ମୁମ୍ବାଇ, ସୁନାରେ ବିନିଯୋଗ ସର୍ବଦା ଏକ ଲାଭଜନକ କାରବାର। ବର୍ତ୍ତମାନ ସୁନା କିଣିବା ପରିବର୍ତ୍ତେ, ଆପଣ ସରକାରୀ ସୁନା ବଣ୍ଡରେ ବିନିଯୋଗ କରି ଲାଭ ପାଇପାରିବେ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସୋଭେରିନ ଗୋଲ୍ଡ ବଣ୍ଡ ଜାରି କରିଛି। ଏଥିରେ […]
କୋଲକାତା: ଆଜି ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନ ୭୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଆସିବାରେ ଲାଗିଛି। ତେବେ କୋଲକାତାରେ ଥିବା “ଅମିତାଭ ବଚ୍ଚନ ମନ୍ଦିର”ରେ ଏଥର କରୋନା ପାଇଁ ଧୂମଧାମରେ ଜନ୍ନ ଦିନ […]
ଭୁବନେଶ୍ବର, କଟକ ସହର ରୂପାନ୍ତରୀକରଣ ପ୍ରକ୍ରିୟାର ପ୍ରଥମ ପାହାଚ ସ୍ବରୂପ ଆଜି ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜକୁ ସଂଯୋଗ କରୁଥିବା ରାସ୍ତା ଜୋବ୍ରାରୁ ରାଣୀହାଟ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବରୁ ନିର୍ମିତ ତିନି ଥାକିଆ ରାସ୍ତାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ […]
ଅଯୋଧ୍ୟା, ରାମ ମନ୍ଦିର ନିର୍ମାଣ କାମ ଦ୍ରୁତ ଗତିରେ ଚାଲିଛି। ବର୍ତ୍ତମାନ ରାମ ମନ୍ଦିରରେ ଖୋଦିତ ପଥର ସ୍ଥାନାନ୍ତର କରିବାର କାର୍ଯ୍ୟ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଏହି ପଥରଗୁଡିକ ବଢେଇ କର୍ମଶାଳାରୁ ମନ୍ଦିର ପରିସରକୁ ନିଆଯାଉଛି। ବ୍ରାହ୍ମଣମାନେ ପଥର ବଦଳାଇବା […]
ନୂଆଦିଲ୍ଲୀ, ଭାରତରେ କରୋନା ସକ୍ରିୟ ମାମଲା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏକ ମାସ ପରେ, ପ୍ରଥମ ଥର ପାଇଁ ସକ୍ରିୟ ମାମଲା ୯ ଲକ୍ଷ ତଳକୁ ଖସିଛି। ଆଜି ଭାରତରେ ସକ୍ରିୟ ମାମଲା ସଂଖ୍ୟା ୮.୯୩ ଲକ୍ଷ ଥିବା […]
ନୂଆଦିଲ୍ଲୀ, ଲକ୍ଷ ଲକ୍ଷ ଗ୍ରାମାଞ୍ଚଳବାସୀଙ୍କୁ ସଶକ୍ତ କରିବା ପାଇଁ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଏକ ଐତିହାସିକ ଘଟଣାକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଵାମିତ୍ଵ ଯୋଜନା ଅଧୀନରେ ଆସନ୍ତା ୧୧ ତାରିଖ ଦିନ ଭିଡିଓ କନଫରେନ୍ସ ଜରିଆରେ ଜମି ପଟ୍ଟା […]
ନୂଆଦିଲ୍ଲୀ, ଅତ୍ୟାଧୁନିକ ଆଣ୍ଟି ରେଡିଅସନ କ୍ଷେପଣାସ୍ତ୍ର ରୁଦ୍ରମ ଓଡିଶା ଉପକୂଳର ହ୍ବିଲର ଦୀପପୁଞ୍ଜରେ ଥିବା ରେଡିଅସନ ଲକ୍ଷ୍ୟକୁ ସଫଳତାର ସହ ଭେଦ କରିଛି। ଏସୟୁ-୩୦ ଏମକେଆଇ ଲଢୁଆ ବିମାନରୁ ଏହି କ୍ଷେପଣାସ୍ତ୍ରକୁ ଉତକ୍ଷେପଣ କରାଯାଇଥିଲା। ଭାରତୀୟ ବାୟୁସେନାର ରୁଦ୍ରମ ହେଉଛି ପ୍ରଥମ […]
ଭୁବନେଶ୍ବର, ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗିଲ ୱିଣ୍ଡୋ ବୈଠକରେ ପାଞ୍ଚୋଟି ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡିକରେ ୧୮୫୧.୯୬ କୋଟି ଟଙ୍କା ବିନିଯୋଗ ହେବ। ଏହା ଦ୍ବାରା ପ୍ରତ୍ୟେକ୍ଷ ଭାବେ ୧୬୨୪ ଜଣଙ୍କ […]
ଭୁବନେଶ୍ବର, ଗତ ଗୁରୁବାର ଦିନ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଜନ୍ମଦିନରେ କୋଭିଡ19 ଆଇନ ଉଲ୍ଲଘଂନ ହୋଇଛି। ଏହିପରି ଅଭିଯୋଗ କରିଛନ୍ତି ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ସେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାଇଙ୍କୁ ଏକ ଚିଠି ଲେଖି ଅଭିଯୋଗ କରିଛନ୍ତି। […]
ଭୁବନେଶ୍ବର, ସମୟ ଥିଲା ଯେତେବେଳେ ଜାତୀୟ ନ୍ୟୁଜ ଚ୍ୟାନେଲଗୁଡିକର ଖବର ଉପରେ ଦର୍ଶକଙ୍କର ପ୍ରଗାଢ ବିଶ୍ବାସ ରହିଥିଲା। କାରଣ ହେଲା ସେତେବେଳେ ଦର୍ଶକଙ୍କ ସାମନାକୁ ଏକ ଖବର ଆଣିବାକୁ ହେଲେ ବହୁ ପରୀକ୍ଷା ନିରୀକ୍ଷା ପରେ ପ୍ରସାରଣ କରାଯାଉଥିଲା। ଫଳରେ ଭାରତୀୟ […]
ନୂଆଦିଲ୍ଲୀ, ଦୁଇହଜାର ସହର ଏବଂ ନଗରରେ ୫କୋଟି ଘରକୁ ଜିଓଫାଇବର ଜରିଆରେ ସଂଯୁକ୍ତ କରିବା ପାଇଁ ଜିଓ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଜିଓ ଭାରତରେ ଖୁବଶୀଘ୍ର ୫ଜି ସେବା ପ୍ରଚଳନ କରିବ ବୋଲି ସେ ପ୍ରକାଶ କରିଥିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର […]
ନୂଆଦିଲ୍ଲୀ: ଆଜି କେନ୍ଦ୍ର ଖାଦ୍ୟ ଓ ଖାଉଟି କଲ୍ୟାଣ ତଥା ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାଶ ପାଶୱାନଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥତା ଯୋଗୁଁ ନୂଆଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। […]
ହାଥରସ, ସାରା ଦେଶରେ ଚାଞ୍ଚଲ୍ୟ ଖେଲାଇଥିବା ହାଥରସ ଦୁଷ୍କର୍ମ ଘଟଣାରେ ଦିନକୁ ଦିନ ନୂଆନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। ତେବେ ଏହି ଘଟଣାରେ ଗିରଫ ହୋଇଥିବା ଚାରି ଅଭିଯୁକ୍ତ ସ୍ଥାନୀୟ ଏସପି ଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ […]
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଥିଲେ। ଗତ ୮ ମାସ ଧରି କୋଭିଡ ବିରୁଦ୍ଧରେ ଚାଲିଥିବା ଏହି ଲଢେଇରେ କାମ କରିଚାଲିଥିବା କୋଭିଡ ଯୋଦ୍ଧା ମାନଙ୍କ ନିଷ୍ଠାର ଉଚ୍ଚପ୍ରଶଂସା କରିବା […]
ନୂଆଦିଲ୍ଲୀ / ଭୁବନେଶ୍ୱର: ଭାରତ ତାହାର ଡିଜିଟାଲ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଥିବାବେଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏହାର ଅବିଚ୍ଛେଦ୍ୟ ଅଂଶ ଅଟେ। ଇତିମଧ୍ୟରେ ଭାରତର ୯୯%ରୁ ଅଧିକ ଲୋକଙ୍କୁ ୪ଜି ବ୍ରଡବ୍ୟାଣ୍ଡ୍ ସେବା ଉପଲବ୍ଧ କରାଯାଇସାରିଛି। ଡାଟା ବ୍ୟବହାରରେ ଭାରତ […]
ନୂଆଦିଲ୍ଲୀ: ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ଆୟୁର୍ବେଦ ଓ ଯୋଗ ଉପରେ ପର୍ଯ୍ୟବେଶିତ କୋଭିଡ-୧୯ ପରିଚାଳନା ସଂକ୍ରାନ୍ତ ଜାତୀୟ କ୍ଲିନିକାଲ ପ୍ରବନ୍ଧନ ନିୟମାବଳୀ ଉନ୍ମୋଚନ କରିଛନ୍ତି। କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ) ଶ୍ରୀପଦ […]
ପାଟନା : ବିହାର ନିର୍ବାଚନ ଲାଗି ଏନ୍ଡିଏର ଆସନ ଭାଗବଣ୍ଟା ଘୋଷଣା ହୋଇଛି। ଔପଚାରିକ ଭାବେ ଏହି ଘୋଷଣା କରାଯାଇଛି । 243 ବିଶିଷ୍ଟ ବିହାର ବିଧାନସଭା ମିଳିଥିବା ସୂଚନା ଅନୁସାରେ ଜେଡିୟୁ 122ଟି ଆସନର ପ୍ରାର୍ଥୀ ଦେବ ବୋଲି ଘୋଷଣା […]
ନୂଆଦିଲ୍ଲୀ, ସୁପରସୋନିକ କ୍ଷେପଣାସ୍ତ୍ର ସହାୟତାରେ ନିକ୍ଷେପ କରାଯାଉଥିବା ଟୋର୍ପିଡୋ (ସ୍ମାର୍ଟ)ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ଆଜି ଦିନ ୧୧.୪୫ ମିନିଟରେ ଓଡିଶା ଉପକୂଳ ହ୍ୱିଲର ଦ୍ୱୀପରୁ ଏହାକୁ ପରୀକ୍ଷା କରାଯାଇଥିଲା। କ୍ଷେପଣାସ୍ତ୍ର ଦୂରତା ଓ ଉଚ୍ଚତା ସହ ଏହାର ନୋଜକୋନ […]
ପାଟନା, ଗୋଟିଏ ପରିବାରର 4 ଜଣଙ୍କୁ ଗଳାକାଟି ହତ୍ୟା କରାଯାଇଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ବିହାରର ନାଳନ୍ଦା ଜିଲ୍ଲା ପାରବଲପୁର ଅଞ୍ଚଳରେ ଘଟିଛି। ଗୋଟିଏ ଘରୁ ପ୍ରବଳ ଦୁର୍ଗନ୍ଧ ବାହାରିବାରୁ ସେଠାକାର ପଡୋଶୀ ପୋଲିସକୁ ଫୋନ କରିଥିଲେ। ପୋଲିସ ଘଟଣାସ୍ଥଳରେ […]
ଭୁବନେଶ୍ବର, ସାଂସଦ ଅପରାଜିତା ଷଡଙ୍ଗୀ ଆସନ୍ତା ସାତ ତାରିଖରେ ଭୁବନେଶ୍ବର ଆସୁଛନ୍ତି। ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ସେ ଭୁବନେଶ୍ବର ସାଂସଦ, ଘର ଭୁବନେଶ୍ବରରେ ଏଥିରେ ଆସିବାରେ ଅସୁବିଧା କେଉଁଠି ରହିଲା। ତାଙ୍କ ନିର୍ବାଚନ ମଣ୍ଡଳୀକୁ ଆସିବେ […]
ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନା ଭାଇରସ୍ ଆକ୍ରାନ୍ତ ସଂଖ୍ୟା ମୋଟ ୩୫ ନିୟୁତ ଅତିକ୍ରମ କରିଥିବାବେଳେ ମୃତ୍ୟୁ ୧,୦୩୬,୦୦୦ ରୁ ଅଧିକ ହୋଇଛି। ସୋମବାର ସୁଦ୍ଧା ମୋଟ ମାମଲା ୩୫,୦୭୫,୪୨୩ ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖ୍ୟା […]