ନୂଆଦିଲ୍ଲୀ: ଏଥର ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଏଥର ମେଟା ପ୍ଲାଟଫର୍ମର ସିଇଓ ମାର୍କ ଜୁକରବର୍ଗଙ୍କୁ ହୁରୁନ୍ ଗ୍ଲୋବାଲ୍ ରିଚ୍ ତାଲିକା 2024 ରେ ଦେଖିବାକୁ ମିଳିଛି। ଯଦିଓ ସେ ଦୁନିଆର ସବୁଠାରୁ […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଏକ ବଡ ନିଷ୍ପତ୍ତି ନେଇ ଆଜି ଭାରତ ସରକାର ପିଆଜ ରପ୍ତାନି ଉପରେ ଦୀର୍ଘ ଦିନ ଧରି ପ୍ରତିବନ୍ଧକ ଲଗାଇଛନ୍ତି। ପିଆଜ ରପ୍ତାନି ଉପରେ ଲଗାଯାଇଥିବା କଟକଣାର ସମୟ ସୀମା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ […]
ନୂଆଦିଲ୍ଲୀ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଧୀରୁଭାଇ ଅମ୍ବାନୀଙ୍କୁ ଭାରତର ଟେଲିକମ୍ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଭଏସ୍ ଆଣ୍ଡ୍ ଡାଟା ପକ୍ଷରୁ ସମ୍ମାନଜନକ ଲାଇଫ୍ ଟାଇମ୍ ଆଚିଭମେଣ୍ଟ (ଜୀବନବ୍ୟାପୀ ସାଧନା) ପୁରସ୍କାରରେ ସମ୍ମାନୀତ କରାଯାଇଛି। […]
ନୂଆଦିଲ୍ଲୀ: ଆଜି ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ଏକ ବଡ ହ୍ରାସ ଘଟିଛି। ଐତିହାସିକ ନିମ୍ନ ସ୍ତର ପରେ ଏହା ସର୍ବଦା ସର୍ବନିମ୍ନ ଛୁଇଁଛି। ଟଙ୍କା ୩୫ ପଇସା ହ୍ରାସ ପାଇ ଆମେରିକୀୟ ଡଲାର ତୁଳନାରେ ୮୩.୪୮ ଟଙ୍କାରେ ବନ୍ଦ ହୋଇଯାଇଛି। […]
ଭୁବନେଶ୍ବର: ଓଡିଶା ରାଜ୍ୟ ସଡକ ପରିବହ ବିଭାଗର ଚାଲୁଥିବା ବସ ସେବାରେ କିଛି ଅଭିଯୋଗ ରହିଛି କି ? କଣ୍ଟକ୍ଟର ଟିକେଟ ନେଇ ବାକି ପଇସା ଫେରାଇ ନାହିଁ କି ? ବସରେ ଡ୍ରାଇଭର କିମ୍ବା କଣ୍ଡକ୍ଟର ଦୁବ୍ୟବହାର କଲେ କି […]
ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଓଡ଼ିଶା ପାଇଁ ଉଦଘାଟିତ ହୋଇଥିବା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଆଜିଠାରୁ ଚଳାଚଳ ଆରମ୍ଭ କରିଛି। ଏହି ବନ୍ଦେ ଭାରତ ଏକ୍ସପ୍ରେସ ଭୁବନେଶ୍ୱରରୁ ବିଶାଖାପାଟଣା ପର୍ଯ୍ୟନ୍ତ ଚଳାଚଳ କରିବ। ଉକ୍ତ ଟ୍ରେନ ସୋମବାରକୁ ବାଦ […]
ଭୁବନେଶ୍ବର: ଭୁବନେଶ୍ୱରରେ ୨ ନକଲି ଇଡି ଅଧିକାରୀଙ୍କୁ ଆଜି କ୍ରାଇମବ୍ରାଞ୍ଚର ଏସଟିଏଫ ଦ୍ବାରା ଧରାପଡିଛନ୍ତି। ଏମାନେ ସଂପର୍କରେ ଦୁଇ ଭାଇ ବୋଲି ଜଣାପଡିଛି। ସେମାନେ ହେଲେ ଶଙ୍କର ମହାପାତ୍ର ଓ ତାରିଣୀସେନ୍ ମହାପାତ୍ର। ଏହି ଦୁଇ ଭାଇ ଢେଙ୍କାନାଳ ଦୋଳମଣ୍ଡପ ସାହିର […]
ଭୁବନେଶ୍ବର: ବରଗଡସ୍ଥିତ ଚିନିକଳ ଜମିକୁ ଇଡକୋକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଇଡକୋ ଏହି ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ପଦକ୍ଷେପ ନେବ। ସୂଚନାଯୋଗ୍ୟ ଯେ ଯନ୍ତ୍ରାଂଶ ରକ୍ଷଣାବେକ୍ଷଣ ଓ ମରାମତି ତଥା […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବଲାଙ୍ଗିର, କେନ୍ଦୁଝର, ଖୋର୍ଦ୍ଧା ଓ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉଦ୍ଘାଟିତ ହୋଇଥିବା ପ୍ରକଳ୍ପଗୁଡିକ ହେଲା – ବଲାଙ୍ଗିର ଜିଲ୍ଲାର ରୂପାନ୍ତରିତ ହରିଶଙ୍କର […]
ନୂଆଦିଲ୍ଲୀ: ପ୍ରତ୍ୟେକ ଚାକିରିଆ ବ୍ୟକ୍ତି ଟିକସ ସଞ୍ଚୟ କରିବାକୁ ଚାହାଁନ୍ତି। ସେଥିପାଇଁ ବଜେଟରେ ଟିକସ ସ୍ଲାବରେ ପରିବର୍ତ୍ତନ ଉପରେ ସେମାନେ ନଜର ରଖିଥାନ୍ତି। ଅନ୍ତରୀଣ ବଜେଟ୍ ମଧ୍ୟ କିଛି ଅଲଗା ନ ଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଥିରେ ସେମାନଙ୍କୁ କିଛି […]
ନୂଆଦିଲ୍ଲୀ: କ୍ରେଡିଟ୍ କାର୍ଡ ନେବା ସମୟରେ ଆପଣଙ୍କୁ ଆପଣଙ୍କ ଅନୁଯାୟୀ କାର୍ଡ ନେଟୱାର୍କ ଚୟନ କରିବାର ସୁବିଧା ମିଳିବ। ରିଜର୍ଭ ବ୍ୟାଙ୍କ କ୍ରେଡିଟ୍ କାର୍ଡ ନେଟୱାର୍କ ଏବଂ କାର୍ଡ ପ୍ରଦାନକାରୀ ବ୍ୟାଙ୍କ ଏବଂ ଏନବିଏଫସିକୁ ନୂଆ ଗାଇଡଲାଇନ ଜାରି କରିଛି। ଏହା […]
ଭୁବନେଶ୍ୱର: ଇନସ୍ପାଇରିଂ ଇନକ୍ଲୁଜନ” (ଅନ୍ତର୍ଭୁକ୍ତିକରଣ ପାଇଁ ପ୍ରେରଣା) ଶୀର୍ଷକରେ ଚଳିତ ବର୍ଷର ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାକୁ ପ୍ରସ୍ତୁତ ଥିବା ବେଳେ ମହିଳା ସଶକ୍ତିକରଣ ଏବଂ ପାରିପାର୍ଶ୍ବିକ ଗୋଷ୍ଠୀ ଅନ୍ତର୍ଭୁକ୍ତିକରଣର ଏକ ଉତ୍ସାହଜନକ ପ୍ରଦର୍ଶନ ଭାବରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ […]
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। କଂଗ୍ରେସ ବ୍ୟାଙ୍କ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଦାଖଲ ହୋଇଥିବା ଆବେଦନକୁ ଆୟକର ଟ୍ରିବ୍ୟୁନାଲ ପ୍ରତ୍ୟାଖ୍ୟାନ କରିଛି। ଦଳର ବ୍ୟାଙ୍କ ଆକାଉଣ୍ଟରୁ ୬୫ […]
ଭୁବନେଶ୍ବର: Service Provider Agency ଦ୍ବାରା ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା Outsourcing କର୍ମଚାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ ପଦକ୍ଷେପ ବିଷୟରେ ଘୋଷଣା କରିଛନ୍ତି। ଏହି କର୍ମଚାରୀ ମାନଙ୍କ ପାରିଶ୍ରମିକରେ ୨୫ ପ୍ରତିଶତ […]
ଭୁବନେଶ୍ବର: ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଅପପୁଷ୍ଟି ଦୂରୀକରଣ ପାଇଁ ଘରଦୁଆରେ ପୁଷ୍ଟି ଯୋଜନାରେ କୁକୁଡ଼ା ଚିଆଁ ବଣ୍ଟନ କାର୍ଯକ୍ରମର ଶୁଭାରମ୍ଭ ହୋଇଯାଇଛି। […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଅଙ୍ଗନବାଡି କର୍ମୀ ମାନଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଅଙ୍ଗନବାଡି କର୍ମିଙ୍କର ସେବା ବିରତି ପ୍ରୋତ୍ସାହନ ରାଶିରେ ବୃଦ୍ଧି ସହିତ ସାମାଜିକ […]
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼, ଭାୟାକମ୧୮ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ଏବଂ ୱାଲ୍ଟ ଡିଜନି ପକ୍ଷରୁ ଭାୟାକମ୧୮ ଓ ଷ୍ଟାର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ର ବ୍ୟବସାୟକୁ ଏକାଠି କରି ଏକ ମିଳିତ ଉଦ୍ୟୋଗ (ଜଏଣ୍ଟ ଭେଞ୍ଚର) ଗଠନ କରିବା ନେଇ […]
ଭୁବନେଶ୍ବର: ଆଜି ଭୁବନେଶ୍ବର ବସ୍ତିରେ ବୁଲୁଛନ୍ତି ବିଶ୍ବର ଅନ୍ୟତମ ଧନି ତଥା ମାଇକ୍ରୋସପ୍ଟ କଂପାନୀର ସହ ପ୍ରତିଷ୍ଠାତା ବିଲ ଗେଟସ। ଲୁମ୍ବିନ ବିହାରସ୍ଥିତ ମା ମଙ୍ଗଳା ବସ୍ତିରେ ସେ ପରିଦର୍ଶନ କରୁଛନ୍ତି। ସାଥିରେ ଅଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ସହିତ […]
ନୂଆଦିଲ୍ଲୀ: ଗୌତମ ଅଦାନୀଙ୍କ ମାଲିକାନାରେ ଥିବା ଅଦାନୀ ଗ୍ରୁପ୍ ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ଘୋଷଣା କରିଛି। ଆଦାନୀ ଗ୍ରୁପ୍ ୩୦୦୦ କୋଟି ଟଙ୍କା ବିନିଯୋଗରେ ଦୁଇଟି ଅସ୍ତ୍ର କାରଖାନା ପ୍ରତିଷ୍ଠା କରିବ। ଏହି କାରଖାନାଗୁଡ଼ିକ ଉତ୍ତରପ୍ରଦେଶର କାନପୁରରେ ନିର୍ମାଣ ହେବ। […]
ଭୁବନେଶ୍ୱର: ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଜିଓ ରାଜ୍ୟରେ ସର୍ବାଧିକ ପସନ୍ଦର ଏବଂ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜର ଆଧିପତ୍ୟ ବଜାୟ ରଖିବା ସହ ଡିସେମ୍ବର ମାସରେ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ […]
ଭୁବନେଶ୍ୱର: ଓଡ଼ିଶାର ସର୍ବ ପୁରାତନ ତଥା ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିଷ୍ଠିତ ଦୈନିକ ସମ୍ବାଦପତ୍ର ‘ସମାଜ ‘ର ନୂତନ ମୁଦ୍ରାକର ଓ ପ୍ରକାଶକ ଭାବେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ ପ୍ରଭାସ ଆଚାର୍ଯ୍ୟ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି […]