ଭୁବନେଶ୍ବର, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ତଥା ସଂପ୍ରସାରଣ ନେଇ ଜାତୀୟ ରାଜନୀତି ବେଶ ସରଗରମ ହୋଇ ଉଠିଛି। ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବୈଠକ ଏହି ଚର୍ଚ୍ଚାକୁ ଆହୁରି ତାଜା କରୁଛି। ସେହିପରି କେତେବେଳେ ମନ୍ତ୍ରୀ […]
ଭୁବନେଶ୍ବର, ଓଡିଶାର ଲୋକ ଗୀତ ଭାବେ ବେଶ୍ ପରିଚିତ ହୋଇଛି ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ, ଘେନି ନୂଆ ସଜବାଜ। ଏହି ଗୀତଟି ସାରା ଓଡିଶାର ପୁରପଲ୍ଲୀରେ ବେଶ୍ ପ୍ରଭାବ ବିସ୍ତାର କରିଛି। […]
ନୂଆଦିଲ୍ଲୀ, ସୋମବାର ଦିନଟି ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକ ପାଇଁ ଏକ ଝଟକା ଦିବସ ଥିଲା। କାରଣ ଏହି କଂପାନୀର ସେୟାରଗୁଡିକ ଏକ ବଡ଼ ଧରଣର ହ୍ରାସ ପାଇଛି । ପତନ ଏତେ ତୀବ୍ର ଥିଲା ଯେ କିଛି ମିନିଟ୍ ମଧ୍ୟରେ, ଏହି […]
ଭୁବନେଶ୍ବର, ଏ ବର୍ଷ ରଜ ମୁହଁ ଶୁଖେଇ ଦେଇଛି। କାରଣ ହେଉଛି କରୋନା ସଂକ୍ରାମଣ ଭୟରେ ସାରା ଓଡିଶା ଲକଡାଉନ। ଲକ ଡାଉନ ଖୋଲିବ 17 ତାରିଖରେ। ହେଲେ ରଜ ଆଜି ଆରମ୍ଭ ହୋଇ 16 ତାରିଖରେ ଶେଷ ହେଉଛି । […]
ନୂଆଦିଲ୍ଲୀ, ଖୁବ ଶିଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ସହିତ ସଂପ୍ରସାରଣ କରିବେ। ଆସନ୍ତା ବର୍ଷ ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ଥିବାରୁ ଏହି ଅଦଳବଦଳ ସହ ସଂପ୍ରସାରଣ ହେବ ବୋଲି ଜଣାପଡିଛି। ସେଥିପାଇଁ ଦଳ ଭିତରେ […]
ଭୁବନେଶ୍ୱର, ଚଳିତ ଖରିଫ୍ରେ ଚାଷୀମାନଙ୍କୁ ଚାହିଦା ମୁତାବକ ଉନ୍ନତ ମାନର ବିହନ ସଠିକ ସମୟରେ ଓ ନିର୍ଦ୍ଧାରିତ ମୂଲ୍ୟରେ ଯୋଗାଇଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ […]
ନୂଆଦିଲ୍ଲୀ, ଦକ୍ଷିଣ ରେଳ ପରିସୀମା ମଧ୍ୟରେ କିଛି ସ୍ୱତନ୍ତ୍ର ଟ୍ରେନର ସମୟ ସଂଶୋଧନ କରିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଯାତାୟାତ କରୁଥିବା ଚାରି ଯୋଡ଼ା ବିଶେଷ ଟ୍ରେନ ସହିତ ପୁରୀ ରୁ ଛାଡୁଥିବା […]
ଭୁବନେଶ୍ବର, ଆସନ୍ତାକାଲି ହେଉଛି ଓଡିଶାର ଗଣପର୍ବ ରଜ। ତିନିଦିନ ଧରି ସାରା ଓଡିଶାରେ ଏହି ପର୍ବ ପାଳନ କରାଯିବ। ହେଲେ କୋରନା ପାଇଁ ସାରା ଓଡିଶାରେ ଲାଗିଛି ଲକ ଡାଉନ। ରଜ ପରେ ଖୋଲିବ ଏହି ଲକ ଡାଉନ। ତେବେ ଲୋକଙ୍କୁ […]
ନୂଆଦିଲ୍ଲୀ: ଏହି ମନ୍ଦିରଟି ହେଉଛି ଇଣ୍ଡୋନେସିଆର ବାର୍ଲି ଦ୍ବୀପର ତବାନାନଠାରେ ଅବସ୍ଥିତ। ସ୍ଥାନୀୟ ଭାଷାରେ ଏହି ମନ୍ଦିର ନାମ ହେଲା “ତାନାହା ଲୋଟ”। ଯାହାର ଅର୍ଥ ହେଲା ସମୁଦ୍ର ଭିତରେ ସ୍ଥଳଭାଗ। ଏହି ମନ୍ଦିରଟିର ବିଶେଷତ୍ବ ହେଲା ଶହଶହ ବର୍ଷ ଧରି ଏହା […]
ଭୁବନେଶ୍ବର, ଆଉ 4 ଦିନ ପରେ ରାଜ୍ୟରେ ଲକ ଡାଉନ ଅବଧି ଶେଷ ହେବ। କାରଣ ରାଜ୍ୟ ସରକାର ଜୁନ 17 ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରିଛନ୍ତି। ତେବେ ତା ପୂର୍ବରୁ କେଉଁ ଜିଲ୍ଲା ବା ସହର ଖୋଲାଯିବ […]
ସୁବାସ କୁମାର ତାରଣିଆଁ ଭୁବନେଶ୍ବର: ରାଜ୍ୟ ସରକାର ୨୦ରୁ କମ୍ ପିଲା ଥିବା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରି ଏହାକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରି ଯେଉଁ ନିଷ୍ପତ୍ତି ଗ୍ରହଣ କରିଥିଲେ, ସରକାରଙ୍କ ସେହି ନିଷ୍ପତ୍ତିକୁ ଉଚ୍ଚ […]
ନୂଆଦିଲ୍ଲୀ, ଟୁଇଟର ଉପରେ ପ୍ରତିବନ୍ଧକ ଲଗାଇବା ପରେ ନାଇଜେରିଆ ସରକାର ଭାରତୀୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ‘କୁ’ ରେ ନିଜର ଆକାଉଣ୍ଟ ଖୋଲିଛନ୍ତି । ନାଇଜେରିଆର ଏହି ପଦକ୍ଷେପକୁ ‘କୁ’ ର ସହ ପ୍ରତିଷ୍ଠାତା ଅପ୍ରମୟ ରାଧାକୃଷ୍ଣଙ୍କ କହିଛନ୍ତି – @kooindia ରେ […]
ନୂଆଦିଲ୍ଲୀ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 24 କୋଟିରୁ 96 ଲକ୍ଷ କୋଭିଡ ଟିକା ଦିଆଯାଇଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ 34 ଲକ୍ଷ 33 ହଜାରରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଇଛି। […]
ନୂଆଦିଲ୍ଲୀ, ଦ୍ରବ୍ୟ ଏବଂ ସେବା କର ପରିଷଦ ଆଜି କରୋନା ଚିକିତ୍ସାରେ ବ୍ୟବହୃତ ଔଷଧ ଏବଂ ଚିକିତ୍ସା ସୁବିଧା ଉପରେ ସରକାରଙ୍କ ସୁପାରିଶକୁ ମୁଖ୍ୟତଃ ଗ୍ରହଣ କରିଛି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଆଣ୍ଟିଫଙ୍ଗସ୍ […]
ନୂଆଦିଲ୍ଲୀ, କେନ୍ଦ୍ରମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ସହିତ ଅଦଳବଦଳ ହେବ ବୋଲି ବର୍ତ୍ତମାନ ଜାତୀୟ ସ୍ତରରେ ବେଶ୍ ଚର୍ଚ୍ଚା ଚାଲିଛି। ତେବେ ଏହି ଚର୍ଚ୍ଚା କିଛି ମାତ୍ରାରେ ସତ ବୋଲି ଅନୁମାନ କରି ହେଉଛି। ସେଗୁଡିକ ମଧ୍ୟରେ ରହିଛି 1-ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ […]
ଭୁବନେଶ୍ବର, ସୂଚନା ଓ ଲୋକସଂପର୍କ ବିଭାଗର ସଦ୍ୟ ସୂଚନା ଅନୁସାରେ ଆଜି ଖୋର୍ଦ୍ଧାର ଆକ୍ରାନ୍ତଙ୍କ ସଂଖ୍ୟା 649 ରେ ରହିଛି। ସେହିପରି ଦ୍ବିତୀୟରେ କଟକରେ 505 ଜଣ ରହିଛନ୍ତି। ତୃତୀୟରେ ଯାଜପୁର ଜିଲ୍ଲା ରହିଛି। ଏହି ଜିଲ୍ଲାରୁ 382 ଜଣ ନୂଆ […]
ବରଗଡ, ଶୁକ୍ରବାର ଭୋରରୁ ଛତିଶଗଡ ସୀମାରେ ଥିବା ଝାଞ୍ଜି ସଂରକ୍ଷଣ ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷା କର୍ମିଙ୍କ ଗୁଳି ବିନିମୟରେ ଜଣେ ଦୁର୍ଦ୍ଧାନ୍ତ ମାଓ ନେତା ନିହତ ହୋଇଛି। ତାହାର ନାମ ହେଲା ରବିନ୍ଦ୍ର। ସେ ଛତିଶଗଡ ମାଓ ସଂଗଠନର ଡିସିଏମ […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ଗତ ମାସରେ ପଶ୍ଚିମ ଓଡିଶାର […]
ଭୁବନେଶ୍ବର, ସାଧାରଣତଃ ହିନ୍ଦୁ ଧର୍ମରେ ମନ୍ଦିର ଯାଇ ପୂଜାପଠା କରିବାର ପରଂପରା ରହିଛି। ବିଶେଷ ଦିନମାନଙ୍କରେ ମନ୍ଦିରରେ ଭକ୍ତଙ୍କ ଭିଡ ବେଶୀ ପରିଲକ୍ଷିତ ହୋଇଥାଏ। ତେବେ ଜଣେ ଯେତେବେଳେ ମନ୍ଦିରକୁ ପ୍ରବେଶ କରେ ସେ ପ୍ରଥମେ ଘଣ୍ଟି ବଜେଇ ଥାଏ। ସବୁ […]
ନୂଆଦିଲ୍ଲୀ, କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତିନ ପ୍ରସାଦ ଖୁବ ଶିଘ୍ର ଉତ୍ତରପ୍ରଦେଶ ସରକାରରେ ସାମିଲ ହେବେ। ଏ ନେଇ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶ ରାଜନୀତିରେ ଚାଲିଛି ସରଗରମ ଆଲୋଚନା। ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ଯୋଗୀ […]
ନୂଆଦିଲ୍ଲୀ, ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ପୌରସଂସ୍ଥାଗୁଡିକ କାର୍ଯ୍ୟରତ ଠିକା ଏବଂ ସାମୟିକ କର୍ମଚାରୀଙ୍କୁ କର୍ମଚାରୀ ରାଜ୍ୟ ବୀମା(ଇଏସଆଇ) ବ୍ୟବସ୍ଥାର ଅନ୍ତର୍ଭୁକ୍ତ କରାଯାଇଛି । କେନ୍ଦ୍ର ଶ୍ରମ ଓ ନିଯୁକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର […]