ନୂଆଦିଲ୍ଲୀ : ଜେଇଇ ମେନ୍ ସେସନ୍-୧ର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ଫଳ ଜାଣିବା ପାଇଁ jeemain.nta.nic.in ୱେବସାଇଟକୁ ଯାଇ ଫଳ ବିଷୟରେ ଜାଣିପାରିବ। ଏଥିରେ ନିଜ ରୋଲ ନମ୍ବର ଆଧାରରେ ଛାତ୍ରାଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ। ଚଳିତ ବର୍ଷ […]
ନୂଆଦିଲ୍ଲୀ: ଜେଇଇ ମେନ 2022 ସେସନ ଦୁଇ ପାଇଁ ବର୍ତ୍ତମାନ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି। ଜାତୀୟ ଟେଷ୍ଟିଂ ଏଜେନସି ଏହି ସୂଚନା ଦେଇଛି। ସେହି ଅନୁସାରେ ଯେଉଁମାନେ ଆବେଦନ କରିବେ ସେମାନେ ଆସନ୍ତା ଜୁଲାଇ 9 ତାରିଖ ପର୍ଯ୍ୟନ୍ତ କରିପାରିବେ। କାରଣ […]
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଭାରତୀୟ ଦକ୍ଷତା ବିକାଶ ସେବା (ଆଇଏସ୍ଡିଏସ୍)ର ଚାଳିଶ ଜଣିଆ ଶିକ୍ଷାନବୀଶ ଅଧିକାରୀ ଓଡିଶା ଗସ୍ତରେ ଆସି ରାଜୀବ ଭବନଠାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଏହି […]
ଭୁବନେଶ୍ବର: ବଢିଲା ଓଜେଇଇ ଆବେଦନ ତାରିଖ। ରାଜ୍ୟରେ ଥିବା ଘରୋଇ ଏବଂ ସରକାରୀ ବୈଷୟିକ କଲେଜରେ ନାମ ଲେଖା ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହୁଏ। ଏତରି ପରିସ୍ଥିତିକୁ ଧ୍ୟାନରେ ରଖି ଓଜେଇଇ କର୍ତ୍ତୁପକ୍ଷ ଏହାର ତାରିଖ ବୃଦ୍ଧି କରିଛନ୍ତି। ଏହି […]
JEE MAIN: ଜେଇଇ ମେନ ପରୀକ୍ଷା ସେସନ-1 ଏବଂ ସେସନ-2 ପରୀକ୍ଷା ତାରିଖରେ କରାଯାଇଛି ପରିବର୍ତ୍ତନ। ପୂର୍ବରୁ ମାର୍ଚ୍ଚ 14 ତାରିଖରେ ଯେଉଁ ଘୋଷଣା କରାଯାଇଥିଲା ସେଥିରେ ଏହି ପରିବର୍ତ୍ତନ କରାଯାଇଛି। ଅନେକ ଛାତ୍ରଛାତ୍ରୀ ଏହି ପରୀକ୍ଷା ତାରିଖକୁ ନେଇ ପ୍ରଶ୍ନ […]
ଭୁବନେଶ୍ଵର: ଦୁବାଇରେ ଅନୁଷ୍ଠିତ ଆନ୍ତର୍ଜାତିକ ଏଡୁକେସନ୍ ୨.୦ କନ୍ଫରେନ୍ସରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) କୁ “ପୂର୍ବ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ସମ୍ମାନ’ରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ଗ୍ରହଣ କରିଥିବା ସୋଆର ଇଣ୍ଡଷ୍ଟ୍ରି ଏନ୍ଗେଜ୍ମେଂଟ ମୁଖ୍ୟ ରିପ୍ତି ରଞ୍ଜନ ଦାଶ […]
ଭୁବନେଶ୍ୱର: ଭୁବନେଶ୍ୱର ମଦନପୁରସ୍ଥିତ ନିସ୍ ଶିକ୍ଷାନୁଷ୍ଠାନରେ ଅନ୍ତର୍ଜାତୀୟ ମହିଳାଦିବସ ପାଳିତ ହୋଇ ଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଶିକ୍ଷାବିତ୍ ଓ ସମାଜସେବୀ ଡକ୍ଟର ଦିଲ୍ଲିପ ଶ୍ରୀଚନ୍ଦନ ମୂଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ପ୍ରଖ୍ୟାତ ଓଡ଼ିଆ କଣ୍ଠଶିଳ୍ପୀ ସୁସ୍ମିତା ଦାସ୍, […]
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ନୂତନ ଭାବେ ନାମ ଲେଖାଇଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ମଙ୍ଗଳବାର ଏକ ସ୍ୱତନ୍ତ୍ର ଉତ୍ସବରେ ସାଗତ କରାଯାଇଥିବା ବେଳେ ବିଶ୍ୱବିଦ୍ୟାଳୟର ଚାନ୍ସେଲର୍ ପ୍ରଫେସର ଡି.ପି. […]
ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ସହ ମେଳ ଖାଉଥିବା କେତେକ ୱେବସାଇଟ୍ (ଯେପରିକି www.sarvashiksha.online, https://samagra.shikshaabhiyan.co.in, https://shikshaabhiyan.org.in) ଜରିଆରେ ନିରୀହ ଆବେଦନକାରୀମାନଙ୍କୁ ଠକିବା ଲାଗି ଉଦ୍ୟମ କରାଯାଉଥିବା ମନ୍ତ୍ରଣାଳୟର ଦୃଷ୍ଟିଗୋଚର ହୋଇଛି। ଆଶାୟୀ ପ୍ରାର୍ଥୀମାନଙ୍କୁ ଏସବୁ ୱେବସାଇଟ୍ ଜରିଆରେ ନିଯୁକ୍ତି ସୁଯୋଗର ପ୍ରଲୋଭନ […]
ନୂଆଦିଲ୍ଲୀ: ଯୁଗ୍ନ ପ୍ରବେଶିକା ପରୀକ୍ଷା ବା JEE 2022 ମୁଖ୍ୟ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଏହି ପରୀକ୍ଷା ଜାତୀୟ ପରୀକ୍ଷା ଏଜେନ୍ସି (NTA) ଦୁଇଟି ପର୍ଯ୍ୟାୟରେ ପରିଚାଳନା କରିବେ। ପ୍ରଥମ ପର୍ଯ୍ୟାୟ ଏପ୍ରିଲରେ ଅନୁଷ୍ଠିତ ହେବ ଏବଂ ଦ୍ୱିତୀୟ […]
ଭୁବନେଶ୍ୱର: ବିଶିଷ୍ଟ କୃଷି ବିଜ୍ଞାନୀ ପ୍ରଫେସର (ଡ଼ଃ ) ଦେବୀ ପ୍ରସାଦ ରାୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ଡିମ୍ଡ ବିଶ୍ୱବିଦ୍ୟାଳୟ ର ନୂତନ ଚାନ୍ସଲର ଭାବେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସୋଆ ର ପ୍ରତିଷ୍ଠାତା ସଭାପତି ପ୍ରଫେସର […]
ନୂଆଦିଲ୍ଲୀ: ଆଜି ସଂସଦରେ ଅର୍ଥମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ଏକ ବଡ ଘୋଷଣା କରିଛନ୍ତି। ତାହା ହେଲା ଚଳିତ ଶିକ୍ଷା ବର୍ଷରେ ଦେଶରେ 200 ଟି ଶିକ୍ଷା ଚ୍ୟାନେଲ ଖୋଲାଯିବ। ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏହି ଶିକ୍ଷା ଚ୍ୟାନେଲରେ ପାଠ ପଢାଯିବ। ପ୍ରତିଟି […]
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଅଗଷ୍ଟ ୧୯୬୩ ପରଠାରୁ ଆପ୍ରେଣ୍ଟିସ୍ ଆକ୍ଟର ନିୟମାବଳୀ ଅନୁଯାୟୀ କେତେକ ନିର୍ଦ୍ଧିଷ୍ଟ ପଦବୀରେ ଆବେଦନକାରୀଙ୍କୁ ତାଲିମ ପ୍ରଦାନ କରିଆସୁଛି। କୌଣସି ପ୍ରତିଯୋଗିତା କିମ୍ବା ପରୀକ୍ଷା ନକରି ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଶିକ୍ଷାର୍ଥୀ ମାନେ ରେଳବାଇର ପ୍ରଶିକ୍ଷଣ ନେଉଛନ୍ତି। […]
ନୂଆଦିଲ୍ଲୀ: ରେଳବାଇ ପରୀକ୍ଷାକୁ ନେଇ ପ୍ରାର୍ଥୀ/ଆଶାୟୀଙ୍କ ମନରେ ରହିଥିବା ସନ୍ଦେହ ଏବଂ ସେମାନଙ୍କର ଅଭିଯୋଗକୁ ଅତ୍ୟନ୍ତ ସମ୍ବେଦନଶୀଳତାର ସହିତ ଧ୍ୟାନ ଦିଆଯିବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଶ୍ୱାସନା ଦେଇଛନ୍ତି। ଡିଡି ନ୍ୟୁଜର ସହ ଏକ ବିଶେଷ ସାକ୍ଷାତକାରରେ ଶ୍ରୀ […]
ଭୁବନେଶ୍ବର: ରେଳବାଇ ଭର୍ତ୍ତି ବୋର୍ଡ (ଆରଆରବି) ଦ୍ୱାରା ଜାରି ହୋଇଥିବା ଅଣ ବୈଷୟିକ ଲୋକପ୍ରିୟ ବର୍ଗ (NTPC) ର କେନ୍ଦ୍ରୀୟ ନିଯୁକ୍ତି ବିଜ୍ଞପ୍ତି CEN 01/2019 ସମ୍ବନ୍ଧରେ ଜାତୀୟ ଗଣମାଧ୍ୟମ ମାନଙ୍କରେ ଆଲୋଚନାରେ ଭାଗନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳାବାଇରେ […]
ନୂଆଦିଲ୍ଲୀ: ରେଳବାଇ ଭର୍ତ୍ତି ବୋର୍ଡ କେନ୍ଦ୍ରୀୟ ନିଯୁକ୍ତି ବିଜ୍ଞପ୍ତି ନମ୍ବର (CEN) 01/2019 ଅଧୀନରେ ଚାଲିଥିବା ନିଯୁକ୍ତି ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀଙ୍କ ଚୟନ ପ୍ରକ୍ରିୟାକୁ ନେଇ କିଛି ପ୍ରାର୍ଥୀଙ୍କ ଦ୍ୱାରା 14.01.2022 ରେ ଘୋଷଣା କରାଯାଇଥିବା ସ୍ନାତକ ଏବଂ ସ୍ନାତକୋତ୍ତର […]
ଭୁବନେଶ୍ୱର: ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଏବଂ ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନଙ୍କ ନିମନ୍ତେ କୋଭିଡ୍ ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି । ଏହି ମର୍ମରେ ଓଡ଼ିଶା ଲୋକସେବା ଆୟୋଗର ସଚିବଙ୍କ […]
ଭୁବନେଶ୍ୱର: ଏକ ବିରଳ ସ୍କଲ୍ ବେସ୍ ରୋଗରେ ପୀଡ଼ିତ ଥିବା ଜଣେ ୩୮ ବର୍ଷୀୟ ଇରାକୀ ନାଗରିକଙ୍କର ସମ୍ ଅଲ୍ଟମେଟ୍ ମେଡିକେୟାରରେ ସଫଳ ଅସ୍ତ୍ରୋପଚାର ହୋଇପାରିଛି। ସମ୍ମମ୍ର ସଫଳ ଚିକିତ୍ସା ଯୋଗୁଁ ରାଜ୍ୟରେ ଚିକିତ୍ସା ପର୍ଯ୍ୟଟନର ସମ୍ଭାବନା ଉନ୍ମୁକ୍ତ ହେବାରେ ଲାଗିଛି। […]
ଭୁବନେଶ୍ୱର: ଶିକ୍ଷା, ଗବେଷଣା ଓ ପ୍ରଶିକ୍ଷଣ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଇନ୍ଷ୍ଟିଚ୍ୟୁଟ୍ ଅଫ କମ୍ପାନୀ ସେକ୍ରେଟାରୀଜ ଅଫ ଇଣ୍ଡିଆ (ଆଇ ସି ଏସ୍ ଆଇ) ମଧ୍ୟରେ ରବିବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଆଇ […]
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏପିଏସି ଏଜୁକେସନ୍ ଲିଡରସିପ୍ ଆୱାର୍ଡରେ ସମ୍ମାନିତ କରାଯାଇଛି। ୨୦୨୧ ନିମନ୍ତେ ପୂର୍ବ ଭାରତରେ ଉତ୍କର୍ଷ ଲାଭ କରିଥିବା ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ସୋଆକୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ନୂଆ ଦିଲ୍ଲୀ ସ୍ଥିତ ନରୱେ […]
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆଉଟରିଚ ପ୍ରୋଗ୍ରାମ ଅନ୍ତର୍ଗତ ନୂତନ ଭାବେ ଗଠିତ ସୋଆ ଅନୁବାଦ କେନ୍ଦ୍ରର ପ୍ରଥମ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଇଞ୍ଜିନିଅରିଂ ପାଠ୍ୟ ପୁସ୍ତକର ଓଡ଼ିଆ ଅନୁବାଦ ନିମନ୍ତେ ଏକ ସୁସଂଗଠିତ ପରିଭାଷା ଆବଶ୍ୟକ ଯେଉଁଥିରେ […]