ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ପ୍ରତିଷ୍ଠାତା-ଚେୟାରମ୍ୟାନ୍ ଧିରୁଭାଇ ଅମ୍ବାନିଙ୍କ ୯୦ତମ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେସନ ଆଗାମୀ ୧୦ ବର୍ଷରେ ୫୦,୦୦୦ ଛାତ୍ରବୃତ୍ତି ପ୍ରଦାନ କରିବ। ଭାରତରେ ଉଚ୍ଚଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ। ଏହି ଛାତ୍ରବୃତ୍ତି […]
ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଆଜି ଦେଶର ୧୧ଟି ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି। ବର୍ତ୍ତମାନ ସୁଦ୍ଧା କଂପାନି ତରଫରୁ ଟ୍ରୁ-୫ଜି ସେବା ଆରମ୍ଭ କରାଯାଇଥିବା ଏହା ଏକକାଳୀନ ସର୍ବାଧିକ ସଂଖ୍ୟକ ସହର। ଆଜି ଲକ୍ଷ୍ନୌ, ତ୍ରିଭେନ୍ଦ୍ରମ, ମହୀଶୂର, […]
ଭୁବନେଶ୍ୱର: କୋଡ଼ିଏ ବର୍ଷ ପୂର୍ବେ ମୁକେଶ ଅମ୍ବାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ହୋଇଥିଲେ। କଂପାନିର ନେତୃତ୍ୱ ଭାର ସମ୍ଭାଳିବା ପରଠାରୁ ସଫଳତାର ଯେଉଁ ଧାରା ଆରମ୍ଭ ହୋଇଥିଲା ତ୍ାହା ଆଜି ପର୍ଯ୍ୟନ୍ତ ଜାରି ରହିଛି। ମୁକେଶ ଅମ୍ବାନି […]
ଭୁବନେଶ୍ୱର: ଦେଶର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଶାଓମି ଇଣ୍ଡିଆ ପକ୍ଷରୁ ଏହାର ଉପଭୋକ୍ତାମାନଙ୍କୁ ଟ୍ରୁ-୫ଜି ଅନୁଭୂତି ପ୍ରଦାନ କରିବା ଲାଗି ରିଲାଏନ୍ସ ଜିଓ ସହିତ ସହଯୋଗିତା ସ୍ଥାପନ କରାଯାଇଥିବା ଘୋଷଣା କରାଯାଇଛି। ଏହି ସହଯୋଗିତା ଶାଓମି ଏବଂ ରେଡ୍ମି ସ୍ମାର୍ଟଫୋନ୍ […]
ନୂଆଦିଲ୍ଲୀ: ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ ଏବଂ କମିକ୍ (ଏଭିଜିସି) ଟାସ୍କ ଫୋର୍ସ ଏଭିଜିସି କ୍ଷେତ୍ରର ସମନ୍ୱିତ ପ୍ରୋତ୍ସାହନ ଏବଂ ଅଭିବୃଦ୍ଧି ପାଇଁ ଏକ ବଜେଟ୍ ବ୍ୟବସ୍ଥା ସହିତ ଜାତୀୟ ଏଭିସିସି-ଏକ୍ସଆର ମିଶନ୍ ଲାଗି ପ୍ରସ୍ତାବ ଦେଇଛି। ସୂଚନା ଏବଂ ପ୍ରସାରଣ […]
ନୂଆଦିଲ୍ଲୀ: ଆପଣ ଜନ ଧନ ଖାତା ଖୋଲିଛନ୍ତି କି? ତେବେ ଏହି ଖବର ଆପଣଙ୍କୁ ପଢିବା ଜରୁରୀ। ଜନ ଧନ ଯୋଜନା ଆକାଉଣ୍ଟରେ ଆପଣ ଅନେକ ସୁବିଧା ପାଇପାରିବେ। ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ କେନ୍ଦ୍ରରେ ଥିବା ମୋଦୀ ସରକାର […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ୨୦୨୩ ଋତୁ ପାଇଁ ଶୁଖିଲା ନଡ଼ିଆ ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଅନୁମୋଦନ କରିଛି। ଏହି ମଞ୍ଜୁରି କୃଷି ଖର୍ଚ୍ଚ ଏବଂ ମୂଲ୍ୟ ଆୟୋଗର […]
ନୂଆଦିଲ୍ଲୀ: ନୂଆ ବର୍ଷରେ ସାଧାରଣ ଜନତାଙ୍କ ପାଇଁ ଖୁସି ଖବର ଘୋଷଣା କରାଯାଇପାରେ। ନୂଆ ବର୍ଷରେ ରୋଷେଇ କରିବା ଆପଣଙ୍କ ପାଇଁ ଶସ୍ତା ହୋଇପାରେ। ସରକାରୀ ତୈଳ କମ୍ପାନୀଗୁଡିକ ନୂତନ ବର୍ଷରେ ରନ୍ଧନ ଗ୍ୟାସ (ଏଲପିଜି) ମୂଲ୍ୟରେ ହ୍ରାସ ଘୋଷଣା କରିପାରନ୍ତି […]
ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ କେରଳର କୋଚି ସହର ଏବଂ ଗୁରୁବାୟୁର ମନ୍ଦିର ପରିସରରେ ଜିଓ ଟ୍ରୁ-୫ଜି ସେବା ଏବଂ ୫ଜି ୱାଇ-ଫାଇ ସେବାର ଶୁଭାରମ୍ଭ କରାଯାଇଛି। କୋଚିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡିଜିଟାଲ ମାଧ୍ୟମରେ ତ୍ରିଭେନ୍ଦ୍ରମରୁ ଯୋଡ଼ି ହୋଇଥିବା କେରଳ […]
ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ସଫଳତାକ୍ରମେ, ସର୍ବାଧିକ ସଂଖ୍ୟକ ମୋବାଇଲ୍ ଉପଭୋକ୍ତାଙ୍କୁ ନେଇ ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ମୋବାଇଲ୍ ସେବା ପ୍ରଦାନକାରୀ ରହିଆସିଥିବା ରିଲାଏନ୍ସ ଜିଓ ଅକ୍ଟୋବର ମାସରେ ରାଜ୍ୟରେ ବିଏସ୍ଏନ୍ଏଲ୍କୁ ଅତିକ୍ରମ କରି ଓୟାରଲାଇନ୍ କ୍ଷେତ୍ରରେ ମଧ୍ୟ ଏକ ନମ୍ବର ସେବା […]
ଜୟପୁର: ମହଙ୍ଗା ମାଡ ମଧ୍ୟରେ ରାଜସ୍ଥାନବାସୀଙ୍କ ପାଇଁ ଏକ ବଡ଼ ଆଶ୍ବସ୍ତିକର ଖବର ମିଳିଛି। ରାଜସ୍ଥାନରେ ଏପ୍ରିଲ ୧ ତାରିଖରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦୦ ଟଙ୍କା ହ୍ରାସ ହେବ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଘୋଷଣା କରିଛନ୍ତି। ଏପ୍ରିଲ୍ ମାସରେ, […]
ଭୁବନେଶ୍ୱର: ଡିସେମ୍ବର ୯ତାରିଖରୁ ଭୁବନେଶ୍ୱର ୟୁନିଟ୍-୩ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ହୋଇଥିବାରାଜ୍ୟ ପୁସ୍ତକ ମହୋତ୍ସବ -୨୦୨୨ “ଅକ୍ଷର” ଆଜି ସଂଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସଭାରେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ,ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ […]
ଭୁବନେଶ୍ୱର: ଆଜି ସ୍ଥାନୀୟ ଓ-ହବ୍ଠାରେ ଷ୍ଟାର୍ଟଅପ୍ ଓଡ଼ିଶାର ଏକ ବର୍ଷ ପୂର୍ତ୍ତି ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶକ୍ତି, ଶିଳ୍ପ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶାକୁ ଭାରତ ମାନଚିତ୍ରରେ ପ୍ରତିଷ୍ଠିତ କରିବାକୁ […]
ମୁମ୍ବାଇ: ଜେମ୍ସ କ୍ୟାମେରନ୍ ଦୀର୍ଘ ସମୟ ପରେ ତାଙ୍କ ସ୍ୱପ୍ନର ପ୍ରୋଜେକ୍ଟ ନେଇ ଆସିଛନ୍ତି। ତାଙ୍କଋ ଏହି କ୍ରିଏସନ ବିଷୟରେ ଦର୍ଶକମାନେ ମଧ୍ୟ ପସନ୍ଦ କରିଛନ୍ତି। ଏହି କାରଣରୁ ଚଳଚ୍ଚିତ୍ର ‘ଅବତାର: ଦି ୱେ ଅଫ ୱାଟର’ ଦର୍ଶକଙ୍କୁ ବାନ୍ଧି ରଖିବାରେ […]
ଭୁବନେଶ୍ୱର: ଏକତ୍ର ହୋଇ ସାମାଜିକ କଲ୍ୟାଣମୂଳକ କ୍ଷେତ୍ରରେ କାମ କରିବା ଲାଗି ଆଗେଇ ଆସିବାକୁ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା କହିଛନ୍ତି । ମାତୃତ୍ୱ ସ୍ୱାସ୍ଥ୍ୟ ଏବଂ କିଶୋର […]
ନୂଆଦିଲ୍ଲୀ: ଭାରତୀୟ ବୈଦ୍ୟୁତିକ ଦୁଇ ଚକିଆ ନିର୍ମାତା iVoomi Energy S1 80, S1 100 ଏବଂ S1 240 ର ଶୁଭାରମ୍ଭ ସହିତ S1 ବୈଦ୍ୟୁତିକ ସ୍କୁଟରର ଏକ ନୂତନ ସିରିଜ୍ ଲଞ୍ଚ କରିଛି। ଏକାଧିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି […]
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ସରକାର ବ୍ୟବହାର କରୁଥିବା ସମସ୍ତ ଡିଜେଲ ଏବଂ ପେଟ୍ରୋଲ ଚାଳିତ ଯାନଗୁଡିକ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ବୈଦ୍ୟୁତିକ ଯାନ ଦ୍ୱାରା ବଦଳାଯିବ। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଗଣମାଧ୍ୟମ ପରାମର୍ଶଦାତା ନରେଶ ଚୌହାନ କହିଛନ୍ତି […]
ନୂଆଦିଲ୍ଲୀ: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏସଏଫଏ)ର ଆବଶ୍ୟକତା, ଏହାର ଅନ୍ୟାନ୍ୟ କଲ୍ୟାଣକାରୀ କାର୍ଯ୍ୟକ୍ରମ ତଥା ପିଏମ୍ଜିକେୱାଇ ଅଧୀନରେ ଅତିରିକ୍ତ ଆବଂଟନ ପାଇଁ ଭାରତ ସରକାରଙ୍କ ନିକଟରେ ଯଥେଷ୍ଟ ଖାଦ୍ୟଶସ୍ୟ ମହଜୁଦ ରହିଛି। ଜାନୁୟାରୀ ପହିଲା ୨୦୨୩ ସୁଦ୍ଧା ବଳକା ଖାଦ୍ୟଶସ୍ୟ […]
ନୂଆଦିଲ୍ଲୀ: ପାକିସ୍ତାନର ମନ୍ତ୍ରୀ ଶାଜିଆ ମାରି ଭାରତକୁ ପରମାଣୁ ବୋମାର ଧମକ ଦେଇଛନ୍ତି। ସେ କହିଛନ୍ତି ଯେ, ଆମର ପରମାଣୁ ସ୍ଥିତି ନୀରବ ରହିବା ପାଇଁ ନୁହେଁ। ସେ ଭାରତ ସହିତ ଯୁଦ୍ଧ କରିବାକୁ ମଧ୍ୟ ଧମକ ଦେଇଛନ୍ତି। ଏହି ସମୟ […]
ନୂଆଦିଲ୍ଲୀ: ଆଜି ଦେଶର ପ୍ରମୁଖ ଶିଳ୍ପପତି ତଥା ଶିଳ୍ପ ସଂସ୍ଥା ସଂଘ ଫିକି ର ସଭାପତି ଭାବେ ଦାୟିତ୍ବ ନେଲେ ଓଡିଆ ଶିଳ୍ପପତି ଶୁଭ୍ରକାନ୍ତ ପଣ୍ଡା। ସେ ହେଉଛନ୍ତି ପ୍ରଥମ ଓଡିଆ, ଯେ କି ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ସଂଘର […]
ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯେ ୨୦୨୨ ଡିସେମ୍ବର ୧୫ ତାରିଖରୁ ଆଇଫୋନ୍ ୧୨ ଓ ପରବର୍ତ୍ତୀ ଆଇଫୋନ୍ ମଡେଲଗୁଡ଼ିକ୍ରେ ଅସୀମିତ ଡାଟା ସହ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ହେବ। ବ୍ୟବହାରକାରୀମାନଙ୍କୁ ଆଇଫୋନ୍ର ସଦ୍ୟତମ ଆଇଓଏସ୍ ଏବଂ […]