ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଏକ ଦୁଖଃଦନୀୟ ଘଟଣା ଘଟିଯାଇଛି। ଗୋଟିଏ ଦିନରେ ଦୁଇ ଗୋଟି ଅପମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏ ନେଇ ବାଲୁଗାଁ ପୋଲିସ ସୂଚନା ଦେଇଛି। ସୂଚନା ମୁତାବକ ବାଲୁଗାଁ ଏନଏସି ଶାନ୍ତି […]
ଲକ୍ଷ୍ନୌ: ଲକ୍ଷ୍ମୀପୁର ହିଂସା ମାମଲାରେ ଏସଆଇଟି ଚାର୍ଜସିଟ ଦାଖଲ କରିଛି। ଏହି ୫୦୦୦ ପୃଷ୍ଠାର ଚାର୍ଜସିଟରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଛି। ଏସଆଇଟି ଏହି ଚାର୍ଜସିଟ୍ ସିଜେଏମ୍ କୋର୍ଟରେ ଦାଖଲ କରିଛି। ଆଶିଷ ମିଶ୍ରଙ୍କ ସମେତ […]
ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଲୱେ ଷ୍ଟେସନ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ହେଲେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ନିରାକାରପୁର […]
ଭୁବନେଶ୍ବର: ଦିନକୁ ଦିନ ସାଇବର ଠକଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଫଳରେ ଲୋକେ ବ୍ୟାଙ୍କରେ ଟଙ୍କା ରଖିବାକୁ ବର୍ତ୍ତମାନ ଭୟ କଲେଣି। କାରଣ ଏହି ସାଇବର ଠକମାନେ ଦିନକୁ ଦିନ ନୂଆ ନୂଆ ତରିକାରେ ଠକିବାରେ ଲାଗିଛନ୍ତି। ଫଳରେ ନା ଗ୍ରାହକ […]
ଭୁବନେଶ୍ବର: ଯାଜପୁର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ସନ୍ଥ ମାଧବପୁର ଗ୍ରାମର ଏକ ଭଡା ଘରୁ ପୋଲିସ ଚଢ଼ାଉ କରି ୧୩ଲକ୍ଷ ୧୭ହଜାର ୫୦୦ଶହ ଟଙ୍କାର ଜାଲ ନୋଟ ଜବତ କରିଛି। ଏତେ ପରିମାଣର ଜାଲ ନୋଟ ଜବତ ହେବା ନେଇ […]
ସୀତାରାମ ଅଗ୍ରୱାଲ ବାଣପୁର: ନୂଆବର୍ଷରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଏକ ଅଘଟଣ ଘଟିଯାଇଛି। ଶୀତ ରାତିରେ ଏକ ଧାନ ଖଳାରେ ଦୁର୍ବୁତ୍ତମାନେ ନିଆଁ ଲଗେଇଦେବା ଦ୍ୱାରା ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ବାଣପୁର […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଲୁଟେରାମାନଙ୍କ ପାଦୁର୍ଭାବ ବଢିଚାଲିଛି। ଜାତୀୟ ରାଜପଥରୁ ୩ ଟି ଗାଡିରୁ ଲୁଟେରାମାନେ ଟଙ୍କା ପଇସା ଲୁଟିନେଇଛନ୍ତି। ଲୁଟ ପରେ ମଧ୍ୟ ଡ୍ରାଇଭରକୁ ଅପହରଣ କରିନେଇଛନ୍ତି। ଅଧିକ ଟଙ୍କା ଲୋଭରେ ଟ୍ରକ୍ ଚାଳକଙ୍କୁ […]
ନୂଆଦିଲ୍ଲୀ: ଛତିଶଗଡରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅପମାନଜନକ ଶବ୍ଦ କହିଥିବା କାଲିଚରନ୍ ମହାରାଜଙ୍କୁ ରାୟପୁର ପୋଲିସ ଗିରଫ କରିଛି। କାଲିଚରନ୍ କୁ ଧରିବା ପାଇଁ ରାୟପୁର ପୋଲିସର ତିନୋଟି ଟିମ୍ ପଠାଯାଇଥିଲା। ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀକୁ ଦଳ ପଠାଯାଇଥିଲା। […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଗତକାଲି ଏସଟିଏଫ ଚଢ଼ାଉ କରି ବେଆଇନ ଚିତ୍ତାବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ପଦ୍ମପୁର ଗ୍ରାମର ରତ୍ନାକର ସାହୁ। […]
ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଦୁଇଟି ପୃଥକ ମୁକାବିଲାରେ ଜଣେ ପୋଲିସ୍ ଆହତ ହୋଇଥିବାବେଳେ ଦୁଇ ଜଣ ପାକିସ୍ତାନୀ ନାଗରିକଙ୍କ ସମେତ ୬ ଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ସେନା, ସିଆରପିଏଫ ଏବଂ କାଶ୍ମୀର […]
ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ବଡ଼ପଦର ଗ୍ରାମରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ବଡ଼ପଦର ଗ୍ରାମର କୈବଲ୍ୟ ପଲାଇ (୫୮) ତାଙ୍କର ନୂତନ ଘରେ ଶୋଇଥିବା ସମୟରେ ଦୁର୍ବୁତ୍ତ […]
ଖୋର୍ଦ୍ଧା: ଜଟଣୀରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ମହିଳା ଅଭିଯୁକ୍ତଙ୍କୁ ଖୋର୍ଦ୍ଧା ଅବକାରୀ ବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଜଟଣୀ ଥାନା ଅଞ୍ଚଳର ସୁହାନା ବିବି (୫୨)। ଜଟଣୀ […]
ରାୟପୁର: ଛତିଶଗଡରେ ଧର୍ମ ସଂସଦକୁ ନେଇ ବିବାଦ ଜାରି ରହିଛି। ନିଜକୁ ସାଧୁ ବୋଲି କହୁଥିବା କାଳିଚରଣଙ୍କ ବିରୋଧରେ ଏଫଆଇଆର ପରେ ଏବେ କାଳିଚରଣ ଏକ ଭିଡିଓ ରିଲିଜ୍ କରିଛନ୍ତି। ଭିଡିଓରେ କାଳିଚରଣ କହିଛନ୍ତି ଯେ, ଗାନ୍ଧୀଙ୍କୁ ଦୁର୍ବ୍ୟବହାର କରିଥିବାରୁ ତାଙ୍କର […]
ନୂଆଦିଲ୍ଲୀ: ତେଲେଙ୍ଗାନା ଏବଂ ଛତିଶଗଡ ସୀମାରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଯେଉଁଥିରେ ୬ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ତେଲେଙ୍ଗାନାର ଗ୍ରେହାଉଣ୍ଡ ସୈନିକମାନେ ଅପରେସନ୍ ପାଇଁ ବାହାରକୁ ଯାଇଥିଲେ। ଏହା ପରେ ନକ୍ସଲମାନଙ୍କ ସହିତ ସେମାନଙ୍କର […]
ବେଗୁନିଆ: ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଚଟୁଆ ଏବଂ ଅସରଳା ଜଙ୍ଗଲ ଅଞ୍ଚଳରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଛି। ଜିଲ୍ଲା ଅବକାରି ଉପଅଧିକ୍ଷିକା ସୁମିତ୍ରା ଓରାମଙ୍କ ନେତୃତ୍ୱରେ […]
କାନପୁର: ଜିଏସଟି ଇଣ୍ଟେଲିଜେନ୍ସ ଏବଂ ଆୟକର ବିଭାଗର କାନପୁର-କନ୍ନୌଜର ଅତର ବ୍ୟବସାୟୀ ପୀୟୁଷ ଜୈନଙ୍କ ଘରେ ଚଢାଉ ଜାରି ରହିଛି। ଏପର୍ଯ୍ୟନ୍ତ ପୀୟୁଷ ଜୈନଙ୍କ ଘରୁ ୧୭୭ କୋଟି ନଗଦ ଟଙ୍କା ଏବଂ ବିପୁଳ ପରିମାଣର ସୁନା, ରୂପା ମୁଦ୍ରା ଏବଂ […]
ଶ୍ରୀନଗର: ଜମ୍ମୁ କାଶ୍ମୀରର ଅନନ୍ତନାଗର ଶ୍ରୀଗୁଫୱାଡା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ମୁକାବିଲାରେ ଜାମ୍ମୁ କାଶ୍ମୀରର ଇସଲାମିକ୍ ଷ୍ଟେଟ୍ (ISJK) ର ଜଣେ ଆତଙ୍କବାଦୀ ନିହତ ହୋଇଛି। ମୃତ୍ୟୁବରଣ କରିଥିବା ଆତଙ୍କବାଦୀ ବେଜବେହାରା ପୋଲିସର ଏଏସଆଇ ମହମ୍ମଦ […]
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ଦାମିଆବରବରା ପଞ୍ଚାୟତର କୋଷରଡ଼ା ଜଙ୍ଗଲରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଛି। ଗ୍ରାମର ଏକାଧିକ ସ୍ଥାନରେ ଆଜି ସକାଳ […]
ନୂଆଦିଲ୍ଲୀ: ଗତ ୮ ଦିନ ମଧ୍ୟରେ ଦିଲ୍ଲୀର ତିହାର ଜେଲରେ ୫ ଜଣ କଏଦୀଙ୍କ ମୃତ୍ୟୁ ହୋଇଛି। ଜେଲରେ କ୍ରମାଗତ ମୃତ୍ୟୁ ଖବର ଏକ ଭୟର ବାତାବରଣ ସୃଷ୍ଟି କରିଛି। ଯଦିଓ ଦିଲ୍ଲୀ ପୋଲିସ କହିଛି ଯେ, ମୃତ୍ୟୁବରଣ କରିଥିବା ସମସ୍ତ […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଚିଲିକାର ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜରେ ବ୍ୟାପକ ବିଦେଶୀ ପକ୍ଷୀ ଶୀକାର ହେଉଥିବା ଅଭିଯୋଗ ହେଉଛି। ଶୀକାରୀମାନେ ଚିଲିକାରେ ଅବାଧ ଶିକାର କରୁଥିବା ଦେଖାଯାଉଛି। ବନ୍ୟପ୍ରାଣୀ ବିଭାଗ ପାଟ୍ରୋଲିଂ କରୁଥିଲେ ସୁଦ୍ଧା ପକ୍ଷୀ ଶିକାର କମିବାର ନାଁ ନେଉନାହିଁ। […]
ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଡିଆ, କୋଲସାହି ଓ ରାଉଳ ହଜ ନିକଟରେ ଥିବା ମନ୍ଦିରରୁ ଚୋରୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ସବୁ ମନ୍ଦିରରୁ ତାଲା ଭାଙ୍ଗି ଠାକୁରଙ୍କ ଟଙ୍କା ଓ ବିଭିନ୍ନ ସୁନା ରୂପା […]