ଚଣ୍ଡିଗଡ: ଆସନ୍ତାକାଲି ପଞ୍ଜାବ ବିଧାନସଭା ନିର୍ବାଚନର ୧୧୭ ଟି ଆସନରେ ମତଦାନ ହେବ। ଅମୃତସର ପୂର୍ବ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ମତଦାନର ଗୋଟିଏ ଦିନ ପୂର୍ବରୁ ଅସୁବିଧାରେ ପଡ଼ିଛନ୍ତି। ସିଦ୍ଧୁଙ୍କ ବିରୋଧରେ ଚଣ୍ଡିଗଡ଼ର […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ବାଣପୁର ବ୍ଲକର ଭେଟେଶ୍ଵର ପଞ୍ଚାୟତରେ ଏକ ବଡ ଧରଣର ରାଜନୈତିକ ହିଂସା ଦେଖିବାକୁ ମିଳିଛି। ପଞ୍ଚାୟତର ସରପଞ୍ଚ ତଥା ଚଳିତ ନିର୍ବାଚନର ସରପଞ୍ଚ ପ୍ରାର୍ଥୀଙ୍କ […]
ଭୁବନେଶ୍ବର: ଆଜି ଗୋଟିଏ ପଟେ ନିର୍ବାଚନ ଚାଲିଥିବା ବେଳେ ଅନ୍ୟପଟେ ଭିଜିଲାନ୍ସ ଚଢାଉ ମଧ୍ୟ ଜାରି ରହିଛି। ଏଥର ଭିଜିଲାନ୍ସ ଜାଲରେ ଫସିଛନ୍ତି ଏନଏସିର ଆସିଷ୍ଟାଣ୍ଡ ଇଂଜିନିୟର। ତାଙ୍କର ଛଅଟି ସ୍ଥାନରେ ଏକ କାଳୀନ ଚଢାଉ ଜାରି ରହିଛି। ଏଥିରେ ପାଞ୍ଚ […]
ଚାନ୍ଦପୁର: ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି। ଏଭଳି ଘଡି ସନ୍ଧି ମୂହୁର୍ତ୍ତରେ ସବୁ ରାଜନୈତିକ ଦଳ ନିଜ ନିଜର ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବାକୁ ଜୋର ଲଗାଇଦେଇଛନ୍ତି। ଏପରି ସ୍ଥଳେ ନୟାଗଡ ଜିଲା ଚାନ୍ଦପୁର […]
ଭୁବନେଶ୍ଵର: ଆଜି ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଗିରଫ କରାଯାଇଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଗିରଫ କରାଯାଇଛି। ସମ୍ପତ୍ତିର ହିସାବ ଦେଇନପାରିବାରୁ ତାଙ୍କୁ ଆଜି ଗିରଫ କରାଯାଇଛି। ପୂର୍ବରୁ ତ୍ରିନାଥଙ୍କ ଘର ଏବଂ ଅଫିସରେ […]
ଶ୍ରୀନଗର: ଜମ୍ମୁ କାଶ୍ମୀର ପୋଲିସର ଷ୍ଟେଟ ଇଣ୍ଟେଲିଜେନ୍ସ ଏଜେନ୍ସି ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ଜୈଶ-ଏ-ମହମ୍ମଦ (ଜେଏମ) ରେ କାମ କରିବା ଅଭିଯୋଗରେ ୧୦ ଜଣଙ୍କୁ ଗିରଫ କରିଛି। ଜମ୍ମୁ କାଶ୍ମୀର ପୋଲିସର ନୂତନ ଭାବେ ଗଠିତ ଶାଖା ହେଉଛି ଏସଆଇଏ। ନିକଟରେ […]
ଭୁବନେଶ୍ଵର: ଧୀରେ ଧୀରେ ନକଲି ଡାକ୍ତରଙ୍କ ଗୁମର ଖୋଲିବାରେ ଲାଗିଛି। ନକଲି ଡାକ୍ତର ରମେଶ ସ୍ଵାଇଁଙ୍କ କଳା କାରନାମା ଏବେ ବାହାରକୁ ଆସୁଛି। ୧୪ ଜଣ ମହିଳାଙ୍କୁ ପ୍ରଲୋଭନ ଦେଖାଇ ବିବାହ କରିଥିବାର ଅଭିଯୋଗ ପରେ ଏବେ ଆଉ ୩ ଜଣ […]
ରାଞ୍ଚି: ରାଞ୍ଚିର ସିବିଆଇ କୋର୍ଟ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଚାରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଡୋରଣ୍ଡା ଟ୍ରେଜେରୀରୁ ୧୩୯ କୋଟି ଟଙ୍କା ଉଠାଇଥିବାକୁ ନେଇ ମାମଲାରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଫେବୃଆରୀ ୨୧ […]
ଭୁବନେଶ୍ଵର: ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ ବିଶ୍ଵଜିତ ମହାପାତ୍ରଙ୍କୁ ଭିଜିଲାନ୍ସ ସେଲ ଗିରଫ କରିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଶ୍ଵଜିତ ଗିରଫ ହୋଇଛନ୍ତି। ଦୁର୍ନୀତି ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ତାଙ୍କ ଅଫିସ ଏବଂ ଘରେ ଚଢାଉ କରିଥିଲା। ଯେଉଁଥିରେ କୋଟି […]
ରାୟପୁର: ଛତିଶଗଡର ପୁଟକେଲ ଜଙ୍ଗଲରେ ନକ୍ସଲଙ୍କ ସହ ଏନକାଉଣ୍ଟର ହେବାର ଖବର ରହିଛି। ଆଇଜି ବସ୍ତର ପି ସୁନ୍ଦରରାଜ କହିଛନ୍ତି ଯେ, ଏହି ଏନକାଉଣ୍ଟରରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ୧୬୮ ବାଟାଲିୟନର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ ହୋଇଛନ୍ତି। ସେଠାରେ ଜଣେ […]
ସୀତାରାମ ଅଗ୍ରୱାଲ ବାଣପୁର: ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ। ଚଳିତ ଥର କରୋନା ମହାମାରୀ ଲାଗି ନିର୍ବାଚନ କମିଶନର ପଞ୍ଚାୟତ ନିର୍ବାଚନ ପାଇଁ ଏକାଧିକ କଟକଣା ଲଗାଇଥିଲେ ସୁଦ୍ଧା ଅସାମାଜିକ ବ୍ୟକ୍ତିମାନେ ସଦା ସର୍ବଦା ନିର୍ବାଚନ ସମୟରେ ବିଶୃଙ୍ଖଳା […]
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ବାନ୍ଦିପୋରାରେ ଗ୍ରେନେଡ ଆକ୍ରମଣର ଖବର ସାମ୍ନାକୁ ଆସୁଛି। ବାନ୍ଦିପୋରାରେ ଆତଙ୍କବାଦୀମାନେ ଗ୍ରେନେଡ ସାହାଯ୍ୟରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିବା ସୂଚନା ରହିଛି। ଏହି ଆକ୍ରମଣରେ ୪ ଜଣ ଯବାନ ଆହତ ହୋଇଥିବା ଜଣାଯାଇଛି। ସୂଚନାନୁସାରେ, ଆକ୍ରମଣ […]
ମୁମ୍ୱାଇ: ବମ୍ବେ ହାଇକୋର୍ଟର ବିଚାରପତି ପୁଷ୍ପା ଗନେଡିୱାଲା ଇସ୍ତଫା ଦେଇଛନ୍ତି। ଯୌନ ନିର୍ଯାତନା (POCSO) ଅଧିନିୟମ ଅନୁଯାୟୀ ଶିଶୁଙ୍କ ଯୌନ ନିର୍ଯାତନାର ବ୍ୟାଖ୍ୟାକୁ ନେଇ ଏକ ବଡ଼ ବିବାଦ ଉପୁଥିଲା। ବର୍ତ୍ତମାନ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ଅଧ୍ୟକ୍ଷତା କରୁଥିବା ଜଷ୍ଟିସ […]
ପାରଳାଖେମୁଣ୍ଡି: ଆଜି ଆଉ ଜଣେ ଶିକ୍ଷା ଅଧିକାରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଲାଞ୍ଚ ନେବା ବେଳେ ନୂଆଗଡ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକଙ୍କୁ ଭିଜିଲାନ୍ସ ଧରିଛି। ଜଣେ ଶିକ୍ଷକଙ୍କ ଏରିଅର ବିଲ କରେଇଦେବା ପାଇଁ […]
ନୂଆଦିଲ୍ଲୀ: ଗତକାଲି ଦେଶରେ ୬୭ ହଜାର ୮୪ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୫୮ ହଜାର ୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୧୨୪୧ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ଆଉ ୬୫୭ ଜଣ […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶନି ମନ୍ଦିର ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମନ୍ଦିର ନିକଟସ୍ଥ ପାଣି ଟାଙ୍କି ନିକଟରେ ଥିବା ଖୋଲା ପଡିଆରେ କୌଣସି ଏକ ବ୍ୟକ୍ତିଙ୍କ ମୃତ ଦେହ ପୋତା ଯାଇଥିବାର […]
ସୀତାରାମ ଅଗ୍ରୱାଲ ବାଣପୁର: ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ସଂଘବଧ ଭାବେ ଆକ୍ରମଣ କରିବା ଦ୍ୱାରା ଯୁବକ ଜଣକ ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏପରି ଏକ ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ହୋଇଛି। ଅଭିଯୋଗ […]
ଭୁବନେଶ୍ୱର: ଜାତୀୟ ସମ୍ବାଦ ସରବରାହ ସଂସ୍ଥା ଏ.ଏନ୍.ଆଇ.କୁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାରର ଗୋଟିଏ ଦିନ ପରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଲକ୍ଷ୍ମୀପୁର ଖେିରି କୃଷକମାନଙ୍କ ବିକ୍ଷୋଭରେ ଅକ୍ଟୋବର ୩ ତାରିଖ ଦିନ ନିଜର ଜିପ୍ ଚଢାଇ ତିନିଜଣ କୃଷକ ଏବଂ ଜଣେ […]
ଲକ୍ଷ୍ମୀପୁର ଖେରୀ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ ଅକ୍ଟୋବର ୩ ତାରିଖରେ ଘଟିଥିବା ତିକୁନିୟା ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଜାମିନ ମିଳିଛି। କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ […]
ୱାଶିଂଟନ୍: ଆମେରିକାର ନ୍ୟୁ ଜର୍ସିରୁ ଲଣ୍ଡନ ଯାଉଥିବା ବିମାନରେ ଜଣେ ମହିଳା ଯାତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି। ତେବେ ଏହି ମାମଲାରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ବ୍ରିଟେନରେ ଗିରଫ କରାଯାଇ ପରେ ଜାମିନ ପ୍ରଦାନ କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, […]
ସୀତାରାମ ଅଗ୍ରୱାଲ ବାଣପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ତତ୍ୱାବଧାନରେ ଆଜି ଖୋର୍ଦ୍ଧା ଜିଲ୍ଲାରେ ଅନ୍ତର୍ଗତ ବାଣପୁର ବ୍ଲକ ଦାମିଆବରବରା ପଞ୍ଚାୟତର କୋଷରଡ଼ା ଜଙ୍ଗଲରେ ପୋଲିସ ଏବଂ ଅବକାରୀ […]