ନୂଆଦିଲ୍ଲୀ : ଆଜି ମଧ୍ୟାହ୍ନ 12 ଟାରେ ଭାରତରେ ଲଞ୍ଚ ହେବ ଭିଭୋ V23 ସିରିଜ୍। କମ୍ପାନୀ ଦାବି କରିଛି ଯେ ଏହା ଭାରତର ପ୍ରଥମ ସ୍ମାର୍ଟଫୋନ୍ ହେବ, ଯାହା ରଙ୍ଗ ବଦଳାଇବ। ଅର୍ଥାତ୍ ସ୍ମାର୍ଟଫୋନର ରଙ୍ଗ ବିଭିନ୍ନ ଆଲୋକ ପରିସ୍ଥିତିରେ […]
ନୂଆଦିଲ୍ଲୀ: ଖୁବ ଶିଘ୍ର ଦେଶରେ ମୋବାଇଲ ପେମେଣ୍ଟର ଆସୁଛି ଏକ ନୂଆ ନିୟମ। ସେହି ନିୟମ ଅନୁସାରେ ଆପଣଙ୍କର ଇଣ୍ଟରନେଟ ନ ଥିଲେ ମଧ୍ୟ ଆପଣ ଟଙ୍କା ପେମେଣ୍ଟ କରିପାରିବେ। ତେବେ ଏହାର ପରିମାଣ ମାତ୍ର 200 ଟଙ୍କାରେ ସୀମିତ ରଖାଯାଇଛି। […]
ନୂଆଦିଲ୍ଲୀ: ଦେଶର ସମସ୍ତ ବିଭାଗ ପାଇଁ କେନ୍ଦ୍ର ସରକାର ଅନେକ ସ୍ୱତନ୍ତ୍ର ଯୋଜନା ଚଳାଉଛନ୍ତି। ଆଜି ଆମେ ଆପଣଙ୍କୁ ସରକାରଙ୍କ ଏପରି ଏକ ଯୋଜନା ବିଷୟରେ କହିବୁ, ଯେଉଁଥିରେ ଆପଣ ମାସିକ ୫୦୦୦ ଟଙ୍କା ପାଇବେ। କିନ୍ତୁ ଯଦି ଆପଣ ବିବାହିତ, […]
ନୂଆଦିଲ୍ଲୀ: ନୂଆ ବର୍ଷ ଆରମ୍ଭରୁ ଅନଲାଇନରେ ଖାଦ୍ୟ ସାମଗ୍ରୀ କିଣିବା ମହଙ୍ଗା ହେବାକୁ ଯାଉଛି। ଖାଦ୍ୟ ସାମଗ୍ରୀର ଅନଲାଇନ୍ ବିତରଣ କରୁଥିବା ସ୍ଵିଗୀ ଏବଂ ଜୋମାଟୋ ପରି କମ୍ପାନୀଗୁଡିକ ବର୍ତ୍ତମାନ ଗ୍ରାହକଙ୍କଠାରୁ ପାଞ୍ଚ ପ୍ରତିଶତ ଟିକସ ସଂଗ୍ରହ କରି ସରକାରଙ୍କ ନିକଟରେ […]
ନୂଆଦିଲ୍ଲୀ: ନିର୍ବାଚନ ବଣ୍ଡର 19 ତମ କିସ୍ତି ପ୍ରଦାନକୁ ସରକାର ଗୁରୁବାର ଦିନ ଅନୁମୋଦନ କରିଛନ୍ତି। ସେହି ଅନୁସାରେ ଜାନୁଆରୀ 1 ରୁ 10 ତାରିଖ ପର୍ଯ୍ୟନ୍ତ ଏହି ବଣ୍ଡ କିଣିବା ପାଇଁ ଅବଧୀ ରଖାଯାଇଛି। ପାଞ୍ଚୋଟି ରାଜ୍ୟରେ ହେବାକୁ ଥିବା […]
ନୂଆଦିଲ୍ଲୀ: ନୂତନ ବର୍ଷରେ ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି କାର୍ଯ୍ୟ ଅଛି କିମ୍ବା ଆପଣ ବ୍ୟାଙ୍କ ଶାଖାକୁ ଯିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କୁ ଏହା ପୂର୍ବରୁ ଜାନୁୟାରୀ ମାସରେ ବ୍ୟାଙ୍କ ଛୁଟିଦିନର ତାଲିକା ଯାଞ୍ଚ କରିବାକୁ ପଡିବ। […]
ନୂଆଦିଲ୍ଲୀ: ନୂତନ ବର୍ଷର ପ୍ରଥମ ଦିନରେ ସାଧାରଣ ଜନତାଙ୍କୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ଦେଶର ସରକାରୀ ତୈଳ କମ୍ପାନୀ ଗ୍ୟାସ ସିଲିଣ୍ଡରର ମୂଲ୍ୟକୁ ୧୦୨.୫୦ ଟଙ୍କା ହ୍ରାସ କରିଛି। ବର୍ତ୍ତମାନ ଜାନୁଆରୀ ମାସରେ ଗ୍ୟାସ୍ କିଣିବାକୁ ହେଲେ ଆପଣଙ୍କୁ ପୂର୍ବ […]
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀ ଠାରେ ଜିଏସଟି ପରିଷଦର ୪୬ ତମ ବୈଠକ ଅନୁଷ୍ଠିତ ହୋଇଥିଲା। ୪୫ ତମ ଜିଏସଟି ପରିଷଦ ବୈଠକର ସୁପାରିଶ ଅନୁଯାୟୀ ପୋଷାକରେ ଜିଏସ୍ଟି ହାର […]
ନୂଆଦିଲ୍ଲୀ: ଆସନ୍ତାକାଲି ଚଳିତ ବର୍ଷର ଶେଷ ଦିନ ଏବଂ ବର୍ଷର ଶେଷ ଦିନରେ ଆପଣ ମଧ୍ୟ ଆନନ୍ଦ ଉତ୍ସବରେ ସମୟ ବିତାଇବେ। ଏହି ଆନନ୍ଦ ଉତ୍ସବକୁ ବଜାୟ ରଖିବା ଏବଂ ଖୁସିରେ ନୂତନ ବର୍ଷ ଆରମ୍ଭ କରିବା ଆପଣଙ୍କ ପାଇଁ ଜରୁରୀ। […]
ରାଞ୍ଚି: ଝାଡଖଣ୍ଡର ହେମନ୍ତ ସୋରେନ୍ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ସରକାରର କାର୍ଯ୍ୟକାଳ ଦୁଇ ବର୍ଷ ପୂରଣ ହେବା ପରେ ପେଟ୍ରୋଲ ମୂଲ୍ୟରେ ବଡ ହ୍ରାସ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି […]
ଭୁବନେଶ୍ୱର: ବର୍ଷ ଶେଷ ହେବାକୁ ଯାଉଥିବା ଏବଂ ଉତ୍ସବ ପାଳନର ଆଗ୍ରହ ସର୍ବତ୍ର ପରିଲକ୍ଷିତ ହେଉଥିବାବେଳେ ରିଲାଏନ୍ସ ଫାଉଣ୍ଡେସନ ସମଗ୍ର ଭାରତରେ ପିଲାଙ୍କ ସହିତ ଏହି ଉତ୍ସବର ଆନନ୍ଦ ବାଣ୍ଟିବାର ପରମ୍ପରାକୁ ବଜାୟ ରଖିଛି। ଭୁବନେଶ୍ୱର ସମେତ ଦେଶର ୧୧ଟି ସହରରେ […]
ଭୁବନେଶ୍ୱର: ଗୋଟିଏ କେବୁଲରେ ଇଣ୍ଟରନେଟ ଏବଂ ଟିଭିଚ୍ୟାନେଲ ପ୍ରଥମ ଥର ପାଇଁ ଓଡିଶାରେ ଆରମ୍ଭ ହେବ। ପ୍ରେସ କ୍ଲବଠାରେ ଏହି ସୁବିଧାକୁ ଅନୁଷ୍ଠାନିକ ଭାବେ ଅଭିନେତା ସବ୍ୟସାଚୀ ମିଶ୍ର ଶୁଭାରମ୍ଭ କରିଛନ୍ତି। ଏହା ଦ୍ୱାରା ଓଡିଶାବାସୀ କମ ମୂଲ୍ୟରେ ଓ ବିନା […]
ନୂଆଦିଲ୍ଲୀ: ଜିଓ ଏହାର ରିଚାର୍ଜ ଯୋଜନାଗୁଡ଼ିକର ମୂଲ୍ୟ ବୃଦ୍ଧି କରିଛି। ବର୍ତ୍ତମାନ ଏହାର ଉପଭୋକ୍ତାମାନଙ୍କୁ କିଛି ଆଶ୍ଵସ୍ତି ଦେବା ପାଇଁ ନୂଆ ଅଫର ପ୍ରଦାନ କରୁଛି। ଏହା ଅଧୀନରେ, ଜିଓ ଏହାର ଉପଭୋକ୍ତାମାନଙ୍କୁ ମାଗଣା ଡାଟା ଏବଂ ଅସୀମିତ କଲିଂ ସୁବିଧା […]
ନୂଆଦିଲ୍ଲୀ: ଯଦି ଆପଣ ନୂଆ ବର୍ଷର ଛୁଟିଦିନରେ ବିମାନ ଯାତ୍ରା ଯୋଜନା କରୁଛନ୍ତି, ତେବେ ଆପଣ କେବଳ ୧୧୨୨ ଟଙ୍କାରେ ବିମାନ ଟିକେଟ ବୁକ୍ କରିପାରିବେ। ଘରୋଇ ବିମାନ କମ୍ପାନୀ ସ୍ପାଇସଜେଟ୍ ‘Wow Winter Sale’ ନାମରେ ଶସ୍ତା ବିମାନର ଏକ […]
ଭୁବନେଶ୍ୱର: ସୁରକ୍ଷା ବ୍ୟବସ୍ଥାରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ର ଜଜାଙ୍ଗ ମାଇନ୍ସକୁ ସ୍ୱର୍ଣ୍ଣ ବର୍ଗରେ ସମ୍ମାନଜନକ କଳିଙ୍ଗ ସୁରକ୍ଷା ପୁରସ୍କାର-୨୦୨୧ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ନ୍ୟୁ ମାରିଅନ ହୋଟେଲରେ ଆୟୋଜିତ ଜାତୀୟ ସୁରକ୍ଷା ସମ୍ମିଳନୀରେ ଓଡ଼ିଶା ବିଧାନସଭା ବାଚସ୍ପତି […]
ଭୁବନେଶ୍ବର: ରାଜ୍ୟରେ ମିଶନ ଶକ୍ତି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବ୍ୟବସ୍ଥା ସହିତ ସୁଧ ରିହାତି ପ୍ରଦାନ, ଅନ୍ ଲାଇନ ମାର୍କେଟ ବ୍ୟବସ୍ଥାର ଶୁଭାରମ୍ଭ, […]
ଭୁବନେଶ୍ୱର: ତୈଳ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସପ୍ତମ ସ୍ତରର ମୁକ୍ତ କ୍ଷେତ୍ରୀୟ ଅନ୍ୱେଷଣ ଲାଇସେନ୍ସ ବ୍ୟବସ୍ଥା ପାଇଁ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଅନ୍ତର୍ଜାତୀୟ ସପ୍ତମ ସ୍ତରର ନିଲାମୀ ପ୍ରକିୟାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକ କଲ୍ୟାଣ ମାର୍ଗ ଠାରେ ବିଭିନ୍ନ କ୍ଷେତ୍ରର ଶିଳ୍ପ ଉଦ୍ୟୋଗ କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଗାମୀ ସାଧାରଣ ବଜେଟ ପୂର୍ବରୁ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଏପରି ଆଲୋଚନା […]
ନୂଆଦିଲ୍ଲୀ: ଗତ ମାସରେ ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆ ସେମାନଙ୍କ ପ୍ରିପେଡ୍ ରିଚାର୍ଜ ଯୋଜନାଗୁଡ଼ିକର ଶୁଳ୍କ ହାର ବୃଦ୍ଧି କରିଥିଲେ। ବର୍ତ୍ତମାନ ସମସ୍ତ ପ୍ରମୁଖ ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କ ଗ୍ରାହକଙ୍କୁ ଖୁସି କରିବା ପାଇଁ ନୂତନ ବଜେଟ୍ ରିଚାର୍ଜ ଯୋଜନା […]
ନୂଆଦିଲ୍ଲୀ: ଅନେକ କାରଣରୁ ଆଗାମୀ ଦିନରେ ବୈଦ୍ୟୁତିକ ଯାନର ବ୍ୟବହାର ବୃଦ୍ଧି ପାଇବା ସମ୍ଭାବନା ରହିଛି। ସାମ୍ପ୍ରତିକ ସମୟରେ ମଧ୍ୟ ବୈଦ୍ୟୁତିକ ଯାନର ବିକ୍ରି ବୃଦ୍ଧି ପାଇଛି ଏବଂ ଏହା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏଭଳି ପରିସ୍ଥିତିରେ, […]
ନୂଆଦିଲ୍ଲୀ: ନୂତନ ବର୍ଷ ଆସିବାକୁ ଯାଉଛି ଏବଂ ଜାନୁଆରୀ ୧ ତାରିଖରୁ ଆପଣଙ୍କ କାର୍ଯ୍ୟର ଅନେକ ସର୍ତ୍ତାବଳୀ ଏବଂ ସର୍ତ୍ତ ପରିବର୍ତ୍ତନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ଗୋଟିଏ ବ୍ୟାଙ୍କ ଏକ ନୂତନ ନିୟମ ମାଧ୍ୟମରେ ଗ୍ରାହକଙ୍କୁ ନଗଦ ଟଙ୍କା ଉଠାଇବା […]