ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର-ବାଲୁଗାଁ ବାଇପାସରେ ପୁଣିଥରେ ଲୁଟେରାମାନେ ମାତିଛନ୍ତି। ଡ୍ରାଇଭରର କାନ କାଟି ଲୁଟିନେଲେ ମୋବଇଲ ଓ ଗାଡ଼ି ଚାବି। ସୂଚନା ମୁତାବକ ଗତକାଲି ରାତି ୧୨ ଘଟିକାରେ କଟକରୁ ଫ୍ଲିପକାର୍ଟ କୋରିଅର ଜିନିଷ ନେଇ ଡ୍ରାଇଭର ପ୍ରଦୀପ ସାହୁ […]
ନୂଆଦିଲ୍ଲୀ: ଭାରତ ବିରୋଧରେ ପାକିସ୍ତାନର ଆଉ ଏକ ଷଡଯନ୍ତ୍ର ରଚିଛି। ଆଫଗାନିସ୍ତାନରେ ତାଲିବାନ ଶାସନର ଆଗମନ ପରେ ଏବେ କାଶ୍ମୀରରେ ଆତଙ୍କବାଦକୁ ଉତ୍ତେଜିତ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି। ଗୁପ୍ତଚର ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନର ଭିଡିଓ ଦେଖାଇ କାଶ୍ମୀରରେ ଲୋକଙ୍କୁ ଉତ୍ତେଜିତ […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା କୁହୁଡି ଫାଣ୍ଡି ଅନ୍ତର୍ଗତ ହାଟବରଡ଼ି ଅଞ୍ଚଳରୁ ପୋଲିସ ବହୁ ପରିମାଣର ଆସ୍କା ୪୦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ ହାଟବରଡ଼ି ଅଞ୍ଚଳରେ ଦେଶୀ […]
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ନ୍ୟାସନାଲ କନଫରେନ୍ସ ନେତା ତ୍ରିଲୋଚନ ସିଂ ୱାଜିରଙ୍କ ମୃତଦେହ ଦିଲ୍ଲୀରୁ ମିଳିଛି। ରାଜଧାନୀର ମୋତି ନଗର ଅଞ୍ଚଳର ବସଇ ଦାରୁପୁରର ଏକ ଫ୍ଲାଟରୁ ତ୍ରିଲୋଚନ ସିଂଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୬୭ ବର୍ଷର ତ୍ରିଲୋଚନ ସିଂ ମଧ୍ୟ […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କଣ୍ଟାବଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମାନସିକ ଚାପ ଯୋଗୁଁ ଜଣେ ବ୍ୟକ୍ତି ବିଷ ପିଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ସୂଚନା ମୁତାବକ ଗତକାଲି କଣ୍ଟାବଣିଆ ଗ୍ରାମ […]
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାଲୁଣି ଗ୍ରାମ ନିକଟରେ ଏକ ଲୁଟ ହୋଇଛି। ସୂଚନା ମୁତାବକ ଆଜି ଅପରାହ୍ନରେ ବେରୁଆଁବାଡ଼ି ଗ୍ରାମର ପ୍ରସନ୍ନ ସ୍ୱାଇଁଙ୍କ ପତ୍ନୀ ପ୍ରଭାସିନୀ ସ୍ୱାଇଁ ଏକ ସ୍କୁଟି ଯୋଗେ […]
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ବନଖଣ୍ଡରେ ଦିନକୁ ଦିନ ବାହାର ରାଜ୍ୟର ଅନୁପ୍ରବେଶ କାରୀମାନଙ୍କର ଆଡ୍ଡା ଜମିବାରେ ଲାଗିଛି। ଘଂଚ ଅରଣ୍ୟ ଭିତରକୁ ଅନାୟାସରେ ପ୍ରବେଶ କରି ସେମାନେ ଜଙ୍ଗଲକୁ କାଟି ବସତି ସ୍ଥାପନ କରୁଛନ୍ତି। ଏ ସଂପର୍କରେ ବନ ବିଭାଗ […]
ଜଙ୍କିଆ: ଜାତୀୟ ରାଜପଥରେ ଫାଇନାନସ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ ଘଟଣାର ଜଙ୍କିଆ ପୋଲିସ୍ ପର୍ଦ୍ଦାଫାସ କରିଛି। ଲୁଟ୍ ଅଭିଯୋଗ ଆଣିଥିବା ଫାଇନାନସ କଂପାନୀର କର୍ମଚାରୀ ରଣଜିତ୍ ବେହେରାଙ୍କୁ ଜଙ୍କିଆ ପୋଲିସ୍ ଗିରଫ କରିଛି। ସୂଚନା ଅନୁଯାୟୀ, ଭାରତ ଫାଇନାନସର […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଜାତୀୟ ରାଜପଥ ୨୬ ଗଞ୍ଜେଇ ଚାଲାଣର ମୂଖ୍ୟ ରାଜପଥ ପାଲଟିଛି। ଗତକାଲି ବୋଇତି କଖାରୁ ବୋଝେଇ ସ୍ୱରାଜ ମଜଡା ମିନି ଟ୍ରକ ଭିତରେ ୫୭୩ କେଜି ଗଞ୍ଜେଇ ଉତ୍ତର ପ୍ରଦେଶ ଚାଲାଣ କରାଯାଉଥିବା […]
ପୁଣେ: ମହାରାଷ୍ଟ୍ରର ପୁଣେରେ ଜଣେ ୧୩ ବର୍ଷର ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ଆଜି ମହାରାଷ୍ଟ୍ର ପୋଲିସ ସୂଚନା ଦେଇଛି। ଅଗଷ୍ଟ ୩୧ ତାରିଖ ରାତିରେ ନାବାଳିକାଜଣଙ୍କ ପୁଣେ ରେଳ ଷ୍ଟେସନରେ ନିଜ […]
କନ୍ଦର୍ପ ବେହେରା ରେଢ଼ାଖୋଲ: ଗତକାଲି ରାତିରେ ରେଢ଼ାଖୋଲ ଥାନା ଲଇଣ୍ଡାମାଳ ଗ୍ରାମରେ ଜନୈକା ବିଧବା ମହିଳାକୁ ହତ୍ୟା କରାଯାଇଥିବା ପୋଲିସ୍ କହିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢ଼ାଖୋଲ ଥାନା ବଡବାହାଳ ପଂଚାୟତ ଲଇଣ୍ଡାମାଳ ମୁଣ୍ଡାପଡ଼ାର ବିଧବା ମହିଳାକୁ ରାତି ୧୦ […]
ରାୟପୁର: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ପିତା ନନ୍ଦ କୁମାର ବଘେଲଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହେବ। ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି ଯେ, କେହି ଆଇନଠାରୁ ଉର୍ଦ୍ଧ୍ଵରେ ନାହାଁନ୍ତି। ଯଦିଓ ସେ ମୋର ୮୬ ବର୍ଷର ପିତା। ଛତିଶଗଡ ସରକାର […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା କୁହୁଡି ଫାଣ୍ଡି ଅନ୍ତର୍ଗତ ସୋରଣ ଗ୍ରାମର ଏକାଧିକ ସ୍ଥାନରେ ଅବକାରୀ ବିଭାଗ ଏବଂ କୁହୁଡି ଫାଣ୍ଡି ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ। ଉକ୍ତ ଚଢ଼ାଉରେ ସମୁଦାୟ ୯୫ ଲିଟର ଆସ୍କା ଫଟି ଜବତ […]
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅର୍ନ୍ତଗତ ବଡ଼ମାଳ ଅଞ୍ଚଳର ୮ ଜଣ ଚାଷୀ ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଛି। ୪ ଲକ୍ଷ ଟଙ୍କାର ଧାନ ନେଇ ବେପାରୀ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ୬ ମାସ […]
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସ ଆଜି ଏକ ବଡ଼ ଡକାୟତ ଯୋଜନା ପଣ୍ଡ କରିଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଟାଉନ ଥାନା ଅନ୍ତର୍ଗତ ତରାତୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଛପଟେ ଥିବା ଏକ ପରିତ୍ୟକ୍ତ ଗୃହ ମଧ୍ୟରେ […]
ଲକ୍ଷ୍ନୌ: ଆହ୍ଲାବାଦ ହାଇକୋର୍ଟ ବୁଧବାର ଦିନ ଏକ ରାୟରେ କହିଛନ୍ତି ଯେ ବୈଜ୍ଞାନିକମାନଙ୍କ ମତରେ ଗାଈ ହେଉଛି ଏକମାତ୍ର ପ୍ରାଣୀ ଯିଏ ଅମ୍ଳଜାନ ଗ୍ରହଣ କରେ ଏବଂ ଅମ୍ଳଜାନ ତ୍ୟାଗ କରେ। ଗାଈର କ୍ଷୀର, ଦହି, ଘିଅ, ପରିସ୍ରା ଏବଂ ଗୋବରରୁ […]
ନୂଆଦିଲ୍ଲୀ: କବି ମୁନୱାର ରାଣାଙ୍କୁ ଆହ୍ଲାବାଦ ହାଇକୋର୍ଟରୁ ସୁରକ୍ଷା ମିଳିନାହିଁ। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ମୁନାୱାରଙ୍କ ଗିରଫଦାରୀକୁ ମନା କରିଦେଇଛନ୍ତି। ମହର୍ଷି ବାଲ୍ମୀକିଙ୍କୁ ତାଲିବାନ ସହିତ ତୁଳନା କରିଥିବା ତାଙ୍କ ଉପରେ ଅଭିଯୋଗ ହୋଇଥିଲା। ହଜରତଗଞ୍ଜ ପୋଲିସ୍ ଷ୍ଟେସନରେ ମୁନୱାର୍ […]
ଭୁବନେଶ୍ବର: ଶେଷରେ ମାନବବାଦ ସଂଗଠନର ଗୁରୁଜୀ ମାନସ ଦାସ ଏବଂ ପୁଅ ମନୋରଞ୍ଜନ ଦାସ ଗିରଫ ହୋଇଛନ୍ତି। ବାପା ପୁଅଙ୍କୁ ଖୋର୍ଦ୍ଧା ପୋଲିସ ଗିରଫ କରିଛି। ଭୁବନେଶ୍ଵରସ୍ଥିତ ବାସଭବନରୁ ମାନସ ଦାସଙ୍କୁ ପୋଲିସ ଗିରଫ କରିଛି। ମାନସଙ୍କ ନାଁରେ ନିର୍ଯାତନା ଓ […]
ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟମାନେ ନିର୍ଦ୍ଧାରିତ ତାରିଖର ଗୋଟିଏ ଦିନ ପୂର୍ବରୁ କାବୁଲ ଛାଡିଦେଇଛନ୍ତି। ଏହି ସମୟରେ ତାଲିବାନ ସଂଗ୍ରାମୀମାନେ ଖୁସିରେ କିଛି ସ୍ଥାନରେ ଗୁଳି ଚଳାଇଥିବାର ନଜର ଆସିଥିଲେ ଏବଂ ସେମାନଙ୍କ ଅତ୍ୟାଚାର ଅନ୍ୟତ୍ର ଦେଖିବାକୁ ମିଳିଥିଲା। ଏକ ନୂତନ […]
ବଡ ସଡକ ଦୁର୍ଘଟଣା: ଗତକାଲି ବିଳମ୍ବିତ ରାତିରେ ଏକ ବଡ ସଡକ ଦୁର୍ଘଟଣା ଘଟିଯାଇଛି। ଏକ ଅଡି କ୍ୟୁ 3 କାର ନିୟନ୍ତ୍ରଣ ହରାଇ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଗଲା। ଫଳରେ କାରରେ ଥିବା ସମସ୍ତ ସାତ ଜଣ ଯାତ୍ରୀଙ୍କର […]
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ବଉଳାବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କୂଅରେ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାଙ୍ଗୀ ଥାନା ନିମୁନା ଗ୍ରାମର ରାଜକିଶୋର ନାୟକଙ୍କ […]