ବେଜିଂ : ଭାରତରେ ବୈଦ୍ୟୁତିକ ଯାନ ନିର୍ମାଣ ପାଇଁ ସରକାର ଯୋଜନା କରୁଥିବା ବେଳେ ଭାରତରେ ଗୋଟିଏ ମଧ୍ୟ ବ୍ୟାଟେରୀ ନିର୍ମାଣ କାରୀ କମ୍ପାନୀ ନାହିଁ । ଚୀନ୍ର ଲିଥିୟମ୍ ବ୍ୟାଟେରୀ ନିର୍ମାଣକାରୀ କମ୍ପାନୀ ଗ୍ରେଟ୍ ଓ୍ବାଲ ମୋଟର୍ସ ଭାରତୀୟ ବଜାର […]
ଭୁବନେଶ୍ବର, ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ। ଓଡିଶାରେ ଆଦାନୀ ଗ୍ରୁପର ପୁଂଜି ନିବେଶକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏଥିରେ ଗୌତମ ଆଦାନୀଙ୍କ ସହ କଂପାନୀର ବରିଷ୍ଠ […]
ମୁମ୍ବାଇ : ଭାରତରେ ଗଚ୍ଛିତ ବିଦେଶୀ ମୁଦ୍ରା (ଫୋରେକ୍ସ)ର ପରିମାଣରେ ଅଭିବୃଦ୍ଧି ଘଟିଥିବା ନେଇ ଶୁକ୍ରବାର ସୂଚନା ମିଳିଛି । ଭାରତରେ ଗଚ୍ଛିତ ବିଦେଶୀ ମୁଦ୍ରାର ପରିମାଣରେ 40 ପ୍ରତିଶତ ଅଭିବୃଦ୍ଧି ଘଟିବା ସହିତ ଏହା 4.60 ବିଲିୟନ୍ ଡଲାରରେ ପହଞ୍ଚିଛି […]
ନୂଆଦିଲ୍ଲୀ : ଅଟୋ ଏକ୍ସପୋ 2020ରେ ଏପ୍ରିଲିଆ ଏସ୍ଏକ୍ସଆର୍ 160 ପ୍ରଦର୍ଶିତ ହୋଇଛି । ଏହି ଇଟାଲିଆନ୍ କମ୍ପାନୀ ପକ୍ଷରୁ ଚଳିତ ଏକ୍ସପୋରେ ଏହି ବାଇକ୍ ପ୍ରଦର୍ଶିତ କରାଯାଇଛି । ପ୍ୟାଜିଓ ଏବଂ ସୁଜୁକି ପରେ ତୃତୀୟ ଦୁଇ ଚକିଆ କମ୍ପାନୀ […]
ନୂଆଦିଲ୍ଲୀ : ଦକ୍ଷିଣ କୋରିଆର କାର ନିର୍ମାଣକାରୀ କମ୍ପାନୀ ଭାରତୀୟ ବଜାର ପାଇଁ ଏହାର ନୂତନ କାର ଲଞ୍ଚ କରିଛି । ଏହି କାରଟିର ନାମ କାର୍ଣ୍ଣିଭାଲ ଏମ୍ପିଭି ରହିଥିବା ବେଳେ 2020ର ଅଟୋ ଏକ୍ସପୋରେ ଏହାର ଲଞ୍ଚ କରାଯାଇଛି । […]
ନୂଆଦିଲ୍ଲୀ : ବଜେଟ୍କୁ ନେଇ ଗଭୀର ଭାବରେ ପ୍ରଭାବିତ ହୋଇଛି ଭାରତୀୟ ସେୟାର ବଜାର । ବଜେଟ୍ ଆଗତ ସମୟରେ ସେନ୍ସେକ୍ସରେ 700 ପଏଣ୍ଟ ହ୍ରାସ ଘଟିଥିଲା । 2020-21ରେ ଆଗତ ବଜେଟ ନିବେଶକଙ୍କ ଆକୃଷ୍ଟ କରିବାରେ ବିଫଳ ହେବାରୁ ସେନ୍ସେକ୍ସ […]
ନୂଆଦିଲ୍ଲୀ, ଆଜି ସଂସଦରେ ବଜେଟ ଉପସ୍ଥାପନା ପୂର୍ବରୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଘରେ ପୂଜା ଅର୍ଚ୍ଚନା କରିଛନ୍ତି। ସେ ପ୍ରଥମେ ଘରେ ପୂଜା କରିବା ପରେ ନିକଟରେ ଥିବା ହନୁମାନ ମନ୍ଦିରକୁ ମଧ୍ୟ ଯାଇଥିଲେ। ସେଠାରେ ସେ ଏକାକୀ ହନୁମାନଙ୍କ […]
ନୂଆଦିଲ୍ଲୀ- ଆଉ ମାତ୍ର କିଛି ସମୟର ଅପେକ୍ଷା, ଅଳ୍ପ ସମୟ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପିତ କରିବେ ଚଳିତ ଆର୍ଥିକ ବର୍ଷର ସାଧାରଣ ବଜେଟ। ତେବେ ଏଥରର ବଜେଟରେ କଣ ରହିଛି ତାହାକୁ ନେଇ ସାରା ଭାରତର ଲୋକ […]
ନୂଆଦିଲ୍ଲୀ : କୋରୋନା ଭାଇରସ୍ ପ୍ରଭାବରେ ଚୀନ୍ରେ 132 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ 6 ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି । ଏହାର ପ୍ରଭାବରେ ଇଣ୍ଡିଗୋ ଏୟାର ଲାଇନ୍ସ ଏବଂ ଏୟାର ଇଣ୍ଡିଆ ଚୀନ୍କୁ ଯାତ୍ରା କରୁଥିବା ନିଜର […]
ମୁମ୍ବାଇ : ଭାରତୀୟ ବଜାରରେ ଲଞ୍ଚ ହୋଇଛି ସାମସଙ୍ଗର ନୂତନ ଗାଲାକ୍ସି ଏ 51 । ବୁଧବାର ଭାରତୀୟ ବଜାରରେ ଲଞ୍ଚ ହୋଇଥିବା ଏହି ଫୋନ୍ର ମୂଲ୍ୟ 23999 ଟଙ୍କା ରହିଛି । ବ୍ଲୁ, ହ୍ବାଇଟ୍ ଏବଂ ବ୍ଲାକ୍ ପ୍ରିଜ୍ମ ରଙ୍ଗରେ […]
ମୁମ୍ବାଇ : ଭାରତୀୟ କାର୍ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକିର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ପ୍ରକାଶ ପାଇଛି । ଏହି ଫଳାଫଳ ଅନୁଯାୟୀ ମାରୁତି ସୁଜୁକିର ଲାଭରେ 5.1 ପ୍ରତିଶତର ଅଭିବୃଦ୍ଧି ଘଟିଛି । ଡିସେମ୍ବର 31, 2019ରେ ମାରୁତିର […]
ନୂଆଦିଲ୍ଲୀ : ସରକାରୀ ବିମାନ ଚଳାଚଳ କମ୍ପାନୀ ଏୟାର ଇଣ୍ଡିଆର ବିକ୍ରିକୁ ବିରୋଧୀ ଦଳଙ୍କ ପକ୍ଷରୁ ବିରୋଧ କରାଯାଇଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ । ସରକାରଙ୍କ ପକ୍ଷରୁ ଏୟାର ଇଣ୍ଡିଆର 100 ପ୍ରତିଶତ ବିକ୍ରୟ […]
ଡାଭୋସ୍ : ଭାରତରେ ଦେଖାଦେଇଥିବା ଅର୍ଥନୈତିକ ମାନ୍ଦାବସ୍ଥାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମ୍ଏଫ୍ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭିଆ । ଡାଭୋସ୍ରେ ଅନୁଷ୍ଠିତ ଅର୍ଥନୈତିକ ସମ୍ମିଳନୀରେ କ୍ରିଷ୍ଟାଲିନା କହିଛନ୍ତି, ଭାରତୀୟ ଅର୍ଥନୀତିରେ ଦେଖାଦେଇଥିବା ସଙ୍କଟ ସାମୟିକ । ଖୁବ୍ ଶୀଘ୍ର ଏହି ପରସ୍ଥିତିରେ […]
ମୁମ୍ବାଇ : ମୋରିସ୍ ଗ୍ୟାରେଜ୍ର ନୂତନ ଇଲେକ୍ଟ୍ରିକ୍ ଏସ୍ୟୁଭି କାର୍ ଲଞ୍ଚ କରାଯାଇଛି । ଏହି କାର୍ଟିର ନାମ ଜେଡ୍ ଏସ୍ ଇଭି ରଖାଯାଇଛି । ଗୁରୁବାର ଦିନ ଏମ୍ଜି ପକ୍ଷରୁ ଏହି ନୂତନ କାର ଲଞ୍ଚ କରାଯାଇଛି । କାରଟିର […]
ମୁମ୍ବାଇ : ଅଟୋ ଏକ୍ସପୋ 2020ର ଏକ ସପ୍ତାହ ପୂର୍ବରୁ ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି ଶସ୍ତା ପ୍ରିମିୟମ୍ ହ୍ୟାଚ୍ ବ୍ୟାକ୍ କାର। ମାତ୍ର 5 ଲକ୍ଷ ଟଙ୍କାରେ ଟାଟା ପକ୍ଷରୁ ଏହି କାରଟିକୁ ଭାରତୀୟ ବଜାରରେ ଲଞ୍ଚ କରାଯାଇଛି। […]
ନୂଆଦିଲ୍ଲୀ : ଅନ୍ଲାଇନ୍ ଫୁଡ୍ ଡେଲିଭରୀ କମ୍ପାନୀ ଉବର ଇଟ୍ସକୁ ଅଧିଗ୍ରହଣ କରିଛି ଜୋମାଟୋ । ଉବେର୍ ଇଟ୍ସକୁ 350 ମିଲିୟନ୍ ଡଲାର ବା ଭାରତୀୟ ମୁଦ୍ରାରେ 2485 କୋଟି ଟଙ୍କାରେ ଅଧିଗ୍ରହଣ କରିଛି ଜୋମାଟୋ । ଏହା ସହିତ ଜୋମାଟୋରେ […]
ନୂଆଦିଲ୍ଲୀ : ବିଜେପି କର୍ମୀ ମାନେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମୁଖ୍ୟ ପରାମର୍ଶଦାତା ଗୀତା ଗୋପୀନାଥଙ୍କୁ ଆକ୍ରମଣ ପାଇଁ ପ୍ରସ୍ତୁତ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ମତ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଇଏମ୍ଏଫ୍ ପକ୍ଷରୁ ଭାରତୀୟ ଅଭିବୃଦ୍ଧି ହାର […]
ମୁମ୍ବାଇ : ଆସନ୍ତା ଅଟୋ ଏକ୍ସପୋ 2020ରେ ଏକକାଳୀନ 14ଟି କାର୍ର ଲଞ୍ଚ କରିବାକୁ ଯାଉଛି । ଚଳିତ ବର୍ଷ ଭାରତୀୟ ବଜାରରେ ଦୁଇଟି ଏସ୍ୟୁଭି କାର ଲଞ୍ଚ କରିଥିବା ଏମ୍ଜି ପକ୍ଷରୁ ଶୁକ୍ରବାର ଏହି ଘୋଷଣା କରିଛି । ଫେବୃୟାରୀରେ […]
ମୁମ୍ବାଇ : ଭାରତୀୟ ବଜାରରେ ଆସନ୍ତା 5 ବର୍ଷ ମଧ୍ୟରେ 10 ଲକ୍ଷ ନୂତନ ନିଯୁକ୍ତି ପ୍ରଦାନ ନେଇ ଘୋଷଣା କରିଛନ୍ତି ଆମାଜନ୍ ସିଇଓ ଜେଫ୍ ବେଜୋସ୍ । ପ୍ରାଥମିକ ଭାବରେ ଭାରତରେ 71 ହଜାର କୋଟି ନିବେଶ ନେଇ ଘୋଷଣା […]
ପୃଥିବୀର ସବୁଠୁ ବଡ ଅନଲାଇନ ଖୁଚୁରା ବ୍ୟବସାୟ କମ୍ପାନୀ ଆମାଜନ ର ମୁଖ୍ୟ କାର୍ୟନିର୍ବାହୀ ଜେଫ ବେଜୋସ୍ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ଭାରତରେ ପହଞ୍ଚିଲା ପରେ ସେ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବେଜୋସ୍ଙ୍କ ଗସ୍ତକୁ […]
ମୁମ୍ବାଇ : ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ପକ୍ଷରୁ ଆମାଜନ୍ ଏବଂ ଫ୍ଲିପ୍କାର୍ଟରେ ମିଳୁଥିବା ଶସ୍ତା ଫୋନ୍ର ତଦନ୍ତ ଆରମ୍ଭ କରିଛି । ଅନ୍ଲାଇନ୍ରେ ଉଭୟ କମ୍ପାନୀ ଶସ୍ତା ଫୋନ୍ ପ୍ରଦାନ କରୁଥିବାରୁ ଏହି ତଦନ୍ତ ନିର୍ଦ୍ଦଶ ଦିଆଯାଇଛି । ଉଭୟ […]