ସୀତାରାମ ଅଗ୍ରୱାଲ ବାଣପୁର: ଜାଲ ସାର୍ଟିଫିକେଟ ଦେଇ ସରକାରୀ ବିଦ୍ୟାଳୟରେ ଚାକିରୀ କରୁଥିବା ବେଳେ ନକଲି ଶିକ୍ଷକ ଧରା ପଡିଛନ୍ତି। ଫଳରେ ନକଲି ଶିକ୍ଷକଙ୍କ ନାମରେ ଥାନାରେ ଫୌଜଦାରୀ ମାମଲା ରୁଜୁ ହୋଇଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି ଖୋର୍ଦ୍ଧା […]
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଘଟିଯାଇଛି ଏକ ଲଜ୍ଜାଜନକ ଘଟଣା। ଜଣେ ଗରିବ ରୋଗୀର ୨୦ ହଜାର ଟଙ୍କା ମେଡିକାଲ ପରିସରରୁ ଚୋରି ହୋଇଯାଇଥିବାର ଅଭିଯୋଗ ହୋଇଛି। ହସ୍ତଗତ ତଥ୍ୟ […]
ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲ ଉପରେ ବୋମା ପକାଇଥିବା ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ବିରୋଧରେ ଆମେରିକା ଏକ ବଡ ପଦକ୍ଷେପ ନେଇଛି। ଆଫଗାନିସ୍ତାନରେ ଆଇଏସ୍ ଟାର୍ଗେଟ ଉପରେ ଆମେରିକା ଡ୍ରୋନ୍ ଷ୍ଟ୍ରାଇକ୍ କରିଛି। କାବୁଲ ବିସ୍ଫୋରଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୩ ଜଣ […]
ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଉପରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଅଭିଯୋଗରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ପୋଲିସ ଗିରଫ କରିଛି। ତେବେ ରାଣେଙ୍କୁ ଗିରଫ ପରେ ବିଜେପି ପକ୍ଷରୁ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି। ଦଳ କହିଛି […]
କାବୁଲ: ଆଫଗାନିସ୍ତାନରେ ଏକ ୟୁକ୍ରେନର ବିମାନକୁ ଅପହରଣ କରାଯାଇଛି। ବିମାନଟି ଅପହରଣ ହୋଇଥିବା ୟୁକ୍ରେନର ଡେପୁଟି ବୈଦେଶିକ ମନ୍ତ୍ରୀ ଦାବି କରିଛନ୍ତି। ଦାବି ହେଉଛି ଯେ, ୟୁକ୍ରେନ ବିମାନ ନିଜ ଲୋକଙ୍କୁ ଆଫଗାନିସ୍ତାନରୁ ସ୍ଥାନାନ୍ତର କରିବାକୁ ଆସିଥିଲା। ବିମାନଟି ଅପହରଣ ପରେ […]
ଶ୍ରୀନଗର: ଜମ୍ମୁ କାଶ୍ମୀର ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ଶ୍ରୀନଗରର ଆଲୋଚି ବାଗ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି। ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (କାଶ୍ମୀର) ବିଜୟ କୁମାର କହିଛନ୍ତି ଯେ, ପ୍ରତିବନ୍ଧିତ ଆତଙ୍କବାଦୀ […]
କଲିକତା: ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ରବିବାର ଦିନ ଗିରଫ କରାଯାଇଛି। ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଥିବା ସମୟରେ ସରକାରୀ ପାଣ୍ଠିର ଅପବ୍ୟବହାର କରିଥିବା ତାଙ୍କ ଉପରେ ଅଭିଯୋଗ ହୋଇଛି। ବାଙ୍କୁଡା ପୋଲିସ ଅଧିକାରୀ ଧୃତିମାନ ସରକାର କହିଛନ୍ତି ଯେ, […]
କନ୍ଦର୍ପ ବେହେରା ରେଢାଖୋଲ: ଆଜି ନାକଟିଦେଉଳ ପୋଲିସ୍ ଘରପୋଡି ଓ ଡକାୟତି ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ଥାନା ବାଟଗାଁ ପଂଚାୟତର କେଲୋବେନୀ ଗ୍ରାମର ରବି ସେଠ୍ (୪୫)ପୂର୍ବରୁ ବହୁ […]
ଭୁବନେଶ୍ବର: କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ଓଡିଶାରେ ଜନ ଆର୍ଶିବାଦ ଯାତ୍ରା ଜାରି ରହିଛି। ଏହି ଅବସରରେ ଆଜି କେନ୍ଦ୍ରମନ୍ତ୍ରୀ ମାଲକାନଗିରି ଗସ୍ତ କରିଛନ୍ତି। ତେବେ ମାଲକାନଗିରି ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହେରେଫେର ମାମଲା ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସମ୍ମୁଖରେ ଆତ୍ମଦାହ କରି ଗୁରୁତର ହୋଇଥିବା ଦୁଇଜଣ ଯୁବକ ଏବଂ ଯୁବତୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଉତ୍ତରପ୍ରଦେଶର ଘୋସିରୁ ବହୁଜନ ସମାଜ ପାର୍ଟିର ସାଂସଦ ଅତୁଲ ରାୟଙ୍କର ବିରୋଧରେ ଯୁବତୀଜଣଙ୍କ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଉଲ୍ଲେଖ ଯୋଗ୍ୟ […]
ଶ୍ରୀନଗର: ଜମ୍ମୁ କାଶ୍ମୀରର ଅବନ୍ତିପୋରା ଠାରେ ତିନି ଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ହତ୍ୟା କରିଛନ୍ତି। ଆତଙ୍କବାଦୀଙ୍କୁ ହତ୍ୟା କରିବା ପରେ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଆତଙ୍କବାଦୀଙ୍କ ଲୁଚିବା ବିଷୟରେ ସୁରକ୍ଷା ବାହିନୀ ସୂଚନା […]
ଚାନ୍ଦପୁର: ନୟାଗଡ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ପୋଲିସକୁ ଆଜି ବଡ ସଫଳତା ମିଳିଛି। ଏକ ଡକାୟତ ମାମଲାରେ ପୂର୍ବରୁ ଫେରାର ଥିବା ୧୦ ଜଣ ଦୁର୍ବୁତ୍ତଙ୍କୁ ଆଜି ଗୋଟିଏ ଦିନରେ ପୋଲିସ ଗିରଫ କରିଛି। ସୂଚନା ମୁତାବକ ଗତବର୍ଷ ରାଇପଡ଼ା ଗ୍ରାମରେ […]
ଜମ୍ମୁ: ଆଜି ଜମ୍ମୁ କାଶ୍ମୀରର ଅବନ୍ତିପୋରା ପାମ୍ପୋର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଛି’। ବର୍ତ୍ତମାନ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି […]
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ସବ୍ଡିଭିଜନ ଚାରମାଳ ଥାନା ବ୍ରାହ୍ମଣୀ ଗ୍ରାମରେ ଏକ ଘର ପୋଡିଘଟଣାରେ ଫେରାର ଥିବା ଜଣେ ଅଭିଯୁକ୍ତକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତ ମାର୍ଚ୍ଚ […]
ସୀତାରାମ ଅଗ୍ରୱାଲ ବାଣପୁର: ପାରିବାରିକ କଳହରୁ ଦମ୍ପତି ବିଷ ପିଇଥିବା ଅଭିଯୋଗ ହୋଇଛି। ଏଥିରେ ସ୍ତ୍ରୀ ସୁସ୍ଥ ହୋଇଯାଇଥିବା ବେଳେ ସ୍ୱାମୀଙ୍କର ମୃତ୍ୟୁ ହୋଇଛି। ଗତକାଲି ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଗ୍ରାମର ଏକ ଦମ୍ପତିଙ୍କ ପାରିବାରିକ କଳହ ଯୋଗୁଁ ଉଭୟ […]
ମାଙ୍ଗାଲୁରୁ: ଏକ ମିଥ୍ୟା ଅଭିଯୋଗରେ କର୍ଣ୍ଣାଟକର ହରିଶ ବଙ୍ଗେରାଙ୍କୁ ସାଉଦୀ ଆରବ ଜେଲରେ ୧୯ ମାସ ବିତାଇବାକୁ ପଡିଥିଲା। ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ଏବଂ ମକ୍କାର ପବିତ୍ର ଦେଶ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନେଇ ହରିଶଙ୍କ ଉପରେ ମିଥ୍ୟା ଅଭିଯୋଗ […]
ଭୁବନେଶ୍ବର, ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି କଟକର ବିଜେଡି ସାଂସଦ ଭର୍ତ୍ତୁହରି ମହତାବ। ତେବେ ଏଥର ବିବାଦ କୌଣସି ରାଜନୈତିକ ନୁହେଁ, ସଂପୂର୍ଣ୍ଣ ପାରିବାରିକ। ସାଂସଦଙ୍କ ବିରୋଧରେ ତାଙ୍କ ପୁତ୍ର ବଧୁ ଆଣିଛନ୍ତି ଗୁରୁତର ଅଭିଯୋଗ। ତାହା ହେଲା ଯେ, […]
ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାନସିରେଇପୁର ଗ୍ରାମର ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ସାନସିରେଇପୁର ଗ୍ରାମର ସୁଶାନ୍ତ ବେହେରା (୨୦) କୌଣସି କାରଣ ବଶତଃ […]
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏବଂ ବାଲୁଗାଁ ଥାନାର ବିଭିନ୍ନ ଅଞ୍ଚଳରେ ପୋଲିସ ଓ ଅବକାରୀ ମିଳିତଭାବେ ଚଢ଼ାଉ କରି ଏକାଧିକ ଚୋରା ମଦ ବେପାରୀଙ୍କୁ ଗିରଫ କରିଛି। ସୂଚନା ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ […]
ଶ୍ରୀନଗର: ଆଜି ଜମ୍ମୁ କାଶ୍ମୀରର କୁଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ବିଜେପି ନେତାଙ୍କ ମୃତ୍ୟୁ ହୋଇଛି। ଆକ୍ରମଣକାରୀମାନେ ଦକ୍ଷିଣ କାଶ୍ମୀର ଜିଲ୍ଲାର ବ୍ରଜଲୁ ଜାଗିର ଅଞ୍ଚଳରେ ବିଜେପି ନେତା ଜାଭେଦ୍ ଅହମ୍ମଦ ଦାରଙ୍କ ବାସଭବନ ନିକଟରେ ଅପରାହ୍ନ ପ୍ରାୟ ୪.୩୦ ସମୟରେ […]
ନୟାଗଡ: ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ପୋଲିସ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଗତ ଦୁଇ ଦିନ ତଳେ ଚାନ୍ଦପୁର ଥାନା ଚମ୍ପାପେଡି ଗ୍ରାମର ଗୋପୀ ବେହେରା ଉକ୍ତ ଗ୍ରାମର ପର୍ଶୁରାମ ପାଇକରାୟଙ୍କ ବେକକୁ ଛୁରି […]