ନୂଆଦିଲ୍ଲୀ: ଗ୍ୟାସ ରାନ୍ଧିବା ପରେ ବର୍ତ୍ତମାନ ସରକାର ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି। ଆଜିଠାରୁ ନୂଆ ମୂଲ୍ୟ କାର୍ଯ୍ୟକାରୀ ହୋଇଛି। ଆଜିଠାରୁ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏକ ବଡ଼ ହ୍ରାସ ଘଟିଛି। ୧୯ କେଜି ବାଣିଜ୍ୟିକ ଗ୍ୟାସ […]
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ବିମାନ ବନ୍ଦରରେ କଳାହାଣ୍ଡି ଉତ୍କେଲାକୁ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଇଣ୍ଡିଆ ୱାନ ଏୟାର କଂପାନୀ ଦ୍ୱାରା ଏକ ୯ ସିଟ୍ ବିଶିଷ୍ଟ ବିମାନ ଚଳାଚଳ ଆରମ୍ଭ ହୋଇଛି। ଏହି ଅବସରରେ ବାଣିଜ୍ୟ […]
ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍) ର ଅନ୍ଲାଇନ୍ ବାର୍ଷିକ ସାଧାରଣ ବୈଠକ (ଏଜିଏମ)ରେ ରେକର୍ଡ ୪ ଲକ୍ଷ ୩୦ ହଜାରରୁ ଅଧିକ ଅଂଶଧାରକ (ସେୟାରହୋଲଡର) ଯୋଡ଼ି ହୋଇଥିଲେ। ଏଜିଏମ୍ରେ ବହୁ ସଂଖ୍ୟାରେ ଅଂଶଧାରକ ଯୋଡ଼ିହେବା ସହ ପୂର୍ବରୁ ଥିବା ସବୁ […]
ନୂଆଦିଲ୍ଲୀ: ଦେଶବ୍ୟାପୀ ପ୍ରତ୍ୟେକ ଘରେ ଆଶ୍ୱସ୍ତି ଆଣିବା ଭଳି ଏକ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର। ସରକାର ଆଜି ରନ୍ଧନ ଗ୍ୟାସର ମୂଲ୍ୟରେ ଉଲ୍ଲେଖନୀୟ ହ୍ରାସ ଘୋଷଣା କରିଛନ୍ତି। ୩୦.୦୮.୨୦୨୩ ରୁ ଦେଶର ସମସ୍ତ ବଜାରରେ […]
ଭୁବନେଶ୍ୱର: ଜିଓ ଏୟାର ଫାଇବର୍ ପାଇଁ ପ୍ରତୀକ୍ଷାର ଅନ୍ତ ହୋଇଛି। ସେପ୍ଟମ୍ବର ୧୯ ଗଣେଶ ପୂଜାରେ ଏହାର ଶୁଭାରମ୍ଭ କରାଯିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କମ୍ପାନୀର ବାର୍ଷିକ ସାଧାରଣ ବୈଠକରେ ଘୋଷଣା କରିଛନ୍ତି। […]
ଭୁବନେଶ୍ୱର: ଏହା ୫୦ ବର୍ଷ ପୂର୍ବର ୧୯୭୩ ମସିହାର କଥା। ଆରବ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ହୋଇଥିଲା। ଇସ୍ରାଏଲକୁ ସମର୍ଥନ କରି ସାଉଦି ଆରବ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶକୁ ପେଟ୍ରୋଲିୟମ ଯୋଗାଣ ବନ୍ଦ କରିଦେଇଥିଲେ। ଏହାକୁ ନେଇ […]
ଭୁବନେଶ୍ୱର: ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ (ଆର୍ଆଇଏଲ୍) ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କଂପାନିର ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଇଶା ଅମ୍ବାନି, ଆକାଶ ଅମ୍ବାନି ଓ ଅନନ୍ତ ଅମ୍ବାନିଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିବା ଲାଗି ମାନବ […]
ଭୁବନେଶ୍ବର: ଆଜି ୨୬୨ ସହକାରୀ ପ୍ରଫେସର ଏବଂ ୮୮ ଜୁନିଅର କାର୍ଯ୍ୟନିର୍ବାହୀ ସହାୟକ ରାଜ୍ୟ ସରକାରରେ ଯୋଗ ଦେଇଛନ୍ତି। ଏହି ଉଦ୍ଦେଶ୍ୟରେ ଲୋକ ସେବା ଭବନର ସମ୍ମିଳନୀ କେନ୍ଦ୍ରରେ ଏକ ନିଯୁକ୍ତି ପର୍ବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ […]
ଭୁବନେଶ୍ୱର: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ପହଞ୍ଚାଇ ଭାରତୀୟ ଏଆଇ ମଡେଲ୍ରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଏବଂ ଏହି ନୂଆ ପ୍ରଯୁକ୍ତିର ଲାଭକୁ ଭାରତୀୟ ନାଗରିକମାନଙ୍କ ପାଖରେ ପହଂଚାଇବା ପାଇଁ ଜିଓ ପ୍ଲାଟଫର୍ମ ଆଗ୍ରହୀ […]
ଭୁବନେଶ୍ୱର: ଭାରତର ସର୍ବବୃହତ ରିଟେଲର ରିଲାଏନ୍ସ ରିଟେଲ ପକ୍ଷରୁ ଯୁବ ଫ୍ୟାସନ ରିଟେଲ ଫର୍ମାଟ ୟୁଷ୍ଟା ର ଶୁଭାରମ୍ଭ ଘୋଷଣା କରାଯାଇଛି। ହାଇଦ୍ରାବାଦରେ ପ୍ରଥମ ୟୁଷ୍ଟା ଷ୍ଟୋର ଖୋଲିବା ସହିତ ଏହି ନୂଆ ଫର୍ମାଟର ଶୁଭାରମ୍ଭ ହୋଇଛି। ସର୍ବାଧୁନିକ ଜ୍ଞାନକୌଶଳ ସମ୍ପନ୍ନ […]
ଭୁବନେଶ୍ବର/ଚେନ୍ନାଇ : ଆଫ୍ରିକା, ଦୁବାଇ, ଯୁକ୍ତରାଷ୍ଟ୍ର ୟୁଏସ୍ ଓ କାନାଡ଼ାରେ ସକ୍ରିୟ ବ୍ୟବସାୟ କରୁଥିବା ଭାରତୀୟ ଆଇଟି କମ୍ପାନି ସିଏସ୍ଏମ୍ ଟେକ୍ନୋଲୋଜିଜ୍ ୨୦୨୫ ସୁଦ୍ଧା ବିଶ୍ବର ଦ୍ରୁତତମ ସ୍ବୟଂଚାଳିତ ଇଲେକ୍ଟ୍ରିକ୍ ରେସ୍ କାର ନିର୍ମାଣ ଲାଗି ଆଇଆଇଟି ମାଡ୍ରାସ୍ ସହ ସହବନ୍ଧିତ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଆଫ୍ରିକା, ଦୁବାଲ, ୟୁଏସଏ ଓ କାନାଡାରେ ବ୍ୟବସାୟ କରୁଥିବା ଭାରତୀୟ ଆଇଟି ମଲ୍ଟିନେସନାଲ କମ୍ପାନି, ଭୁବନେଶ୍ଵରଭିତ୍ତିକ ସିଏସ୍ଏମ୍ ଟେକ୍ନୋଲୋଜି, ଏସ୍ଏମ୍ଇ ୱାର୍ଲ୍ଡ ସହଯୋଗରେ ବିଜିନେସ୍ ୱାର୍ଲ୍ସ ଦ୍ୱାରା ଆୟୋଜିତ ପଂଚମ ସଂସ୍କରଣ ବିଡବ୍ଲ୍ୟୁ ଏମର୍ଜିଂ ବିଜନେସେସ୍ ଆୱାର୍ଡ ବିଜୟୀ ହୋଇଛି। […]
ନୂଆଦିଲ୍ଲୀ: ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ (ଡିଏଫପିଡି) ସଚିବ 21.08.2023 ରେ ବିଭିନ୍ନ ରାଜ୍ୟର ଖାଦ୍ୟ ସଚିବ ଏବଂ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ର ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି, ଯେଉଁଥିରେ ଆଗାମୀ ଖରିଫ ବିପଣନ ଋତୁ (କେଏମଏସ) […]
ନୂଆଦିଲ୍ଲୀ: ସନ୍ନି ଦେଓଲଙ୍କ ଫିଲ୍ମ ଗଦର-୨ କମାଲ କରୁଛି। ଏହି ଚଳଚ୍ଚିତ୍ରଟି ପ୍ରତିଦିନ ରୋଜଗାରର ରେକର୍ଡ ଭାଙ୍ଗୁଛି। ଗଦର-୨ ବକ୍ସ ଅଫିସରେ ବହୁତ ଭଲ ରୋଜଗାର କରୁଛି। ସନ୍ନି ଦେଓଲଙ୍କ ହାତୁଡ଼ି ଚାଲିଛି ଏବଂ ଗଦର-୨ ବକ୍ସ ଅଫିସରେ ଉଡ଼ୁଛି। ଗଦର-୨ […]
ନୂଆଦିଲ୍ଲୀ: ଓନମ, ରକ୍ଷା ବନ୍ଧନ, ଏବଂ କୃଷ୍ଣ ଜନ୍ମାଷ୍ଟମୀ ପରି ଆଗାମୀ ପର୍ବ ପାଇଁ ଚିନିର ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଅଗଷ୍ଟ ମାସ ପାଇଁ 2 ଏଲଏମଟି ର ଅତିରିକ୍ତ କୋଟା (23.5 ଏଲଏମଟି ରୁ ଅଧିକ ଚିନି ଅଗଷ୍ଟ […]
ଭୁବନେଶ୍ୱର: ଓଡିଶାରେ ହୋଟେଲ ଶିଳ୍ପର ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଉଦ୍ୟମ। ଏଥିରେ ନୂଆ ନୂଆ ହୋଟେଲ ଶିଳ୍ପକୁ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଛି ପ୍ରୋତ୍ସାହନ। ସେହି ପରିପ୍ରେକ୍ଷୀରେ ଗତକାଲି ବସିଥିବା ସିଙ୍ଗଲ ୱିଣ୍ଡୋ କ୍ଲିୟରାନସ ଅଥରଟି […]
ଭୁବନେଶ୍ୱର: ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଆଜି ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବା ଏସଏଲଏସ୍ଡବ୍ଲ୍ୟୁସିଏ ବୈଠକରେ ଆଉ ଏକ ଶିଖରରେ ପହଞ୍ଚିଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ନେତୃତ୍ୱରେ […]
ନୂଆଦିଲ୍ଲୀ: ଏକ ଅଭୂତପୂର୍ବ ନିଷ୍ପତ୍ତି ନେଇ କେନ୍ଦ୍ର ସରକାର ପିଆଜର ମହଜୁଦ (ବଫର ଷ୍ଟକ୍)ପରିମାଣ ୩ଲକ୍ଷ ମେଟ୍ରିକ ଟନରୁ ୫ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି କରିଛନ୍ତି। ଚଳିତବର୍ଷ ପ୍ରାରମ୍ଭିକ ଭାବେ ସରକାର ତିନି ଲକ୍ଷ ଟନ୍ ପିଆଜ ବଫର ଷ୍ଟକ ଭାବେ […]
ନୂଆଦିଲ୍ଲୀ: ମୁଦ୍ରାସ୍ଫୀତିରୁ ସାଧାରଣ ଲୋକଙ୍କୁ ଆଶ୍ଵସ୍ତି ଦେବା ପାଇଁ ସରକାର ନିରନ୍ତର ହସ୍ତକ୍ଷେପ କରୁଛନ୍ତି। ଏହି କାରଣରୁ ଟମାଟୋ ସାଧାରଣ ଲୋକଙ୍କ ପାଇଁ ପ୍ରାୟ ଏକ ମାସ ପାଇଁ ଶସ୍ତା ଦରରେ ଉପଲବ୍ଧ ହେଉଛି। ବର୍ତ୍ତମାନ ସରକାର ମଧ୍ୟ ଶସ୍ତା ମୂଲ୍ୟରେ […]
ନୂଆଦିଲ୍ଲୀ: ବିଶ୍ୱ ବଜାରରେ ଭାରତୀୟ କେଶକୁ ‘କଳା ସୁନା’ଭାବେ ବିକ୍ରି କରାଯାଏ। କାରଣ ବଜାରରେ ସବୁଠାରୁ ଅଧିକ ଚାହିଦା ହେଉଛି ‘ଭର୍ଜିନ୍ ହେୟାର’ ଏବଂ ‘ରେମି ହେୟାର’। ଆପଣ ପଚାରିବେ ତାହା କ’ଣ! ଲମ୍ବା ଓ ରାସାୟନିକ ପ୍ରତିରୋଧୀ କେଶକୁ ‘ଭର୍ଜିନ୍ […]
ନୂଆଦିଲ୍ଲୀ: ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ସ୍ତରରେ ମେଘାଳୟ ସପୁରୀକୁ ଏହାର ଯୋଗ୍ୟତା ଅନୁସାରେ ମାନ୍ୟତା ମିଳୁଥିବା ଦେଖି ଖୁସି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ନୂଆଦିଲ୍ଲୀର ଦିଲ୍ଲୀ ହାଟରେ ସପୁରୀ ମହୋତ୍ସବ ବାବଦରେ ମେଘାଳୟ ମୁଖ୍ୟମନ୍ତ୍ରୀ କେ. ସାଙ୍ଗମାଙ୍କ […]