ଭୁବନେଶ୍ୱର, କଦଳୀ ପଟରୁ ଉନ୍ନତ ମାନର ଦଉଡ଼ି, ଆକର୍ଷଣୀୟ ମ୍ୟାଟ୍ ଓ ଡିସ୍ପୋଜେବୁଲ କପ୍ ପ୍ରଭୃତି ପ୍ରସ୍ତୁତ କରିବା କଦଳୀ ଚାଷୀମାନଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇପାରିଛି । ଏହା ଉଦ୍ୟାନ କୃଷିକୁ ନେଇ ଏକ ଅର୍ଥନୈତିକ ବିପ୍ଳବ ଆଣିପାରିବ […]
ନୂଆଦିଲ୍ଲୀ: ଭାରତରେ ସାମସଙ୍ଗ ଏକ ନୂଆ ସ୍ମାର୍ଟ ଫୋନ ଲଞ୍ଚ କରିବାକୁ ଯାଉଛି। ଜୁନ ୨୧ ତାରିଖରେ ସାମସଙ୍ଗ କମ୍ପାନୀ ଗ୍ୟାଲାକ୍ସି ଏମ୩୨ ଲଞ୍ଚ କରିବାକୁ ଯାଉଛି। ଆମାଜନ ଇଣ୍ଡିଆର ୱେବସାଇଟରେ ଏହି ନୂଆ ସ୍ମାର୍ଟ ଫୋନର ସମସ୍ତ ବିବରଣୀ ଉପଲବ୍ଧ […]
ନୂଆଦିଲ୍ଲୀ, ସୋମବାର ଦିନଟି ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକ ପାଇଁ ଏକ ଝଟକା ଦିବସ ଥିଲା। କାରଣ ଏହି କଂପାନୀର ସେୟାରଗୁଡିକ ଏକ ବଡ଼ ଧରଣର ହ୍ରାସ ପାଇଛି । ପତନ ଏତେ ତୀବ୍ର ଥିଲା ଯେ କିଛି ମିନିଟ୍ ମଧ୍ୟରେ, ଏହି […]
ନୂଆଦିଲ୍ଲୀ, ବିଦେଶରେ ଭାରତୀୟ ଆମ୍ବ ପ୍ରତି ରହିଛି ବେଶ୍ ଆଗ୍ରହ। ସେଥିପାଇଁ ପ୍ରତିବର୍ଷ ଏହି ସମୟରେ ବିଦେଶର ବିଭିନ୍ନ ସ୍ଥାନରେ ଆମ୍ବ ପ୍ରଦର୍ଶନୀ କରାଯାଇଥାଏ। ସେହିପରି ବହରିନରେ ଆଜିଠାରୁ ଆରମ୍ଭ ହୋଇଛି ଆମ୍ବ ଉତ୍ସବ। ଏଥିରେ ଭାରତରୁ ଯାଇଥିବା ପ୍ରାୟ 87 […]
ଭୁବନେଶ୍ୱର, ଚଳିତ ଖରିଫ୍ରେ ଚାଷୀମାନଙ୍କୁ ଚାହିଦା ମୁତାବକ ଉନ୍ନତ ମାନର ବିହନ ସଠିକ ସମୟରେ ଓ ନିର୍ଦ୍ଧାରିତ ମୂଲ୍ୟରେ ଯୋଗାଇଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ […]
ନୂଆଦିଲ୍ଲୀ, ଦକ୍ଷିଣ ରେଳ ପରିସୀମା ମଧ୍ୟରେ କିଛି ସ୍ୱତନ୍ତ୍ର ଟ୍ରେନର ସମୟ ସଂଶୋଧନ କରିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଯାତାୟାତ କରୁଥିବା ଚାରି ଯୋଡ଼ା ବିଶେଷ ଟ୍ରେନ ସହିତ ପୁରୀ ରୁ ଛାଡୁଥିବା […]
ନୂଆଦିଲ୍ଲୀ, ଦ୍ରବ୍ୟ ଏବଂ ସେବା କର ପରିଷଦ ଆଜି କରୋନା ଚିକିତ୍ସାରେ ବ୍ୟବହୃତ ଔଷଧ ଏବଂ ଚିକିତ୍ସା ସୁବିଧା ଉପରେ ସରକାରଙ୍କ ସୁପାରିଶକୁ ମୁଖ୍ୟତଃ ଗ୍ରହଣ କରିଛି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଆଣ୍ଟିଫଙ୍ଗସ୍ […]
କଟକ, ରାଜ୍ୟ ପୋଲିସ ବିଭାଗରେ ଏକଥରେ 477ଟି ସବ ଇନସ୍ପେକ୍ଟର ଚାକିରୀ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। ଏଥିରେ ଅନୁସୂଚିତ ଜାତି ପାଇଁ 78ଟି, ଅନୁସୂଚିତ ଜନଜାତି ପାଇଁ 107ଟି, ଏସଇବିସି ପାଇଁ 53ଟି ଏବଂ ଅଣସଂରକ୍ଷଣ 239ଟି ରହିଛି। ଅଧିକ […]
ଭୁବନେଶ୍ବର, କରୋନା ତଥା ଲକଡାଉନ ସମୟରେ ଘରକୁ ଘର ବୁଲି ଖାଦ୍ୟ ସାମଗ୍ରୀ ଯୋଗାଉଥିବା ସଂସ୍ଥାର ଡେଲିଭରୀ ବଏଙ୍କ ଟିକାକରଣ କରାଯାଇଛି। ଏଥିପାଇଁ ଭୁବନେଶ୍ବରରେ ବିଏମସି ତରଫରୁ ସ୍ବତନ୍ତ୍ର ଡ୍ରାଇଭ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ସ୍ବିଗି କଂପାନୀର ଡେଲିଭରୀ ବଏ ମାନଙ୍କୁ […]
ନୂଆଦିଲ୍ଲୀ, ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ପୌରସଂସ୍ଥାଗୁଡିକ କାର୍ଯ୍ୟରତ ଠିକା ଏବଂ ସାମୟିକ କର୍ମଚାରୀଙ୍କୁ କର୍ମଚାରୀ ରାଜ୍ୟ ବୀମା(ଇଏସଆଇ) ବ୍ୟବସ୍ଥାର ଅନ୍ତର୍ଭୁକ୍ତ କରାଯାଇଛି । କେନ୍ଦ୍ର ଶ୍ରମ ଓ ନିଯୁକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର […]
ଭୁବନେଶ୍ୱର, ଆଜି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟ ଓ କାର୍ଯ୍ୟକାରିତା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । […]
ଭୁବନେଶ୍ୱର: ଜିଓ ଗ୍ରାହକମାନେ ଏବେଠାରୁ ହ୍ୱାଟ୍ସଆପ୍ ଜରିଆରେ ରିଚାର୍ଜ କରିପାରିବା ସହିତ ଅର୍ଥ ପୈଠ କରିପାରିବେ, ସେମାନଙ୍କର ପ୍ରଶ୍ନର ଉତ୍ତର ପାଇପାରିବେ ଏବଂ ସେମାନଙ୍କର କିଛି ଯଦି କିଛି ଅଭିଯୋଗ ଥାଏ ତାହା ଜଣାଇପାରିବା ସହିତ ଆହୁରି ଅନେକ କିଛି କରିପାରିବେ। […]
ଭୁବନେଶ୍ବର, ଆାସନ୍ତାକାଲି ଗୁରୁବାରରେ ସାବିତ୍ରୀ ବ୍ରତ। ପ୍ରତିଟି ସଧବାମାନେ ଏହି ସାବିତ୍ର ବ୍ରତ ପାଳନ କରିଥାନ୍ତି। ଏହି ବ୍ରତ ପାଇଁ ଆବଶ୍ୟକ ପଡିଥାଏ ବିଭିନ୍ନ ପ୍ରକାରର ଫଳମୂଳ। ହେଲେ ଲକଡାଉନ ଯୋଗୁଁ ଓଡିଶାରେ ମାତ୍ର ଦିନ 11ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ […]
ନୂଆଦିଲ୍ଲୀ, ସମଗ୍ର ବିଶ୍ୱରେ ଆଇଫୋନ୍ ବ୍ୟବହାରକାରୀ ଚଳିତ ବର୍ଷ ଆଇଫୋନ୍ 13 ସିରିଜ୍ ସ୍ମାର୍ଟଫୋନର ଶୁଭାରମ୍ଭକୁ ଅପେକ୍ଷା କରିଛନ୍ତି। ତେବେ ଏହି ଫୋନକୁ ନେଇ ସାରା ବିଶ୍ବ ମୋବାଇଲ ବଜାର ବେଶ୍ ସରଗରମ ହୋଇଯାଇଛି। କାରଣ ଏଥିରେ ଯେଉଁ ବୈଶିଷ୍ଠ ଅଛି […]
ଭୁବନେଶ୍ବର, ଭୁବନେଶ୍ୱର ମହାନଗର ନିଗମର ନର୍ଥ ଜୋନ୍ରେ ଆରମ୍ଭ ହୋଇଛି ବ୍ୟବସାୟୀ ମାନଙ୍କର ସାମୁହିକ କୋଭିଡ଼୍ ପରୀକ୍ଷା । କମିଶନର ସଞ୍ଜୟ କୁମାର ସିଂହଙ୍କ ଅନୁମତି କ୍ରମେ ବ୍ୟବସାୟୀ ମାନଙ୍କର କୋଭିଡ଼୍ ପରୀକ୍ଷଣକୁ ଆଜି ଆରମ୍ଭ କରାଇଛନ୍ତି ବି ଏମ୍ ସି […]
ଭୁବନେଶ୍ୱର, ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗଙ୍କ ଏସ୍ଡିଜି ରିପୋର୍ଟରେ ଓଡ଼ିଶାର ମୂଲ୍ୟାୟନକୁ ନେଇ ମତ ରଖିଥିଲେ। ତାଙ୍କ ମତରୁ ସ୍ପଷ୍ଟ ବାରିହେଲା ଯେ ଏହା ତାଙ୍କର ଏକ ପ୍ରକାରର ପ୍ରଳାପ। ବିଜେପି ନେତ୍ରୀଙ୍କ ପାଇଁ […]
ଭୁବନେଶ୍ୱର, ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନର ଅର୍ଥ ଜମାକରି କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀମାନଙ୍କୁ ଚିହ୍ନଟ ଓ ସେମାନଙ୍କର ବାସ୍ତବ ଜମା ରାଶିର ପରିମାଣ ନିରୁପରଣ ନିମନ୍ତେ ସଂପୃକ୍ତ ଜମାକାରୀମାନଙ୍କଠାରୁ ଅନ୍ଲାଇନ୍ରେ ଦାବି ଦରଖାସ୍ତ ଆହ୍ୱାନ ନିମନ୍ତେ ଓଡ଼ିଶା ସରକାରଙ୍କର ଏକ ନୂତନ ୱେବ୍ସାଇଟ୍ […]
ଭୁବନେଶ୍ୱର, କେଜ କଲଚର ମାଧ୍ୟମରେ ରାଜ୍ୟର ଜଳଭଣ୍ଡାରରେ ମାଛଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଛି । ସଂପ୍ରତି କେଜ କଲଚରକୁ ଜଳଭଣ୍ଡାରରେ ମାଛଚାଷର ଭବିଷ୍ୟତ ବୋଲି ବିବେଚନା କରାଯାଉଛି । କେଜ କଲଚର ମାଧ୍ୟମରେ ରାଜ୍ୟରେ ଥିବା ଜଳଭଣ୍ଡାରଗୁଡ଼ିକରୁ ବର୍ଷକୁ ୧ ଲକ୍ଷ […]
ଭୁବନେଶ୍ବର, ପୂର୍ବତଟ ରେଳପଥ ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ସମଗ୍ର ଭାରତୀୟ ରେଳ, ବିଶେଷ ଭାବରେ ପୂର୍ବ ତଟ ରେଳପଥ ବିଭିନ୍ନ କାର୍ଯ୍ୟକଳାପ ପ୍ରତି ଦୃଷ୍ଟିଦେଇଥିବା ବେଳେ ସ୍ୱଚ୍ଛତା […]
ଭୁବନେଶ୍ୱର, ଆଜିଠାରୁ ଉତ୍କଳିକାର ନିଜସ୍ୱ ୱେବ୍ସାଇଟ୍ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଦ୍ୱାରା ଗୁଗୁଲ ମିଟ୍ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି । ଏଥର ଗ୍ରାହକମାନେ www.utkalikaodisha.com ମାଧ୍ୟମରେ ଲଗ୍ଇନ୍ କରି ଏବଂ ଗୁଗୁଲ ପ୍ଲେଷ୍ଟୋରରୁ ଉତ୍କଳିକା ଆପ୍ […]
ନୂଆଦିଲ୍ଲୀ, କୋଭିଡ ମହାମାରୀ କାରଣରୁ ଦେଖାଦେଇଥିବା ଅଭୂତପୂର୍ବ ପରିସ୍ଥିତି କାରଣରୁ ନିକଟରେ ଅକ୍ସିଜେନ କନସେଣ୍ଟ୍ରେଟରଗୁଡ଼ିକର ସର୍ବାଧିକ ଖୁଚୁରା ମୂଲ୍ୟ (ଏମଆରପି) ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ଅକ୍ସିଜେନ କନସେଣ୍ଟ୍ରେଟରଗୁଡ଼ିକର ମୂଲ୍ୟ ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର […]