ଜଂକିଆ: ଆଜି ଜୁଆ ଆଡ୍ଦା ଉପରେ ଜଂକିଆ ପୋଲିସ ଚଢାଉ କରିଛି। ଟାଙ୍କୋଳ ଜଗଂଲରେ ଚାଲିଥିଲା ଜୁଆ ଆଡ୍ଦା ଉପରେ ଚଢାଉ କରିଛି। ଏହି ଚଢାଉରେ ୨୦ଟି ମୋଟର ସାଇକେଲ, ୩ଟି ମୋବାଇଲ ଫୋନ ଏବଂ ନକଦ ୫୧,୪୦୦ଟଙ୍କା ପୋଲିସ ଜବତ […]
କନ୍ଦର୍ପ ବେହରା ରେଢାଖୋଲ: ଆଜି ସକାଳେ କିସିଣ୍ଡା ଥାନା ଧଳପୁର ଗ୍ରାମରେ ଅବକାରୀ ବିଭାଗ ଚଢଉ କରି ୬୦ ଲିଟର ଦେଶୀ ମହୁଲୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା […]
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ସୁରକ୍ଷାବାହିନୀ ପଣ୍ଡ କରିଛି। ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ୧୫ ଘଣ୍ଟା ଧରି ହୋଇଥିବା ମୁକାବିଲାରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛି। ପୋଲିସର ସୂଚନାନୁସାରେ, ଏନକାଉଣ୍ଟର ସ୍ଥାନରୁ ରକେଟ୍ ଲଞ୍ଚର୍ […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଝିଣ୍ଟିକାପଲ୍ଲି ଗ୍ରାମରେ ଘଟିଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ। କାଁହୁ ଚରଣ ପରିଡା (୪୫) ନାମକ ଜଣେ ବ୍ୟକ୍ତିଙ୍କୁ ଦୁର୍ବୁତ୍ତମାନେ କୌଣସି ଏକ ଧାରୁଆ ଅସ୍ତ୍ରରେ ହାଣିଥିବା କୁହାଯାଉଛି। କାହ୍ନୁଙ୍କ ଶରୀରର […]
କନ୍ଦର୍ପ ବେହେରା ରେଢାଖୋଲ: ଆଜି ନାକଟିଦେଉଳ ପୋଲିସ୍ ଚେମଟା ଗାଁ ରୁ ୨୦ ଲିଟର ଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ […]
ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆ ଦ୍ୱାରା କଂଗ୍ରେସ ଦଳର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ତାଲା ପଡିଛି। ଟ୍ୱିଟର ଏହି ପଦକ୍ଷେପ ନେଇଛି ଯେଉଁ ସମୟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟ ମଧ୍ୟ ଚାରି ଦିନ ପୂର୍ବରୁ କମ୍ପାନୀ ଦ୍ୱାରା ତାଲା […]
ନୂଆଦିଲ୍ଲୀ: ବର୍ତ୍ତମାନ ପରିସ୍ଥିତିରେ ଆଫଗାନିସ୍ତାନ କ୍ରିକେଟ୍ ଦଳ ଭଲ ପ୍ରଦର୍ଶନ କରୁଛି। ଦଳରେ ଏପରି ଅନେକ ଖେଳାଳି ଅଛନ୍ତି, ଯେଉଁମାନେ ସେମାନଙ୍କର ପରିଶ୍ରମ ଏବଂ ନିଷ୍ଠା ସହିତ ସମଗ୍ର ବିଶ୍ୱରେ ଏକ ପରିଚୟ ସୃଷ୍ଟି କରୁଛନ୍ତି। ଆଫଗାନିସ୍ତାନ ଖେଳାଳି ରସିଦ ଖାନଙ୍କ […]
ନୟାଗଡ଼/ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସକୁ ବଡ଼ ସଫଳତା ମିଳିଛି। ଗୋଟିଏ କାରରୁ ଏକ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ ଗତକାଲି ସଂଧ୍ୟାରେ ଏକ ହୋଣ୍ଡା ସିଟି […]
ଶ୍ରୀନଗର: ଆଜି ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଲାଲ ଚୌକରେ ଜଣେ ବିଜେପି ନେତା ଏବଂ ତାଙ୍କ ପତ୍ନୀଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ମୃତକଙ୍କ ନାମ ଗୁଲାମ ରସୁଲ ଦାର ଏବଂ ତାଙ୍କ ପତ୍ନୀ ଜବାହରା ବୋଲି ଜଣାପଡିଛି। […]
ସୀତାରାମ ଅଗ୍ରୱାଲ ବାଣପୁର: ପ୍ରେମ ବିବାହ କରି ବିବାହ କରିବା ପରେ ଜନୈକ ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନାର ଶିକାର ହେବାକୁ ପଡିଛି। ବିବାହର କିଛି ଦିନ ପରେ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଏବଂ ତାଙ୍କ ପରିବାର ବର୍ଗ ନାନା ପ୍ରକାର ନିର୍ଯ୍ୟାତନା […]
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ସେନା ଏବଂ ତାଲିବାନ ମଧ୍ୟରେ ବିବାଦ ଜାରି ରହିଛି। ଗତକାଲି ଆମେରିକାର ବାୟୁସେନା ଶେବଗର୍ନ ସହରରେ ତାଲିବାନ ଠିକଣା ଉପରେ ଆକ୍ରମଣ କରିଥିଲା। ବାୟୁସେନାର ଏହି ଆକ୍ରମଣରେ ତାଲିବାନ ବହୁ କ୍ଷୟକ୍ଷତି ହୋଇଥିଲା। ଏଥିରେ ୫୦୦ ରୁ ଅଧିକ […]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରକୁ ବୋମାରେ ଉଡେଇ ଦେବାକୁ ଧମକ ମିଳିଛି। ଆତଙ୍କବାଦୀ ସଂଗଠନ ଅଲ କାଏଦା ନାମରେ ଏହି ଧମକ ମିଳିଛିଛି। ଇମେଲ ମାଧ୍ୟମରେ ଦିଲ୍ଲୀ ପୋଲିସକୁ ଏହି ଚେତାବନୀ ବାର୍ତ୍ତା ପଠାଯାଇଛି। ସ୍ୱାଧୀନତା ଦିବସ ପୂର୍ବରୁ […]
ବୋମା ଧମକ: ଜଣେ ଅଜଣା ବ୍ୟକ୍ତିଙ୍କଠାରୁ ବୋମା ଧମକ କଲ ପାଇବା ପରେ ମୁମ୍ବାଇର ତିନୋଟି ରେଳ ଷ୍ଟେସନ ଏବଂ ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ସୁରକ୍ଷା ବ୍ୟବସ୍ଥା ଜୋରଦାର କରିଛି। ପୋଲିସକୁ ଏକ କଲ ଆସିଥିଲା ଯେ ଛତ୍ରପତି […]
କନ୍ଦର୍ପ ବେହେରା ରେଢାଖୋଲ: ଆଜି ରେଢାଖୋଲ ଥାନା ତେରବେଡା ଗ୍ରାମରୁ ଜନୈକ ବ୍ୟକ୍ତିଙ୍କ ଘରୁ ୪ କେଜି ଗଞେଇ ଜବତ କରିଛି ଅବକାରୀ ବିଭାଗ। ପ୍ରକାଶ ,ଯେ, ରେଢାଖୋଲ ଥାନା ଡଇଁଚା ପଂଚାୟତର ତେରବେଡା ଗ୍ରାମର ପୂର୍ଣ ନାଗ (୫୮)ଙ୍କ ଘରୁ […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଡ଼ସିରେଇପୁର ଗ୍ରାମ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଏ ନେଇ ଆଜି ମଧ୍ୟାହ୍ନରେ ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ବାଲୁଗାଁ ଏସଡ଼ିପିଓ ମାନସ […]
କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକ୍ ର ସହକାରୀ ପୋଗ୍ରାମ ଅଧିକାରୀ ଭିଜିଲାନସ୍ ଜାଲରେ ଫସିଗଲେ। ଏହାକୁ ନେଇ ଅଂଚଳରେ ବେଶ୍ ଚାଂଚଲ୍ୟ ଖେଳିଯାଇଥିବା ବେଳେ ଏବେ ଜେଲର ଚାରିକାନ୍ଥ ଭିତରେ ସଂପୃକ୍ତ ଅଧିକାରୀ। ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ର […]
ମୁମ୍ବାଇ: ଗୋଟିଏ ଅଜଣା ଫୋନ୍ କଲ ଆସିବା ପରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ପୋଲିସ ନିୟନ୍ତ୍ରଣ କକ୍ଷରେ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ମୁମ୍ବାଇରେ ସୁରକ୍ଷାକୁ କଡାକଡି କରାଯାଇଛି। ସୂଚନା ଅନୁଯାୟୀ, ମୁମ୍ବାଇର ଚାରିଟି ସ୍ଥାନରେ ବୋମା ଲଗାଯାଇଥିବା ଧମକ ଦେଇ […]
ସୀତାରାମ ଅଗ୍ରୱାଲ ବାଣପୁର: ଦିନ ଦ୍ୱିପହରରେ ରାସ୍ତା ମଝିରେ ବନ୍ଧୁକ ମୁନରେ ଲୁଟ୍ ହୋଇଛି। ଲୁଟ୍ ର ଶିକାର ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଆଙ୍କୁଲା ପଦର ଗ୍ରାମର ଲଲାଟ କୁମାର ବେହେରା (୪୨) ଓ ତାଙ୍କ ଝିଅ […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଡସିରେଇପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଧାରୁଆ ଅସ୍ତ୍ରରେ ଜଣେ ଯୁବକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଯୁବକଜଣଙ୍କର ମୃତ୍ୟୁ ହୋଇଛି। ଅଭିଯୋଗ ମୁତାବକ ଆଜି ସନ୍ଧ୍ୟାରେ […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ମହିଳାଙ୍କ ଠାରୁ ୧୫ ହଜାର ଟଙ୍କା ଲୁଟିବା ମହଙ୍ଗା ପଡିଛି। ଜଣେ ଦୁର୍ବୃତ୍ତ ଲୁଟିବାକୁ ଉଦ୍ୟମ କରୁଥିବା ବେଳେ ସମ୍ପୃକ୍ତ ମହିଳାଜଣଙ୍କ ସାହାସିକତା ଦେଖାଇଛନ୍ତି। ୧୫ ହଜାର ଟଙ୍କା ଲୁଟିବାକୁ ଉଦ୍ୟମ କରୁଥିବା ବେଳେ ମହିଳାଜଣଙ୍କ ଲୁଟେରାକୁ […]
ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରର ବିଭିନ୍ନ ଗ୍ରାମରେ ଚଢ଼ାଉ କରି ଦେଶୀ ମଦ ଜବତ ସମେତ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବାଣପୁର ପୋଲିସ। ସୂଚନା ମୁତାବକ ଗତକାଲି ରାତିରେ ବାଲୁଗାଁ ଏସଡ଼ିପିଓ ମାନସ […]