ଭୁବନେଶ୍ବର: ଭାରତୀୟ ସଂସ୍କୃତିରେ ଶଙ୍ଖର ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି। ଶଙ୍ଖର ଓମ୍ ଧ୍ବନି ପ୍ରତିଧ୍ବନିତ ହୋଇଥାଏ। ପୁରାଣ ଓ ଶାସ୍ତ୍ରରେ ଶଙ୍ଖ ଧ୍ବନିକୁ କଲ୍ୟାଣକାରୀ ବୋଲି ବିବେଚନା କରାଯାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଶଙ୍ଖନାଦ ଯୋଗୁଁ ଘରେ ନାକାରାତ୍ମକ ଶକ୍ତି ଦୂର […]
ମେଷ- ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ ପାଇଁ କିଛି ବିପଦ ହୋଇପାରେ। ଚାକିରିରେ ସମସ୍ୟା ହୋଇପାରେ । ଆପଣଙ୍କର କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ଅଧିକ ଚିନ୍ତାରେ ସମୟ ନଷ୍ଟ କରନ୍ତୁ ନାହିଁ । ହଠାତ୍ ଆପଣଙ୍କର ଅସୁବିଧା ମଧ୍ୟ […]
ନୂଆଦିଲ୍ଲୀ, ବ୍ରିଟେନର କୋଭିଡ-୧୯ର ନୂଆ ଷ୍ଟ୍ରେନକୁ ମୁକାବିଲା ପାଇଁ ଭାରତ ସରକାର ବର୍ତ୍ତମାନ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଆଇସିଏମଆର ପକ୍ଷରୁ କୋଭିଡ-୧୯ ଉପରେ ଜାତୀୟ ଟାସ୍କ ଫୋର୍ସର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରିଟେନରେ ସାର୍ସ କୋଭ-୨ର […]
ମୁମ୍ବାଇ: ମହାରାଷ୍ଟ୍ର ସରକାରରେ ସବୁକିଛି ଠିକ୍ଠାକ୍ ନଥିବା ପରି ଲାଗୁଛି। ମହାରାଷ୍ଟ୍ରରେ ମହାବିକାଶ ଅଘାଡି ଦଳ ଶାସନ କ୍ଷମତାରେ ରହିଛି। ଶିବସେନା, ଏନ୍ସିପି ଓ କଂଗ୍ରେସ ମେଣ୍ଟ କରି ମହା ବିକାଶ ଅଘାଡି ଦଳ ଗଠନ କରି ଶାସନ କରୁଛନ୍ତି। ତିନି […]
ଲକ୍ଷ୍ମୌ, ବିବାହର ହସଖୁସିରେ ସମସ୍ତେ ମସଗୁଲ ଥିବା ବେଳେ କେହି କେବେ ଭାବି ନ ଥିଲେ ଯେ ଏପରି ଏକ ଦୁର୍ଘଟଣା ଘଟିବ ବୋଲି। ବର ଆସି ବେଦୀ ପାଖରେ, କନ୍ୟା ବେଦୀକୁ ଆସିବା ବେଳେ ସିଡିରୁ ଖସିପଡିଲେ। ମେରୁଦଣ୍ଡରେ ପ୍ରବଳ […]
ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ […]
ଇଟାନଗର : ବିହାରର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାରଙ୍କୁ ବଡ ଝଟ୍କା ମିଳିଛି । ନୀତିଶଙ୍କ ଦଳ ଜନତା ଦଳ ୟୁନାଇଟେଡର 6 ଜଣ ସଦସ୍ୟ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି । ଅରୁଣାଚଳ ପ୍ରଦେଶରେ ଜେଡିୟୁର 7ଜଣ ବିଧାୟକଙ୍କ ମଧ୍ୟରୁ 6ଜଣ […]
ମେଷ- ଯଶ କିର୍ତ୍ତୀ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭ ବୃଦ୍ଧି ପାଇବ। ଆପଣଙ୍କର ଦୈନ୍ୟନ୍ଦିନ ପରିବର୍ତ୍ତନ କରିବା ଉପଯୁକ୍ତ ହେବ। ଆପଣଙ୍କର ଆଚରଣରେ ଭଦ୍ର ହେବା ଆବଶ୍ୟକ। ଯାନବାହନ ଆନନ୍ଦ ପାଇବେ। ପିଲାମାନଙ୍କର ଯତ୍ନ ନେବା ଆବଶ୍ୟକ । ବୃଷ- ଶୁଭ […]
ଭୁବନେଶ୍ବର, ବର୍ଷବର୍ଷ ଧରି ପ୍ରଚଳିତ ହୋଇ ଆସୁଥିବା ଧାନ ବିହନକୁ ଆଉ ରାଜ୍ୟ ସରକାର ସବସିଡରେ ଚାଷୀଙ୍କୁ ଦେବେ ନାହିଁ। ଏହିପରି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ରାଜ୍ୟ ସରକାର ନେଉଛନ୍ତି। ତେବେ ଏହି ପୁରୁଣା ବିହନ ନ ଦେଇ ନୂଆ ବିହନ […]
ଭୁବନେଶ୍ୱର: ରିଲାଏନ୍ସ ଜିଓ ଓଡିଶା ଟେଲିକମ୍ ବଜାରରେ ନିଜ ନେତୃତ୍ୱ ସ୍ଥାନକୁ ଆହୁରି ସୂଦୃଢ କରି ଅକ୍ଟୋବର ମାସରେ ଏକମାତ୍ର ମୋବାଇଲ ସେବା ଯୋଗାଣକାରୀ ଭାବେ ରାଜ୍ୟରେ ଏହାର ଗ୍ରାହକ ସଂଖ୍ୟା ବୃଦ୍ଧି କରିଥିବାବେଳେ ଭାରତୀ ଏୟାରଟେଲ୍, ଭୋଡାଫୋନ୍ ଆଇଡିଆ ଓ […]
ନୂଆଦିଲ୍ଲୀ, ପଶ୍ଚିମବଂଗ ଆସନକୁ ପୁଣି ଥରେ ହାତେଇବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ହେଲେ ତାଙ୍କ ରାସ୍ତାରେ ଏକ ବଡ କଣ୍ଟା ହୋଇ ଛିଡା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। କୁହାଯାଉଛି ଯେ ଅମିତ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ଆର୍ଥିକ ବ୍ୟାପାର କମିଟି ତଫସୁଲଭୁକ୍ତ ଜାତିର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା କେନ୍ଦ୍ରୀୟ ପୋଷ୍ଟ ମାଟ୍ରିକ ସ୍କଲାରସିପ (ପିଏମଏସ-ଏସସି)ର ବିଶେଷ ପରିବର୍ତ୍ତନକୁ ଅନୁମୋଦନ କରିଛନ୍ତି । ଆଗାମୀ ପାଞ୍ଚ ବର୍ଷରେ ଏହାଦ୍ଵାରା […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦେଶରେ ଡିଟିଏଚ ପ୍ରସାରଣ ସଂକ୍ରାନ୍ତ ମାର୍ଗଦର୍ଶିକା ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ନିଷ୍ପତ୍ତିର ମୌଳିକ ବୈଶିଷ୍ଟତାଗୁଡିକ ହେଲା – (କ) ଡିଟିଏଚ ପାଇଁ ଲାଇସେନ୍ସ ଅବଧି […]
ମେଷ- ଆପଣଙ୍କ କ୍ୟାରିୟର ପ୍ରତି ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିବ। ଆର୍ଥିକ ଦିଗ ଦୃଢ ହେବ। ପରିବାର ସହିତ ଦୀର୍ଘ ଯାତ୍ରା ଅଛି। ବରିଷ୍ଠମାନଙ୍କ ଆଶୀର୍ବାଦ ସହିତ ଭଲ କାମ ଆରମ୍ଭ କରନ୍ତୁ। ବିଦେଶ ଯିବାକୁ ଥିବା ପ୍ରତିବନ୍ଧକକୁ ଦୂର […]
ନୂଆଦିଲ୍ଲୀ, କେନ୍ତ୍ର ସରକାରଙ୍କ ଚଳଚିତ୍ର କ୍ଷେତ୍ରରେ ଥିବା ପାଞ୍ଚୋଟି ବିଭାଗକୁ ମିଶାଇ ଗୋଟିଏ ବିଭାଗ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି । ଫଳତଃ ଚଳଚିତ୍ର ଗଣମାଧ୍ୟମ ଏକାଂଶର ଚାରୋଟି ଯାକ ୟୁନିଟ […]
ଭୁବନେଶ୍ବର, ଦକ୍ଷିଣ କେନ୍ଦ୍ରୀୟ ରେଳପଥ ବିଜୟୱାଡା ରେଳମଣ୍ଡଳ ଅନ୍ତର୍ଗତ ରାଜମହେନ୍ଦ୍ରୀ ରେଳଷ୍ଟେସନ ଠାରେ ୟାର୍ଡ଼ ନବୀକରଣ ସହିତ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ୟ୍ୟକୁ ଦୃଷ୍ଟିରେ ରଖି, ନିମ୍ନଲିଖିତ ଅନୁଯାୟୀ କେତେକ ଟ୍ରେନ୍କୁ ବାତିଲ୍ ଏବଂ କେତେକର ମାର୍ଗ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି […]
ଭୁବନେଶ୍ବର, ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ପାର୍ବଣ ବିଶେଷ ଟ୍ରେନ ଗୁଡିକର ଚଳାଚଳ ଅବଧିକୁ ୨୦୨୧ ଜାନୁୟାରୀ ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧିକରିବାକୁ ନିଷ୍ପତ୍ତି ନିଆଯାଇଅଛି। ବର୍ତ୍ତମାନ, ୨୦ ଟି ଯୋଡ଼ା ପାର୍ବଣ ବିଶେଷ ଟ୍ରେନ ପୂର୍ବ ତଟ […]
ନୂଆଦିଲ୍ଲୀ, ହିନ୍ଦୁ ଧର୍ମରେ ବିବାହ ଜଣେ ବ୍ୟକ୍ତିଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରୀତି ଭାବରେ ବିବେଚନା କରାଯାଏ। ଭାରତରେ ବିବାହ ସ୍ଥିର ହେବା ପୂର୍ବରୁ ବର ଏବଂ କନ୍ୟାର ରାଶିଫଳ ମେଳ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବିବାହ ପୂର୍ବରୁ ବର […]
ନୂଆଦିଲ୍ଲୀ, ବିଶ୍ୱ ମହାମାରୀ ବିରୋଧି ଲଢେଇରେ ଆଜି ଭାରତ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଭାରତର ସକ୍ରିୟ ମାମଲା ଆଜି ୩ ଲକ୍ଷ (୨,୯୨,୫୧୮) ତଳକୁ ଖସି ଆସିଛି । ମୋଟ ପଜିଟିଭ ମାମଲା ମଧ୍ୟରୁ ସକ୍ରିୟ ମାମଲାର […]
ଭୁବନେଶ୍ବର, ଆଜି ବ୍ୟାଙ୍କର ଏବଂ ଜିଲ୍ଲାପାଳଙ୍କ ଋଣ ପ୍ରଦାନକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କହିଲେ ତାହା ଥିଲା ଏହିପରି। ଓଡିଶା ଆଜି ସଫଳତାର ସହ କୋଭିଡ ପରିଚାଳନା କରି […]
ଭୁବନେଶ୍ବର: ଫିଟ୍ ରହିବା ପାଇଁ କିଏ ନ ଚାହାନ୍ତି। ସମେସ୍ତ ପତଳା ଓ ସୁଢଳ ରହିବାକୁ ଚାହାନ୍ତି। ମୋଟାପାକୁ ନେଇ ଏବେ ଯୁବପିଢି ବ୍ୟସ୍ତ ଓ ବିବ୍ରତ। ଆଜିକାଲିର ଖାଇବା ପିଇବା ଓ ଜୀବନଶୈଳୀ ଯୋଗୁଁ ଓଜନ ବୃଦ୍ଧି ହୋଇଛି। ଥରେ […]