୧୨୫ କୋଟି ଟଙ୍କା […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଜାରି ହୋଇଥିବା ଦେଶବ୍ୟାପୀ ଲକ୍ଡାଉନ୍କୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ସମସ୍ତ ଜିଓଫୋନ୍ ଗ୍ରାହକଙ୍କୁ ନୂତନ ଅଫର୍ ପ୍ରଦାନ କରାଯାଇଛି। ଆସନ୍ତା ଏପ୍ରିଲ ୧୭ ଯାଏଁ ଜିଓ ଫୋନ୍ ଗ୍ରାହକଙ୍କୁ […]
ମୁମ୍ବାଇ : ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଏହି ପ୍ରସିଦ୍ଧ କମ୍ପାନୀର ଫୋନ୍ ଲଞ୍ଚ ବିଳମ୍ବିତ ହୋଇଛି । ମୋଟୋର ଫ୍ଲାଗ୍ସିପ୍ ଫୋନ୍ ରେଜେଡ୍ଆର୍ ଲଞ୍ଚ ହେବାକୁ ଥିବା ବେଳେ କମ୍ପାନୀ ପକ୍ଷରୁ ଅନିର୍ଦ୍ଦିଷ୍ଟ ସମୟ ନିମନ୍ତେ ଏହାକୁ ବନ୍ଦ […]
ନୂଆଦିଲ୍ଲୀ : କରୋନା ଭାଇରସ୍ ପ୍ରଭାବରେ ବିଶ୍ବର ଅର୍ଥନୀତି ତଳୁଆ ରହିଥିବା ବେଳେ ଅଶୋଧିତ ତୈଳ ମୂଲ୍ୟରେ ବ୍ୟାପକ ପରିବର୍ତନ ଦେଖିବାକୁ ମିଳିଛି । କରୋନା ଭାଇରସ୍ ପ୍ରଭାବରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୨୦ ଡଲାରରେ ପହଞ୍ଚିବା ସହିତ […]
ନୂଆଦିଲ୍ଳୀ ; କରୋନା ଦ୍ୱାରା ସମୁଦାୟ ଦେଶରେ ୨୧ ଦିନ ବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଏହା ଦ୍ୱାରା ଦେଶର ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ପ୍ରଭାବିତ ହେବାର ଆଶଙ୍କା କରାଯାଇଛି । ଦେଶର ଅନ୍ୟୁନ ୨ କୋଟି ଶିଳ୍ପ […]
ମୁମ୍ବାଇ : କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଏବଂ ଏହାର ସିଇଓ ଉଦୟ କୋଟାକ୍ ମିଳିତ ଭାବେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୫୦କୋଟି ଟଙ୍କା ପ୍ରଦାନ କରିଛନ୍ତି। ରବିବାର ଦିନ ବ୍ୟାଙ୍କ ପକ୍ଷରୁ ଏକ ଟୁଇଟ୍ କରି ଏହା ସ୍ପଷ୍ଟ କର ଯାଇଛି […]