ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାର ଭାରତର ଜିଡିପି ଅଭିବୃଦ୍ଧି ହାର ପ୍ରକାଶ ପାଇଛି । 2019ର ଅନ୍ତିମ ଚରଣରେ ଭାରତୀୟ ଅର୍ଥନୀତିରେ ସାମାନ୍ୟ ଅଭିବୃଦ୍ଧି ଦେଖିବାକୁ ମିଳିଛି । ପ୍ରକାଶିତ ରିପୋର୍ଟ ଅନୁଯାୟୀ ଡିସେମ୍ବର କ୍ବାର୍ଟରରେ ଭାରତର ଘରୋଇ […]
ମୁମ୍ବାଇ : 5 ମିନିଟ୍ରେ 5 ଲକ୍ଷ କୋଟିର କ୍ଷତି ସହିଛନ୍ତି ନିବେଶକ । ସେୟାର ବଜାର ସକାଳ 9.15ରେ ଖୋଲିଥିବା ବେଳେ 5 ମିନିଟ୍ ମଧ୍ୟରେ ଉଭୟ ସେନସେକ୍ସ ଏବଂ ନିଫ୍ଟୀରେ 3 ପ୍ରତିଶତର ହ୍ରାସ ଘଟିଥିଲା । 5 […]
ମୁମ୍ବାଇ : ଭାରତୀୟ ସେୟାର ବଜାର କୋରୋନା ଭାଇରସ୍ ଦ୍ବାରା ପୁନର୍ବାର ପ୍ରଭାବିତ ହୋଇଛି । କ୍ରମାଗତ ଚତୁର୍ଥ ଦିନ ପାଇଁ ତଳୁଆ ରହିବା ସହିତ ଶୁକ୍ରବାର 1300 ପଏଣ୍ଟ ତଳକୁ ଖସିଛି । 13 ଶହ ପଏଣ୍ଟ ତଳକୁ ଖସିବା […]
ନୂଆଦିଲ୍ଲୀ, କୋରୋନା ଭାଇରସ ବର୍ତ୍ତମାନ ଦେଶ ବ୍ୟାପି ଏକ ଚିନ୍ତାର କାରଣ ପାଲଟିଛି। ହେଲେ ଏହି ଭାଇରସ ଯେ ବିଅର ବିକ୍ରୀ ହ୍ରାସ କରିପାରିବ ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ଭାଇରସର ମାରାତ୍ନକ ରୂପ ବିଶ୍ବରେ ପଡୁଥିବାରୁ ଏହି ନାମରେ […]
ମୁମ୍ବାଇ : କୋରୋନା ଭାଇରସ୍ ପ୍ରଭାବରେ ବିଶ୍ବର ଅର୍ଥନୀତି ଭୁଷୁଡି ପଡିଥିବା ବେଳେ ଭାରତୀୟ ସେୟାର ବଜାର ମଧ୍ୟ ପ୍ରଭାବିତ ହୋଇଛି । ଗୁରୁବାର ଭାରତୀୟ ସେୟାର ବଜାର 465 ପଏଣ୍ଟ ତଳକୁ ଖସିଛି । ଗୁରୁବାର ସେନସେକ୍ସ 39947.80 ପଏଣ୍ଟରୁ […]
ମୁମ୍ବାଇ : ଘରୋଇ ବିମାନ ଚଳାଚଳ କମ୍ପାନୀ ସ୍ପାଇସ୍ ଜେଟ୍ 11ଟି ନୂତନ ଘରୋଇ ବିମାନ ଲଞ୍ଚ କରିବାକୁ ଯାଉଛି । ଆସନ୍ତା ମାର୍ଚ୍ଚ 29 ତାରିଖରେ ସ୍ପାଇସ୍ ଜେଟ୍ ପକ୍ଷରୁ ଏହି ବିମାନ ଚଳାଚଳ ହେବା ନେଇ ଘୋଷଣା କରାଯାଇଛି […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରିଲାଏନ୍ସ ଜିଓକୁ ବଡ ସଫଳତା । ରିଲାଏନ୍ସ ଜିଓ ରାଜ୍ୟରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଏବଂ ରାଜସ୍ୱରେ ସିଂହଭାଗ ବଜାର ଅଂଶ ସହିତ ଓଡ଼ିଶାର ଏକ ନମ୍ବର ମୋବାଇଲ୍ ସେବା ପ୍ରଦାନକାରୀ ସଂସ୍ଥା ହୋଇପାରିଛି […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡ଼ିଶାର ଅଣ୍ଡା ବ୍ୟବସାୟ ଅତ୍ୟନ୍ତ ଦୁର୍ଦ୍ଦିନ ସ୍ଥିତିରେ ପହଞ୍ଚିଥିବା ବେଳେ ଅଲ ଓଡ଼ିଶା ଲେୟର ଫାର୍ମର୍ସ ଆସୋସିଏସନ ପକ୍ଷରୁ ସ୍ଥିତି ସୁଧାରିବା ଉଦ୍ୟମ ଜାରି ରହିଛି । ବ୍ୟବସାୟରେ ହେଉଥିବା କ୍ଷତିକୁ ଭରଣା କରିନପାରି ପାଖପାଖି […]
ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନି ଆଜି କହିଛନ୍ତି ଯେ ଏକ ପ୍ରିମିୟର ଡିଜିଟାଲ୍ ସମାଜରେ ପରିଣତ ହେବାର ଦ୍ୱାର ଦେଶରେ ରହିଛି ଭାରତ ଏବଂ ଏହା ଦୁନିଆର ଶ୍ରେଷ୍ଠ ତିନି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବାକୁ ଯାଉଛି । […]
ମୁମ୍ବାଇ : ଭାରତୀୟ ସେୟାର ବଜାର ସେନସେକ୍ସ ସୋମବାର 800 ପଏଣ୍ଟ ତଳକୁ ଖସିଛି । କୋରୋନା ଭାଇରସ୍ ପ୍ରଭାବରେ ବିଶ୍ବ ବଜାର ତଳୁଆ ରହିଥିବା ବେଳେ ଭାରତୀୟ ସେୟାର ବଜାର ଉପରେ ଏହାର ପ୍ରଭାବ ପଡିଛି । ସେନ୍ସେକ୍ସ 806.89 […]
ମୁମ୍ବାଇ : 19700 କୋଟି ଟଙ୍କାରେ ଭୂଷଣ ଷ୍ଟିଲକୁ ଅଧିଗ୍ରହଣ କରିବାକୁ ଯାଉଛି ଜେଏସ୍ଡବ୍ଲ୍ୟୁ । ଭୂଷଣ ଷ୍ଟିଲ୍ ଦେବାଳିଆ ଘୋଷିତ ହୋଇଯାଇଥିବା ବେଳେ ସଜ୍ଜନ ଜିନ୍ଦଲଙ୍କ ଜେଏସ୍ଡବ୍ଲ୍ୟୁକୁ ଅଧିଗ୍ରହଣ କରିବାକୁ ଯାଉଛି । ଆସନ୍ତା ମାର୍ଚ୍ଚ 15 ସୁଦ୍ଧା ଏହି […]
ଭୁବନେଶ୍ବର, ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ 2020-21 ବର୍ଷ ପାଇଁ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନା କରିଛନ୍ତି। ଏଥର ରାଜ୍ୟ ବଜେଟ କଳେବର 1 ଲକ୍ଷ 50 ହଜାର କୋଟି ଟଙ୍କାରେ ପହଁଚିଛି। ଏହି ବଜେଟରୁ 65,655 କୋଟି ଟଙ୍କା ପ୍ରଶାସନିକ ଖର୍ଚ୍ଚ […]
ଭୁବନେଶ୍ବର, ଆଜି ବିଧାନସଭାରେ ଚଳିତ 2020-21 ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ରାଜ୍ୟ ବଜେଟ ଉପସ୍ଥାପନା କରୁଛନ୍ତି। ତେବେ ଏଥର ମୋଟାମୋଟା ବହି ବଦଳରେ ପୂଜାରୀ ଆଇପ୍ୟାଡ ମାଧ୍ୟମରେ ବଜେଟ ଉପସ୍ଥାନ କରୁଛନ୍ତି। ପୂର୍ବରୁ ଏହି ବଜେଟ ଅର୍ଥମନ୍ତ୍ରୀମାନେ ବହି […]
ନୂଆଦିଲ୍ଲୀ : ରେଳଷ୍ଟେସନରେ ଜାରି ରହିବ ମାଗଣା ଓ୍ବାଇଫାଇ ସେବା । ମଙ୍ଗଳବାର ଭାରତୀୟ ରେଳବାଇ ପକ୍ଷରୁ ଏହି ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ପୂର୍ବରୁ ଗୁଗୁଲ୍ ସହାୟତାରେ ବିଭିନ୍ନ ରେଳ ଷ୍ଟେସନ୍ରେ ମାଗଣା ଇଣ୍ଟରନେଟ୍ ସେବା ପ୍ରଦାନ କରାଯାଉଥିଲା । […]
ନୂଆଦିଲ୍ଲୀ : ବରିଷ୍ଠ ପ୍ରଶାସକ ରାଜୀବ ବଂଶଲ ଏୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର ବଂଶଲ ଏୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ଗତ ସପ୍ତାହରେ କ୍ୟାବିନେଟ୍ ପକ୍ଷରୁ […]
ମୁମ୍ବାଇ : ଭାରତୀୟ ଧନୀଙ୍କ ମଧ୍ୟରେ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ରାଧାକୃଷ୍ଣ ଦମାନୀ । ସୋମବାର ଫୋବର୍ସ ପକ୍ଷରୁ ପ୍ରକାଶିତ ତାଲିକାରେ ଦମାନୀ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ମୁକେଶ ଅମ୍ବାନୀ 57.5 ବିଲିୟନ୍ ଡଲାର ସହିତ ଏହି […]
ନୂଆଦିଲ୍ଲୀ : କୋର୍ଟଙ୍କ ନିଷ୍ପତ୍ତିର ଉଲ୍ଲଂଘନ ପାଇଁ ସମସ୍ତ ଟେଲିକମ୍ କମ୍ପାନୀଙ୍କୁ କୋର୍ଟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଟେଲିକମ୍ କମ୍ପାନୀଙ୍କ ପକ୍ଷରୁ ବକେୟା ଦେୟ ପ୍ରଦାନ କରାଯାଇନଥିଲା । ଏଜିଆରଙ୍କୁ 1 ଲକ୍ଷ 47 […]
ମୁମ୍ବାଇ : 3 ମାସରେ 6 ହଜାର କୋଟିର କ୍ଷତି ସହିଛି ଏହି କମ୍ପାନୀ । ଭାରତୀୟ ଟେଲିକମ୍ କମ୍ପାନୀ ଆଇଡିଆ-ଭୋଡାଫୋନ୍ ବିଗତ ତିନିମାସରେ 6 ହଜାର କୋଟି ହରାଇଛନ୍ତି । ଗୁରୁବାର ଦିନ ପ୍ରକାଶିତ ଅର୍ଥନୈତିକ ରିପୋର୍ଟରେ ଏହା ପ୍ରକାଶ […]
ଭୁବନେଶ୍ୱର: ହାରାହାରି ୪ଜି ଡାଉନଲୋଡ ସ୍ପିଡ଼ରେ କ୍ରମାଗତ ଉତ୍ତମ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ ୨୦୨୦ ଜାନୁୟାରୀ ମାସରେ ସେକେଣ୍ଡ ପ୍ରତି ୨୦.୯ ମେଗାବିଟ (ଏମବିପିଏସ) ହାରାହାରି ଡାଉନଲୋଡ ସ୍ପିଡ଼ ସହିତ ଅନ୍ୟ ସମସ୍ତ ଟେଲିକମ ଅପରେଟରମାନଙ୍କ ଠାରୁ ଯଥେଷ୍ଟ […]
ନୂଆଦିଲ୍ଲୀ : ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ କରାଯାଉଥିଲେ ମଧ୍ୟ ଏହା ସୁଧାରିବାର ନାମ ନେଉନାହିଁ । ଡିସେମ୍ବରରେ ପ୍ରକାଶିତ ଅର୍ଥନୈତିକ ରିପୋର୍ଟ ଅନୁଯାୟୀ ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଜାରି ରହିଛି । ଡିସେମ୍ବରରେ ଶିଳ୍ପ କ୍ଷେତ୍ରରେ […]
ନୂଆଦିଲ୍ଲୀ : ଅଟୋ ଏକ୍ସପୋ 2020ରେ ପ୍ରଦର୍ଶିତ ହୋଇଛି ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍ । ସୁଜୁକି ଏବଂ ପ୍ୟାଜିଓ ପରେ ତୃତୀୟ କମ୍ପାନୀ ଭାବରେ ଇଲେକ୍ଟ୍ରିକ୍ ବାଇକ୍ ଲଞ୍ଚ କରିଛି ଇଭୋଲ୍ଟ । ଇଭୋଲ୍ଟ ହକ୍ ନାମରେ ନାମିତ ଏହି ବାଇକ୍ଟିର […]