ରୁଦ୍ରପ୍ରୟାଗ, ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଏକ ମନ୍ଦିର ଅଛି ଯାହାର ନାମ ହେଉଛି ତ୍ରିଯୁଗୀନାରାୟଣ ମନ୍ଦିର। ଏହି ମନ୍ଦିରର ବିଶେଷତ୍ବ ହେଉଛି ଯେ ବିଷ୍ଣୁ, ଶିବପାର୍ବତୀଙ୍କ ବାହାଘର ଏହି ସ୍ଥାନରେ ବସି ଦେଖିଥିଲେ। ଏହାର ଆଉ ଏକ ବିଶେଷତ୍ବ ହେଉଛି ଏହି […]
ଭୁବନେଶ୍ବର, କବି ପଦ୍ମଶ୍ରୀ ହଳଧର ନାଗଙ୍କ ନିର୍ବାଚିତ କବିତା ସଙ୍କଳନର ଇଂରାଜୀ ଅନୁବାଦିତ ପୁସ୍ତକ ବର୍ତ୍ତମାନ ଅନଲାଇନରେ ଉପଲବ୍ଧ ହୋଇଛି। ଏହାର ଇଂରାଜୀ ଅନୁବାଦ କରିଛନ୍ତି ସୁରେନ୍ଦ୍ର ନାଥ। ଓଡିଶାରେ ବିଶେଷ କରି ସମ୍ବଲପୁରରେ ହଳଧରଙ୍କ କବିତା ବେଶ୍ ଅଦୃତି ଲାଭ […]
ସମ୍ବଲପୁର, ଆଜି ସମ୍ବଲପୁରର ପ୍ରସିଦ୍ଧ ଠାକୁରାଣୀ ମା ସମଲେଶ୍ବରୀଙ୍କ ନିକଟରେ ନିର୍ଦ୍ଧାରିତ ସମୟରେ ନବାନ୍ନ ଲାଗି କରାଯାଇଛି। ଏହି ପୂଜାକୁ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରାଯାଇଥିଲା। ଲୋକମାନେ ଏହା ଦେଖିବା ପରେ ନିଜଘରେ ପୂଜା ଆରମ୍ଭ […]
କେଦାର ମିଶ୍ର ଭାଦ୍ରବ ମାସ ଆରମ୍ଭରୁ ପଶ୍ଚିମ ଓଡିଶାର ଘରେ ଘରେ ଆରମ୍ଭ ହୋଇ ଯାଏ ପ୍ରସ୍ତୁତି। ଲୋକେ ଘର ଲିପା ପୋଛା ଆରମ୍ଭ କରନ୍ତି। ନୁଆ ଓ ଚକ୍ ଚକ୍ ଦିଶେ ଘର ଦୁଆର। ହାଟରୁ କିଣା ହୋଇ ଆସେ […]
ଭୁବନେଶ୍ୱର : ରାଜ୍ୟରେ ସବୁଆଡ଼େ କରୋନା ପାଇଁ ସିଦ୍ଧିଦାତା ବିନାୟକଙ୍କ ପୂଜାନିରାଡ଼ମ୍ବର ଭାବେ ପାଳିତ ହୋଇଅଛି। ଏହି ପରିପ୍ରେକ୍ଷୀରେ ଧଉଳି ଚାରୁକଳା ମହାବିଦ୍ୟାଳୟରେ ମଧ୍ୟବିଧି ରକ୍ଷା ପାଇଁ ନିରାଡ଼ମ୍ବର ଭାବେ ପୂଜା ପାଇଛନ୍ତି ଅଗ୍ରପୂଜ୍ୟ ବିନାୟକ। କିନ୍ତୁ ମହାବିଦ୍ୟାଳୟ ନିକଟରେରହୁଥିବା ଛାତ୍ର […]
ସମ୍ବଲପୁର, ରାତି ପାହିଲେ ନୂଆଖାଇ। ହେଲେ ପଶ୍ଚିମ ଓଡିଶାର ଏହି ଗଣ ପର୍ବ ଏଥର କରୋନା ଭାଇରସ ପାଇଁ ଜାକଜକମରେ ପାଳନ ହୋଇପାରୁ ନାହିଁ। କରୋନା ପାଇଁ ପ୍ରସିଦ୍ଧ ସମଲେଶ୍ବରୀ ମନ୍ଦିରକୁ ଭକ୍ତମାନେ ଯାଇପାରିବେ ନାହିଁ। ଆଜି ଏହି ଘୋଷଣା ମନ୍ଦିର […]
ପୁରୀ, ଆଜି ଗଣେଷ ପୂଜା। ହେଲେ କରୋନା ଯୋଗୁଁ ଯେପରି ଧୂମଧାମରେ ଏହି ପୂଜା ହେବା କଥା ତାହା ହୋଇପାରୁ ନାହିଁ। ତେବେ ଏପରି ପରିସ୍ଥିତରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଏକ ଭିନ୍ନ ବାର୍ତ୍ତା ଦେଉଛି। ଗଣେଷ […]
ଭୁବନେଶ୍ବର, ପ୍ରତି ବୁଧବାର ସଂଧ୍ୟା ୫ ଟା ସମୟରେ ଧ୍ରୁପଦ ମ୍ୟୁଜିକ ଫାଉଣ୍ଡେସନ ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମ ଆୟୋଜନ କରୁ ଅଛି। ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଗୁଣ୍ଡେଚା ବନ୍ଧୁ ଏବଂ ପଣ୍ଡିତ ଅରୁଣ କଶଲକର ଗତ ଦୁଇ ସପ୍ତାହ ପୁର୍ବରୁ ନିଜର […]
ପିଣ୍ଟୁ ବିଷୋୟୀ ଗଞ୍ଜାମ/ବେଗୁନିଆପଡା: କରୋନା ମହାମାରୀ ଜୀବନ ଓ ଜୀବିକା ଉପରେ ଦାଉ ସାଧିଛି। ଜୀବନ ଛଡାଇ ନେଉଥିବାବେଳେ ଜୀବିକା ଉପରେ ଏହାର ପ୍ରଭାବ ବିଶେଷ ଅନୁଭୂତ ହୋଇଛି। କରୋନା ମାଡରେ ଦେଶର ଅର୍ଥନୀତି ଭୁଶୁଡି ପଡିଥିବାବେଳେ ସାଧାରଣ ଲୋକର ଜୀବନ […]
ସମୀକ୍ଷା ବ୍ଯୁରୋ ସଭିକା ଖୁନ ହୈ ସାମିଲ ୟହାଁ କି ମିଟ୍ଟି ମେ କିସିକେ ବାପ କା ହିନ୍ଦୁସ୍ତାନ ଥୋଡି ହୈ॥ ଭାରତ ବା ହିନ୍ଦୁସ୍ତାନ କୌଣସି ଜାତି କି ଧର୍ମର ନୁହେଁ, ଏ ମାଟି ପ୍ରତ୍ଯେକ ଭାରତୀୟର। ସମକାଳୀନ ଉର୍ଦ୍ଦୁ […]
ଭୁବନେଶ୍ବର, ବହୁ ବାଦବିବାଦ ଏବଂ କୋର୍ଟ କଚେରୀ ମାମଲା ପରେ ଶେଷରେ ପ୍ରଦାନ କରାଗଲା ଓଡିଶାର କଳା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର। ଆଜି ଓଡିଶା ଲଳିତ କଳା ଏକାଡେମୀ ଏବଂ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ […]
ଭୁବନେଶ୍ବର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ କାର୍ଯ୍ୟ ଅବଧି ଆଜି ଶେଷ ହେଲା। ସେଥିପାଇଁ ବିଭାଗ ତରଫରୁ ସଂସ୍କୃତି ଭବନରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥିରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି […]
ଭୁବନେଶ୍ବର,ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅଭିଲେଖାଗାର ପକ୍ଷରୁ ପ୍ରକାଶିତ ‘ସଂସ୍କୃତି ଚର୍ଚ୍ଚା’ର ପ୍ରଥମ ଖଣ୍ଡ ମନ୍ତ୍ରୀ ଜ୍ୟୋତୀ ପ୍ରକାଶ ପାଣିଗ୍ରାହୀ ଓ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଲୋକା ର୍ପିତ ହୋଇଥିଲା। ରାଜ୍ୟ ଅଭିଲେଖାଗାର ଆନୁକୂଲ୍ୟରେ ପ୍ରତି ମାସରେ ଅନୁଷ୍ଠିତ ‘ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମରେ […]
ଭୁବନେଶ୍ବର, ଏଣିକି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ରହିଥିବା ଭୁବନେଶ୍ୱରର ତିନୋଟି ମଣ୍ଡପ ଯଥା ରବିନ୍ଦ୍ରମଣ୍ଡପ, ଉତ୍କଳମଣ୍ଡପ ଓ ଭଞ୍ଜକଳା ମଣ୍ଡପର ସଂରକ୍ଷଣ ଅନ୍ଲାଇନ୍ରେ ହୋଇ ପାରିବ । ଆଜି ଅପରାହ୍ନରେ ସ୍ଥାନୀୟ ସଂସ୍କୃତିଭବନ ସମ୍ମିଳନୀ କକ୍ଷରେ […]
ଅନିଦ୍ୟା ବାନାର୍ଜି ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜନ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା। ତେବେ ଏହି ରାମମନ୍ଦିର ନିର୍ମାଣ ପାଇଁ ଯେଉଁ ଡିଜାଇନିଂ ପ୍ରସ୍ତୁତ ହୋଇଛି ତାହା କିଏ କରିଛି, କିପରି କରିଛି ତାହା ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। […]
ଭୁବନେଶ୍ୱର : ଓଡିଶା ଜନଜୀବନ ଭିତରେ ଜଗତର ନାଥ ଜଗନ୍ନାଥ ମଧ୍ୟ ଜଡିତ। ସେଥିପାଇଁ ଓଡିଆ ପରଂପରାରେ ଯାହା ପ୍ରଚଳିତ ତାହା ଶ୍ରୀମନ୍ଦିରରେ ପରିଲକ୍ଷିତ ହୋଇଥାଏ। ସେହିପରି ଆଜିର ରାକ୍ଷୀ ପୂର୍ଣ୍ଣିମାରେ ମଧ୍ୟ ଶ୍ରୀମନ୍ଦିରରେ ରହିଛି ପରଂପରା ଓ ସ୍ବତନ୍ତ୍ର ପୂଜାନିତି। […]
ଭୁବନେଶ୍ବର, ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ତଥା ପ୍ରଭୁ ବଳରାମଙ୍କ ଜନ୍ମଦିନ। ପରଂପରା ରହିଛି ଆଜିର ଦିନରେ ଭଉଣୀର ରକ୍ଷା କବଚ ଭାବେ ଭାଇଙ୍କୁ ମନେ ପକାଇବାର ଦିନ। ସେଥିପାଇଁ ଭାଇଙ୍କ ହାତରେ ଭଉଣୀମାନେ ରାକ୍ଷୀ ବାନ୍ଧି ତାହାକୁ ମନେ […]
( ଆସନ୍ତା ୫ ତାରିଖରେ ରାମ ଜନ୍ମଭୂମି ଅଯୋଧ୍ୟାରେ ଭୂମିପୂଜା ଉତ୍ସବ ଅନୁଷ୍ଠିତ ହେବ। ତା ପୂର୍ବରୁ ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ତାଙ୍କ ଫେସବୁକରେ ବିଭିନ୍ନ ଭାଷାର ପ୍ରଭୃ ଶ୍ରୀରାମଙ୍କ ଉପରେ ଲେଖା ପ୍ରକାଶ କରିଛନ୍ତି। ସେ ଓଡିଆରେ […]
ତିରୁଭନ୍ତପୁରମ୍, ଅଦରକାରୀ ଅସ୍ତ୍ରଶସ୍ତ୍ରକୁ ନେଇ ଏକ ସ୍ଥାପତ୍ୟ କରାଯାଇ ପାରିବ ତାହା କେହି କେବେ ବିଶ୍ବାସ କରିପାରିବ ନାହିଁ। ହେଲେ ଏହିପରି ଏକ କାମକୁ କରି ଦେଖାଇଛନ୍ତି କେରଳ ପୋଲିସ। ତିରୁଅନନ୍ତପୁରମରେ କେରଳ ପୋଲିସ ତରଫରୁ ଉଦଘାଟିତ ହୋଇଯାଇଛି ଏକ ବିରାଟକାୟ […]
ବାଙ୍ଗାଲୁରୁ, ପାଖେଇ ଆସିଲାଣି ଗଣେଶ ପୂଜା। ଏଥର ପୂଜା ଧୂମଧାମରେ ହେବାର ସମ୍ଭାବନା ନାହିଁ। ହେଲେ ଗଣେଶ ଭକ୍ତଙ୍କ ମନ ବୁଝୁ ନାହିଁ। ସାମାଜିକ ଦୂରତା ସହିତ କୋଭିଡ19 କଟକଣାରେ ଗଣେଶ ପୂଜା କରିବାକୁ ଅଣ୍ଟା ଭିଡିଛନ୍ତି। ହେଲେ ଏଥର କରୋନା […]
ଭୁବନେଶ୍ବର, ଆଉ ଗୋଟିଏ ଦିନ ପରେ ରାକ୍ଷୀ ପୂର୍ଣ୍ଣିମା। ଏହିଦିନ ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ । ବର୍ତ୍ତମାନ ଡିଜିଟାଲ ଯୁଗରେ ମଧ୍ୟ ରାକ୍ଷୀର ଚାହିଦା ବଜାଇ ରହିଛି। ତେବେ କରୋନା କଟକଣା ପାଇଁ ବର୍ତ୍ତମାନ ରାକ୍ଷୀ ଦୋକାନରେ ସେପରି […]