ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଗାଈ କମିଶନ କହିଛନ୍ତି ଯେ, ଯଦି କେହି ଭଲ ଉଦ୍ୟମ କରିବ ତେବେ ସେ ଗାଈ ଗୋବରରୁ ବିପୁଳ ଆୟ କରିପାରିବ। ଏହାକୁ ନେଇ ଏକ ଉଦ୍ୟୋଗ ମଧ୍ୟ ପ୍ରତିଷ୍ଠା କରାଯାଇପାରିବ। ଏହା ମାଧ୍ୟମରେ […]
ଭୁବନେଶ୍ବର, ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଫେବୃୟାରୀ ମାସ ୨୭ ତାରିଖ ଠାରୁ ଡିବ୍ରୁଗଡ଼ରୁ ଏବଂ ମାର୍ଚ୍ଚ ମାସ ୪ ତାରିଖ ଠାରୁ କନ୍ୟାକୁମାରୀରୁ ଏକ ବିଶେଷ ଟ୍ରେନ ଚଳାଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଅଛି। ୦୫୯୦୬/୦୫୯୦୫ ଡିବୃଗଡ଼ – […]
ଭୁବନେଶ୍ବରେ, ପେଟ୍ରୋଲ ଦର ଶହେ ହେବ ବୋଲି ବହୁ ଦିନ ଧରି ଚର୍ଚ୍ଚା ଚାଲିଥିଲା। କାରଣ ପେଟ୍ରୋଲ ଓ ଡିଜେଲ ଦର ଯେପରି ବଢିବାରେ ଲାଗିଛି ସେଥିରେ ତାହା ହିଁ ଆଶା କରୁଥିଲେ। ତେବେ ସେହି ଆଶା ବର୍ତ୍ତମାନ ସତ ହୋଇଛି। […]
ଭୁବନେଶ୍ବର: ରତ୍ନଗୁଡିକ ସେମାନଙ୍କ ଚମତ୍କାରୀ ଗୁଣ ଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବ ଉପରେ ପ୍ରଭାବ ପକାଇଥାନ୍ତି। ଜ୍ୟୋତିଷଙ୍କ ରତ୍ନ ଶାଖାରେ ମାଣିକଙ୍କୁ ସୂର୍ଯ୍ୟଙ୍କ ରତ୍ନ ରୂପେ ଗଣାଯାଇଥାଏ। ଏହି ମାଣିକରେ ସୂର୍ଯ୍ୟଙ୍କ ଗୁଣ ବିଦ୍ୟମାନ ଥାଏ। ମାଣିକ ପୂରା ଗାଢ ଗୋଲାପି ରଙ୍ଗର […]
ନୂଆଦିଲ୍ଲୀ: ଦେଶରେ ତୈଳ ଦର ହୁହୁ ହୋଇ ବଢି ଚାଲିଛି। ଏନେଇ ଦେଶର ଅନେକ ସ୍ଥାନରେ କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦ କରାଯାଉଛି। ସେହିଭଳି ରାଜ୍ୟରେ ମଧ୍ୟ ପ୍ରିମିୟମ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଛି। ଆଜି ମାଲକାନଗିରିରେ ୧୦୦ ଟଙ୍କା […]
ଭୁବନେଶ୍ବର, ରାଜ୍ୟ ସରକାର ଏଥର ପର୍ଯ୍ୟଟନ ବଜେଟରେ ବିକାଶ ମୂଳକ କାର୍ଯ୍ୟ ପାଇଁ ବହୁ ବ୍ୟୟ ବରାଦ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି ହେରିଟେଜ୍ ସଂରକ୍ଷଣ ଏବଂ ପର୍ଯ୍ୟଟନ ବିକାଶ: – ଶ୍ରେଷ୍ଠ ପର୍ଯ୍ୟଟନ ଭିତ୍ତିଭୂମି ସୃଷ୍ଟି ପାଇଁ ପର୍ଯ୍ୟଟନ ବିଭାଗକୁ […]
ଭୁବନେଶ୍ବର, ଏଥର ବଜେଟରେ ଗମନାଗମନ ପାଇଁ ବିଶେଷ ଧ୍ୟାନ ଦିଆଯାଇଛି। ଏଥିରେ ସଡକ ନିର୍ମାଣ, ଏୟାର ଷ୍ଟ୍ରିପ ବିକାଶ, ବସ ଟର୍ମିନାଲ ଏବଂ ରେଳ ସଂଯୋଗ ପାଇଁ ବ୍ୟୟ ବରାଦ କରାଯାଇଛି। ଜାଣନ୍ତୁ କେଉଁ କାର୍ଯ୍ୟ ପାଇଁ କେତେ ଦିଆଗଲା ଅର୍ଥ। […]
ଭୁବନେଶ୍ବର, ଏଥର ଅର୍ଥମନ୍ତ୍ରୀ ନିରଂଜନ ପୂଜାର କୃଷି ବିଭାଗ ପାଇଁ 17 ହଜାର 469 କୋଟି ବ୍ୟୟ ବରାଦ କରିଛନ୍ତି। ଏଥିରେ ଯାହା ରହିଛି ସେଗୁଡିକ ହେଲା – ଜୀବିକା ନିର୍ବାହ ଏବଂ ଆୟକର ବୃଦ୍ଧି (KALIA) ଯୋଜନା ଅନ୍ତର୍ଗତ କୃଷକ […]
ଭୁବନେଶ୍ବର, ଏଥର ରାଜ୍ୟ ବଜେଟରେ ସ୍ବାସ୍ଥ୍ୟ ବିଭାଗକୁ ଗୁରୁତ୍ବ ଦିଆଯାଇଛି। ଜନସ୍ୱାସ୍ଥ୍ୟ ସେବା ପାଇଁ ମୋଟ 19,164 କୋଟି ଟଙ୍କା ଆବଣ୍ଟିତ ହୋଇଛି ଯାହାକି ଗତ ବଜେଟ ତୂଳନାରେ ପ୍ରାୟ 19% ବୃଦ୍ଧି ପାଇଛି। ଏହି ଯୋଜନାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ […]
ଭୁବନେଶ୍ବର, ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ସାଧାରଣ ବଜେଟ ସହିତ କୃଷି ବଜେଟ ମଧ୍ୟ ଉପସ୍ଥାପିତ କରିଛନ୍ତି। କୃଷି କ୍ଷେତ୍ରରେ ଥିବା ବିଭିନ୍ନ ବିଭାଗ ପାଇଁ ନିମ୍ନ ବ୍ୟୟ ଅଟକଳ କରାଯାଇଛି। ସେଗୁଡିକ ହେଲା ବିହନ ଓ ସାର ପାଇଁ […]
ଭୁବନେଶ୍ବର, ରାଜ୍ୟ ବିଧାନସଭାରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ବର୍ତ୍ତମାନ 2021-22 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରୁଛନ୍ତି। ଏଥର ବଜେଟ ଆକାର 1 ଲକ୍ଷ 70 ହଜାର କୋଟି ଟଙ୍କାର ହୋଇଛି। ପ୍ରଶାସନିକ ବ୍ୟବସ୍ଥା ପାଇଁ 85 ହଜାର କୋଟି […]
ନୂଆଦିଲ୍ଲୀ, ବର୍ତ୍ତମାନ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହୁହୁ ହୋଇ ବଢିବାରେ ଲାଗିଛି। ଯାହାଫଲରେ କେନ୍ଦ୍ର ସରକାର ତାହାକୁ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇପାରୁ ନାହାଁନ୍ତି। ଗତ 2 ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି। […]
ଲକ୍ଷ୍ମୌ, ଆଜି ଉତ୍ତର ପ୍ରଦେଶ ସରକାର ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ସୁରେଶ କୁମାର ଖାନ୍ନା ଏହି ବଜେଟ ଉପସ୍ଥାପନ କରିବେ। ଯୋଗୀ ସରକାରଙ୍କର ଏହା ହେଉଛି ପଞ୍ଚମ ବଜେଟ। ଗତ ବଜେଟରେ ଶ୍ରମିକ, ମହିଳା, ଯୁବକମାନଙ୍କୁ ପ୍ରାଧାନ୍ୟ […]
ଭୁବନେଶ୍ୱର: ଆଜି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ । ଆଜି ଅପରାହ୍ଣରେ ସେ ଏହି ବଜେଟ୍ ଉପସ୍ଥାପନ କରିବେ। ଚଳିତ ବଜେଟର ଆକାର ୧ ଲକ୍ଷ ୭୦ ହଜାର କୋଟି ଟଙ୍କା […]
ଫେବୃୟାରୀ: ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋର ନୂଆ ସାମସଙ୍ଗ ଗାଲାକ୍ସି ଏଫ୬୨ ର ଶୁଭାରମ୍ଭ କରିବା ପାଇଁ ଅଫଲାଇନ୍ ସହଭାଗୀତା ସ୍ଥାପନ କରିଛନ୍ତି। ଏହା ୨୨ ଫେବୃୟାରୀରୁ ଆରମ୍ଭ କରାଯାଉଛି ଏବଂ ଗ୍ରାହକମାନେ ଏହି ନୂତନ ସାମସଙ୍ଗ ସ୍ମାର୍ଟ […]
ମେଷ- ସୁଖର ମାଧ୍ୟମ ସଂଗ୍ରହ କରିବ । ଆଇନଗତ ବାଧା ଦୂର ହେବ । ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ଲାଭ ବୃଦ୍ଧି ପାଇବ । ଦୁଷ୍କର୍ମରୁ ଦୂରେଇ ରୁହନ୍ତୁ । ପରିବାରରେ ମାଙ୍ଗାଳିକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା […]
ଭୁବନେଶ୍ୱର, ପ୍ରାଥମିକ କୃଷି ସମବାୟ ସମିତିରେ ଧାନକିଣାରେ ଅନିୟମିତତା, କାର୍ଯ୍ୟରେ ଗୁରୁତର ଅବହେଳା ଓ ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାର ଉଲ୍ଲଂଘନ ଅଭିଯୋଗରେ ବରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନସ୍ଥ ପ୍ୟାକ୍ସର ୧୦ ଜଣ କର୍ମଚାରୀଙ୍କୁ ବହିସ୍କାର କରାଯାଇଛି। […]
ମୁମ୍ବାଇ, ଆଶ୍ଚର୍ଯ୍ୟ ଜନକ ଭାବେ Gold Price ଗତ ଛଅ ମାସ ମଧ୍ୟରେ 10 ଗ୍ରାମ ପିଛା ପ୍ରାୟ 10 ହଜାର ଟଙ୍କା ଖସିଯାଇଛି। ଏହି ଛଅ ମାସ ମଧ୍ୟରେ ସୁନା ଦର ସବୁଠାରୁ ସର୍ବାଧିକ ଦର ଥିଲା 56 ହଜାର […]
ନୂଆଦିଲ୍ଲୀ, ଲୋକମାନଙ୍କ ମଧ୍ୟରେ ଫ୍ୟାସଟ୍ୟାଗ ଆଗ୍ରହକୁ ବୃଦ୍ଧି କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୁପକ୍ଷ ଏକ ନୂଆ ପଦକ୍ଷେପ ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ବର୍ତ୍ତମାନ ଆପଣ ଫାସଟ୍ୟାଗ କଲେ ଆପଣଙ୍କୁ 100 ଟଙ୍କା ପର୍ଯ୍ୟନ୍ତ ଛାଡ କରାଯିବ। ଭାରତର ପ୍ରାୟ […]
ନୂଆଦିଲ୍ଲୀ, ଲଗାତର ଭାବେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି ଏହା ଲିଟର ପିଛା 90 ଟଙ୍କା ପାର ହୋଇଛି। ସେହିପରି ଡିଜେଲ ଦର ମଧ୍ୟ 80 ଟଙ୍କା ପାରି ହୋଇଛି। ଲଗାତର 12 ଦିନ […]
ଭୁବନେଶ୍ୱର, ଖାରବେଳ ନଗର ସ୍ଥିତ ଖଦୀ ବୋର୍ଡ କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହୋଇଛି ‘ଖଦି ବଜାର’। ଓଡିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ଏବଂ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ ପ୍ରଦର୍ଶନୀ ଓ ମେଳା ଆୟୋଜନ […]