ଲକ୍ଷ୍ନୌ: ଆତଙ୍କବାଦୀ ବିରୋଧୀ ସ୍କ୍ବାର୍ଡ (ଏଟିଏସ୍) ର ଏକ ଦଳ ଦ୍ଵାରା ଇସଲାମ ପଣ୍ଡିତ ମୌଲାନା କଲିମ ସିଦ୍ଦିକିଙ୍କୁ ଗିରଫ କରାଯାଇଛି। ଗତକାଲି ରାତି ପ୍ରାୟ ୯ଟା ସମୟରେ ଉତ୍ତର ପ୍ରଦେଶର ଏଟିଏସ୍ ଦ୍ୱାରା ମୌଲାନା କଲିମ୍ ସିଦ୍ଦିକିଙ୍କୁ ଗିରଫ କରାଯାଇଛି। […]
ଭୁବନେଶ୍ଵର: ସୁନ୍ଦରଗଡ ନାବାଳିକା ଗଣଦୁଷ୍କର୍ମ ମାମଲାର ରାୟ ଆଜି ଶୁଣାଣି ହୋଇଛି। ଏହି ମାମଲାରେ ଅଦାଲତ ୩ ଜଣ ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି। ସୁନ୍ଦରଗଡ ସ୍ଵତନ୍ତ୍ର ପୋକ୍ଶୋ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ଅପହରଣ ଓ ଗଣଦୁଷ୍କର୍ମ […]
ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ମାମଲାରେ ଜାମିନ ପାଇବା ପରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ୬୪ ଦିନ ପରେ ଜେଲରୁ ବାହାରିଛନ୍ତି। ସୋମବାର ଦିନ ମୁମ୍ବାଇର ଏକ କୋର୍ଟ ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରିଥିଲେ। […]
କନ୍ଦର୍ପ ବେହେରା ରେଢାଖୋଲ: ଆଜି ନାକଟିଦେଉଳ ପୋଲିସ୍ ପୁରୁଣା ଅପରାଧିକ ମାମଲାରେ କେଲୋବେନୀ ଗ୍ରାମର ଜୟନ୍ତ ସେଠ୍ କୁ ଜଙ୍ଗଲରୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ଥାନା କେଲୋବେନୀ ଗ୍ରାମର ଜୟନ୍ତ ସେଠ୍ (୪୦) […]
ନୂଆଦିଲ୍ଲୀ: ଆଜି ଅଖିଳ ଭାରତୀୟ ଅଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହା ପରେ ମହନ୍ତ ନରେନ୍ଦ୍ର ଗିରିଙ୍କ କୋଠରୀରୁ ଏକ ଆତ୍ମହତ୍ୟା ନୋଟ ମିଳିଥିବା ପୋଲିସ କହିଛି। ଏଥିରେ ତାଙ୍କର ଶିଷ୍ୟ ଆନନ୍ଦ ଗିରିଙ୍କ […]
ମସ୍କୋ: ଋଷର ଏକ ବିଶ୍ୱବିଦ୍ୟାଳୟରେ ଗୁଳି ବିନିମୟରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଋଷର ପର୍ମ ସ୍ଥିତ ପର୍ମ ଷ୍ଟେଟ ୟୁନିଭରସିଟିରେ ଜଣେ ବ୍ୟକ୍ତି ଆଖିବୁଜା ଗୁଳି ଚଳାଇଥିଲା। ଗୁଳିରୁ ରକ୍ଷା […]
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଯୁକ୍ତ ୨ ପରୀକ୍ଷା ଫଳ ମୂଲ୍ୟାୟନରେ ଅସନ୍ତୋଷ ବ୍ୟକ୍ତ କରି ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମୂଲ୍ୟାୟନରେ ପକ୍ଷପାତିତା ଅଭିଯୋଗ କରି ଛାତ୍ରୀଜଣଙ୍କ ନିଜର ହାତ କାଟିଦେଇଥିବା ଖବର ହସ୍ତଗତ […]
ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତଥା ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ, ମିସା ଭାରତୀଙ୍କ ସମେତ ୬ ଜଣଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପାଟନା ସିଭିଲ କୋର୍ଟରେ ଦାଖଲ ହୋଇଥିବା […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିନୂଆଗାଁ କେନାଲରେ ଆଜି ସକାଳେ ଏକ ନବଜାତ ଶିଶୁର ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଛି। ସୂଚନା ମୁତାବକ ଆଜି ସକାଳୁ ଗ୍ରାମବାସୀମାନେ […]
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା ପଞ୍ଚାୟତ ସ୍ଥିତ ମଣିଜଙ୍ଗା ଗ୍ରାମରେ ଭାଇବୋହୁର ଆକ୍ରମଣରେ ଦେଢଶୁରର ମୁଣ୍ଡ ଫାଟିବା ଭଳି ଏକ ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୋଗ ଅନୁଯାୟୀ ମଣିଜଙ୍ଗା ଗ୍ରାମର ଶୁଶାନ୍ତ […]
ଚାନ୍ଦପୁର: ସହର ଛାଡି ଏବେ ଧଳା ଜହର ମାଫିଆ ଗ୍ରାମାଂଚଳ ମୁହାଁ ହୋଇଛନ୍ତି। ସହରରେ ପୋଲିସର ବ୍ୟାପକ ଧରପଗଡ ଜାରି ରହିଥିବାରୁ ଧଳା ଜହର ଵେପାରୀ ଭୟରେ ଗ୍ରାମାଂଚଳ ମୁହାଁ ହେଉଛନ୍ତି। ସେଥିପାଇଁ ଗ୍ରାମାଂଚଳର ଯୁବକଙ୍କୁ ଟାର୍ଗେଟ୍ କରୁଛନ୍ତି। ଆଜି ଜଣେ […]
ନୟାଗଡ଼/ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସକୁ ସଫଳତା ମିଳିଛି। ଲୁଟ ହେବାର ୧୨ ଘଣ୍ଟା ମଧ୍ୟରେ ଲୁଟେରାଙ୍କୁ ଗିରଫ କରିବା ସହ ଲୁଟ ହୋଇଥିବା ଲକ୍ଷାଧିକ ଟଙ୍କାର ଗହଣା ପୋଲିସ ଉଦ୍ଧାର କରିଛି। ସୂଚନା ମୁତାବକ ଚାନ୍ଦପୁର ଅଞ୍ଚଳର ସୁଶାନ୍ତ ନାୟକଙ୍କ […]
ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଟାଙ୍ଗୀ ପୋଲିସକୁ ବଡ ସଫଳତା ମିଳିଛି। ଚୋରା ମଦ ଚାଲାଣ ବେଳେ ଗାଡି ସହ ବିପୁଳ ପରିମାଣର ଦେଶୀ ମଦ ପୋଲିସ ଜବତ କରିଛି। ଆଜି ଅପରାହ୍ନରେ ବାଲୁଗାଁ ଏସଡ଼ିପିଓ ଏବଂ ଟାଙ୍ଗୀ ଥାନା ଆଇଆଇସି ମିଳିତ ଭାବେ […]
ବକ୍ସର: ଆଜିକାଲି ଯୁବକମାନେ ବାଇକ୍ ଷ୍ଟଣ୍ଟ୍ କରିବାକୁ ପସନ୍ଦ କରନ୍ତି। ବେଳେବେଳେ ଏଭଳି ଯୁବକମାନେ ସ୍ଥାନୀୟ ଅଞ୍ଚଳରେ କିମ୍ବା ରାଜପଥରେ ଷ୍ଟଣ୍ଟ କରୁଥିବା ଦେଖାଯାଆନ୍ତି। ସୋମବାର ଦିନ ବିହାରର ବକ୍ସରରେ ମଧ୍ୟ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି। ଦୁଇ ଜଣ ଯୁବକ […]
ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଜଣେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ହାଇଦ୍ରାବାଦରେ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୁକ୍ତଜଣଙ୍କ ପୋଲିସର କବଳରୁ ବହୁ ଦୂରରେ ରହିଛି। ଗତ ସପ୍ତାହରେ ହାଇଦ୍ରାବାଦରେ ହୋଇଥିବା ଦୁଷ୍କର୍ମ ଓ ହତ୍ୟା […]
ଉଜ୍ଜୈନ: ମଧ୍ୟପ୍ରଦେଶର ଉଜ୍ଜୈନର ମହାକାଳ ମନ୍ଦିର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହୋଟେଲର ତୃତୀୟ ମହଲାରୁ ଡେଇଁ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ରବିବାର ରାତି ୧୧.୪୮ ମିନିଟରେ ଏହି ଘଟଣା ଘଟିଛି। ଝିଅଟି ପ୍ରେମିକ ସହିତ […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ସାରା ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଥିବାବେଳେ ଚୋରା ମଦ ବେପାରୀଙ୍କ ପାଇଁ ସତେ ଯେମିତି ଏହା ଏକ ସୁବର୍ଣ୍ଣ ସୁଯୋଗ ପାଲଟିଛି। ବର୍ଷାର ଫାଇଦା ନେଇ ଅନାୟାସରେ ଚୋରା ମଦ ବିକୁଥିବାବେଳେ ଆଜି ବିପୁଳ […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ପୋଲିସ ହାତରେ ୩ ଜଣ ସାଇବର ଲୁଟେରା ଧରା ପଡିଛନ୍ତି। ହେଲେ ସମସ୍ତ ଲୁଟେରା ପଡୋଶୀ ଝାଡଖଣ୍ଡର ହୋଇଥିବା ସୂଚନା ମିଳିଛି। ପୂର୍ବରୁ ମଧ୍ୟ ଏକାଧିକ ଅନଲାଇନ ଠକେଇରେ ସାମିଲ ଥିବା ନେଇ ପ୍ରାଥମିକ […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ। ମୋହନଗିରି ଅଞ୍ଚଳରୁ ଏକ ପିକ୍ଅପ ଭ୍ୟାନରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ମଦନପୁର ରାମପୁର ପୋଲିସ ବିଶ୍ୱସ୍ତ […]
କନ୍ଦର୍ପ ବେହେରା ରେଢ଼ାଖୋଲ: ରେଢ଼ାଖୋଲ ସହରରେ ଦିନକୁ ଦିନ ଚୋରି ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପୋଲିସ୍ ଡକାୟତି ମାନଙ୍କୁ ଧରିବାରେ ବିଫଳ ହେଉଛି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୨ ଶୁଣ୍ଢିମୁଣ୍ଡା ଗ୍ରାମରେ ଜଣେ ଅବସରପ୍ରାପ୍ତ […]
କନ୍ଦର୍ପ ବେହେରା ରେଢାଖୋଲ: ଛୋଟରୁ ବଡ କରି ଲାଳନ ପାଳନ କରିଥିବା ବାପ ଦିନେ ଯେ ପୁଅ ହାତରେ ଜୀବନ ଯିବ କେବେ ବି କଳ୍ପନା କରି ନ ଥିବ। କିନ୍ତୁ ସେହି ପୁଅର ଟାଙ୍ଗିଆ ଚୋଟରେ ବାପ ମୃତ୍ୟୁ ବରଣ […]