ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆଜି ସନ୍ଧ୍ୟାରେ ଜନତା ମଇଦାନରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାରିଗର ଓ ବୁଣାକାରମାନଙ୍କ […]
ଭୁବନେଶ୍ବର: ଶେଷରେ କ୍ରାଇମ ବ୍ରାଞ୍ଚ ନବ ଦାସ ହତ୍ୟା ଘଟଣାରେ ମୁହଁ ଖୋଲିଛି। ଚାରିଦିନ ଧରି ତଦନ୍ତ କରୁଥିବା ବେଳେ ଏ ପର୍ୟ୍ୟନ୍ତ ଅଫିସ ତରଫରୁ କୌଣସି ସୂଚନା ଦିଆଯାଇ ନ ଥିଲା। ତେବେ ଏବେ କ୍ରାଇମ ବ୍ରାଞ୍ଚ ଯେଉଁ ତଥ୍ୟ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ ଏକ ବିକଶିତ ଭାରତର ଆକାଂକ୍ଷା ଏବଂ ସଂକଳ୍ପଗୁଡିକ ପୂରଣ କରିବା ପାଇଁ ଭାରତର ଅମୃତ କାଳରେ ଆଗତ ପ୍ରଥମ ବଜେଟ୍ ଏକ ଦୃଢ ଆଧାର ପ୍ରତିଷ୍ଠା କରିଛି। ସେ କହିଛନ୍ତି ଯେ […]
ନୂଆଦିଲ୍ଳୀ : କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଜି ସଂସଦରେ ଉପସ୍ଥାପିତ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ରେ ‘ଅମୃତକାଳ’ର ଲକ୍ଷ୍ୟ ସ୍ଥାନିତ ହୋଇଛି ଯାହା ଏକ ସଶକ୍ତ ଓ ସମାବେଶୀ ଅର୍ଥନୀତିକୁ ପ୍ରତିଫଳିତ କରିବ । ସେ କହିଛନ୍ତି […]
ଭୁବନେଶ୍ୱର : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣ ସିବିଆଇ ତଦନ୍ତ କରୁ ବୋଲି ଦାବୀ କରିଥିବା ବିଜେପିକୁ ଜବାବ ଦେଇଛି ବିଜେଡି। କ୍ରାଇମବ୍ରାଞ୍ଚ ତଦନ୍ତକୁ ବିଜେପି ଏତେ ଡରୁଛି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ […]
Budget 2023: ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ସଂସଦରେ ବଜେଟ 2023 ଉପସ୍ଥାପନ କରୁଛନ୍ତି। ଏହି ବଜେଟ ଉପସ୍ଥାପନା ବର୍ତ୍ତମାନ ସୁଦ୍ଧା ଚାଲିଛି। ତେବେ ବର୍ତ୍ତମାନ ସୁଦ୍ଧା ଯାହା ଆସିଛି ସେଗୁଡି ହେଲା.. ପୁଞ୍ଜି ବିନିଯୋଗ ୩୩% ବୃଦ୍ଧି ହୋଇ ୧୦ ଲକ୍ଷ […]
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଘୋଷଣା କରିଛନ୍ତି। ଯେଉଁଥିରେ ରେଳ ବଜେଟ୍ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। କେନ୍ଦ୍ର ସରକାର ପୁଣି ଥରେ ରେଳବାଇର ବଜେଟ୍ ବୃଦ୍ଧି କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ରେଳବାଇକୁ ମୋଟ ୨.୪ ଲକ୍ଷ […]
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୨-୨୩ ବର୍ଷର ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଆଗତ କରିଛନ୍ତି। ସର୍ବେକ୍ଷଣ ରିପୋର୍ଟର ମୁଖ୍ୟାଂଶ ନିମ୍ନରେ ଦିଆଗଲା : ୨୦୨୨-୨୩ରେ ଅର୍ଥବ୍ୟବସ୍ଥାର ସ୍ଥିତି: ସୁଧାର ସମ୍ପୂର୍ଣ୍ଣ […]
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଫେବୃଆରୀ ୧ ତାରିଖରୁ ଜନତା ମଇଦାନଠାରେ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହେବ। ଏହି ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ କାରିଗର ଓ ବୁଣାକାରମାନେ ଅଂଶଗ୍ରହଣ […]
ଭୁବନେଶ୍ୱର: ଦୁଇ ଦିନ ତଳେ ଜଣେ ପୋଲିସ ଅଧିକାରି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି ମାରି ହତ୍ୟା କରିବା ଘଟଣା କେବଳ ରାଜ୍ୟରେ ନୁହେଁ ଦେଶରେ ବି ବିରଳ। ପୋଲିସ୍ ଗୁଳିରେ ରାଜ୍ୟର ଜଣେ ପ୍ରଭାବଶାଳୀ […]
ନୂଆଦିଲ୍ଲୀ: ୨୦୨୪ରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ବିଜୟ ପାଇଁ ପ୍ରତ୍ୟେକ ବୁଥକୁ ମଜବୁତ କରିବା ଉପରେ ବିଜେପି ଗୁରୁତ୍ୱ ଦେଉଛି। କଂଗ୍ରେସ ଦଳ ମଧ୍ୟ ଏହାର ପ୍ରସ୍ତୁତିରେ ନିୟୋଜିତ ଅଛି। ଏହା ବ୍ୟତୀତ କିଛି ଦଳ ତୃତୀୟ ସାମ୍ମୁଖ୍ୟ ଗଠନରେ […]
ନୂଆଦିଲ୍ଲୀ: ୨୦୨୩ ବର୍ଷର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଏହି ପ୍ରରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଅଭିଭାଷଣ ପ୍ରଦାନ କରଛନ୍ତି। ସେ କହିଛନ୍ତି ଯେ, ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଅଟେ। ଭାରତର ବର୍ତ୍ତମାନର ରାଷ୍ଟ୍ରପତି ଆଜି ପ୍ରଥମ […]
ଭୁବନେଶ୍ବର: ଆଜି ମନ୍ତ୍ରୀ ନବ ଦାସଙ୍କ ପାର୍ଥୀବ ଶରୀର ଭୁବନେଶ୍ବରରୁ ବିଦାୟ ନେଇଛି। ଏକ ସ୍ବତନ୍ତ୍ର ବିମାନରେ ତାଙ୍କର ମରଶରୀରକୁ ଝାରସୁଗୁଡା ଅଭିମୁଖେ ନିଆଯାଇଛି। ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଏହି ବିମାନରେ ତାଙ୍କର ପରିବାରର ଲୋକେ ମଧ୍ୟ ଗସ୍ତ […]
ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ସରକାର ଆଜି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଦ୍ୱାରା ଡକାଯାଇଥିବା ଏହି ବୈଠକ ଆଜି ଅପରାହ୍ନରେ ସଂସଦ ଗୃହର ଏନେକ୍ସି ବିଲ୍ଦିଙ୍ଗରେ […]
ଭୁବନେଶ୍ବର: ଶେଷରେ ଆଖି ବୁଜିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଏ ନେଇ ଆପୋଲ ହସପିଟାଲ ତରଫରୁ ସୂଚନା ଦିଆଯାଇଛି। ତାଙ୍କ ଛାତିରେ ଅସ୍ତ୍ରୋପଚାର କରାଯାଇଥିଲା। ପୁରା ଏକ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ। ସେ ଭୁବନେଶ୍ବରର ଆପୋଲ ହସପିଟାଲରେ […]
ଭୁବନେଶ୍ବର: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଉପରେ ଗୁଳି ମାଡ ହୋଇଛି। ଯାହାପରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ନବ ଦାସଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ମଧ୍ୟାହ୍ନ ପ୍ରାୟ ୧୨.୩୦ ସମୟରେ […]
ଭୁବନେଶ୍ବର: ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଝାରସୁଗୁଡାସ୍ଥିତ ଗାନ୍ଧୀ ଛକ ନିକଟରେ ଗୁଳିମାଡ ହୋଇଛି। ସେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉ ଥିବା ବେଳେ କାର ଭିତରେ ତାଙ୍କୁ ଗୁଳିମାଡ ହୋଇଛି। ତାଙ୍କ ଛାତିରେ ଗୁଳିମାଡ ହୋଇଥିବାର ଜଣାପଡିଛି। ସେ ଯେଉଁଗାଡିରେ […]
ଶ୍ରୀନଗର: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭରତ ଯୋଡୋ ଯାତ୍ରା ଶ୍ରୀନଗରର ଲାଲ ଚୌକରେ ପହଞ୍ଚିଛି। ଏଠାରେ ରାହୁଲ ଗାନ୍ଧୀ କାର୍ଯ୍ୟସୂଚୀ ଅନୁଯାୟୀ ପତାକା ଉତ୍ତୋଳନ କରିଥିଲେ। ତ୍ରିରଙ୍ଗା ଉତ୍ତୋଳନ ହେବା ମାତ୍ରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଅହେତୁକ ଉତ୍ସାହ ଦେଖିବାକୁ […]
ନୂଆଦିଲ୍ଲୀ: ଲଣ୍ଡନରେ ସମ୍ମାନଜନକ “ଇଣ୍ଡିଆ ୟୁକେ ଆଉଟଷ୍ଟାଣ୍ଡିଂ ଆଚିଭର” ପୁରସ୍କାରରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ସମ୍ମାନିତ ହୋଇଛନ୍ତି। ବ୍ରିଟେନ ସଂସଦର ଏକ କାର୍ଯ୍ୟକ୍ରମରେ ସେ ଏହି ପୁରସ୍କାର ଗ୍ରହଣ କରିଛନ୍ତି, ଯେଉଁଠାରେ ଭାରତର ସ୍ୱାଧୀନତାର ୭୫ […]
ଭୁବନେଶ୍ବର: ଓଡିଶାର ସାଧାରଣ ନିର୍ବାଚନକୁ ଆହୁରି ବର୍ଷେ ଉପରେ ବାକିଥିବା ବେଳେ ବର୍ତ୍ତମାନଠାରୁ ରାଜନୀତି ହଲଚଲ ହେଲାଣି। ଏଥର ଓଡିଶା ରାଜନୀତିରେ ପ୍ରବେଶ କରିଛି ଏକ ନୂଆ ଦଳ ବିଆରଏସ। ଏହା ହେଉଛି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଦ୍ବାରା […]
ଭୁବନେଶ୍ବର: କୃଷି ଯାନ୍ତ୍ରିକୀକରଣ ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସମ୍ବଲପୁରଠାରେ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ପଶ୍ଚିମ ଓଡ଼ିଶା କୃଷିମେଳାର ଉଦ୍ଘାଟନୀ […]