ଭୁବନେଶ୍ବର: ଶେଷରେ ବିଜେପିରେ ମିଶିବେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଚିଲିକା ବିଧାୟକ ଥିବା ଏହି ନେତାଙ୍କୁ ବିଜେପି ସାମିଲ କରିବ ବୋଲି ଦିଲ୍ଲୀ ନେତୃବୃନ୍ଦ ସବୁଜ ସଙ୍କେତ ଦେଇସାରିଛନ୍ତି। ଏ ନେଇ ରାଜ୍ୟ ବିଜେପି ନେତାମାନଙ୍କ ପାଖକୁ ସୂଚନା ପ୍ରଦାନ […]
ନୂଆଦିଲ୍ଲୀ: ଫେବୃଆରୀ ୨୭ ତାରିଖରେ ଉତ୍ତରପ୍ରଦେଶର ୧୦ ଟି ରାଜ୍ୟସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଏଠାରୁ ବିଜେପିର ୮ ଜଣ ପ୍ରାର୍ଥୀ ଏବଂ ସମାଜବାଦୀ ପାର୍ଟିର ୩ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି। ପରିସଂଖ୍ୟାନ ଅନୁଯାୟୀ, ୭ ଜଣ ବିଜେପି […]
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ନୟାଗଡ଼ର ଦଶପଲ୍ଲା, କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି, ଫୁଲବାଣୀ, ବାଲିଗୁଡ଼ା, ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ବିଧାନସଭା ଆସନକୁ ଗଠିତ କନ୍ଧମାଳ ଲୋକସଭା ଆସରେ ବିଗତ ୪ଟି ନିର୍ବାଚନ (୨୦୧୪ରେ ଉପନିର୍ବାଚନ)ରେ ବିଜଦ ପ୍ରାର୍ଥୀମାନେ […]
ଭୁବନେଶ୍ୱର: ଅବିଭକ୍ତ ତେଙ୍କାନାଳ ଜିଲ୍ଲା ଢେଙ୍କାନଳ, କାମାକ୍ଷାନଗର, ପର୍ଜଙ୍ଗ, ହିନ୍ଦୋଳ, ଅନୁଗୁଳ, ତାଳଚେର ଓ ପାଲଲହଡ଼ା ବିଧାନସଭା ଆସନକୁ ନେଇ ଲୋକସଭା ଆସନ ଗଠିତ। ଏହି ଆସନରେ ୧୮ଥର ନିର୍ବାଚନ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ୭ଥର ବିଜୟୀ ହୋଇଥିବାବେଳେ ବର୍ତ୍ତମାନ ଶାସକ […]
ନୂଆଦିଲ୍ଲୀ: ନବରତ୍ନ ଅର୍ଥାତ୍ ରାଷ୍ଟ୍ରିୟ ଲୋକ ଦଳର ୯ ଜଣ ବିଧାୟକ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବେ। ଲକ୍ଷ୍ନୌରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ଏବଂ ଏହି ବୈଠକରେ କେବଳ ରାଜ୍ୟସଭା ନିର୍ବାଚନ […]
ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ହେଉଥିବା ଅଧିକାରୀମାନଙ୍କ ବଦଳୀ ଉପରେ ନିର୍ବାଚନ ଆୟୋଗ ରାଜ୍ୟମାନଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ନିର୍ଦ୍ଦେଶାବଳୀ ଅନୁସାରେ ରାଜ୍ୟମାନଙ୍କ ଦ୍ୱାରା ଯେଉଁ ଅଧିକାରୀମାନଙ୍କୁ ବଦଳୀ କରାଯାଉଛି ଯେପରି ସମାନ ସଂସଦୀୟ କ୍ଷେତ୍ରରେ […]
ଭୁବନେଶ୍ବର: ନିର୍ବାଚନ ପାଖେଇଲେ ଦଳବଦଳ ହେବା ଏକ ଚିରାଚରିତ ପ୍ରଥା ହୋଇ ସାରିଲାଣି। ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ଏହି ଦଳ ବଦଳ ପକ୍ରିୟା ଜୋରଦାର ଚାଲିଛି। ତେବେ ସବୁଠାରୁ ଚର୍ଚ୍ଚାର ପରିସରକୁ ଯାହା ଆସିଛି ତାହା ହେଲା ବିଜେଡି ଛାଡି […]
ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ବରୀ ବିଧାୟକ ଶ୍ରୀ ଦେବାଶିଷ ନାୟକ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ସହ ରବିନ୍ଦ୍ର କୁମାର ବାରିକ, […]
ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଅର୍ନ୍ତଗତ ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷା ଓ ୧୬ ସମିତି ସଭ୍ୟଙ୍କ ସହ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖ ଭବନ ଠାରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି ପର୍ଯ୍ୟବେକ୍ଷକ ପ୍ରଣବ […]
ନୂଆଦିଲ୍ଲୀ: ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ଦଳ ସେମାନଙ୍କର ଥିମ ସଂଗୀତ ବା ପ୍ରଚାର ସଂଗୀତ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ସେହିପରି ଶାସକ ବିଜେପି ଦଳ ତାହାର ପ୍ରଚାର ସଂଗୀତ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ଛାଡି ସାରିଲାଣି। ଯାହାର […]
ଭୁବନେଶ୍ବର: ଆଜି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂକୁ ନେଇ ଓଡିଶା ରାଜନୀତିରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଯେଉଁଥିରେ ସେ କହିଛନ୍ତି ଯେ, ବିଜେଡି ଟିକେଟ ପାଇବା ପାଇଁ ଜାତୀୟ ଦଳର ନେତାମାନେ ଆବେଦନ କରିଛନ୍ତି। […]
ନୂଆଦିଲ୍ଲୀ: ତାମିଲନାଡୁର ଶାସକ ଡିଏମକେ ଶନିବାର ଦିନ ଏହାର ଦୁଇ ସହଯୋଗୀଙ୍କୁ ଗୋଟିଏ ଲେଖାଏଁ ଲୋକସଭା ଆସନ ପ୍ରଦାନ କରିଛି। ଡିଏମକେ ବିରୋଧୀ ଦଳ ‘I.N.D.I.A’ର ଏକ ଅଂଶ। ଏପ୍ରିଲ-ମେ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ସହଯୋଗୀମାନଙ୍କ ସହ […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ସମେତ ଅନ୍ୟାନ୍ୟ ରାଜ୍ୟରେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ବୁଝାମଣା ହୋଇଛି। ଦିଲ୍ଲୀରେ ମଧ୍ୟ ଏହି ଦୁଇ ଦଳ ମଧ୍ୟରେ ବୁଝାମଣା ହୋଇଛି। ଦିଲ୍ଲୀରେ ୪-୩ ଫର୍ମୁଲାକୁ ନେଇ ଚର୍ଚ୍ଚା ହୋଇଥିଲା। […]
ଭୁବନେଶ୍ବର: ଆମ ଓଡିଶା ନବୀନ ଓଡିଶା ତଥା 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବାଇକ ଚଳାଇ ଲୋକଙ୍କ ସମସ୍ୟା ବୁଝିଛନ୍ତି। ସେ ଶନିବାର ଦିନ ଭଣ୍ଡାରୀପୋଖରୀ ଏବଂ ଧାମନଗର ଉନ୍ନୟନ କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ। ସେଠାରେ ସେ ନଦୀବନ୍ଧ କାର୍ଯ୍ୟ […]
ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଯେକୌଣସି ସମୟରେ ଲୋକସଭା ନିର୍ବାଚନ ୨୦୨୪ ଘୋଷଣା କରିପାରନ୍ତି। ଦେଶର ଛୋଟ ବଡ଼ ରାଜନୈତିକ ଦଳଗୁଡ଼ିକ ଏହାର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶକ୍ତିରେ ତୃତୀୟ ଥର […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ସୁପ୍ରିମକୋର୍ଟ ଇଡି ତଦନ୍ତକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି, ଯାହା ଇଡିର ରାଡାରରେ ଥିବା ବିରୋଧୀ ଦଳର ନେତାଙ୍କ ଅସୁବିଧା ବଢ଼ାଇବ। ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ମନି ଲଣ୍ଡରିଂ […]
ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶ ଅନେଇ ରହିଛି କେବେ ନିର୍ବାଚନ ହେବ। ଯେଉଁ ରାଜ୍ୟରେ ବିଧାନସଭା ନିର୍ବାଚନ ଅଛି, ସେଠାକାର ଲୋକେ ଆହୁରି ଉତ୍ସୁକୁତ। ସମସ୍ତେ ବର୍ତ୍ତମାନ ଟିଭି, ଖବର କାଗଜ ତଥା ଡିଜିଟାଲ ମିଡିଆକୁ ଅନେଇ ରହିଛନ୍ତି। କେବେ ନିର୍ବାଚନ […]
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଚାରିଟି ଜିଲାର ପାଞ୍ଚ ଟି ଏନଏସି କୁ ମୁନିସିପାଲିଟି କୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ […]
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଚାରିଟି ଜିଲାର ପାଞ୍ଚଟି ଏନଏସି କୁ ମୁନିସିପାଲିଟିକୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା […]
ନୂଆଦିଲ୍ଲୀ: ଦେଶର ସର୍ବବୃହତ ରାଜନୈତିକ ଗଡ଼ ଉତ୍ତରପ୍ରଦେଶରେ ୧୮ତମ ଲୋକସଭା ନିର୍ବାଚନ ପାଇଁ ଏବେ ରାଜନୈତିକ ଲଢ଼େଇ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଗୈରିକ ବ୍ରିଗେଡ୍ ପୂରା ଉତ୍ସାହର ସହ ପଡ଼ିଆକୁ ଓହ୍ଲାଇଛି। ସେହିପରି ୟୁପିର ପୁଅ, କଂଗ୍ରେସର […]
ନୂଆଦିଲ୍ଲୀ: ୨୦୧୪ ପରେ ସବୁଠାରୁ ଅଧିକ ନେତା ବିଜେପିକୁ ଯାଇଛନ୍ତି। ଏଡିଆର୍ ରିପୋର୍ଟ ଅନୁଯାୟୀ, ୨୦୧୪ରୁ ୨୦୨୧ ମଧ୍ୟରେ ବିଧାୟକ-ସାଂସଦ ସ୍ତରର ମାତ୍ର ୪୨୬ ଜଣ ନେତା ବିଜେପିରେ ଯୋଗ ଦେଇଛନ୍ତି। ଭାରତରେ ନିର୍ବାଚନ ଋତୁ ଆରମ୍ଭ ହେବା ମାତ୍ରେ ଦଳବଦଳ […]