କଟକ: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟକାନ୍ତ ମହାପାତ୍ରଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା। ଏହି ଘଟଣାରେ ଡିଏଫଓ ଏବଂ ରୋଷେୟାଙ୍କର କୌଣସି ସଂପୃକ୍ତି ନାହିଁ। ଏ ନେଇ କିଛି ପ୍ରମାଣ ମିଳିଲା ନାହିଁ। ଆଜି ଏହା ସ୍ପଷ୍ଟ କରିଛନ୍ତି କ୍ରାଇମ ବ୍ରାଞ୍ଚ ଏଡିଜି […]
ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଖୋର୍ଦ୍ଧା ଏଡିଜେ-୧ କୋର୍ଟ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।ଫଳରେ ସେ ଜେଲ ଯିବା ନିଶ୍ଚିତ ହୋଇଛି। ଗତ ୫ ତାରିଖରେ ଉଚ୍ଚନ୍ୟାୟଳୟ ମଧ୍ୟ ପ୍ରଶାନ୍ତଙ୍କ ଜାବେଦନ ଖାରଜ କରିବା ସହ ତଳ କୋର୍ଟକୁ ଯିବା ପାଇଁ […]
ଭୁବନେଶ୍ବର: ବିଜେପି ନେତାଙ୍କୁ ଆକ୍ରମଣ ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆତ୍ମସମର୍ପଣ କରିଛନ୍ତି। ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌର ଜଜ କୋର୍ଟରେ ବିଧାୟକ ଜଗଦ୍ଦେବ ହାଜର ହୋଇଛନ୍ତି। ଗତ ମାସ ୮ ତାରିଖରେ ବାଲୁଗାଁ ନଗର ବିଜେପି ସଭାପତିଙ୍କ […]
ସୀତାରାମ ଅଗ୍ରୱାଲ ବାଣପୁର: ସୁଦୂର ଛତିଶଗଡରୁ କେତେଜଣ ମହିଳା ଆସି ଓଡିଶାର ଅନେକ ଅଞ୍ଚଳରୁ ଲୁଟ କରୁଥିବା ଅଭିଯୋଗ ହୋଇଛି। ଓଡିଶାର ଗ୍ରାମାଞ୍ଚଳକୁ ଯାଇ ନିରୀହ ମହିଳାମାନଙ୍କୁ ଧୋକା ଦେଇ ସୁନା ଗହଣା ଲୁଟି ନେଉଛନ୍ତି। ସୁନା ଗହଣା ମରାମୋତି କରିବା […]
କନ୍ଦର୍ପ ବେହେରା ରେଢାଖୋଲ: ଆଜି ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିନସ୍ଥ ପିଠଉଗୁଡା ଗ୍ରାମ ନିକଟରୁ ଜଣେ ବ୍ୟକ୍ତିଙ୍କ ଠାରୁ ୨ କେଜି ବାରହା ମାଂସ ଜବତ କରିଛି ବନବିଭାଗ। ପ୍ରକାଶ ଯେ, ପିଠଉଗୁଡା ଗ୍ରାମର କୁମର ରଣା ବାରହା ମାଂସ ଧରି ଆସୁଥିବା […]
ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ପ୍ରଦୀପ କୁମାର ଶ୍ରୀବାସ୍ତବ ଲକ୍ଷ୍ମୀପୁର ମାମଲାର ତଦନ୍ତ କରିବେ। ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ତଦନ୍ତ ପାଇଁ ପ୍ରଦୀପ କୁମାର ଶ୍ରୀବାସ୍ତବଙ୍କୁ ନିଯୁକ୍ତ କରିଛନ୍ତି। କେବଳ ଗୋଟିଏ କମିଶନ ଏହି ଘଟଣାର ଅନୁସନ୍ଧାନ କରିବେ। ଅନୁସନ୍ଧାନ […]
ମୁମ୍ବାଇ: ଲକ୍ଷ୍ମୀପୁର ଖେରୀ ଘଟଣାକୁ ବିରୋଧ କରି ଅକ୍ଟୋବର ୧୧ ତାରିଖରେ ଶିବସେନା, ଏନସିପି ଏବଂ କଂଗ୍ରେସ ମେଣ୍ଟ ମହାରାଷ୍ଟ୍ର ବନ୍ଦ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ୟୁପି ଲକ୍ଷ୍ମୀପୁରରେ କୃଷକଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରି ଏକ […]
ଭୁବନେଶ୍ବର: ସୋମବାର ସନ୍ଧ୍ୟାରେ ବାଣପୁର ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଚୋରା ମୋବାଇଲ ସିମ କାର୍ଡ ବିକ୍ରି ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ ଦୀର୍ଘ ଏକ ବର୍ଷ ହେବ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଜନୈକ ଆଇନଜୀବିଙ୍କୁ […]
ଲକ୍ଷ୍ନୌ: ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ହତ୍ୟା ଅଭିଯୋଗରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ନାମ ମଧ୍ୟ ଏହି ଏତଲାରେ ଅନ୍ତର୍ଭୁକ୍ତ। ଧାରା […]
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚିଲିକା ରୋଡ଼ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଖବର ହସ୍ତଗତ ହୋଇଛି। ସୂଚନା ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ […]
ନୂଆଦିଲ୍ଲୀ, ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ଏନସିବି ବା ନାରୋକଟିକ୍ସ କ୍ରାଇମ ବ୍ୟୁରୋ ଏକ କ୍ରୁଜ୍ ରେ ଆୟୋଜିତ ରେଭ୍ ପାର୍ଟି ଉପରେ ଚଢାଉ କରିଛି। ଏଥିରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ଅନେକ ଲୋକଙ୍କୁ ଅଟକ […]
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ବଡ଼ି ଭୋରରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ସାନସିରେଇପୁର ବିଟ ହାଉସ ନିକଟରୁ ବନବିଭାଗ ଲକ୍ଷାଧିକ ଟଙ୍କାର ଚୋରା ଶାଗୁଆନ କାଠ ଜବତ କରିଛି। ସୂଚନା ମୁତାବକ ଗତକାଲି ରାତିତମାମ ବନବିଭାଗ ବରବରା ଜଙ୍ଗଲ ଅଞ୍ଚଳରେ […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣା ଡାକ୍ତରଖାନାରେ ଜନୈକା ଆଶାକର୍ମୀଙ୍କୁ ସେଠାରେ କାର୍ଯ୍ୟରତ ମହିଳା ଡାକ୍ତର ଚାପୁଡା ମାଡ ମାରିବା ଘଟଣା ଥାନାରେ ପହଂଚିଛି। ଘଟଣାରୁ ପ୍ରକାଶ ଯେ, ଥୁଆମୂଲ ରାମପୁର ବ୍ଲକ ବଣ୍ଡାବାଗ ଗ୍ରାମର ଆଶାକର୍ମୀ […]
ସୀତାରାମ ଅଗ୍ରୱାଲ ବାଣପୁର: ପାରିବାରିକ କଳି ହେଲା କାଳ। ସାମାନ୍ୟ କଥା କଟାକଟିରୁ ଝଗଡା ଏବଂ ମରଣାନ୍ତକ ଆକ୍ରମଣରେ ଜଣେ ଗୁରୁତର ଅବସ୍ଥାରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଏପରି ଘଟଣା ଘଟିଯାଇଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସୁନାକେରା […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଦାମିଆ ବରବରା ଜଙ୍ଗଲ ଏସିଆ ମହାଦେଶର ସର୍ବ ବୃହତ୍ତମ ଶାଗୁଆନ ଜଙ୍ଗଲ ଅଟେ। ଏହି ଶାଗୁଆନ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ପକ୍ଷରୁ କଡାକଡି କରାଯାଉଛି। ଏହି ଜଙ୍ଗଲ […]
ଜଙ୍କିଆ: ଜଂକିଆ ଖେଳପଡିଆ ନିକଟସ୍ଥ ରାଜପଥ ଉପରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ରଣପୁରର ରାଜେଶ କୁମାର ପାଣ୍ଡିଙ୍କର ଏକ ଗ୍ୟାରେଜ ଅଛି। ରାକେଶ ଗ୍ୟାରେଜରେ ଭେରୁପଡା […]
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବଡ଼କୁଳ ନିକଟରେ ଆଜି ଅପରାହ୍ନରେ ଏକ ବଡ଼ ଧରଣର ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ବନ୍ଧୁକ ଦେଖାଇ ଜଣେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଚାଳିଶ ହଜାର ଟଙ୍କା […]
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ଏକ ବଡ ଧରଣର ଗଞ୍ଜେଇ ଚାଲାଣକୁ ରୋକିବାରେ ପୋଲିସ ସଫଳ ହୋଇଛି। ଏ ନେଇ ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା […]
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଉରୀ ସେକ୍ଟରରୁ ଗିରଫ ହୋଇଥିବା ଆତଙ୍କବାଦୀ ବାବର କ୍ୟାମେରା ଆଗରେ ପାକିସ୍ତାନର ମୁଖା ଖୋଲି ଦେଇଛନ୍ତି। ତାଙ୍କ ସ୍ୱୀକାରୋକ୍ତିରେ ବାବର କହିଛନ୍ତି ଯେ, ତାଙ୍କୁ ଉରୀ ଭଳି ଆକ୍ରମଣ ପାଇଁ ପଠାଯାଇଥିଲା ଏବଂ ପାକିସ୍ତାନୀ ସେନା ଦ୍ୱାରା […]
ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ବିସ୍ତାର କରିବାକୁ ପାକିସ୍ତାନର ଷଡଯନ୍ତ୍ରକୁ ନେଇ ଏକ ବଡ଼ ଖୁଲାସା ହୋଇଛି। କାଶ୍ମୀରର ଉରିରେ ପାକିସ୍ତାନ ବିରୋଧରେ ଆତଙ୍କବାଦର ଜୀବନ୍ତ ପ୍ରମାଣ ମିଳିଛି। ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଜଣେ ଅଧ୍ୟାପକ ଯୁକ୍ତ ଦୁଇ ନାମ ଲେଖା କରେଇଦେବା ନାମରେ ଜଣେ ଛାତ୍ରଙ୍କ ନିକଟରୁ ୧ ଲକ୍ଷ ଟଙ୍କା ହଡପ କରିଥିବାର ସାଙ୍ଘାତିକ ଅଭିଯୋଗ ହୋଇଛି। ବାଣପୁର ଥାନା ନରେନ୍ଦ୍ରପୁର ଗ୍ରାମର […]