ଚଣ୍ଡିଗଡ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଆଜି ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପରମଜିତ ସିଂଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରିଥିବା ଅଭିଯୋଗରେ ଗିରଫ କରିଛି। ପଞ୍ଜାବ ରୋଡୱେର ନିର୍ଦ୍ଦେଶକ ଭାବରେ ପଦୋନ୍ନତି କରିବା ଲାଗି ଜଣେ […]
ସୀତାରାମ ଅଗ୍ରୱାଲ ବାଣପୁର: ଫ୍ୟୁଜ କଲ ଅଫିସ ସାମ୍ନାରୁ ଦୁର୍ବୁତ୍ତମାନେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଲୁଟିନେଇଛନ୍ତି। ଏନେଇ ଥାନାରେ ମାମଲା ରୁଜୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଖବର ମୁତାବକ ଗମ୍ଭାରୀମୁଣ୍ଡା […]
କଣ୍ଟାମାଳ: ବୌଦ୍ଧ ଜିଲ୍ଲାର କଣ୍ଟାମାଳ ପୋଲିସ ଗତକାଲି ବିପୁଳ ପରିମାଣର ଗଂଜେଇ ଜବତ କରିଛି। ଏକ ଡଷ୍ଟର ଏସୟୁଭି ଗାଡିରେ ଏହି ଗଂଜେଇ ଚାଳଣ ବେଳେ ଧରାପଡିଛି।ପୋଲି୍ସ ଏହି ଗଂଜେଇକୁ ଜବତ କରି ଓଜନ କରିବା ପରେ ଏହା 54 କେଜି […]
ଶ୍ରୀନଗର: ଜମ୍ମୁ କାଶ୍ମୀରର ସୀମାରେ ଆତଙ୍କବାଦ ଉପରେ ସୁରକ୍ଷା ବାହିନୀ କଡା କାର୍ଯ୍ୟାନୁଷ୍ଠାନ ନେଇଛି। ଗତ ୧୨ ଘଣ୍ଟା ମଧ୍ୟରେ ଦୁଇଟି ଏନକାଉଣ୍ଟରରେ ପାକିସ୍ତାନ ପ୍ରାୟୋଜିତ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବା ଏବଂ ଜୈଶ-ଇ-ମହମ୍ମଦର ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଥିବା […]
ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ନାତୁଣୀ (ବଡ ଝିଅର ଝିଅ)ଙ୍କ ମୃତଦେହ ବେଙ୍ଗାଲୁରୁ ଘରେ ମିଳିଛି। ପୋଲିସର ସୂଚନାନୁସାରେ ୩୦ ବର୍ଷିୟ ସୌନ୍ଦର୍ଯ୍ଯାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ପୋଲିସ “ଅପମୃତ୍ୟୁ” ମାମଲା ରୁଜୁ କରିଛି। ପୋଲିସ ସନ୍ଦେହ […]
ଭୋପାଳ: ୱେବ୍ ସିରିଜ୍ ଶୋଷ୍ଟପର୍ ସୁଟିଂ ପାଇଁ ଭୋପାଳରେ ପହଞ୍ଚିଥିବା ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିବାରୁ ଶ୍ୟାମଲା ହିଲ୍ସ ପୋଲିସ୍ ଷ୍ଟେସନରେ ଏକ ଏଫ୍ଆଇଆର୍ ପଞ୍ଜିକରଣ କରାଯାଇଛି। ଆଜି ପୋଲିସ ତାଙ୍କ ସନ୍ଧାନରେ ସମ୍ଭାବ୍ୟ ସ୍ଥାନରେ ପହଞ୍ଚିବ, […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଆମ୍ବୁଲାନସ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଚଣ୍ଡେଶ୍ୱର ଗ୍ରାମ ଇନ୍ଦିରା କଲୋନୀର କୁବେର ନାୟକ (୫୦) […]
ଖୋର୍ଦ୍ଧା: ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ନିଜ କମ୍ପାନୀର ୫୦ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଖୋର୍ଦ୍ଧା ଟାଉନ ଥାନା ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲା ବୋନ୍ଥ […]
ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକାରେ ବିଗତ କିଛି ଦିନ ହେବ ପକ୍ଷୀ ଶିକାର ବନ୍ଦ ରହିଥିବା ବେଳେ ଆଜି ପୁଣି ଉକ୍ତ ଅଞ୍ଚଳରେ ପକ୍ଷୀ ଶିକାର ଘଟଣା ସାମ୍ନାକୁ ଆସିଛି। ଆଜି ପକ୍ଷୀ ଶୀକାର କରିବା ବେଳେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ […]
ରାଞ୍ଚି: ଝାଡଖଣ୍ଡର ଗିରିଡିହରେ ନକ୍ସଲମାନେ ନୂଆଦିଲ୍ଲୀ-ହାୱଡା ରେଳ ଡିଭିଜନ (ଗୟା-ଧନବାଦ୍ ଦେଇ) ରେ ବିସ୍ଫୋରଣ କରିଛନ୍ତି। ସରିଆ ପୋଲିସ ଷ୍ଟେସନ ଅନ୍ତର୍ଗତ ଚିଚାକି ଏବଂ ଚୌଧୁରୀବାନ୍ଧ ରେଳ ଷ୍ଟେସନ ମଧ୍ୟରେ ଏହି ବିସ୍ଫୋରଣ ଘଟିଛି। ଉଭୟ ଅପ୍ ଏବଂ ଡାଉନ୍ ଟ୍ରାକରେ […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପୁଲିସ ହାବୁଡ଼ରେ ଆଜି ଗଞ୍ଜେଇମାଫିଆ ମାନେ ଧରାପଡିଛନ୍ତି। ଆଜି ପାହାନ୍ତିଆରେ ଜୁନାଗଡ଼ ପୁଲିସ କୌଣସି ଖବର ପାଇ ଏକ ଯାତ୍ରୀ ବିହୀନ ବସକୁ ଅଟକାଇ ଥିଲେ। ବସକୁ ଥାନାକୁ ଆଣି ଯାଞ୍ଚ […]
ଖୋର୍ଦ୍ଧା: ଓଡିଶା ଅବକାରୀ କମିଶନର ଆଇପିଏସ ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି କଟକସ୍ଥିତ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍, ଖୋର୍ଦ୍ଧା ଜିଲ୍ଲାରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ […]
ନୂଆଦିଲ୍ଲୀ: 2019 ମାମଲାରେ ଜେଏନୟୁ ଛାତ୍ର ତଥା କାର୍ଯ୍ୟକର୍ତ୍ତା ଶର୍ଜିଲ ଇମାମଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ସୋମବାର ଦିନ ଦିଲ୍ଲୀର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶରେ ସେ ଉତ୍ତରପ୍ରଦେଶର ଆଲିଗଡ ମୁସଲିମ ୟୁନିଭରସିଟି ଏବଂ ଦିଲ୍ଲୀର […]
ନୂଆଦିଲ୍ଲୀ: ସାମୁଦ୍ରିକ ସୀମାରେ ୱାଘା ସୀମା ଦେଇ ପାକିସ୍ତାନକୁ ପ୍ରବେଶ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ୨୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନ ହସ୍ତାନ୍ତର କରିବ। ପାକିସ୍ତାନର ଜଣେ ବରିଷ୍ଠ ଜେଲ ଅଧିକାରୀ ଏହି ସୂଚନା ଦେଇଛନ୍ତି। କରାଚିର ଲାଣ୍ଡି ଜେଲରେ […]
ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରା ସମୟରେ ଏବଂ ରେଳ ପରିସରରେ ଅପରାଧୀଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ଚଳାଇ ପୂର୍ବ ତଟ ରେଳପଥ (ଇକୋର) ର ରେଳ ସୁରକ୍ଷା ବଳ (ଆରପିଏଫ୍) ୨୦୨୧ ମସିହା ଜାନୁୟାରୀ ମାସଠାରୁ ଡିସେମ୍ବର ମାସ ମଧ୍ୟରେ ଉଲ୍ଲେଖନୀୟ ସଫଳତା […]
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ବାଲୁଗାଁ ଅବକାରୀ ବିଭାଗ ବାଣପୁର ଥାନା ଅଧିନସ୍ଥ ମହତପଲା ଏବଂ ଜଗନ୍ନାଥପୁର ଗ୍ରାମରେ ଚଢ଼ାଉ କରି ଦୁଇ ଜଣ ମହିଳା ସମେତ ତିନି ଜଣ ଦେଶୀ ମଦ ବେପାରୀକୁ ଗିରଫ କରିଛି। ମହତପଲା ଗ୍ରାମରୁ ଦୁଇ […]
ନୂଆଦିଲ୍ଲୀ: ମୋଦୀ ସରକାର ଆଉ ୩୫ ଟି ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିକ୍ରମ ସାହା କହିଛନ୍ତି ଯେ, ଗୁପ୍ତଚର ଇନପୁଟ ଆଧାରରେ ୩୫ ଟି ୟୁଟ୍ୟୁବ୍ ଚ୍ୟାନେଲ, ଦୁଇଟି ଟ୍ୱିଟର, ଇନଷ୍ଟାଗ୍ରାମ […]
ଚେନ୍ନାଇ: ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ସମ୍ପର୍କରେ ବିବାଦୀୟ ଟୁଇଟ୍ ପ୍ରସଙ୍ଗରେ ଚେନ୍ନାଇ ପୋଲିସ ଅଭିନେତା ସିଦ୍ଧାର୍ଥଙ୍କୁ ସମାନ କରିଛି। ଚେନ୍ନାଇ ପୋଲିସ କମିଶନର ଶଙ୍କର ଜୀୱଲ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ […]
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଜଙ୍ଗଲ ମଧ୍ୟରୁ ଚଢ଼ାଉ କରି ଜବତ କରିଛି ଲକ୍ଷାଧିକ ଟଙ୍କାର ଆସ୍କା-୪୦ ମଦ। ଖବର ମୁତାବକ ଆଜି ରାତିରେ ନୟାଗଡ଼ ଅଞ୍ଚଳରୁ ବାଲୁଗାଁ ଅଭିମୁଖେ ଆସ୍କା-୪୦ ମଦ […]
କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଂଚଳରେ ଅବାଧରେ ଜନ୍ତୁ ଶିକାର ଚାଲିଥିବା ବେଳେ ବନବିଭାଗ ଶିକାରୀମାନଙ୍କୁ ଧରିବାରେ ସଫଳ ହୋଇଥିବା ଖବର ହସ୍ତଗତ ହୋଇଛି। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଗତକାଲି ସକାଳ ୬ ଟା ସମୟରେ […]
କନ୍ଦର୍ପ ବେହେରା ରେଢାଖୋଲ: ଗତ ୧୯ ଜାନୁଆରୀ ବୁଧବାର ଦିନ ସଂଧ୍ୟାରେ ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ସମ୍ମୁଖରେ ଜଣେ ମହିଳାକୁ କାକା ପୁଅ ଭାଇ ହତ୍ୟା କରି ଫେରାର୍ ହୋଇଥିବା ଘଟଣାକୁ ନେଇ ଆଜି ଲୋଇସିଂହ ଗ୍ରାମବାସୀ କିସିଣ୍ଡା ଥାନା […]