ନୂଆଦିଲ୍ଲୀ: ବିଜେପି ନେତାଙ୍କ ସମ୍ପର୍କୀୟ ତଥା ସରକାରୀ କର୍ମଚାରୀଙ୍କ ଦ୍ୱାରା ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ନିକଟରେ ଜମି ଦଖଲ କରିଥିବାର ଅଭିଯୋଗ ହୋଇଛି। ଏହି ଖବର ପାଇବା ପରେ ଉତ୍ତରପ୍ରଦେଶ ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଭିନ୍ନ କ୍ଷମ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୀର୍ଘ ୫ ଦିନ ହେଲା ଫେରାର ଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ମୋବାଇଲ ପ୍ରଲୋଭନ ଦେଖାଇ ନାବାଳିକାକୁ ଅଭିଯୁକ୍ତ ଜଣଙ୍କ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ଜଣେ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି। କମାଗୁରୁ ଗ୍ରାମରେ ଗଞ୍ଜେଇ କାରବାର ହେଉଥିବାର ପୂର୍ବରୁ ଟାଙ୍ଗୀ ଅବକାରୀ ବିଭାଗ ଖବର ପାଇଥିଲା। ଏହି […]
ନୂଆଦିଲ୍ଲୀ: ଆଜି ଗୁଜୁରାଟରେ ଏଟିଏସ୍ ଏବଂ କୋଷ୍ଟଗାର୍ଡର ମିଳିତ ମିଳିତ ଅପରେସନ୍ ରେ ୭୭ କିଲୋଗ୍ରାମ ହେରୋଇନ ଜବତ କରାଯାଇଛି। ଏହି ମାମଲାରେ ୬ ଜଣ କ୍ରୁ ସଦସ୍ୟଙ୍କୁ ଗିରଫ କରାଯାଇଛି। କ୍ରୁ ସଦସ୍ୟମାନେ ପାକିସ୍ତାନୀ ଡଙ୍ଗା ଅଲ ହୁସେନିରେ ଥିଲେ […]
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିବା ସହ ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଧଳା ଜହର ଜବତ କରିଛି ଅବକାରୀ ବିଭାଗ। ସୂଚନା ମୁତାବକ ଖୋର୍ଦ୍ଧା ରେଞ୍ଜ ଅବକାରୀ ଅଧିକାରୀ […]
ନୂଆଦିଲ୍ଲୀ: ଗତ ୧୨ ଘଣ୍ଟା ମଧ୍ୟରେ କେରଳରେ ଦୁଇଜଣ ବଡ ନେତାଙ୍କୁ ହତ୍ୟା କରାଯାଇଛି। ଏହା ପରେ ଆଲପୁଡାରେ ଧାରା ୧୪୪ ଲାଗୁ କରାଯାଇଛି। ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ରଣଜିତ୍ ଶ୍ରୀନିବାସନଙ୍କୁ ତାଙ୍କ ଘରେ ପ୍ରବେଶ କରି ହତ୍ୟା […]
ଶ୍ରୀନଗର: ଆଜି ହରୱାନ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ହୋଇଥିବା ମୁକାବିଲାରେ ଜଣେ ଅଜ୍ଞାତ ଆତଙ୍କବାଦୀକୁ ସୁରକ୍ଷା ବାହିନୀ ନିହତ କରିଛି। କାଶ୍ମୀର ଜୋନ୍ ପୋଲିସ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ଜାମ୍ମୁ କାଶ୍ମୀରର […]
ବର୍ଦ୍ଦମାନ: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ଗତ ଦୁଇ ଦିନ ମଧ୍ୟରେ ତିନିଜଣ ଚାଷୀଙ୍କ ମୃତଦେହ ମିଳିଛି। ପୋଲିସ ଆଜି ଏହି ସୂଚନା ଦେଇଛି। ମୃତ କୃଷକଙ୍କ ପରିବାର ଦାବି କରିଛନ୍ତି ଯେ, ଘୂର୍ଣ୍ଣିବଳୟ ଜୱାଦରେ ଲଗାଣ ବର୍ଷା ହେତୁ ଆଳୁ […]
ଚାନ୍ଦପୁର: ବୁଲେଟ ମଟରସାଇକେଲ ଚୋରି କରି ନେଉଥିବାବେଳେ ଜାତୀୟ ରାଜପଥରେ ଚୋରକୁ ମାଡିବସିଲା ପୋଲିସ। ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ସୂଚନା ମୁତାବକ ଚାନ୍ଦପୁର ଥାନା ଚମ୍ପାଗଡ଼ ଗ୍ରାମର କେଦାର ପରିଡ଼ା ଗତକାଲି ରାତିରେ ଶୋଇଥିବାବେଳେ […]
ୱାଶିଂଟନ୍: ଭାରତକୁ ଟାର୍ଗେଟ କରୁଥିବା ଆତଙ୍କବାଦୀ ଗୋଷ୍ଠୀ ପାକିସ୍ତାନୀ ମାଟିରୁ ନିଜର କାର୍ଯ୍ୟକଳାପ ଜାରି ରଖିଛନ୍ତି। ଜୈଶ-ଇ-ମହମ୍ମଦ ପ୍ରତିଷ୍ଠାତା ତଥା ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀ ମାସୁଦ ଅଜହର ଏବଂ ୨୦୦୮ ମୁମ୍ବାଇ ଆକ୍ରମଣ “ପ୍ରୋଜେକ୍ଟ ମ୍ୟାନେଜର” ସାଜିଦ ମୀରଙ୍କ ସମେତ […]
ନୂଆଦିଲ୍ଲୀ: ଫେବୃଆରୀ ୨୦୨୦ ଦଙ୍ଗା ଘଟଣାରେ ଦିଲ୍ଲୀର ଏକ ସ୍ଥାନୀୟ କୋର୍ଟ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଅଦାଲତ ଏକ କଡା ମନ୍ତବ୍ୟ ଦେଇ କହିଛନ୍ତି ଯେ, ସେଠାରେ କିପରି ପରିସ୍ଥିତି ସୃଷ୍ଟି ହୋଇଥିଲା, ସେମାନେ ହିନ୍ଦୁ ସମ୍ପ୍ରଦାୟର […]
ସୀତାରାମ ଅଗ୍ରୱାଲ ଚିଲିକା: ବିଗତ ପନ୍ଦର ଦିନ ମଧ୍ୟରେ ବିଶ୍ଵପ୍ରସିଦ୍ଧ ଚିଲିକା ହ୍ରଦରୁ ପକ୍ଷୀ ଶିକାର କରି ଏକାଧିକ ଶିକାରୀ ଗିରଫ ହୋଇଛନ୍ତି। ତଥାପି କମୁନି ପକ୍ଷୀଶିକାର। ଆଜି ପୁଣି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ତ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ ଏକାଧିକ ଚୋରି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ କୁହୁଡି ଛକ କଷାକେନ୍ଦୁ ନିକଟରେ ବାଇକ୍ ଚୋରୀ ଅଭିଯୋଗ ହେବାପରେ ପୋଲିସ ତଦନ୍ତ […]
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବେଗୁନିଆ ଏବଂ ଟାଉନ ଥାନା ଅଧିନସ୍ଥ ଚୁଡ଼ା, ତଳଟୁଙ୍ଗା, ରାମଚନ୍ଦ୍ରପୁର ଏବଂ ଗୁରୁଜଙ୍ଗ ଗ୍ରାମରେ ଚଢ଼ାଉ କରାଯାଇଥିଲା। ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ନେତୃତ୍ୱରେ ଉକ୍ତ ଚଢ଼ାଉ କରାଯାଇଥିଲା। […]
ସୀତାରାମ ଅଗ୍ରୱାଲ ଚିଲିକା: ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଚିଲିକାରୁ ବେଆଇନ ଘେରି, ଜିରୋ ନେଟ, ପୋଖରୀ ଆଦି ଉଚ୍ଛେଦ କାର୍ଯ୍ୟ ପର୍ଯ୍ୟାୟକ୍ରମେ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ଅନ୍ତର୍ଗତ ରଘୁନାଥପୁର ମୌଜା ଅଞ୍ଚଳରୁ […]
ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକାରେ ବିଗତ ୧୫ ଦିନ ମଧ୍ୟରେ ଏକାଧିକ ପକ୍ଷୀ ଶିକାରୀ ଗିରଫ ହେଲେ ସୁଦ୍ଧା କମୁନି ପକ୍ଷୀ ଶିକାର। ବର୍ତ୍ତମାନ ଶୀତ ଋତୁ ଉପଲକ୍ଷେ ଲକ୍ଷାଧିକ ବିଦେଶୀ ପକ୍ଷୀଙ୍କ ଚିଲିକାକୁ ଆଗମନ ହେଉଥିବାର ଦେଖିବାକୁ ମିଳିଛି। ବିଦେଶୀ […]
ରାୟପୁର: ଛତିଶଗଡର ସୁକମା ଜିଲ୍ଲାର ଏରାବୋର ଅଞ୍ଚଳରେ ନକ୍ସଲମାନେ ଜଣେ ଗ୍ରାମୀଣଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ନାମ ଦାରେ ନବୀନ ବୋଲି ଜଣାପଡିଛି। କୋଣ୍ଟା ଏରିଆ କମିଟିର ନକ୍ସଲମାନେ ଆଜି ସକାଳେ ଏହି ଘଟଣା କରିଛନ୍ତି। ଦାରେଙ୍କୁ ହତ୍ୟା କରିବା ପରେ […]
ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରୀ ମାମଲାରେ ଚାଷୀଙ୍କ ଉପରେ ଆକ୍ରମଣ କରିବା ପାଇଁ ଏକ ଷଡଯନ୍ତ୍ରର ହୋଇଥିଲା। ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଏହା କହିଛନ୍ତି। ସୂଚନାଯୋଗ୍ୟ ଯେ, ଏହି ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ମୁଖ୍ୟ […]
ଶ୍ରୀନଗର: ଜମ୍ମୁ କାଶ୍ମୀରର ଶ୍ରୀନଗରରେ ସୋମବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା ଅନ୍ୟ ଜଣେ ପୋଲିସ କର୍ମଚାରୀ ଶହୀଦ ହୋଇଛନ୍ତି। ଶହୀଦଙ୍କ ସଂଖ୍ୟା ବର୍ତ୍ତମାନ ୩ କୁ ବୃଦ୍ଧି ପାଇଛି। ଆତଙ୍କବାଦୀମାନେ ଶ୍ରୀନଗରର ଜେୱାନଠାରେ ଜମ୍ମୁ କାଶ୍ମୀର ପୋଲିସ ବସ୍ରେ […]
ନୂଆଦିଲ୍ଲୀ: କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡା. ବିରେନ୍ଦ୍ର କୁମାର ଆଜି ଅତ୍ୟାଚାର ବିରୋଧରେ ଜାତୀୟ ହେଲ୍ପଲାଇନ (ଏନଏଚଏଏ) ର ଶୁଭାରମ୍ଭ କରିଛନ୍ତି। ଏହି ହେଲ୍ପଲାଇନଟି ଶୁଳ୍କମୁକ୍ତ ନମ୍ବର ‘‘14566’’ ରେ ସାରା ଦେଶରେ ସର୍ବଦା ହିନ୍ଦୀ, ଇଂରାଜୀ […]
ନୂଆଦିଲ୍ଲୀ: ବିଜେପି କର୍ମୀଙ୍କ ବିରୋଧରେ ରାଜ୍ୟସଭା ସଦସ୍ୟ ସଞ୍ଜୟ ରାଉତ ଆପତ୍ତିଜନକ ଭାଷା ବ୍ୟବହାର କରୁଥିବା ଏବଂ ଟେଲିଭିଜନ ସାକ୍ଷାତକାରରେ ଧମକ ଦେଇଥିବା ଅଭିଯୋଗ ହୋଇଛି। ଯାହା ପରେ ଦିଲ୍ଲୀରେ ଶିବସେନା ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ, […]