ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଦେଶର ସମସ୍ତ ନାଗରିକଙ୍କୁ ସୁଲଭ ମୂଲ୍ୟରେ ଅତ୍ୟାଧୁନିକ, ଉଚ୍ଚମାନର ଟେଲିକମ୍ ସେବା ଯୋଗାଇ ଦେବାକୁ ଅଙ୍ଗୀକାରବଦ୍ଧ। ଦେଶରେ ୪ଜି ଟେଲିକମ୍ ସେବା ପ୍ରବର୍ତ୍ତନ କରି ଉଲ୍ଲେଖନୀୟ ସଫଳତା ପାଇବା ପରେ ସରକାର […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଇଏମଟି/୫ଜି ସ୍ପେକ୍ଟ୍ରମ ନିଲାମ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ନିଲାମ ଜରିଆରେ ସର୍ବୋଚ୍ଚ ମୂଲ୍ୟ ଦେବାକୁ ପ୍ରସ୍ତାବ ଦେଇଥିବା ସଂସ୍ଥା/ବିଡରଙ୍କୁ ୫ଜି ସେବା ଦେଶରେ ପ୍ରଦାନ କରିବାର […]
ନୂଆଦିଲ୍ଲୀ: ଆସନ୍ତା ଏକ ବର୍ଷରେ ରେଳବାଇ 1,48,463 ଲୋକଙ୍କୁ ସରକାରୀ ଚାକିରି ଦେବ। ଆସନ୍ତା ଏକ ବର୍ଷ ମଧ୍ୟରେ ରେଳବାଇ ସବୁଠୁ ବଡ ନିଯୁକ୍ତି ଅଭିଯାନ ଆରମ୍ଭ କରିବ। ଏହାପୂର୍ବରୁ ଗତ 8 ବର୍ଷ ମଧ୍ୟରେ ହାରାହାରି ରେଳବାଇ କେବଳ 43,678 […]
ଭୁବନେଶ୍ୱର: ଭାରତର ଅଗ୍ରଣୀ ଗହଣା ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ରଜ ପର୍ବରେ ଓଡ଼ିଶାରେ ଏକ ସ୍ୱତନ୍ତ୍ର ଗହଣା ସମ୍ଭାରର ଶୁଭାରମ୍ଭ କରାଯାଇଛି। ଏହି ସ୍ୱତନ୍ତ୍ର ସମ୍ଭାର ଜରିଆରେ ରିଲାଏନ୍ସ ଜୁଏଲସ୍ ସେହି ସ୍ୱତନ୍ତ୍ର ଚମକକୁ ପାଳନ କରିବାକୁ ଲକ୍ଷ୍ୟ ରଖିଛି […]
ନୂଆଦିଲ୍ଲୀ: ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) ର ପ୍ରସାରଣ ଅଧିକାର ପାଇଁ, ବିସିସିଆଇ ଭାରତୀୟ ଉପମହାଦେଶ ପାଇଁ ଟିଭି ଏବଂ ଡିଜିଟାଲ୍ ଅଧିକାର ବିକ୍ରି କରିଛି। ପ୍ୟାକେଜ୍-ଏ ଏବଂ ପ୍ୟାକେଜ୍-ବିର ନିଲାମ ସମାପ୍ତ ହୋଇଛି। ଖବର ଅନୁଯାୟୀ, ବିସିସିଆଇ ଭାରତୀୟ ଉପମହାଦେଶ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭରଶୀଳ ଭାରତ ଯୋଜନା ଅଧୀନରେ ଭାରତୀୟ ବାୟୁସେନା ଏକ ବଡ ପଦକ୍ଷେପ ନେବାକୁ ଯାଉଛି। ଭାରତରେ ୧୪୪ ଟି ମଧ୍ୟରୁ ୯୬ ଟି ଯୁଦ୍ଧ ବିମାନ ତିଆରି କରିବାକୁ ବାୟୁସେନା ନିଷ୍ପତ୍ତି ନେଇଛି। ଏହା ବ୍ୟତୀତ […]
ନୂଆଦିଲ୍ଲୀ: ପ୍ରାୟ ପାଞ୍ଚ ବର୍ଷର ବ୍ୟବଧାନ ପରେ ଦ୍ୱାଦଶ ଡବ୍ଲୁଟିଓ ମନ୍ତ୍ରୀ ସ୍ତରୀୟ ସମ୍ମିଳନୀ ୧୨ ଜୁନ୍ ୨୦୨୨ ରୁ ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ସମ୍ମିଳନୀରେ ଆଲୋଚନା ଏବଂ ବୁଝାମଣାର ମୁଖ୍ୟ ପ୍ରସଙ୍ଗ ହେଉଛି ମହାମାରୀ […]
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ତ୍ରୈମାସିକ ମୁଦ୍ରା ନୀତି ସମୀକ୍ଷା ସମିତି ଅନେକଗୁଡ଼ିଏ ମହତ୍ବପୂର୍ଣ୍ଣ ନୀତିଗତ ପଦକ୍ଷେପ ଗ୍ରହଣ କରାଯାଇଛି । ସମିତିର ବୈଠକ ୬-୮ ଜୁନ, ୨୦୨୨ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବସମ୍ମତିକ୍ରମେ ରେପୋ ରେଟରେ ୫୦ ବେସିସ ପଏଣ୍ଟ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ସରକାରଙ୍କ ଠାରୁ ୧୦ଟି ଇନ-ଅର୍ବିଟ୍ ସଞ୍ଚାର ଉପଗ୍ରହ ମେସର୍ସ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିଃ (ଏନଏସଆଇଏଲ)କୁ ହସ୍ତାନ୍ତର କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏନଏଆଇଏଲ […]
ଭୁବନେଶ୍ୱର : ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଆଜି ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସମସ୍ତ ବରିଷ୍ଠ ଅଧିକାରୀ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୯ ଜୁନ୍ ଦିନ ପୂର୍ବାହ୍ନ ୧୦:୩୦ ରେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ବାୟୋଟେକ୍ ଷ୍ଟାର୍ଟଅପ୍ ଏକ୍ସପୋ – ୨୦୨୨ ର ଉଦଘାଟନ କରିବେ। ଏହି ଅବସରରେ ତାଙ୍କର ସମ୍ବୋଧନ ପରେ ପରେ କାର୍ଯ୍ୟକ୍ରମ ଅନୁଷ୍ଠିତ […]
ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତା କାଲିଠାରୁ ଚିଲିକାରେ କାର୍ଯ୍ୟକ୍ଷମ ହେବ ବହୁ ପ୍ରତିକ୍ଷୀତ ଓଡ଼ିଶାର ପ୍ରଥମ ବିଳାସପୁର୍ଣ୍ଣ ହାଉସ୍ବୋଟ୍ ‘ଗରୁଡ଼’। ଏହାକୁ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ ୯.୩୦ ମିନିଟ ସମୟରେ ଭରଚୁଆଲି […]
ମୁମ୍ବାଇ : ବହୁ କ୍ଷେତ୍ରରେ ପ୍ରଥମ ତାଲିକାକୁ ଆହୁରି ଆଗକୁ ବଢ଼ାଇ ରିଲାଏନ୍ସ ଜିଓ ପକ୍ଷରୁ ଲଦାଖର ପାଙ୍ଗଓଙ୍ଗ୍ ହ୍ରଦନିକଟସ୍ଥ ସ୍ପାଙ୍ଗ୍ମିକ୍ ଗ୍ରାମରେ ୪ଜି ଭଏସ୍ ଓ ଡାଟା ସେବାର ଶୁଭାରମ୍ଭ କରାଯାଇଛି ଓ ଏହି ଅଂଚଳ ଓ ଆଖପାଖରେ ୪ଜି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏକ ନୂଆ ମୁଦ୍ରା ଉପସ୍ଥାପନ କରିଛନ୍ତି। ଦୃଷ୍ଟିହୀନମାନଙ୍କ ପାଇଁ ଏହା ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଛି। ଏଥିରେ ୧, ୨,୫,୧୦ ଏବଂ ୨୦ ଟଙ୍କାର ମୁଦ୍ରା ତିଆରି କରାଯାଇଛି। ଏହି ମୁଦ୍ରା ଉପରେ ଆଜାଦୀ କା […]
ନୂଆଦିଲ୍ଲୀ: ଭାରତ ସରକାର ପେଟ୍ରୋଲରେ ଇଥାନଲ ମିଶ୍ରଣ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି। ଉର୍ଜା ନିରାପତ୍ତା ହାସଲ, ଇନ୍ଧନର ଆମଦାନୀ ହ୍ରାସ କରିବା, ବୈଦେଶିକ ବିନିମୟ ମୁଦ୍ରା ବଞ୍ଚାଇବା, ପରିବେଶ ସୁରକ୍ଷା ଏବଂ ସର୍ବୋପରି ଘରୋଇ କୃଷିକ୍ଷେତ୍ରକୁ ଲାଭବାନ କରିବାକୁ ସରକାର ଏହି […]
ମୁମ୍ବାଇ: ରିଲାଏନ୍ସ ବ୍ରାଣ୍ଡ୍ସ ଲିମିଟେଡ଼(ଆର୍ବିଏଲ୍) ଏବଂ ଇଟାଲିର ପ୍ଲାଷ୍ଟିକ ଲେଗ୍ନୋ ଏସ୍ପିଏ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ଘୋଷଣା କରାଯାଇଛି। ଏଥିପାଇଁ ଉଭୟ କମ୍ପାନି ମଧ୍ୟରେ ଚୁକ୍ତି ସ୍ଵାକ୍ଷର ହୋଇଛି। ଚୁକ୍ତି ଅନୁସାରେ ପ୍ଲାଷ୍ଟିକ ଲେଗ୍ନୋ ଏସ୍ପିଏର ଭାରତୀୟ ଖେଳନା ନିର୍ମାଣବ୍ୟବସାୟରେ […]
ଭୁବନେଶ୍ୱର: ଭାରତରେ ଇଲେକ୍ଟ୍ରିକ୍ ଯାନର ଗ୍ରହଣୀୟତା ଓ ଗମନାଗମନ ବଢ଼ାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଇଲେକ୍ଟ୍ରିକ୍ କାର୍ ପାଇଁ ଗମନାଗମନ ସମାଧାନ ସନ୍ଧାନ କରିବା ନେଇ ଜିଓ-ବିପି ସହିତ ହାତ ମିଳାଇଛନ୍ତି ଏମ୍ଜି ମୋଟର ଇଣ୍ଡିଆ ଓ କ୍ୟାଷ୍ଟ୍ରଲ […]
ନୂଆଦିଲ୍ଲୀ: ଶେଷରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି। ଜୁଲାଇ 1, 2022 ଠାରୁ ସେମାନଙ୍କର ମହଙ୍ଗାଭତ୍ତାରେ କେତେ ବୃଦ୍ଧି କରାଯିବ, ତାହା ଜଣା ପଡିଛି। ମୁଦ୍ରାସ୍ଫୀତି ଆକଳନ ପହଞ୍ଚିଛି। ବଡ କଥା ହେଉଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ […]
ନୂଆଦିଲ୍ଲୀ: ଭାରତ ଏବଂ ସ୍ବିଡେନ୍ ପକ୍ଷରୁ ଆଜି ମିଳିତ ଭାବେ ଶିଳ୍ପ ପରିବର୍ତ୍ତନ ଆଲୋଚନା ଆୟୋଜିତ ହୋଇଯାଇଛି। ଇଣ୍ଡଷ୍ଟ୍ରୀ ଟ୍ରାଞ୍ଜିସନ ଫର ଲିଡରଶିପ୍ (ଶିଳ୍ପ ପରିବର୍ତ୍ତନ ପାଇଁ ନେତୃତ୍ବ) ବା ଲିଡ୍ ଆଇଟିର ଅଂଶବିଶେଷ ଭାବେ ସେମାନଙ୍କର ଯୌଥ ଉଦ୍ୟୋଗର ଅଂଶବିଶେଷ […]
ନୂଆଦିଲ୍ଲୀ: ମେ ୨୦୨୨ରେ ମୋଟ ଜିଏସ୍ଟି ରାଜସ୍ୱ ଆଦାୟ ପରିମାଣ ୧, ୪୦, ୮୮୫ କୋଟି ଟଙ୍କା ହୋଇଛି। ସେଥିରୁ ସିଜିଏସ୍ଟି ୨୫, ୦୩୬ କୋଟି ଟଙ୍କା ହୋଇଥିବାବେଳେ ଏସଜିଏସ୍ଟି ୩୨, ୦୦୧ କୋଟି ଓ ଆଇଜିଏସ୍ଟି ୭୩,୩୪୫କୋଟି ଟଙ୍କା (୩୭,୪୬୯କୋଟି […]
ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ବୃହତ୍ତମ ପବ୍ଲିକ ସେକ୍ଟର ବ୍ୟାଙ୍କ ଅର୍ଥାତ୍ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। ବର୍ତ୍ତମାନ ବ୍ୟାଙ୍କର କିଛି ସେବାର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ। ବ୍ୟାଙ୍କ ଏହାର […]