ଜାତୀୟ ଖବର ନୀତୀଶ କୁମାରଙ୍କର ଗେମ୍ ପ୍ଲାନ୍ କ’ଣ!: ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦେଉଛନ୍ତି ସଙ୍କେତ, ରାହୁଲ ଗାନ୍ଧିଙ୍କୁ ବି କରାଉଛନ୍ତି ଖୁସି ନୂଆଦିଲ୍ଲୀ: ରାଜନୀତିର ଚାଣକ୍ୟ କୁହାଯାଉଥିବା ନୀତୀଶ କୁମାର ପ୍ରତିଦିନ ନିଜ ରାଜନୀତିର ଭିନ୍ନ ଭିନ୍ନ ରଙ୍ଗ ଦେଖାଉଛନ୍ତି। କେତେବେଳେ ବିଜେପିକୁ ପ୍ରଶଂସା କରି ମହାମେଣ୍ଟର ନେତାମାନଙ୍କୁ ହଇରାଣ…