Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ମୋ କଲେଜ’ର ମିଳିତ ଉଦ୍ୟମରେ ‘ସିଏ’ କ୍ୟାରିୟର କାଉନସେଲିଂ ଆରମ୍ଭ
ଆଜିର ଖବର

‘ମୋ କଲେଜ’ର ମିଳିତ ଉଦ୍ୟମରେ ‘ସିଏ’ କ୍ୟାରିୟର କାଉନସେଲିଂ ଆରମ୍ଭ

September 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୋ କଲେଜ
'ମୋ କଲେଜ'ର ମିଳିତ ଉଦ୍ୟମରେ 'ସିଏ' କ୍ୟାରିୟର କାଉନସେଲିଂ ଆରମ୍ଭ

ଭୁବନେଶ୍ୱର: ପ୍ରଭାବଶାଳୀ ଯୋଗାଯୋଗ ନିମନ୍ତେ ଭାଷା ଜରୁରୀ ହେଲା ପରି ‘ଆକାଉଣ୍ଟିଂ’ ସୁଗମ ବ୍ୟବସାୟର ଏକ ମାଧ୍ୟମ। ଅର୍ଥନୈତିକ ହିସାବନିକାସ, ବ୍ୟବସାୟିକ ଲାଭ କ୍ଷତି, ଟାକ୍ସ ସମ୍ପର୍କିତ ସୂଚନା, ଅଟୋମେସନ ଆଦି ଭଳି ବିଷୟ ନିମନ୍ତେ ଜଣେ ଅଭିଜ୍ଞ ଚାଟାର୍ଡ଼ଆକାଉଣ୍ଟାଣ୍ଟଙ୍କୁ ଖୋଜା ପଡ଼େ।

ତେବେ ଏ କ୍ଷେତ୍ରରେ କ୍ୟାରିୟର କରିବାକୁ ଆଶାବାଦୀ ବିଦ୍ୟାର୍ଥୀଙ୍କୁ ନିରନ୍ତର ଉଦ୍ୟମ କରିବା ସହ ତତ ସମ୍ପର୍କିତ ଜଡ଼ିତ ପାଠ୍ୟକ୍ରମ ଓ ପରାମର୍ଶକୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ଗୁରୁବାର ‘ଦ ଇଷ୍ଟିଚ୍ୟୁଟ ଅଫ ଚାଟାର୍ଡ଼ ଆକାଉଣ୍ଟାଣ୍ଟସ ଅଫ ଇଣ୍ଡିଆ (ଆଇସିଏସି)’ ଏବଂ ‘ମୋ କଲେଜ ଅଭିଯାନ’ ମିଳିତ ଆନୁକୂଲ୍ୟରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ‘ସିଏ’ ବୃତ୍ତି ପରାମର୍ଶ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ମଞ୍ଚସ୍ଥ ଅତିଥିଗଣ ଏପରି ବକ୍ତବ୍ୟ ରଖିଥିଲେ।

କାର‌୍ୟ୍ୟକ୍ରମ ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ‘ମୋ କଲେଜ ଅଭିଯାନ’ର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଯୋଗ ଦେଇ ବିଦ୍ୟାର୍ଥୀଙ୍କୁ ମାର୍ଗ ଦର୍ଶନ କରିଥିଲେ। କଠିନ ପରିଶ୍ରମ ଓ ପ୍ରତିବଦ୍ଧତାକୁ ଅସ୍ତ୍ର କରି ଲକ୍ଷ ହାସଲ ନିମନ୍ତେ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ପୃଥ୍ଵୀ ରଞ୍ଜନ ପାଢ଼ୀ’ସିଏ’ କ୍ୟାରିୟର ବାବଦରେ ପ୍ରମୁଖ ବାର୍ତ୍ତା ରଖିଥିଲେ। କଲେଜ ପକ୍ଷରୁ ମୋ କଲେଜ ସଂଯୋଜକ ଡ. ସମ୍ପ୍ରିତି ପଣ୍ଡା କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ।

କଲେଜର ଅଧ୍ୟକ୍ଷ ପ୍ରଫେସର ଜିଏମଖାନ, ଉପାଧ୍ୟକ୍ଷା ଡ. ମଧୁବ୍ରତା ଶତପଥି, ଆଇସିଏସି ଭୁବନେଶ୍ୱରର ଅଧ୍ୟକ୍ଷ ସିଏ ପ୍ରଦୀପ କୁମାର ସାହୁ, ଇଆଇସିଏସଏର ଉପାଧ୍ୟକ୍ଷ ସିଏ ଗଗନ ବିହାରୀ ଦାସ, ପରିଚାଳନା କମିଟି ସଦସ୍ୟ ସିଏ ଜାହ୍ନବୀ ଦେଓ, ‘ମୋ କଲେଜ’ ସହସଂଯୋଜକ ଡ. ପୁଷ୍ପାଞ୍ଜଳି ସାହୁ ଓ ଡ. ସ୍ମୃତିରଞ୍ଜନ ସାହୁ, କ୍ୟାରିୟର କାଉନସେଲିଂ ସେଲର ସହସଂଯୋଜକ କଲ୍ୟାଣୀ ବିଶ୍ୱାଳ ପ୍ରମୁଖ ମଞ୍ଚସୀନ ରହି ବକ୍ତବ୍ୟ ରଖିଥିଲେ।

ପରେ ବିଷୟ ବିଶେଷଜ୍ଞ ଓ ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର‌୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ପରିଶେଷରେ କ୍ୟାରିୟରକାଉନସେଲିଂ ସେଲର ସଂଯୋଜକ ଡ. ଲିପ୍ସା ମିଶ୍ର ଧନ୍ୟବାଦ ଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଡ୍ରେନରେ ଭାସି ନିଖୋଜ : ଉଦ୍ଧାର କାର୍ଯ୍ୟ ସ୍ଥଗିତ

July 5, 2026

ବଦଳି, ଶେଷ ଫୋନ୍ କଲ୍ ଓ ରହସ୍ୟମୟ ମୃତ୍ୟୁ: ବିୟୁଟି ମହାନ୍ତି ମୃତ୍ୟୁ ଘଟଣାରେ ବଢ଼ୁଛି ପ୍ରଶ୍ନ

July 4, 2026

ଫିଟନେସ ସାର୍ଟିଫିକେଟ୍ ନଥିଲେ ଗାଡ଼ିର ପଞ୍ଜୀକରଣ ବନ୍ଦ, ସମସ୍ତ RTOଙ୍କୁ କଡ଼ା ନିର୍ଦ୍ଦେଶ

July 4, 2026

ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା: ୨୩ ହଜାରରୁ ଅଧିକ ସୁରକ୍ଷାକର୍ମୀ ହେବେ ମୁତୟନ

July 4, 2026
Latest News

ଡ୍ରେନରେ ଭାସି ନିଖୋଜ : ଉଦ୍ଧାର କାର୍ଯ୍ୟ ସ୍ଥଗିତ

July 5, 2026

ବଦଳି, ଶେଷ ଫୋନ୍ କଲ୍ ଓ ରହସ୍ୟମୟ ମୃତ୍ୟୁ: ବିୟୁଟି ମହାନ୍ତି ମୃତ୍ୟୁ ଘଟଣାରେ ବଢ଼ୁଛି ପ୍ରଶ୍ନ

July 4, 2026

ଫିଟନେସ ସାର୍ଟିଫିକେଟ୍ ନଥିଲେ ଗାଡ଼ିର ପଞ୍ଜୀକରଣ ବନ୍ଦ, ସମସ୍ତ RTOଙ୍କୁ କଡ଼ା ନିର୍ଦ୍ଦେଶ

July 4, 2026

ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା: ୨୩ ହଜାରରୁ ଅଧିକ ସୁରକ୍ଷାକର୍ମୀ ହେବେ ମୁତୟନ

July 4, 2026

ଦକ୍ଷିଣପୁର କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ

July 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.