ମୁମ୍ବାଇ, ଦୀର୍ଘ ୨୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ୨ଜି ମୋବାଇଲ୍ ସେବାକୁ ବନ୍ଦ କରି ଆଗକୁ ବଢିବା ସହିତ ତାହାକୁ ଇତିହାସ ପୃଷ୍ଠାରେ ସ୍ଥାନ ଦିଆଯାଉ।ଏହା କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ତଥା ଦେଶରେ ଜିଓ ପ୍ଲାଟଫର୍ମ ମାଧ୍ୟରେ ବିଫ୍ଲବ […]
କେଦାର ମିଶ୍ର କେନ୍ଦ୍ର ସରକାର ଜାତୀୟ ଲକ ଡାଉନ ପ୍ରତ୍ୟାହାର କରିବାର ପ୍ରକ୍ରିୟା ଅବ୍ଯାହତ ରଖିଥିବା ବେଳେ ଓଡିଶା ସରକାର ଲକ ଡାଉନକୁ କରୋନା ସଂକ୍ରମଣ ରୋକିବାର ସହଜ ବାଟ ବୋଲି ଧରି ନେଇଛନ୍ତି। ଗତ ଜୁନ ଓ ଜୁଲାଇ ମାସରେ […]
ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ ରୁ ଜୁନ୍ ୨୦୨୦ ପର୍ଯ୍ୟନ୍ତ ପ୍ରଥମ ତ୍ରୟମାସରେ ରିଲାଏନ୍ସ ଜିଓର ନିଟ୍ ଲାଭରେ ୧୮୩ ପ୍ରତିଶତ ବୃଦ୍ଧି ଘଟି ଏହା ୨୫୨୦ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଗତ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସ୍ର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କ ଦ୍ୱାରା ଆଜି ମିଳିତଭାବେ ମରିସସ୍ ର ନୂଆ ସୁପ୍ରିମକୋର୍ଟ ଭବନ ଉଦ୍ଘାଟନ କରିଛନ୍ତି। ଭିଡିଓ କନଫରେନ୍ସ ବ୍ୟବସ୍ଥାରେ ଏହି କାର୍ଯ୍ୟ ସଂପାଦନ କରାଯାଇଛି। ଭାରତର ଆର୍ଥିକ ସହାୟତାରେ ନିର୍ମିତ […]
ଭୁବନେଶ୍ବର, ଡିଜିଟାଲ ତଥ୍ୟ ପ୍ରମାଣ ସଂଗ୍ରହ ଓ ସାଇବର ଅନୁସନ୍ଧାନ ପ୍ରଣାଳୀ ର ପ୍ରୟୋଗ ନିମନ୍ତେ ପୂର୍ବ ତଟ ରେଳପଥର ରେଳ ସୁରକ୍ଷା ବଳ ସାଇବର ସେଲକୁ, ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର, ପ୍ରମୁଖ ମୁଖ୍ୟ ନିରାପତ୍ତା କମିଶନର ଶ୍ରୀ […]
ନୂଆଦିଲ୍ଲୀ, ନୂତନ ଜାତୀୟ ଶିକ୍ଷା ନୀତି 2020 ବୁଧବାର, ଜୁଲାଇ 29 ତାରିଖ ପ୍ରକାଶ ପାଇଛି। ଦେଶର ସାମଗ୍ରିକ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ କେନ୍ଦ୍ର କ୍ୟାବିନେଟ ଏଙାକୁ ଅନୁମୋଦନ କରିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ […]
ନୂଆଦିଲ୍ଲୀ,କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଦକ୍ଷିଣ ଦିଲ୍ଲୀସ୍ଥିତ ଲୋଧି ଇଷ୍ଟେଟରେ ଥିବା ସରକାରୀ ବଙ୍ଗଳା ଛାଡ଼ିଛନ୍ତି। ତାଙ୍କ ନିକଟରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରି ନିଆଯାଇଥିବାରୁ ଏହି ବଙ୍ଗଳା ଅଗଷ୍ଟ 1 ତାରିଖ ସୁଦ୍ଧା ଛାଡ଼ିବାକୁ ସରକାର ପ୍ରିୟଙ୍କାଙ୍କୁ […]
ଆସାମ : ଆସାମରେ ବନ୍ୟା ପରିସ୍ଥିତି ଲାଗି ରହିଛି । ବନ୍ୟା ଯୋଗୁଁ ଏଠାରେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ବୁଧବାର ଦିନ ବନ୍ୟା ଯୋଗୁଁ ତିନିଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ବନ୍ୟା ସ୍ଥିତିରେ ଟିକେ ସୁଧାର ଆସିଥିବାବେଳେ […]
କେଦାର ମିଶ୍ର ବଡଲୋକ ହେବାକୁ ହେଲେ ବଡ ହୃଦୟଟିଏ ମଧ୍ୟ ରହିବା ଜରୁରୀ, ଏ କଥା ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କୁ କେହି ଜଣେ ନିହାତି ବୁଝାଇଦେବା ଉଚିତ। ଅମିତାଭ ବହୁତ ବଡ ଅଭିନେତା। କୋଟି କୋଟି ଭାରତୀୟ ତାଙ୍କୁ ଭଲପାଆନ୍ତି। […]
ନୂଆଦିଲ୍ଲୀ, ପ୍ରଥମ 5ଟି ରାଫେଲ ଏୟାର କ୍ରାଫ୍ଟ ଆଜି ଅମ୍ବାଲାସ୍ଥିତ ବାୟୁ ସେନା ଷ୍ଟେସନରେ ପହଞ୍ଚିଛି। ଫ୍ରାନ୍ସର ମେରିଗନାକସ୍ଥିତ ଡାସଲ୍ଟ ଆଭିଏସନ କେନ୍ଦ୍ରରୁ ଗତ 27 ତାରିଖ ସକାଳୁ ଯାତ୍ରାରମ୍ଭ କରିଥିବା ଏହି ଏୟାରକ୍ରାଫ୍ଟଗୁଡିକ ଅପରାହ୍ନରେ ଅମ୍ବାଲାଠାରେ ପହଞ୍ଚିଥିଲା। ତେବେ ଅଳ୍ପ […]
ଭୁବନେଶ୍ୱର: ଓଡ଼ିଶାର ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଜୟଯାତ୍ରା ଜାରି ରଖି ୨୦୨୦ ଏପ୍ରିଲରେ ରିଲାଏନ୍ସ ଜିଓ ରାଜ୍ୟରେ ୭୨,୦୦୦ରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ପ୍ରକାଶ କରାଯାଇଥିବା ସଦ୍ୟତମ […]
ନୂଆଦିଲ୍ଲୀ, ଆଜି କେନ୍ଦ୍ର ଗୃହ ବିଭାଗ ଅନଲକ 3.0 ଜାରି କରିଛନ୍ତି। ଏଥିରେ ସ୍କଲ, କଲେଜ ଏବଂ କୋଚିଂ ସେଣ୍ଟର ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ହେଲେ ଏହି ସମୟରେ ଜିମ୍, ଯୋଗ କେନ୍ଦ୍ର ଖୋଲା ଯାଇପାରିବ। ରାତ୍ରୀରେ […]
ମହାରାଷ୍ଟ୍ର ଓ ତାମିଲନାଡୁ ପରେ ଏବେ କରୋନା ସଂକ୍ରମଣର ନୂଆ ହଟସ୍ପଟ ଭାବରେ ଆନ୍ଧ୍ରପ୍ରଦେଶ ସାରା ଦେଶରେ ଚିନ୍ତାର କାରଣ ପାଲଟିଛି। ଆଜି ଗୋଟିଏ ଦିନରେ ଆନ୍ଧ୍ର ପ୍ରଦେଶରୁ ୧୦,୦୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ବ୍ଯତୀତ ଅନ୍ୟ କୌଣସି […]
ଭୁବନେଶ୍ବର, ଲୋକଙ୍କ ଜୀବନ ରକ୍ଷା ହେଉଛି ଆମର ପ୍ରାଥମିକତା । ତେଣୁ ଲୋକଙ୍କ ଜୀବନ ରକ୍ଷାରେ ସମ୍ବଳ କେବେ ବି ବାଧକ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୃଢତାର ସହ ଘୋଷଣା କରିଛନ୍ତି। କୋଭିଡ-୧୯ ସଂପର୍କରେ ବିଧାୟକମାନଙ୍କ […]
କେଦାର ମିଶ୍ର ଗତକାଲି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଜିଏସଟି ଭରଣା ବାବଦକୁ ୧,୬୫,୩୦୨ କୋଟି ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟମାନଙ୍କର ଚାପ ଓ ଅନେକ ରାଜ୍ୟଙ୍କର ଆଇନଗତ କାର୍ଯ୍ୟାନୁଷ୍ଠାନ ଧମକ ପରେ କେନ୍ଦ୍ର ସରକାର ଏହି ଅର୍ଥରାଶି ରାଜ୍ୟମାନଙ୍କୁ ପ୍ରଦାନ କରିଛନ୍ତି। […]
ନୂଆଦିଲ୍ଲୀ, ବହୁ ବାଦବିବାଦ ପରେ ଶେଷରେ ଫ୍ରାନସରୁ ଭାରତକୁ ଆସୁଛି ରାଫେଲ ଯୁଦ୍ଧ ବିମାନ। ପ୍ରଥମ ପର୍ଯ୍ୟାୟରେ 5ଟି ରାଫେଲ ଲଢୁଆ ବିମାନ ଭାରତକୁ ଆସିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତୀୟ ବାୟୁସେନା ପାଇଁ ଉଦ୍ଦିଷ୍ଟ ଏହି ବିମାନ ମଧ୍ୟରୁ ସକାଳୁ […]
କେଦାର ମିଶ୍ର ଆଗାମୀ ସ୍ଵାଧୀନତା ଦିବସରେ କରୋନା ଭୂତାଣୁଠାରୁ ମୁକ୍ତ ହେବାକୁ ପ୍ରତ୍ଯେକ ଭାରତୀୟ ସଂକଳ୍ପ ନିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଗତ ଚାରି ମାସ ଭିତରେ ପ୍ରଧାନମନ୍ତ୍ରୀ କରୋନା ମୁକ୍ତିର ବହୁ ଉପାୟ ଆମକୁ ବତାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର, କରୋନା ସମୟରେ ରୋଗୀକୁ ହସ୍ପିଟାଲ ନେବା ଲାଗି ଆମ୍ବୁଲାନସ ମନା କରିଦେବାରୁ ମୃତ୍ୟୁ। ଏଭଳି ଅମାନବିକତା ଘଟଣା ଘଟିଯାଇଛି ବ୍ରହ୍ମପୁର ସହରରେ। ଆମ୍ବୁଲାନସ ରୋଗୀକୁ ନେବାକୁ ଆସିଲା, କିନ୍ତୁ ନେଲା ନାହିଁ। ପୁଅ ବାପାର ଗୁରୁତର […]
କେଦାର ମିଶ୍ର କଂଗ୍ରେସ ରାଜନୀତି ବିଷୟରେ ଆଜି ଆଲୋଚନା କଲେ, ପ୍ରଥମ ପ୍ରଶ୍ନ ଉଠିବ- ରାଜସ୍ଥାନରେ ଅଶୋକ ଗେହେଲୋଟ ସରକାର ତିଷ୍ଠିବ ନା ନାହିଁ। ପୂରା ଜୁଲାଇ ମାସ ରାଜସ୍ଥାନରେ ଅସ୍ଥିରତାର ବାତାବରଣ ରହିଛି। ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ତଥା ଗେହେଲୋଟ […]
ଆରତୀ ଟିକୋ ସିଂ ନୂଆଦିଲ୍ଲୀ, ଦୀର୍ଘ ଦେଢମାସ ଧରି ଭାରତ ଚୀନ ମଧ୍ୟରେ ସଂର୍ଘଷ ଏବଂ ଚୀନ ଶେଷରେ ପଛକୁ ହଟିବା ପରେ ଏବେ ସ୍ଥିତି ଶାନ୍ତ ପଡିଛି। ଜୁନ 15 ତାରିଖରେ ହୋଇଥିବା ଏହି ସଂଘର୍ଷରେ ଭାରତର 20 ଜଣ […]
ନୂଆଦିଲ୍ଲୀ, ସାଧାରଣତଃ ଯେତେବେଳେ ବୋର୍ଡ ପରୀକ୍ଷା ଫଳ ବାହାରେ ସେତେବେଳେ ଯେଉଁମାନେ ଭଲ ପ୍ରଦର୍ଶନ କରିଥାନ୍ତି ସେମାନଙ୍କ ଇଣ୍ଟରୟଭ୍ୟୁ ଟିଭି ରେ ବାହାରେ। ସାମ୍ବାଦିକମାନେ ସେମାନଙ୍କୁ ଖୋଜି ଖୋଜି ତାଙ୍କ ଘରେ ପହଁଚି ଯାଆନ୍ତି। ଆଉ ବିଭିନ୍ନ ପ୍ରଶ୍ନ ପଚାରିଥାନ୍ତି। ଆଜି […]