ଜମ୍ମୁ କାଶ୍ମୀର: ପୁଣିଥରେ ଆତଙ୍କବାଦୀମାନେ କାଶ୍ମୀରରେ ଏକ ଘୃଣ୍ୟ କାର୍ଯ୍ୟ କରିଛନ୍ତି। ଅଣ-କାଶ୍ମୀରବାସୀଙ୍କୁ କୁଲଗାମରେ ଆତଙ୍କବାଦୀମାନେ ଗୁଳି ଚଳାଇଛନ୍ତି। କୁହାଯାଉଛି ଯେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଲୋକମାନେ ସମସ୍ତେ ଶ୍ରମିକ ଏବଂ ସେଠାରେ କାମ କରନ୍ତି। ଆତଙ୍କବାଦୀଙ୍କ ଦ୍ଵାରା ଗୁଳି ଚଳାଇଥିବା […]
ଭୁବନେଶ୍ୱର: ସାମ୍ବାଦିକ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାକୁ ନେଇ ଡିସିପି ଉମାଶଙ୍କର ଦାଶ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ଅବସରରେ ଡିସିପି କହିଛନ୍ତି ଯେ, ମନୀଷଙ୍କୁ ମାଡ ମାରିଥିବାରୁ ତାଙ୍କର ମୃତ୍ୟୁ ହୋଇଛି। ହୋଟେଲରେ ବିଲ ଦେବା ବିବାଦକୁ ନେଇ […]
ସୀତାରାମ ଅଗ୍ରୱାଲ ବାଲୁଗାଁ: ସ୍ତ୍ରୀକୁ ସ୍ୱାମୀ ବିଷ ଦେଇ ମାରିଦେଇଥିବାର ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବାଲୁଗାଁ ଏନଏସି ରାଜୀବ ନଗର ଅଞ୍ଚଳରେ। ଅଭିଯୋଗ ମୁତାବକ ବୋଲଗଡ ଥାନା ଆରିକମା ଗ୍ରାମର ମୁନା […]
ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଅଞ୍ଚଳରେ ମଦ ଧରପଗଡ ଅଭିଯାନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଗତକାଲି ରାତିରେ ଏବଂ ଆଜି ସଂନ୍ଧ୍ୟାରେ ନାଚୁଣୀ ଫାଣ୍ଡି ପୋଲିସ ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ଦୁଇ […]
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରାଜଧାନୀର ଏକ ଅଳିଆ ଗଦାରୁ କଟା ହାତ ଆଉ ଗୋଡ ମିଳିଥିବା ଦେଖିବାକୁ ମିଳିଛି। ୟୁନିଟ ୩ ର ରାମ ମନ୍ଦିର ପଛ ପଟେ ଥିବା ଅଳିଆ ଗଦାରୁ ଏଭଳି […]
ନୂଆଦିଲ୍ଲୀ: ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଇଡି ପଚରାଉଚରା ପାଇଁ ଡକାଇଛି। ଜ୍ୟାକଲିନ ଶୁକ୍ରବାର ଦିନ ଦିଲ୍ଲୀ ଇଡି କାର୍ଯ୍ୟାଳୟରେ ପହଞ୍ଚିବାର ସମ୍ଭାବନା ରହିଛି। ଅଗଷ୍ଟ ମାସରେ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ଦାଖଲ ହୋଇଥିବା ମନି […]
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ବଜାରରେ ନାଚୁଣୀ ଫାଣ୍ଡି ପୋଲିସ ଏବଂ ବାଲୁଗାଁ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ତାଙ୍କ ନିକଟରୁ ୬ ପେଟି ଆସ୍କା-୪୦ ମଦ ଜବତ […]
ମୁମ୍ବାଇ: ଆର୍ଯ୍ୟନ୍ ଖାନଙ୍କ ସହ ଜଡିତ କ୍ରୁଜ୍ ଜାହାଜ ଡ୍ରଗ୍ ପାର୍ଟି ମାମଲାରେ ପଞ୍ଚ କିରଣ ଗୋସାଭିଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଛି। ସୂଚନାଯୋଗ୍ୟ ଯେ ବଲିଉଡ ତାରକା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ସନ୍ଧାନ ସମୟରେ […]
ଇମ୍ଫାଲ: ମଣିପୁରରେ ମାଓବାଦୀମାନେ ପୁଣି ଥରେ ଅମାନବୀୟ କାର୍ଯ୍ୟ କରିଛନ୍ତି। ମଙ୍ଗଳବାର ଦିନ ମାଓବାଦୀମାନେ ଆଖିବୁଜା ଗୁଳି ଚଳାଇଥିଲେ ଯେଉଁଥିରେ ଜଣେ ୮ ବର୍ଷର ଶିଶୁ ସମେତ ଚାରିଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ମଣିପୁରର କାଙ୍ଗପୋକପି ଜିଲ୍ଲାରେ ଏଭଳି ଅଭାବନୀୟ […]
ଭୁବନେଶ୍ବର: ପୁଣିଥରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓଡିଶା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ହାଇକୋର୍ଟରେ ଚିଲିକା ବିଧାୟକ ପୁଣିଥରେ ଆଗୁଆ ଜାମିନ ଆବେଦନ କରିଥିବା ସୂଚନା ମିଳିଛି। ଗତ ୫ ତାରିଖରେ ମଧ୍ୟ ଶ୍ରୀ ଜଗଦ୍ଦେବ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ […]
କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବନାଂଚଳରେ ଦିନକୁ ଦିନ ଶିକାରୀମାନଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଜନ୍ତୁମାନଙ୍କୁ ଶିକାର କରିବା ପାଇଁ ଚୋରା ବନ୍ଧୁକ ଧରି ରାତିରେ ଶିକାରୀମାନେ ବୁଲୁଥିବାର ନଜିର ରହିଛି। ଗତକାଲି ରାତିରେ ନାକଟିଦେଉଳ ବନାଂଚଳ ଖୋଲଗଡ ସଂରକ୍ଷିତ ଜଙ୍ଗଲରେ […]
ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ସମୟରେ ଜେସିଓ ସମେତ ପାଞ୍ଚ ଜଣ ଯବାନ ସହିଦ ହୋଇଛନ୍ତି। ବର୍ତ୍ତମାନ ଏନକାଉଣ୍ଟର ଜାରି ରହିଛି। କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇବା ପରେ ଏହି ଏନକାଉଣ୍ଟର […]
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ସାତ ଶହ ଲୋକଙ୍କୁ ଅଟକ ରଖିଛି। ୬ ଦିନ ମଧ୍ୟରେ କାଶ୍ମୀର ପଣ୍ଡିତ, ଶିଖ ଏବଂ ମୁସଲମାନ ସମ୍ପ୍ରଦାୟର ୭ ଜଣ ସାଧାରଣ ନାଗରିକଙ୍କ ହତ୍ୟା ମାମଲାରେ ଏମାନଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିଙ୍କ […]
ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁତ୍ର ମନୀଷ ଅନୁରାଗଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ଆଜି ପାତ୍ରପଡାସ୍ଥିତ ଏକ ପୋଖରୀରୁ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି। ଗତକାଲି ସେ ତାଙ୍କର ଚନ୍ଦ୍ରଶେଖରପୁର ବାସଭବନରୁ କୁଆଡେ ନିଖୋଜ ଥିଲେ। ଆଜି […]
ନୟାଗଡ଼/ଚାନ୍ଦପୁର: ଆଜିକାଲି ସରକାରୀ ହସ୍ପିଟାଲରେ ଦଲାଲମାନଙ୍କର ପାଦୁର୍ଭାବ ବଢିବାରେ ଲାଗିଛି। ବହିଃବିଭାଗରେ ଚିକିତ୍ସା ଶୀଘ୍ର କରେଇଦେବାକୁ କହି ରୋଗୀଙ୍କ ଠାରୁ ଦଲାଲମାନେ ଟଙ୍କା ଲୁଟୁଥିବା ଦେଖିବାକୁ ମିଳୁଛି। ତେଣୁ ଏନେଇ ରାଜ୍ୟର ବିଭିନ୍ନ ମେଡିକାଲରେ ବାରମ୍ବାର ଅଭିଯୋଗ ହେଉଛି। ତେଣୁ ଏଭଳି […]
ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ନବାବ ମଲିକଙ୍କ ଅଭିଯୋଗ ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସ୍ପଷ୍ଟୀକରଣ ଦେଇଛି। ଏହି ଅଭିଯୋଗ ଉପରେ ଏଜେନ୍ସି ନ୍ୟାୟପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଏନସିବି ଡେପୁଟି […]
ମୁମ୍ବାଇ: ଲକ୍ଷ୍ନୌ- ମୁମ୍ବାଇ ପୁଷ୍ପକ୍ ଏକ୍ସପ୍ରେସରେ ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ପରେ ଚାରି ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ଏବଂ ଅନ୍ୟ ଚାରିଜଣଙ୍କୁ ଖୋଜା ଚାଲିଛି। ଏଥି ସହିତ, ଏହି ମାମଲାରେ ଜିଆରପି […]
ନୋଏଡା: ଆଜି ସକାଳୁ ଜଣେ ଯୁବତୀ ୧୮ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଯୁବତୀଜଣଙ୍କ ନୋଏଡାର ପୋଲିସ ଷ୍ଟେସନ ବିସରଖ ଅଞ୍ଚଳର ଏକ ସୋସାଇଟରେ ରହୁଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ତାଙ୍କ ଜୀବନ ରକ୍ଷା […]
କଟକ: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟକାନ୍ତ ମହାପାତ୍ରଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା। ଏହି ଘଟଣାରେ ଡିଏଫଓ ଏବଂ ରୋଷେୟାଙ୍କର କୌଣସି ସଂପୃକ୍ତି ନାହିଁ। ଏ ନେଇ କିଛି ପ୍ରମାଣ ମିଳିଲା ନାହିଁ। ଆଜି ଏହା ସ୍ପଷ୍ଟ କରିଛନ୍ତି କ୍ରାଇମ ବ୍ରାଞ୍ଚ ଏଡିଜି […]
ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଖୋର୍ଦ୍ଧା ଏଡିଜେ-୧ କୋର୍ଟ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।ଫଳରେ ସେ ଜେଲ ଯିବା ନିଶ୍ଚିତ ହୋଇଛି। ଗତ ୫ ତାରିଖରେ ଉଚ୍ଚନ୍ୟାୟଳୟ ମଧ୍ୟ ପ୍ରଶାନ୍ତଙ୍କ ଜାବେଦନ ଖାରଜ କରିବା ସହ ତଳ କୋର୍ଟକୁ ଯିବା ପାଇଁ […]
ଭୁବନେଶ୍ବର: ବିଜେପି ନେତାଙ୍କୁ ଆକ୍ରମଣ ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆତ୍ମସମର୍ପଣ କରିଛନ୍ତି। ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌର ଜଜ କୋର୍ଟରେ ବିଧାୟକ ଜଗଦ୍ଦେବ ହାଜର ହୋଇଛନ୍ତି। ଗତ ମାସ ୮ ତାରିଖରେ ବାଲୁଗାଁ ନଗର ବିଜେପି ସଭାପତିଙ୍କ […]