ଚଣ୍ଡିଗଡ଼: ହରିୟାଣାର ମନୋହର ଲାଲ ଖଟ୍ଟର ସରକାର ବେଆଇନ ଧର୍ମାନ୍ତରଣ ନିବାରଣ ବିଲ୍ ୨୦୨୨ର ଡ୍ରାଫ୍ଟକୁ ଅନୁମୋଦନ କରିଛନ୍ତି। ଏହା ବର୍ତ୍ତମାନ ବିଧାନସଭା ସମ୍ମୁଖରେ ଏକ ବିଲ୍ ଭାବରେ ଉପସ୍ଥାପିତ ହେବ। ଏଠାରେ ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କ ଅଧ୍ୟକ୍ଷତାରେ ହରିୟାଣା କ୍ୟାବିନେଟ୍ […]
କାଶ୍ମୀର: ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଅବନ୍ତିପୋରା ଅଞ୍ଚଳରେ ଗତକାଲି ରାତିରେ ହୋଇଥିବା ଏନକାଉଣ୍ଟରରେ ଜଣେ ୧୯ ବର୍ଷୀୟ ଲଶ୍କର-ଏ-ତୋଇବା ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଜମ୍ମୁ କାଶ୍ମୀର ପୋଲିସ ଏବଂ ସେନା ମିଳିତ ଅପରେସନରେ ଏହି ଆତଙ୍କବାଦୀର ମୃତ୍ୟୁ ହୋଇଛି। ଏନକାଉଣ୍ଟର […]
ମୁମ୍ବାଇ: ଶିବସେନା ନେତା ସଞ୍ଜୟ ରାଉତ ଆଜି କହିଛନ୍ତି ଯେ କୌଣସି ଏଜେନ୍ସିକୁ ତାଙ୍କର ଭୟ ନାହିଁ। ତାଙ୍କର ଘନିଷ୍ଠ ସହଯୋଗୀ ପ୍ରବୀଣ ରାଉତଙ୍କୁ ଇଡି ଗିରଫ କରିବା ପରେ ସଞ୍ଜୟ ରାଉତଙ୍କ ଏହି ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି […]
ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ନିଜ ପିତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜଣେ ୩୫ ବର୍ଷ ବୟସ୍କ ଯୁବକଙ୍କୁ ପୋଲିସ ଗିରଫ କରିଛି। ଟଙ୍କା ଦେବାକୁ ମନା କରିଦେବାରୁ ଯୁବକଜଣଙ୍କ ତାଙ୍କ ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଜିଲ୍ଲା ଗ୍ରାମୀଣ […]
ଜମ୍ମୁ: ଆଜି ସକାଳେ ଜମ୍ମୁ କାଶ୍ମୀରର ସାମ୍ବା ସେକ୍ଟରର ଅନ୍ତର୍ଜାତୀୟ ସୀମା ନିକଟରେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) କାର୍ଯ୍ୟାନୁଷ୍ଠାନରେ ତିନିଜଣ ପାକିସ୍ତାନୀ ଡ୍ରଗ୍ସ ବେପାରୀଙ୍କ ମୃତ୍ୟୁ ଘଟିଛି। ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ, […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନାଚୁଣୀ ପଞ୍ଚାୟତର ଜୀବନଦେଇପୁର ଶାସନ ଗ୍ରାମର ମା’ ସର୍ବମଙ୍ଗଳା ମନ୍ଦିରରୁ ଚୋରି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସକାଳେ ଉକ୍ତ ମନ୍ଦିରକୁ ଭକ୍ତ ମାନେ ଯାଇଥିବା ସମୟରେ ମନ୍ଦିର ବାହାରେ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶର ମେରଠ ଜିଲ୍ଲାର ସିୱାଲଖାସ ବିଧାନସଭାରେ ପହଞ୍ଚି ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବା ଲାଗି ବିଜେପିର ତାରକା ପ୍ରଚାରକ କୁସ୍ତିଯୋଦ୍ଧା ବବିତା ଫୋଗାଟ ପହଞ୍ଚିଥିଲେ। କିନ୍ତୁ ସେଠାରେ ସେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲେ। ଅଭିଯୋଗ ହୋଇଛି ଯେ, ଏହି […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଜୀବନଦେଇପୁର ଗ୍ରାମରେ ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ରାମର ଶେଷ ଭାଗରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ପଡିଥିବାର ଦେଖାଯାଇଛି। ଖବର ମୁତାବକ ଆଜି ସକାଳୁ ଜୀବନଦେଇପୁର ଗ୍ରାମର […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟି ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ମୃତ ସାମ୍ବାଦିକ ମୋହନଗିରୀ ଅଞ୍ଚଳର ରୋହିତ ବିଶ୍ବାଳ […]
କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଗିରିଶ୍ଚନ୍ଦ୍ରପୁର ରେଞ ଅଂଚଳରେ ଦିନକୁ ଦିନ ଅବାଧରେ ଜନ୍ତୁ ଶିକାର ସହ ବାହାର ରାଜ୍ୟକୁ ପକ୍ଷୀ ଚାଲାଣ ଚାଲିଥିବା ବେଳେ ବନବିଭାଗ ଶିକାରୀ ତଥା ଚାଲାଣ କାରୀକୁ ସଫଳତାର ସହ ଧରିବାରେ […]
ପୁଣେ: ନ୍ୟାସନାଲ କଂଗ୍ରେସ ପାର୍ଟି (ଏନସିପି) ନେତା ସୁପ୍ରିୟା ସୁଲେ ଏବଂ ବିଜେପିର ପଙ୍କଜା ମୁଣ୍ଡେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଆଧ୍ୟାତ୍ମିକ ନେତା ବନ୍ଦ୍ଯା ତାତ୍ୟା କରାଡକରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଶୁକ୍ରବାର ଦିନ ପୋଲିସ […]
ନୂଆଦିଲ୍ଲୀ: ହାଇଦ୍ରାବାଦରୁ ଲୋକସଭା ସାଂସଦ ଅସଦୁଦ୍ଦିନ ଓୱାଇସିଙ୍କ ଉପରେ ଆକ୍ରମଣ ପରେ କେନ୍ଦ୍ର ସରକାର ତାଙ୍କ ସୁରକ୍ଷାକୁ ବୃଦ୍ଧି କରିଛି। ସୂତ୍ର ଅନୁଯାୟୀ ସାଂସଦ ଅସଦୁଦ୍ଦିନ ଓୱାଇସିଙ୍କ ସୁରକ୍ଷା ସମୀକ୍ଷା ଭାରତ ସରକାର କରିଛନ୍ତି ଏବଂ ତାଙ୍କୁ ତୁରନ୍ତ ସିଆରପିଏଫ ର […]
ଭୁବନେଶ୍ବର: ଦୁଇ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଘଟଣାରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ ଆଜି ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ଆଗୁଆ ଜାମିନ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ୨ […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ପ୍ରାକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାପାଇଁ କିଛି ବ୍ୟକ୍ତି ଜଣେ ପରିବାରକୁ ଧମକାଇବା ଏବଂ ଏଥିରେ ରାଜି ନହେବାରୁ ପରବର୍ତ୍ତୀ ସମୟରେ ପରିବାର […]
ୱାଶିଂଟନ୍: ଆମେରିକାର ସଶସ୍ତ୍ର ବାହିନୀ ଦ୍ୱାରା କରାଯାଇଥିବା ଅପରେସନରେ ଆଇଏସ୍ଆଇଏସ୍ ମୁଖ୍ୟ ଆବୁ ଇବ୍ରାହିମ ଅଲ-ହାସିମି ଅଲ-କୁରେଶି ନିହତ ହୋଇଛି। ଆମେରିକାର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଆତଙ୍କବାଦୀ ଅଲ କୁରେଶି ନିଜ ପରିବାର ସହିତ ନିଜକୁ ବିସ୍ଫୋରଣ କରିଛି। ମିଶନ […]
ଲକ୍ଷ୍ନୌ: ଅଲ ଇଣ୍ଡିଆ ମଜଲିସ୍-ଇ-ଇତ୍ତେହାଦୁଲ ମୁସଲିମନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଦାବି କରିଛନ୍ତି ଯେ, ମେରଠରୁ ଫେରୁଥିବା ସମୟରେ ତାଙ୍କ ଗାଡି ଉପରକୁ ଗୁଳି ଚଳାଯାଇଛି। ଗାଡିରେ ଲାଗିଥିବା ଗୁଳି ଚିହ୍ନକୁ ସାର୍ବଜନୀନ କରି ସେ କହିଛନ୍ତି ଯେ, କିଛି […]
ଲକ୍ଷ୍ନୌ: ପ୍ରୟାଗରାଜରେ ଯୋଗୀ ସରକାରର ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରାଯାଇଛି। ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଥିବାବେଳେ ଏକ ବ୍ଲେଡ୍ ସହିତ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଥିଲା। ଅଭିଯୁକ୍ତ ଯୁବକଙ୍କୁ ସୁରକ୍ଷା କର୍ମୀ ଧରି ପୋଲିସକୁ […]
କନ୍ଦର୍ପ ବେହେରା ରେଢାଖୋଲ: ଗତ ୨୬ ତାରିଖରେ ରେଢାଖୋଲ ଥାନା କଦଳିଗଡ ଶିବ ମନ୍ଦିର ପ୍ରାଙ୍ଗଣରୁ ନବଦମ୍ପତିଙ୍କ ଠାରୁ ସୁନା ଚେନ୍ ଲୁଟ ମାମଲାରେ ସୁନା ଚେନ୍ ସହ ମାରଣାସ୍ତ୍ର, ବାଇକ୍ ଆଦି ଜବତ କରିବା ସହ ୨ ଲୁଟେରାକୁ ରେଢାଖୋଲ […]
ଶ୍ରୀନଗର: ଜମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାର ନଦୀଗାମ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ଆରମ୍ଭ ହୋଇଛି। ଜମ୍ମୁ କାଶ୍ମୀର ପୋଲିସର ସୂତ୍ର ଅନୁଯାୟୀ ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଆତଙ୍କବାଦୀଙ୍କ […]
ବାରାଣାସୀ: ଉତ୍ତରପ୍ରଦେଶର ବାରାଣାସୀରେ ନକଲି କୋଭିଡ ଟିକା ବହୁ ପରିମାଣରେ ଜବତ ହୋଇଛି। ସ୍ପେଶାଲ ଟାସ୍କ ଫୋର୍ସର ଏକ ପ୍ରମୁଖ କାର୍ଯ୍ୟରେ ନକଲି କୋଭିସିଲ୍ଡ ଏବଂ ଜାଇକୋଭିଡ ସହିତ ନକଲି କୋଭିଡ ଟେଷ୍ଟିଂ କିଟ୍ ଏଠାରୁ ଜବତ କରାଯାଇଛି। ଲଙ୍କା ପୋଲିସ ଷ୍ଟେସନ […]
ଚାନ୍ଦପୁର: ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଚଳିତ ଥର କରୋନା ମହାମାରୀ ଲାଗି ନିର୍ବାଚନ କମିଶନର ପଞ୍ଚାୟତ ନିର୍ବାଚନ ପାଇଁ ଏକାଧିକ କଟକଣା ଲଗାଇଥିଲେ ସୁଦ୍ଧା ଅସାମାଜିକ ବ୍ୟକ୍ତିମାନେ ସଦା ସର୍ବଦା ନିର୍ବାଚନ ସମୟରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଅନେଇ […]